Politics ଦିଲ୍ଲୀ ବିଧାନସଭା ନିର୍ବାଚନ: ୪୦ ଜଣିଆ ଷ୍ଟାର ପ୍ରଚାରକଙ୍କ ନାମ ଘୋଷଣା କଲା କଂଗ୍ରେସ OPA Jan 22, 2020 0 ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ଜାତୀୟ କଂଗ୍ରେସ ନିଜର ୪୦ ଜଣିଆ ତାରକା ପ୍ରଚାରକଙ୍କ ନାମ ଘୋଷଣା କରିଛି । ଏହି ତାଲିକାରେ କଂଗ୍ରେସ ମଧ୍ୟବର୍ତୀକାଳୀନ ସଭାପତି ସୋନିଆ ଗାନ୍ଧୀଙ୍କ ସମେତ ରାହୁଲ… Read More...
Odisha ବିମାନ କମ୍ପାନୀ ଅଧିକାରୀଙ୍କ ସହ କଲେ ଆଲୋଚନା ମୁଖ୍ୟମନ୍ତ୍ରୀ OPA Jan 22, 2020 0 ଭୁବନେଶ୍ବର: ରାଜ୍ୟରେ ବିମାନ ସେବାକୁ ତ୍ବରାନ୍ବିତ କରିବା ପାଇଁ ବିଭିନ୍ନ ବିମାନ କମ୍ପାନୀ ଅଧିକାରୀଙ୍କ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୨୧ଟି ବିମାନ କମ୍ପାନୀର ପ୍ରତିନିଧି ଓ ୫ ଟି ବିମାନ କମ୍ପାନୀର… Read More...
Odisha ପୌରାଚଂଳରେ ବର୍ଜ୍ୟବସ୍ତୁ ପରିଚାଳନା ବ୍ୟବସ୍ଥା ଉପରେ ଗୁରୁତ୍ୱ OPA Jan 22, 2020 0 ଭୁବନେଶ୍ୱର: ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ ନିୟମ ଅନୁଯାୟୀ ସମସ୍ତ ସହରାଚଂଳ ମାନଙ୍କରେ ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ ବର୍ଜ୍ୟବସ୍ତୁ ପରିଚାଳନା ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ଗୃହ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବ… Read More...
Odisha ଜେଲରେ ଅର୍ଥତତ୍ୱ ଚିଟଫଣ୍ଡର ମୁଖ୍ୟ ପ୍ରଦୀପ ସେଠୀଙ୍କ ଆତ୍ମହତ୍ୟା ଉଦ୍ୟମ OPA Jan 22, 2020 0 ଭୁବନେଶ୍ବର: ଚିଟଫଣ୍ଡ ଅର୍ଥତତ୍ୱ ଗ୍ରୁପ ମୁଖ୍ୟ ପ୍ରଦୀପ ସେଠୀ ଝାରପଡା ଜେଲରେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଜେଲରେ ଥିବା ଇନଭର୍ଟର ତାରରେ ସେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ କଟକ ବଡ ମେଡିକାଲର… Read More...
Odisha ରାସ୍ତାକାମକୁ ବିରୋଧ କରି ୪ ଗାଡି ପୋଡିଲେ ମାଓବାଦୀ OPA Jan 22, 2020 0 ରାୟଗଡା: ଜିଲ୍ଲାରେ ପୁଣି ମାତିଲେ ମାଓବାଦୀ। ରାସ୍ତା କାମରେ ନିୟୋଜିତ ଜେସିବି ପୋଡି ନିଜ ସ୍ଥିତି ଜାହିର କରିଛିନ୍ତି। ଦୁର୍ଗମ ଅଂଚଳରେ ରାସ୍ତା କାମକୁ ବିରୋଧ କରି ସର୍ବଦା ପୋଡା ଜଳା କରିଥାନ୍ତି ମାଓବାଦୀ । ଗତରାତିରେ… Read More...
Odisha ଆକାଶରେ ଉଡିଲେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ OPA Jan 22, 2020 0 ଭୁବନେଶ୍ୱର: ଓଡ଼ିଶା ଆକାଶରେ ଉଡିଲେ ୪୮ ଜଣ ଦିବ୍ୟାଙ୍ଗ ଓ ଆଦିବାସୀ ଛାତ୍ରଛାତ୍ରୀ । ଭୁବନେଶ୍ୱର ବିମାନ ବନ୍ଦରରୁ ଉଡାଜାହାଜରେ ବସି ଆକାଶରେ ଉଡିବାର ମଜା ନେଲେ । ୪୮ ଜଣଙ୍କ ମଧ୍ୟରେ ଅଛନ୍ତି ଦିବ୍ୟାଙ୍ଗ, ଆଦିବାସୀ ଓ ବସ୍ତିରେ… Read More...
Odisha ଜାତୀୟ ଗଣମାଧ୍ୟମରେ ଓଡ଼ିଶା ସରକାରଙ୍କୁ ପ୍ରଂଶସା OPA Jan 22, 2020 0 ପୁରୀ: ଓଡ଼ିଶା ସରକାରଙ୍କୁ ଜାତୀୟ ଗଣମାଧ୍ୟମରେ ପ୍ରଂଶସା କରାଯାଇଛି । ଆଜି ଇଂରାଜୀ ସମ୍ବାଦପତ୍ର “ଦି ଇକୋନମିକ୍ ଟାଇମ୍ସ” ରେ ଶ୍ରୀ ମନ୍ଦିର ୭୫ ମିଟର ଐତିହ୍ୟ କରିଡର ପାଇଁ ଜମି ଅଧିଗ୍ରହଣ ଓ ଏଥିପାଇଁ ଥିବା ଥଇଥାନ ଓ… Read More...
Odisha ଶ୍ରୀମନ୍ଦିରରେ ବନକଲାଗି ନୀତି; ୪ ଘଂଟା ପାଇଁ ମହାପ୍ରଭୁଙ୍କ ସାଧାରଣ ଦର୍ଶନ ବନ୍ଦ OPA Jan 22, 2020 0 ପୁରୀ: ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକ ଲାଗି ନୀତି । ଗୁପ୍ତନୀତି ହେତୁ ଆଜି ୪ ଘଂଟା ପାଇଁ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ । ଦ୍ବିତୀୟ ଭୋଗ ମଣ୍ଡପ ପରେ ମହାପ୍ରଭୁଙ୍କର ଏହି ଗୁପ୍ତନୀତି ଅନୁଷ୍ଠିତ ହେବ।ଅପରାହ୍ନ… Read More...
Odisha କଟକରେ ୫ଟି ସଚିବ OPA Jan 22, 2020 0 କଟକ: ୫ଟି ସଚିବଙ୍କ କଟକ ଗସ୍ତ। ସକାଳୁ ସକାଳୁ କଟକ ଆସି ମହାନଦୀ ପଠାକୁ ଆସି କରିଛନ୍ତି ତର୍ଜମା। ହାଡିଆପଠାରେ ୪ ଶହ ଏକର ସ୍ଥାନକୁ ପରିଦର୍ଶନ କରିଛନ୍ତି ସେ। ତାଙ୍କ ସହ ଜଳ ସମ୍ପଦ ବିଭାଗର ପ୍ରମୁଖ ସଚିବ, ଆରଡିସି, କଟକ… Read More...
Crime ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା ଉଦ୍ୟମ; ଦୁଇ ଦୋଷୀଙ୍କୁ ୨୦ ବର୍ଷ ଜେଲ OPA Jan 21, 2020 0 କନ୍ଧମାଳ: ବାଲିଗୁଡା ଥାନା ଅଂଚଳର ଜଣେ ନାବାଳିକା ଛାତ୍ରୀଙ୍କୁ ଅପହରଣ ଓ ଗଣଦୁଷ୍କର୍ମ ମାମଲାରେ ଦଣ୍ଡାଦେଶ ଶୁଣାଇଛନ୍ତି ଫୁଲବାଣୀ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ତଥା ପୋକ୍ସ କୋର୍ଟ । ଅଭିଯୁକ୍ତ ବାଲିଗୁଡା ଖଜୁରିନାଳ… Read More...