ରାଜଧାନୀରେ ଆରମ୍ଭ ହୋଇଛି ବିମଷ୍ଟେକ୍ ରାଷ୍ଟ୍ର ସମୂହ ମକ୍ ଡ୍ରିଲ୍‌; ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଆଜିଠାରୁ ଆରମ୍ଭ ହୋଇଛି ବିମଷ୍ଟେକ୍ ରାଷ୍ଟ୍ର ସମୂହ ମକ୍ ଡ୍ରିଲ । ତେବେ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଯାହା ଭୁବନେଶ୍ୱରସ୍ଥିତ ମେ’ ଫେୟାରରେ…
Read More...

ଗର୍ଭବତୀ ସ୍ତ୍ରୀକୁ ପୋଡି ମାରିଦେଲେ ସ୍ୱାମୀ ଓ ତାଙ୍କ ପରିବାର

ରାଉଲକେଲା: ଜଣେ ଗର୍ଭବତୀ ମହିଳାଙ୍କୁ ତାଙ୍କ ସ୍ୱାମୀ ଓ ପରିବାର ଲୋକେ ମିଶି ଜିଅନ୍ତା ପୋଡି ମାରି ଦେବା ଘଟଣା ସାମ୍ନାକୁ ଆସିଛି । ତେବେ ବାରମ୍ବାର ଗର୍ଭରେ କନ୍ୟା ସନ୍ତାନ ଧାରଣ କରୁଥିବା ଯୋଗୁଁ ତାଙ୍କ ସ୍ୱାମୀ ଓ ପରିବାର…
Read More...

ସତ ହେଲା ଏକଜିଟ୍ ପୋଲ: ପୁଣିଥରେ ଦିଲ୍ଲୀ ମଙ୍ଗ ଧରିବେ କେଜ୍ରିୱାଲ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ଫଳାଫଳ ଗଣତି ଶେଷ ହେବାରେ ଲାଗିଛି । ଏଯାବତ୍ ଆପ୍ ବହୁ ଆଗରେ ରହିଛି । ତେବେ ଏଥିରୁ ଅପୁମାନ କରାଯାଉଛି ଯେ, ଏକଜିଟ୍ ପୋଲ ସତ ହେବାକୁ ଯାଉଛି । ମୋଟ ୭୦ଟି ଆସନକୁ ଆପ୍ କୁ ୬୩ଟି ଆସନ…
Read More...

ବିଜୟୀ ହେଲେ ମନୀଷ ସିସୋଦିଆ

ନୂଆଦିଲ୍ଲୀ: ଆଜି ଦିଲ୍ଲୀ ବିଧାନସଭା ନିର୍ବାଚନ ଭୋଟ ଗଣତି କାର୍ଯ୍ୟକ୍ରମ ଜାରି ରହିଛି । ତେବେ ଏହି ଗଣତିରେ ବହୁ ମାତ୍ରାରେ ଆପ୍ ଆଗରେ ରହିଥିବାବେଳେ ପଛରେ ପଡିଯାଇଛି ବିଜେପି । ଅନ୍ୟପଟେ କଂଗ୍ରେସ ଖାତା ଖୋଲି ନ ଥିବା…
Read More...

୧୯ରୁ ମାଟ୍ରିକ୍ ପରୀକ୍ଷା; ନୋଡାଲ ସେଂଟରରେ ପହଂଚିଲା ମାଟ୍ରିକ୍ ପ୍ରଶ୍ନପତ୍ର

ଭୁବନେଶ୍ୱର: ଫେବ୍ରୁଆରି ୧୯ରୁ ଆରମ୍ଭ ହେଉଛି ମାଟ୍ରିକ୍ ପରୀକ୍ଷା । ପରୀକ୍ଷା ପାଇଁ ସୁପରିଚାଳନା ତଥା ତଦାରଖ ପାଇଁ ସ୍କ୍ୱାଡ ବ୍ୟବସ୍ଥାକୁ କଡାକଡି କରାଯାଇଛି । ମାଟ୍ରିକ୍ ପରୀକ୍ଷା ସୂଚାରୁରୂପେ କରିବା ପାଇଁ କପି ରୋକିବା,…
Read More...

ଦିଲ୍ଲୀ ନିର୍ବାଚନ ଫଳାଫଳ: ବିଜୟ ଆଡକୁ ମୁହାଁଉଛି ଆପ୍‌

ନୂଆଦିଲ୍ଲୀ: ଦିଲ୍ଲୀରେ ପୁଣିଥରେ ଆପ ମୁଖ୍ୟମନ୍ତ୍ରୀ ଗାଦି ହାତେଇବ ବୋଲି ସ୍ପଷ୍ଟ ହୋଇଯାଇଛି । ଦିଲ୍ଲୀ ନିର୍ବାଚନରେ ଫଳାଫଳ ଅନୁସାରେ ଆପ ୫୭ଟି ଆସନରେ ଆଗୁଆ ଥିବାବେଳେ ବିଜେପି ୧୩ଟିରେ ଆଗୁଆ ରହିଛି । କଂଗ୍ରେସ ନିଜର ଖାତା…
Read More...

ରାଜ୍ୟର ପ୍ରଥମ କାଡାଭାରିକ୍ ପ୍ରତ୍ୟାରୋପଣ ଡାକ୍ତରଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଗତ ୪ତାରିଖ ଦିନ ମସ୍ତିଷ୍କ ମୃତ୍ୟୁ ଘଟିଥିବା ଗଞ୍ଜାବର ପି. ପ୍ରିୟଙ୍କାରାଣୀ ପାତ୍ରଙ୍କ କିଡନୀ ୨ଟି ସଫଳତାର ସହ ପ୍ରତ୍ୟାରୋପଣ କରି ଦୁଇଜଈଙ୍କ ଜୀବନ ରକ୍ଷା କରିଥିବା ଏସସିବି ମେଡିକାଲ କଲେଜ, କଟକ ଏବଂ ଆପୋଲ…
Read More...

୨୪ରେ ଭାରତ ଗସ୍ତରେ ଆସିବେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଗସ୍ତରେ ଆସୁଛନ୍ତି । ଏ ନେଇ ଆମେରିକା ରାଷ୍ଟ୍ରପତି ଭବନ ହ୍ୱାଇଟ୍ ହାଉସ୍ ରୁ ସୂଚନା ମିଳିଛି । ୨୪ ଓ ୨୫ରେ ଗସ୍ତ ସମୟରେ ଟ୍ରମ୍ପଙ୍କ ସହ ପତ୍ନୀ ମେଲାନିଆ ମଧ୍ୟ…
Read More...

କୋରୋନା ଭାଇରସ: ୧୦୦୦ ଛୁଇଁଲା ମୃତ୍ୟୁ ସଂଖ୍ୟା

ବେଜିଂ: ଅଣାୟତ ହେଉଛି କୋରୋନା ଭାଇରସ । କୋରୋନା ଆତଙ୍କ ଥମିବାରେ ନାଁ ଧରୁନି । ମୃତ୍ୟୁ ସଂଖ୍ୟା ୧୦୦୦ ପାର୍ ହେଲାଣି । ଏହାସହ ୪ହଜାରରୁ ଉର୍ଦ୍ଧ୍ବ ନୂତନ ସଂକ୍ରମଣ ମାମଲା ସାମ୍ନାକୁ ଆସିଛି । ମୃତ୍ୟୁ ସଂଖ୍ୟା ଘନଘନ ବୃଦ୍ଧି…
Read More...

ଦିଲ୍ଲୀ ବିଧାନସଭା ନିର୍ବାଚନ ଫଳାଫଳ: ଆଗେଇ ଚାଲିଛି ଆପ୍

ନୂଆଦିଲ୍ଲୀ: ଆରମ୍ଭ ହୋଇଛି ଭୋଟ୍ ଗଣତି। ଆଜି ସକାଳ ୮ଟାରେ ସମସ୍ତ ୭୦ଟି ବିଧାନସଭା ଲାଗି ମୋଟ୍ ୨୭ଟି କେନ୍ଦ୍ରରେ ଭୋଟ ଗଣତି ଆରମ୍ଭ ହୋଇଛି।ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ନୂଆଦିଲ୍ଲୀ ବିଧାନସଭା ଆସନରୁ…
Read More...