Odisha ଗଞ୍ଜାମ ଗୋଳନ୍ଥରାରେ ଅଘଟଣ : ଚଳନ୍ତା ବସରେ ନିଆଁ ଲାଗି ୯ ମୃତ, ୩୦ ଗୁରୁତର OPA Feb 9, 2020 0 ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ଗୋଳନ୍ଥରା- ତୁଲୁ ରାସ୍ତାରେ ଏକ ବଡ ଧରଣ ଦୁର୍ଘଟଣା ଘଟିଛି। ୧୧ କେଭି ବିଦ୍ୟୁତ୍ ତାର ଲାଗି ଏକ ବସ ଜଳିଯାଇଛି। ଫଳରେ ୯ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ୬ ଜଣଙ୍କ… Read More...
Odisha ଜାପାନରୁ ଦୁଇ ଓଡ଼ିଆଙ୍କ ଶବ ଆଣିବାରେ ସହଯୋଗ କଲା ‘ମୋ ପରିବାର’ OPA Feb 9, 2020 0 ଭୁବନେଶ୍ୱର: ଜାପାନ ଟୋକିଓ ସହରର ଏକ ହୋଟେଲରେ ରୋଷେୟା କାମ କରୁଥିବା ଦୁଇ ଓଡ଼ିଆ ଯୁବକଙ୍କର ଦୁର୍ଘଟଣାରେ ମୃତ୍ୟୁ ଘଟିଛି । ସେମାନେ ହେଲେ ବାଲେଶ୍ୱର କମର୍ଦ୍ଦାର ଶେଖ୍ ମଣ୍ଟାଜ୍ ଏବଂ ଯାଜପୁର ବଡ଼ଚଣାର ଶେଖ୍ ବାହାରୁଦ୍ଦିନ୍ ।… Read More...
Odisha ଟ୍ରକର ପଛପଟକୁ ଧକ୍କା ଦେଲା ବୋଲେରୋ; ୨ ମୃତ; ୭ ଗୁରୁତର OPA Feb 9, 2020 0 ବଲାଙ୍ଗିର: ବଲାଙ୍ଗିର-ସୋନପୁର ରାସ୍ତାର ବଇରାସ ନିକଟରେ ରାସ୍ତା କଡରେ ଠିଆ ହୋଇଥିବା ଏକ ଟ୍ରକର ପଛପଟକୁ ଧକ୍କା ଦେଲା ବୋଲେରୋ । ଫଳରେ ଘଟଣାସ୍ଥଳରେ ୨ଜଣଙ୍କର ମୃତ୍ୟୁ ହୋଇଥିବାବଳେ ୭ଜଣ ଗୁରୁତର ହୋଇଛନ୍ତି । ମୃତକମାନେ… Read More...
National ଆଜି ଉତରପ୍ରଦେଶ ଆସୁଛନ୍ତି ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ OPA Feb 9, 2020 0 ନୂଆଦିଲ୍ଲୀ: ଆଜି ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷେ ଉତରପ୍ରଦେଶ ଗସ୍ତରେ ଆସୁଛନ୍ତି । ଉତରପ୍ରଦେଶରେ ପହଂଚି କାଶୀ ବିଶ୍ୱନାଥ ମନ୍ଦିର ଏବଂ ସାରନାଥ ବୌଦ୍ଧ ମନ୍ଦିର ଦର୍ଶନ କରିବେ । ତାଙ୍କ ଗସ୍ତ ନିମନ୍ତେ ଉତର… Read More...
National ଆଜି ମାଘ ପୂର୍ଣ୍ଣିମା OPA Feb 9, 2020 0 ନୂଆଦିଲ୍ଲୀ/ଭୁବନେଶ୍ୱର: ଆଜି ପବିତ୍ର ମାଘ ମାସର ପୂର୍ଣ୍ଣିମା । ମାଘ ମାସର ପୂର୍ଣ୍ଣିମା ତିଥିରେ ଗଙ୍ଗାରେ ବୁଡ଼ ପକାଇଲେ ପାପକ୍ଷୟ ହୋଇଥାଏ ବୋଲି ଆସ୍ଥା ଓ ବିଶ୍ୱାସ ରହିଛି । ଏହି ଅବସରରେ ଗଙ୍ଗାନଦୀରେ ଲକ୍ଷାଧିକ ଶ୍ରଦ୍ଧାଳୁ… Read More...
National କୋରୋନା ଭାଇରସ: ମୃତ୍ୟୁ ସଂଖ୍ୟା ଛୁଇଁଲା ୮୦୩ OPA Feb 9, 2020 0 ବେଜିଂ: ଚୀନରେ ଧିରେ ଧିରେ କାୟା ବିସ୍ତାର କରୁଛି କୋରୋନା ଭାଇରସ । ଏହି ମହାମାରୀ କୋରୋନାର ପ୍ରକୋପ ଏବେ ଭୟଙ୍କର ରୂପ ନେଇଛି । ଭାଇରସ ପ୍ରଭାବରେ ମୃତ୍ୟୁ ସଂଖ୍ୟା ଥମିବାକୁ ନାଁ ନେଉ ନାହିଁ । କୋରୋନା ଯୋଗୁ ଚୀନରେ ବର୍ତମାନ… Read More...
Odisha ପଦ୍ମଭୂଷଣ ମନୋଜ ଦାସଙ୍କୁ ମିଳିଲା ‘କଳିଙ୍ଗ ସାହିତ୍ୟ ସମ୍ମାନ’ OPA Feb 9, 2020 0 ଭୁବନେଶ୍ୱର: ପଦ୍ମଭୂଷଣ ମନୋଜ ଦାସଙ୍କୁ ମିଳିଲା ‘କଳିଙ୍ଗ ସାହିତ୍ୟ ସମ୍ମାନ । ପ୍ରତ୍ୟେକ ପୁରସ୍କାର ପାଇବା ପରେ ମୋ’ ମନରେ ପୁଲକ ଆସିଥାଏ। ଆଜି ମଧ୍ୟ ସେହି ଭାବନା ପ୍ରତିଫଳିତ ହୋଇଛି। ‘କଳିଙ୍ଗ ସାହିତ୍ୟ ସମ୍ମାନ’ ଗ୍ରହଣ… Read More...
Odisha ବିଜୁବାବୁଙ୍କ ଜନ୍ମ ଜୟନ୍ତୀ ପାଳନ ନିମନ୍ତେ ବିଜୁ ଯୁବ ଜନତା ଦଳର ପ୍ରସ୍ତୁତିବୈଠକ OPA Feb 8, 2020 0 ଭୁବନେଶ୍ୱର : ଆସନ୍ତାମାର୍ଚ୍ଚ ୫ତାରିଖ ପ୍ରବାଦ ପୁରୁଷବିଜୁ ପଟ୍ଟନାୟକଙ୍କଜନୟନ୍ତୀରୁସପ୍ତାହବ୍ୟପୀକାର୍ଯ୍ୟକ୍ରମ ଆୟୋଜନ ପାଇଁବିଜୁଜନତା ଦଳ ନେଇଥିବା ନିଷ୍ପତ୍ତି ପରିପ୍ରେକ୍ଷୀରେଏହିକାର୍ଯ୍ୟକ୍ରମକୁସଫଳକରିବା ପାଇଁ ଆଜିବିଜୁ… Read More...
National ପଞ୍ଜାବରେ ବିସ୍ଫୋରଣ: ୧୫ଜଣ ମୃତ OPA Feb 8, 2020 0 ଅମୃତସର: ଶ୍ରଦ୍ଧାଳୁଙ୍କୁ ନେଇ କୀର୍ତନ କରିବାକୁ ଯାଉଥିବା ଏକ ଟ୍ରାକ୍ଟରର ଦୁର୍ଘଟଣା ହୋଇଥିଲା । ଫଳରେ ଟ୍ରାକ୍ଟରର ଟ୍ରଲିଟି ବିସ୍ଫୋରଣ କରିବା ଫଳରେ ଘଟଣା ସ୍ଥଳରେ ୧୫ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅପେକ ଆହତ ହୋଇଥିବା… Read More...
Bignews ଏକଜିଟ୍ ପୋଲ: ଦିଲ୍ଲୀରେ ପୁଣିଥରେ ମଙ୍ଗ ଧରିବ ଛାଡୁ OPA Feb 8, 2020 0 ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ମତଦାନ ଶେଷ ହୋଇଛି । ଅନ୍ୟପଟେ ବିିଭିନ୍ନ ଏକଜିଟ୍ ପୋଲ ଫଳାଫଳ ମଧ୍ୟ ସାମ୍ନାକୁ ଆସିଛି । ଏଥିରୁ ଜଣାପଡିଛି ଯେ, ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ନିଜର ସ୍ଥାନ ବଜାୟ… Read More...