ରାଜ୍ୟ କ୍ୟାବିନେଟ୍ ବୈଠକ: ୫ଟି ପ୍ରସ୍ତାବକୁ ଅନୁମୋଦନ

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ରାଜ୍ୟ କ୍ୟାବିନେଟ୍ ବୈଠକ ହୋଇଯାଇଛି । ଏହି ବୈଠକରେ ୫ଟି ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ ମିଳିଥିବା ଜଣାପଡିଛି । ବିଧାନସଭା ବଜେଟ୍…
Read More...

ବିଧାନସଭା ଦିନ ୧୧ଟା ୩୦ ଯାଏଁ ମୁଲତବୀ

ଭୁବନେଶ୍ବର: ସୋମବାର ବିଧାନସଭା ଆରମ୍ଭରୁ ବିଜେପି ବିଧାୟକଙ୍କ ହଟ୍ଟଗୋଳ । ଗୃହ ଦିନ ୧୧ଟା ୩୦ ପର୍ଯ୍ୟନ୍ତ ମୁଲତବୀ ।ସୋମବାର ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିଜେପି ବିଧାୟକମାନେ ବାଚସ୍ପତିଙ୍କ ପୋଡିୟମ ନିକଟକୁ ଆସି…
Read More...

ଓୟୁଏଟିରେ ୫ଟି ସଚିବ ଭି.କେ ପାଣ୍ଡିଆନ୍

ଭୁବନେଶ୍ୱର: ଆଜି ଭୁବନେଶ୍ୱରରେ ଥିବା ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ(ଓୟୁଏଟି) ୫ଟି ସଚିବ ଭି.କେ ପାଣ୍ଡିଆନ୍ ଅଚାନକ ପହଂଚିଥିଲେ । ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟରେ ପହଂଚି ୫ଟି ସଚିବ ଭି.କେ ପାଣ୍ଡିଆନ୍…
Read More...

ଓଡ଼ିଆ ପୁଅ ପ୍ରଦୋଦ ହାତେଇଲେ ୨ଟି ସ୍ୱର୍ଣ୍ଣ ପଦକ; ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ବ୍ରାଜିଲ ଇଣ୍ଟରନ୍ୟାସନାଲ ପାରା ବ୍ୟାଡମିଣ୍ଟନ ଚମ୍ପିଆନସିପ୍‌ରେ ଚମକିଲେ ଓଡିଆ ପୁଅ । ପୁରୁଷ ସିଙ୍ଗଲ୍ସ ଇଭେଂଟରେ ଓଡିଆ ପୁଅ ପ୍ରମୋଦ ଭଗତ ଚମ୍ପିଆନ ହୋଇଛନ୍ତି । ସେହିପରି ଡବଲ୍ସ ଇଭେଂଟରେ ଭାରତୀୟ ଯୋଡି…
Read More...

ପୂର୍ବ ଭାରତ ସମେତ ପୂର୍ବ ଏସିଆ ଏବଂ ବିଶ୍ୱର ବିକାଶ ଇଞ୍ଜିନର କେନ୍ଦ୍ରବିନ୍ଦୁ ହେବ ଓଡ଼ିଶା: ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର: ଆଗାମୀ ଦିନରେ ଓଡ଼ିଶା କେବଳ ଭାରତ ତଥା ପୂର୍ବ ଭାରତର ଅର୍ଥନୀତିର ଆବଶ୍ୟକତାକୁ ପୂରଣ କରିବ ନାହିଁ ବରଂ ଦକ୍ଷିଣ-ପୂର୍ବ ଏସିଆ ଏବଂ ବିଶ୍ୱର ବିକାଶ ଇଞ୍ଜିନର କେନ୍ଦ୍ରବିନ୍ଦୁ ମଧ୍ୟ ହେବ ବୋଲି ଆଜି…
Read More...

ଦେଶ ଭଗତ ବିଶ୍ୱବିଦ୍ୟାଳୟ ତରଫରୁ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ଶ୍ରୀଯୁକ୍ତ ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ସମ୍ମାନଜନକ ଡକ୍ଟରେଟ

ପଞ୍ଜାବ: ପଞ୍ଜାବର ମଣ୍ଡି ଗୋବିନ୍ଦଗଡ଼ ସ୍ଥିତ ଦେଶ ଭଗତ ବିଶ୍ୱବିଦ୍ୟାଳୟର ୭ମ ସମାବର୍ତ୍ତନ ଉତ୍ସବରେ ଫେବ୍ରୁଆରୀ ୧୪ ତାରିଖରେ ମୁଖ୍ୟ ଅତିଥି ଭାବେ ଆନ୍ଧ୍ର ପ୍ରଦେଶ ରାଜ୍ୟପାଳ ଶ୍ରୀଯୁକ୍ତ ବିଶ୍ୱଭୂଷଣ ହରିଚନ୍ଦନ ଯୋଗଦେଇ…
Read More...

ଆସନ୍ତା ୨୮ରେ ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହା: ସମୀର ମହାନ୍ତି

ଭୁବନେଶ୍ୱର: ଚଳିତ ମାସ ୨୮ ତାରିଖରେ ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହା । ୨୮ ତାରିଖ ଅପରାହ୍ନରେ ଶ୍ରୀ ଶାହା ଭୂବନେଶ୍ୱରଠାରେ ଅନୁଷ୍ଠିତ ହେବାକୁ ଥିବା ‘ନାଗରିକତା ସଂଶୋଧନ ଆଇନ’…
Read More...

ସାନଭାଇର ଟାଙ୍ଗିଆ ଚୋଟରେ ପରିବାରର ୪ଜଣ ମୃତ

ରାଉରକେଲା: ସୁନ୍ଦରଗଡ ଜିଲ୍ଲାର ବଣାଇ ଥାନା ଅନ୍ତର୍ଗତ ଦେଉଲହୂଡି ଗ୍ରାମରେ ଜମିବାଡିକୁ କେନ୍ଦ୍ରକରି ବିଭତ୍ସ ହତ୍ୟାକାଣ୍ଡ । ସାନଭାଇ କାଳୀ ମୁଣ୍ଡାର ଟାଙ୍ଗିଆ ଚୋଟରେ ଗୋଟିଏ ପରିବାରର ୪ ଜଣଙ୍କ ମୃତ୍ୟୁ ହୋଇଛି। ଟାଙ୍ଗିଆରେ…
Read More...

୬୫ତମ ଫିଲ୍ମ ଫେୟାର ଆୱାର୍ଡ: ଶ୍ରେଷ୍ଠ ଫିଲ୍ମ ‘ଗଲି ବୟ’, ଶ୍ରେଷ୍ଠ ଅଭିନେତା ରଣବୀର, ଅଭିନେତ୍ରୀ ଆଲିୟା

ଗୁଆହାଟୀ: ୬୫ତମ ଆମଜନ୍ ଫିଲ୍ମ ଫେୟାର ଆୱାର୍ଡ ଗୁଆହାଟୀରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଶ୍ରେଷ୍ଠ ଫିଲ୍ମ ଭାବେ ବାଜି ମାରିଛି “ଗଲି ବୟ” । ଶ୍ରେଷ୍ଠ ଅଭିନେତା ଭାବେ ରଣବୀର ସିଂହ ଏବଂ ଶ୍ରେଷ୍ଠ ଅଭିନେତ୍ରୀ ଭାବେ “ଆଲିୟା…
Read More...

ବାରଣାସୀରେ ମୋଦି

ଲକ୍ଷ୍ନୌ: କାଶୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନିଜ ସଂସଦୀୟ କ୍ଷେତ୍ରରେ ପହଂଚିବା ପରେ ବିମାନବନ୍ଦରରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ଅନ୍ୟ ନେତାମାନେ ମୋଦିଙ୍କୁ ସ୍ବାଗତ କରିଥିଲେ। ଏହାପରେ ମୋଦି ପ୍ରଥମେ…
Read More...