Crime ଚିକିତ୍ସାଧୀନ ଅବସ୍ଥାରେ ବିଚାରାଧୀନ କଏଦୀର ମୃତ୍ୟୁ OPA Feb 9, 2020 0 ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ ଘଟିଛି । ସେ କୋରାପୁଟ ଜିଲ୍ଲା ପାଡୁଆ ଥାନା ଅନ୍ତର୍ଗତ ସଭାପୁଟ ଗ୍ରାମର ପୁରସତୀ ଖଡା। ଗତ ୨୦୧୯ ମସିହା ସେପ୍ଟେମ୍ବର ମାସ ୨୩ ତାରିଖ… Read More...
Entertainment ବିବାହ ପୂର୍ବରୁ ମା’ ହେଲେ କଲ୍କି OPA Feb 9, 2020 0 ମୁମ୍ବାଇ: ବିବାହ ପୂର୍ବରୁ ମା’ ହେଲେ ବଲିଉଡ ଅଭିନେତ୍ରୀ କଲ୍କି କୋଏଚଲିନ୍ । ସେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି । ଶୁକ୍ରବାର ତାଙ୍କର ଡେଲିଭରି ହୋଇଥିଲା ।କଲ୍କିଙ୍କ ଏହି ସନ୍ତାନ ତାଙ୍କ ବୟଫ୍ରେଣ୍ଡ ଗାୟ… Read More...
Odisha ବର୍ଷା ପରେ ଓଡ଼ିଶାକୁ ଥରାଇବ ଶୀତ OPA Feb 9, 2020 0 ଭୁବନେଶ୍ୱର: ରାଜ୍ୟରେ କିଛି ଦିନ ହେବ ପାଗ କୋହଲା ରହିବା ସହ ସ୍ୱଳ୍ପ ବର୍ଷା ଲାଗି ରହିଛି । ଯାହା ଆସନ୍ତାକାଲି ଠାରୁ ପାଗରେ ପରିବର୍ତନ ଦେଖାଯିବ । ବର୍ଷା ପରେ ଶୀତ ବଢ଼ିବ ବୋଲି ଜଣାପଡିଛି ।ଆଂଚଳିକ ପାଣିପାଗ ବିଭାଗ… Read More...
Odisha ଗଞ୍ଜାମ ବସ୍ ଟ୍ରାଜେଡି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଲେ ପରିବହନ ମନ୍ତ୍ରୀ OPA Feb 9, 2020 0 ଭୁବନେଶ୍ୱର: ଗଞ୍ଜାମ ବସ୍ ଟ୍ରାଜେଡି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ଏହି ଘଟଣା ସମ୍ପର୍କରେ ପ୍ରତିକ୍ରିୟା ରଖି କହିଛନ୍ତି ଯେ, କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟିଲା, ତାର ତଦନ୍ତ… Read More...
National ଆଜି କଶ୍ମୀରରେ ବନ୍ଦ କରାଗଲା ଇଂଟରନେଟ୍ OPA Feb 9, 2020 0 ଶ୍ରୀନଗର: ଆଜି ଅଫଜଲ ଗୁରୁର ମୃତ୍ୟୁବାର୍ଷିକୀ । ତେବେ ସତର୍କତାକୁ ଦୃଷ୍ଟିରେ ରଖି କଶ୍ମୀର ଘାଟିରେ ଇଂଟରନେଟ୍ ସେବାକୁ ବନ୍ଦ କରିଦିଆଯାଇଛି । ୨୦୦୧ରେ ହୋଇଥିବା ଭାରତୀୟ ସଂସଦ ଉପରେ ଆକ୍ରମଣ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ… Read More...
National ପଦ୍ମଶ୍ରୀ ଗିରିରାଜ କିଶୋରଙ୍କ ପରଲୋକ OPA Feb 9, 2020 0 ଲକ୍ଷ୍ନୌ: ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ସାହିତ୍ୟକାର ଗିରିରାଜ କିଶୋରଙ୍କ ବିୟୋଗ । ରବିବାର ମୁଜାଫରନଗର ସ୍ଥିତ ବାସଗୃହରେ ତାଙ୍କର ନିଧନ ହୋଇଛି । ସୋମବାର ସକାଳ ୧୦ଟାରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ । ମୃତ୍ୟୁ… Read More...
Politics ଗରୀବ ବାସହୀନମାନଙ୍କୁ ଗୋଟିଏ ପରେ ଗୋଟିଏ ଦିବା ସ୍ୱପ୍ନ ଦେଖାଇ ପ୍ରତାରଣା କରୁଛନ୍ତି ରାଜ୍ୟ ସରକାର : ବିଜେପି OPA Feb 9, 2020 0 ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ରାଜ୍ୟ ସରକାର ସର୍ବଦା ମିଛ ତଥ୍ୟ ଓ ବିଜ୍ଞାପନ ମାଧ୍ୟମରେ ନିରୀହ ଗରୀବ ହିତାଧିକାରୀଙ୍କୁ ବିଭ୍ରାନ୍ତ କରିବା ସହ ତାଙ୍କୁ ସେମାନଙ୍କ ନ୍ୟାର୍ଯ୍ୟ ହକ୍ ପାଇବାରୁ ବଂଚିତ… Read More...
Politics ଲୋକଙ୍କୁ ବିଭ୍ରାନ୍ତ ଉଦ୍ୟମରୁ ବିରତ ରହୁ ବିଜେପି: ବିଜେଡି OPA Feb 9, 2020 0 ଭୁବନେଶ୍ୱର: ବିଭିନ୍ନ କ୍ଷେତ୍ରରେ ଉନ୍ନତ ପ୍ରଦର୍ଶନ ଲାଗି କେନ୍ଦ୍ରର ବିଜେପି ନେତୃତ୍ୱାଧୀନ ଏନ୍ଡିଏ ସରକାର ଓଡିଶାକୁ ଦିଲ୍ଲୀରେ ପୁରସ୍କୃତ କରୁଥିବାବେଳେ ଓଡିଶା ବିଜେପି କିନ୍ତୁ ଲୋକଙ୍କୁ ଭୁଲ୍ ସୂଚନା ଦେଇ ବିଭ୍ରାନ୍ତ… Read More...
Odisha ଗଞ୍ଜାମ ବସ ଟ୍ରାଜେଡି ଘଟଣାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦୁଃଖ ପ୍ରକାଶ OPA Feb 9, 2020 0 ଭୁବନେଶ୍ବର : ଗଞ୍ଜାମ ବସ ଟ୍ରାଜେଡି ଘଟଣାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦୁଃଖ ପ୍ରକାଶକରିଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ Tweet ରେ ଲେଖିଛନ୍ତି ଗଞ୍ଜାମ ଜିଲ୍ଲା ଗୋଳନ୍ଥରାର ମେଣ୍ଡରାଜପୁର… Read More...
Odisha ଗଞ୍ଜାମ ବସ ଟ୍ରାଜେଡି ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ସହାୟତା ଘୋଷଣା OPA Feb 9, 2020 0 ଭୁବନେଶ୍ବର : ଗଞ୍ଜାମ ବସ ଟ୍ରାଜେଡି ଘଟଣାରେ ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାର ପ୍ରତି ଗଭୀର ସମବେଦନା ଜଣାଇଛନ୍ତି । ଏହା ସହ ମୃତକଙ୍କ ପରିବାର ପିଛା ୨ ଲକ୍ଷ ଟଙ୍କାର… Read More...