ଆଜି ଦିଲ୍ଲୀ ଯିବେ ଦେଶଦ୍ରୋହୀ ଅଭିଯୁକ୍ତ ଶରଜୀଲ

ପାଟନା: ଦେଶଦ୍ରୋହ ମାମଲାରେ ଗିରଫ ହୋଇଥିବା ଅଭିଯୁକ୍ତ ଶରଜୀଲ ଇମାମକୁ ଆଜି ଦିଲ୍ଲୀ ପଠାଯିବ । ଶରଜୀଲକୁ ମଙ୍ଗଳବାର ଦିନ ଜହାନାବାଦର କାକୋ ଥାନା ଅଂଚଳରୁ ଗିରଫ କରାଯାଇଥିଲା । ଗିରଫ ହେବା ପରଠାରୁ ଶରଜୀଲକୁ ୧୫ ଘଂଟା ଯାଏଁ…
Read More...

ଆଜି ମହାପ୍ରଭୁଙ୍କ ଦୁର୍ଲଭ ପଦ୍ମବେଶ

ପୁରୀ: ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ଦୁର୍ଲଭ ପଦ୍ମବେଶ ଅନୁଷ୍ଠିତ ହେବ । ପରମ୍ପରା ଅନୁଯାୟୀ ମାଘ ଅମାବାସ୍ୟା ଠାରୁ ବସନ୍ତ ପଂଚମୀ ମଧ୍ୟରେ ପଡୁଥିବା ବୁଧବାର କିମ୍ବା ଶନିବାର ଦିନ ଏହି ବେଶ କରାଯାଇଥାଏ । ଆଉ ଏହି ବେଶର…
Read More...

ତପ୍ତପାଣି ଘାଟିରେ ଓଲଟିଲା ବସ୍‌; ୮ ମୃତ, ୪୦ରୁ ଅଧିକ ଆହତ

ବ୍ରହ୍ମପୁର: ଗଞ୍ଜାମ ତପ୍ତପାଣି ଘାଟିରେ ଓଲଟିଲା ବସ୍ । ଘଟଣାସ୍ଥଳରେ ୮ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୪୦ରୁ ଅଧିକ ଆହତ ହୋଇଛନ୍ତି । ମୃତାହତଙ୍କ ମଧ୍ୟରେ ବହୁ ମହିଳା ଓ ଶିଶୁ ଅଛନ୍ତି। ବସ୍‌ରେ ୫୦ରୁ ଅଧିକ ଯାତ୍ରୀ ଥିଲେ ବୋଲି…
Read More...

ସିଏଏ ବିରୁଦ୍ଧରେ ଗୁଜବ ସୃଷ୍ଟି କରି ଭୋଟବ୍ୟାଙ୍କ ରାଜନୀତି କରୁଛନ୍ତି ବିରୋଧୀ: ସମୀର ମହାନ୍ତି

ବାରିପଦା/ଭୁବନେଶ୍ୱର: ଦେଶର ଜନତା କଂଗ୍ରେସକୁ ପ୍ରତ୍ୟାଖାନ କରିବା ପରେ ଏବେ କଂଗ୍ରେସ ନାଗରିକତା ସଂଶୋଧନ ଆଇନକୁ ନେଇ ମିଥ୍ୟା ବିଭ୍ରାନ୍ତ ସୃଷ୍ଟି କରି କେବଳ ଭୋଟବ୍ୟାଙ୍କ ରାଜନୀତି କରୁଛି । ଗୋଟିଏ ପଟେ ପ୍ରଧାନମନ୍ତ୍ରୀ…
Read More...

ଐତିହାସିକ ଭୁଲକୁ ଠିକ୍ କରିବା ଓ ବିଜେପିର ପୁରୁଣା ପ୍ରତିଶ୍ରୁତିକୁ ପୂରଣ କରିବା ପାଇଁ ସିଏଏ ଅଣାଯାଇଛି: ମୋଦି

ନୂଆଦିଲ୍ଲୀ: ଦେଶବ୍ୟାପି ସିଏଏକୁ ନେଇ ବିକ୍ଷୋଭ ଲାଗି ରହିଥିବାବେଳେ ଏ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣିଥରେ ଏହାର ସପକ୍ଷରେ ଯୁକ୍ତି ବାଢ଼ିଛନ୍ତି । ଐତିହାସିକ ଭୁଲକୁ ଠିକ୍ କରିବା ଓ ବିଜେପିର ପୁରୁଣା…
Read More...

ଅନୁପ୍ରବେଶକାରୀଙ୍କ ପରିଚୟ ପଦାରେ ପଡିଯିବ ବୋଲି ବିଜେଡି ଭୟଭୀତ କି ? : ଖାରବେଳ

ଭୁବନେଶ୍ୱର: ଆସନ୍ତା ସଂସଦର ଅଧିବେଶନ ଅବ୍ୟବହିତ ପୂର୍ବରୁ ରାଜ୍ୟ ଶାସକ ବିଜେଡି ତରଫରୁ ଉଠା ଯିବାକୁ ଥିବା ପ୍ରସଙ୍ଗ ମାମଲାରେ ବିଜେଡିକୁ କଟୁ ସମାଲୋଚନା କରିଛନ୍ତି ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଖାରବେଳ…
Read More...

ସାଧାରଣତନ୍ତ୍ର ଦିବସ: ଓଡିଶାର ପ୍ରଜ୍ଞାପନ ମେଢ ଦ୍ଵିତୀୟ; ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ:  ନୂଆଦିଲ୍ଲୀ ସାଧାରଣତନ୍ତ୍ର ଦିବସ ପରେଡରେ ଓଡ଼ିଶାକୁ ମିଳିଛି ସଫଳତା । ପ୍ରଜ୍ଞାପନ ମେଢ଼ ପ୍ରତିଯୋଗିତାରେ ଦ୍ୱିତୀୟ ହୋଇଛି ଓଡ଼ିଶା । ପ୍ରଜ୍ଞାପନ ମେଢ ପାଇଁ ନୂଆଦିଲ୍ଲୀରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀଙ୍କ…
Read More...

ଦେଶଦ୍ରୋହ ମାମଲାରେ ଜେଏନୟୁ ଛାତ୍ର ଶରଜୀଲ ଇମାମ ଗିରଫ

ପାଟନା: ଜେଏନ୍‌ୟୁ ତଥା ଶାହିନବାଗରେ ପ୍ରଦର୍ଶନ ସହ ଉତେଜନାମୂଳକ ଭାଷଣ ଦେଇଥିବା ଜେଏନୟୁ ଛାତ୍ର ଶରଜୀଲ ଇମାମକୁ ପୋଲିସ  ଗିରଫ କରିଛି । ଶରଜୀଲକୁ ଦିଲ୍ଲୀର ପୋଲିସର କ୍ରାଇମ ବ୍ରାଂଚ ବିହାର ଜହାନାବାଦରୁ ଗରିଫ କରିଛି । ଏହା…
Read More...

ସାରାଙ୍କ ଫନି ଭିଡିଓ ଭାଇରାଲ; ଟ୍ରାନ୍ସଫରମେଶନ ପୂର୍ବରୁ ଏଭଳି ଦେଖାଯାଉଥିଲେ

ମୁମ୍ବାଇ: ଫେମସ ଅଭିନେତ୍ରୀ ସାରା ଅଲ୍ଲୀ ଖାନ ନିଜ ଆଗାମୀ ଫିଲ୍ମ ‘ଲଭ ଆଜକଲ’କୁ ନେଇ ଚର୍ଚ୍ଚାରେ । ଫିଲ୍ମରେ କ୍ୟୁଟ ଅଭିନେତା କାର୍ତିକ ଆର୍ୟନଙ୍କ ସହ ରୋମାନ୍ସ କରୁଥିବାର ନଜର ଆସିବେ । ଦର୍ଶକ ମଧ୍ୟ ଏହି ଯୋଡିଙ୍କୁ ପ୍ରଥମଥର…
Read More...

ଭାରତକୁ ବ୍ୟାପିଲାଣି କୋରାନା; ଦିଲ୍ଲୀ, ମଧ୍ୟପ୍ରଦେଶ-ଛତିଶଗଡରେ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ଚୀନରୁ ବ୍ୟାପୁଥିବା କୋରୋନା ଭାଇରସକୁ ନେଇ କୋକୁଆ ଭୟ ସୃଷ୍ଟି ହୋଇଛି। ଭୟଭୀତ ଅବସ୍ଥାରେ ଅନେକ ରାଷ୍ଟ୍ର। ଏବେ ଏହି ଭାଇରସ ଧିରେ ଧିରେ ଭାରତରେ ପାଦ ଥାପଲାଣି। ମାରାତ୍ମକ ଭାଇରସ ନିଜ ପ୍ରଭାବ ଭାରତରେ ପ୍ରାରମ୍ଭ…
Read More...