ଧାନ ବୋଝେଇ ଟ୍ରକକୁ ପିଟିଲା ବସ୍: ୨ ମୃତ, ୪୦ଜଣ

ଭଦ୍ରକ: ଜିଲ୍ଲାର ୧୬ ନଂ ଜାତୀୟ ରାଜପଥର ବାରିକପୁର ଛକ ନିକଟରେ ର୍ଦୁଘଟଣା । ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୦ଜଣ ଗୁରୁତର ହୋଇଛନ୍ତି । ସେଥିମଧ୍ୟରୁ ୧୨ ଅଧିକ ଗୁରୁତରଙ୍କୁ ଭଦ୍ରକ ମେଡିକାଲରେ ଭର୍ତି କରାଯାଇଛି ।…
Read More...

ଗଞ୍ଜାମ ବସ୍ ଟ୍ରାଜେଡି ଘଟଣା; ଡ୍ରାଇଭର ଗିରଫ

ବ୍ରହ୍ମପୁର: ମେଣ୍ଢରାଜପୁର ନିକଟରେ ୧୧ କେଭି ବିଦ୍ୟୁତ୍ ତାର ଲାଗି ୧୧ ଜଣ ଯାତ୍ରୀ ଜୀବନ୍ତ ଘଟଣାରେ ସମ୍ପୃକ୍ତ ବସ ଚାଳକକୁ ଗିରଫ କରିଛି ପୋଲିସ । ଗିରଫ ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି ।ଗତ ରବିବାର ଘଟିଥିବା ଏହି…
Read More...

କୋରୋନା ଭାଇରସ୍‌: ୧୧ଶହକୁ ଟପିଲା ମୃତ୍ୟୁ ସଂଖ୍ୟା

ବେଜିଂ: କୋରୋନା ଭାଇରସ ସଂକ୍ରମଣ ଜନିତ ମୃତ୍ୟୁ ସଂଖ୍ୟା ୧୧୧୦କୁ ପହଂଚିଛି । ସେହିପରି ପ୍ରାୟ ୪୨,୦୦୦ରୁ ଊର୍ଦ୍ଧ୍ବ ବ୍ୟକ୍ତି ଏଥିରେ ଆକ୍ରାନ୍ତ ଥିବା ଜଣାପଡିଛି । ଏହାକୁ ଦୃଷ୍ଟିରେ ରଖି ମଙ୍ଗଳବାର ବିଶ୍ବ ସ୍ବାସ୍ଥ୍ୟ…
Read More...

ଆବାସ ଅନିୟମିତତା ଅଭିଯୋଗ :  କେନ୍ଦ୍ର ପଂଚାୟତିରାଜ ମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଲେ ବିଜେପି ସାଂସଦ

ନୂଆଦିଲ୍ଲୀ :  କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ଓଡିଶାର ବିଜେପି ସାଂସଦମାନେ ମଙ୍ଗଳବାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ତଥା ଘର ବଂଟନ ମାମଲାରେ ଅନିୟମିତତା ନେଇ କେନ୍ଦ୍ର ଗ୍ରାମୀଣ ବିକାଶ ଏବଂ ପଂଚାୟତିରାଜ…
Read More...

କ୍ୟୁବାରେ ମୃତ ଓଡ଼ିଆ ଶ୍ରମିକଙ୍କୁ ଘରକୁ ଆଣିବାରେ ସହାୟତା କଲା ‘ମୋ ପରିବାର’

ଭ ୁବନେଶ୍ୱର: କ୍ୟୁବାର ସାଣ୍ଟାମେରିଆଠାରେ ଏକ କନଷ୍ଟ୍ରକସନ୍ କମ୍ପାନୀରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ଖଲିକୋଟର କହ୍ନେଇପୁର ଗ୍ରାମର ରମେଶ ଚନ୍ଦ୍ର ମହାରଣା ଗତ ୩୦ ତାରିଖରେ ଏକ କ୍ରେନ୍ ଦୁର୍ଘଟଣାରେ ୩ ମହଲା ତଳକୁ ଖସି…
Read More...

ମୋ ସରକାରରେ ସାମିଲ ହେଲା ଖାଦ୍ୟ ଯୋଗାଣ ବିଭାଗ

ଭୁବ‌ନେଶ୍ବର: ମୋ ସରକାରରେ ସାମିଲ ହେଲା ଖାଦ୍ୟ ଯୋଗାଣ ବିଭାଗ । ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ସାମିଲ ହେଲା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ । ଖାଦ୍ୟ ଯୋଗାଣ କ୍ଷେତ୍ରରେ ବିଭାଗ ସକ୍ରିୟ ଥିବାରୁ ଆଉ…
Read More...

ଲଗାତର ତିନି ବର୍ଷ ହେଲା ଦେଶରୁ କମୁଛି ନକ୍ସଲ ହିଂସା

ନୂଆଦିଲ୍ଲୀ : ଦେଶରୁ କମୁଛି ନକ୍ସଲ ହିଂସା । ୨୦୧୭ରୁ ୨୦୧୯ ପର୍ଯ୍ୟନ୍ତ ତିନି ବର୍ଷ ଧରି ଦେଶରେ କ୍ରମାଗତ ଭାବେ ନକ୍ସଲ ହିଂସା ଘଟଣା ହ୍ରାସ ପାଇଛି । ଆଜି ଲୋକସଭାରେ ନକ୍ସଲ ହିଂସା ସକ୍ରାନ୍ତ ଏକ ପ୍ରଶ୍ନର ଲିଖିତ ଉତର ଦେଇ…
Read More...

ରାଜ୍ୟରେ ଓବିସିଙ୍କୁ ଶିକ୍ଷା ଓ ନିଯୁକ୍ତିରେ ସଂରକ୍ଷଣ ମିଳୁନଥିବା ପ୍ରତିବାଦରେ କେନ୍ଦ୍ରୀୟ ଓବିସି କମିଶନଙ୍କୁ ବିଜେପିର…

ଭୁବନେଶ୍ୱର : ବର୍ଷର ଲମ୍ବା ଶାସନରେ ଏସଇବିସି ଓ ଓବିସିଙ୍କୁ ସାମ୍ବିଧାନିକ ଅଧିକାର ପ୍ରଦାନ କରିବାରେ ରାଜ୍ୟସରକାର ସଂପୂର୍ଣ୍ଣ ବ୍ୟର୍ଥ ହୋଇଛନ୍ତି । ଏହା ସହ ରାଜ୍ୟରେ ଓବିସିଙ୍କୁ ଶିକ୍ଷା ଓ ନିଯୁକ୍ତିରେ ସଂରକ୍ଷଣ…
Read More...

ବାଲୁକା କଳାରେ କେଜ୍ରିୱାଲଙ୍କୁ ଶୁଭେଚ୍ଛା

ପୁରୀ: ଦିଲ୍ଲୀ ନିର୍ବାଚନରେ ଆମ ଆଦମୀ ପାର୍ଟିର ବିଜୟ। ଆପ ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କ ଲୋକପ୍ରିୟତା କାମ ଦେଇଛି। ଆମ ଆଦମୀ ପାର୍ଟିର ବିଜୟ ନେଇ ଅରବିନ୍ଦ କେଜ୍ରିଓ୍ବାଲଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି ।…
Read More...

କେଜ୍ରିୱାଲଙ୍କୁ ବିଜୟର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଅରବିନ୍ଦ କେଜ୍ରିୱାଲଙ୍କ ବମ୍ଫର ବିଜୟ ପରେ ସବୁଠୁ ଛୁଟୁଛି ଶୁଭେଛାର ସୁଅ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ବିଟର ଜରିଆରେ କେଜ୍ରିୱାଲଙ୍କୁ ଜଣାଇଛନ୍ତି ଶୁଭେଛା । ଦିଲ୍ଲୀବାସୀଙ୍କ ଆକାକ୍ଷାଂକୁ ପୂରଣ…
Read More...