୩୧ରୁସଂସଦ ବଜେଟ ଅଧିବେଶନ : ବିଜେଡି ସଂସଦୀୟ ଦଳ ବୈଠକରେ ରଣନୀତି ପ୍ରସ୍ତୁତ

ଭୁବନେଶ୍ବର : ଜାତୀୟ ଜନସଂଖ୍ୟା ପଞ୍ଜିକା- NPR କୁ ସଂସଦରେ ବିରୋଧ କରିବନି ବିଜେଡି।  ଏଥିରେ ଥିବା କ୍ଲଜ 13/2କୁ ଇଚ୍ଛାଧୀନ କରାଯାଇଥିବାରୁ ବାପାମାଙ୍କ ଜନ୍ମ ବିଷୟରେ ସୂଚନା ଦେବା ସଂପୃକ୍ତ ବ୍ୟକ୍ତିଙ୍କ ଉପରେ ନିର୍ଭର କରେ।…
Read More...

ଆରମ୍ଭ ହେଲା ପଦୋନ୍ନତି ଅଦାଲତ, ୬ଟି ସ୍ଥାନରେ ଚାଲିଛି ଶୁଣାଣି

ଭୁବନେଶ୍ବର: ଆରମ୍ଭ ହେଲା ପଦୋନ୍ନତି ଅଦାଲତ । ପ୍ରଥମ ପର୍ଯ୍ୟାୟରେ ତିନି ଦିନ ଧରି ଚାଲିବାକୁ ଥିବା ଅଭିଯୋଗର ଶୁଣାଣି ଏକାଥରେ ୬ଟି ସ୍ଥାନରେ ଆରମ୍ଭ ହୋଇଛି । ବିଭିନ୍ନ କାରଣରୁ ପଦୋନ୍ନତିରୁ ବଚିଂତ ହୋଇଥିବା ସରକାରୀ…
Read More...

ଶେଷ ହେଲା ଜାମିନ୍ ଅବଧି; ଏଡିଜେ କୋର୍ଟରେ ହାଜର ହେଲେ ପୁଞ୍ଜିଲାଲ

ପାଟଣାଗଡ: ପାଟଣାଗଡ ପାର୍ସଲ ବୋମା ଅଭିଯୁକ୍ତ ପୁଞ୍ଜିଲାଲ ମେହେର ଆଜି ପାଟଣାଗଡ ଏଡିଜେ କୋର୍ଟରେ ହାଜର ହୋଇଛନ୍ତି । ସର୍ତମୂଳକ ଜାମିନ ଶେଷ ହୋଇଥିବାରୁ ସେ କୋର୍ଟରେ ହାଜର ହୋଇଛି । ଏଠାରୁ ତାଙ୍କୁ ପୁଣି ବଲାଙ୍ଗୀର ଜିଲ୍ଲା…
Read More...

ଶ୍ରୀଲଙ୍କାରେ ନିର୍ମିତ ହେବ ବିଶାଳ ସୀତା ମନ୍ଦିର

ଭୋପାଳ: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ନୂଆ ପ୍ରତିଶ୍ରୃତି। ପଡୋଶୀ ଶ୍ରୀଲଙ୍କାରେ ବିଶାଳ ସୀତା ମନ୍ଦିର ନିର୍ମାଣ କରିବାକୁ ନେଇ କରିଛନ୍ତି ଘୋଷଣା। ହିନ୍ଦୁ ଧର୍ମଗ୍ରନ୍ଥ ରାମାୟଣ ବର୍ଣ୍ଣିତ ସୀତାଙ୍କ ଅଗ୍ନି…
Read More...

ବିହାର ପୂର୍ବତନ ମନ୍ତ୍ରୀ ଅବ୍ଦୁଲ ଗଫୁରଙ୍କ ଦେହାନ୍ତ

ପାଟନା: ଆରପାରିରେ ପୂର୍ବତନ ମନ୍ତ୍ରୀ ତଥା ରାଷ୍ଟ୍ରୀୟ ଜନତା ଦଳ (ଆରଜେଡିର) ବିଧାୟକ ଅବ୍ଦୁଲ ଗଫୁର। ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ଅବ୍ଦୁଲ ଗଫୁର ଅନେକ ଦିନରୁ ଅସୁସ୍ଥ ଥିଲେ…
Read More...

ଶ୍ରୀମନ୍ଦିର ସୁରକ୍ଷା ଜୋନରେ ଚାଲିଛି ଉଚ୍ଛେଦ

ପୁରୀ: ଶ୍ରୀମନ୍ଦିର ସୁରକ୍ଷା ଜୋନରେ ଉଚ୍ଛେଦ ପ୍ରକ୍ରିୟା ଜାରି । ସୋମବାର ଗଡନ୍ତି ଛକରେ ଥିବା ହାବେଳୀ ମଠର ଉଚ୍ଛେଦ କରାଯାଇଥିବାବେଳେ ଆଜି ଶ୍ରୀମନ୍ଦିର ଉତର ଦ୍ବାର ପଟେ ଚାଲିଛି ଉଚ୍ଛେଦ । ସୁରକ୍ଷା ଦୃଷ୍ଟିରୁ ବ୍ୟାପକ…
Read More...

୩୧ରେ ଭୁବନେଶ୍ୱରରୁ ବାରଣାସୀକୁ ଉଡିବ ବିମାନ

ଭୁବନେଶ୍ୱର: ଭୁବନେଶ୍ୱରରୁ ବାରଣାସୀକୁ ସିଧାସଳଖ ୩୧ ତାରିଖରୁ ବିମାନ ଉଡିବ । ବାରଣାସୀକୁ ୭୦ ସିଟ୍ ବିଶିଷ୍ଟ ଆଲିଆନ୍ସ ଏୟାରର ବିମାନ ସବୁ ଦିନ ଉଡ଼ିବ। ଏହି ଆଲିଆନ୍ସ ଏୟାରର ବିମାନ ଦିନ ୧୨ଟା ୧୫ରୁ ଭୁବନେଶ୍ଵରରୁ ଛାଡ଼ି ୨ଟା…
Read More...

ଆଜି ଜେଲକୁ ଫେରିବେ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣର ଅଭିଯୁକ୍ତ ପୁଞ୍ଜିଲାଲ

ପାଟଣାଗଡ: ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ଅଭିଯୁକ୍ତ ପୁଞ୍ଜିଲାଲ ମେହେର ଆଜି ଜେଲକୁ ଫେରିବେ । ପୁଞ୍ଜିଲାଲଙ୍କ ମା’ ଇନ୍ଦୁମତୀଙ୍କ ଆତ୍ମାର ସଦଗତି ପାଇଁ ଗାୟତ୍ରୀ ମନ୍ତ୍ରର ଆୟୋଜନ କରିଥିଲେ । ତେବେ ଏହି ଯଜ୍ଞ ପାଟଣାଗଡ…
Read More...

୩୦ରୁ ନୟାଗଡ ଚିନିକଳ ପୁନଃକାର୍ଯ୍ୟକ୍ଷମ ପାଇଁ ପଦଯାତ୍ରା

ଭୁବନେଶ୍ୱର: ନୟାଗଡ ଚିନି କଳ ପୁନଃକାର୍ଯ୍ୟକ୍ଷମ ପାଇଁ ବାରମ୍ବାର ଦାବି ହୋଇଆସୁଥିଲେ ମଧ୍ୟ ତାହା କାର୍ଯ୍ୟକ୍ଷମ ହେଉନାହିଁ । ଆଖୁଚାଷୀଙ୍କ ବକେୟା ପ୍ରାପ୍ୟ ମିଳୁନି । ସରକାରଙ୍କଠାରୁ ଚିନି କଳ ପରିଚାଳନା ଦାୟିତ୍ବ ନେଇଥିବା…
Read More...

ଆଜି ବସିବ ବିଜେଡି ସଂସଦୀୟ ଦଳ ବୈଠକ, ପ୍ରସ୍ତୁତ ହେବ ରଣନୀତି

ଭୁବନେଶ୍ବର: ଆଜି ବସିବ ବିଜେଡି ସଂସଦୀୟ ଦଳ ବୈଠକ। ନବୀନ ନିବାସରେ ସକାଳ ୧୧.୩୦ରେ ବସିବ ବୈଠକ। ବଜେଟ ଅଧିବେଶନରେ ଦଳର କଣ ରହିବ ଆଭିମୁଖ୍ୟ, କେଉଁ ପ୍ରସଙ୍ଗ ଉଠାଯିବ ସେନେଇ ଆଲୋଚନା କରାଯିବ। ସବୁ ସାଂସଦ ଏଥିରେ ଉପସ୍ଥିତ…
Read More...