ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଫଳରେ ଓଡ଼ିଶାକୁ ଫେରିଲେ ଶ୍ରୀଲଙ୍କାରେ ଫସିରହିଥିବା ୧୧ ଶ୍ରମିକ

ଭୁବନେଶ୍ୱର: ଶ୍ରୀଲଙ୍କାରେ ଫସି ରହିଥିବା ୧୧ ଶ୍ରମିକ ଆଜି ଓଡ଼ିଶାକୁ ଫେରିଛନ୍ତି । ଏହି ଶ୍ରମିକମାନେ ଶ୍ରୀଲଙ୍କାରେ ଠିକାଦାରଙ୍କ ଅଧିନରେ ରହି କାର୍ଯ୍ୟ କରୁଥିଲେ । ସେମାନେ ଓଡ଼ିଶାକୁ ଫେରିବା ନେଇ ଚେଷ୍ଟା କରୁଥିଲେ ବି ତାହା…
Read More...

ସ୍ୱଚ୍ଛ ସହରାଞ୍ଚଳ ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ଓଡିଶା ପ୍ରଶଂସିତ

ଭୁବନେଶ୍ୱର: ରାଜ୍ୟର ୧୧୪ଟି ପୌରସଂସ୍ଥା ମଧ୍ୟରୁ ୧୧୦ଟିକୁ କେନ୍ଦ୍ର ସରକାର ତୃତୀୟ ପକ୍ଷର ଆକଳନ ଆଧାରରେ ବାହ୍ୟ ମଳମୁକ୍ତ ପୌରାଞ୍ଚଳ ଭାବେ ପ୍ରମାଣପତ୍ର ଦେଇଛନ୍ତି । ଗତବର୍ଷ ହୋଇଥିବା ସ୍ୱଚ୍ଛ ସର୍ବେକ୍ଷଣ ତାଲିକାରେ ଓଡିଶାର…
Read More...

ଜେଲରେ ବିଧବା ହେଲେ ମହିଳା

ଦଶପଲ୍ଲା: ଜେଲରେ ବିଧବା ହେଲେ ମହିଳା । ତେବେ ଏଭଳି ଘଟଣା ଘଟିଛି ନୟାଗଡ ଜିଲ୍ଲାର ଦଶପଲ୍ଲା ଉପକାରାଗାରରେ । ଉପକାରାଗାରରେ ଜଣେ ବିଚାରାଧୀନ କଏଦୀର ମୃତ୍ୟୁ ଘଟିଛି । ଯାହା ଫଳରେ ଉପକାରାଗାରରେ ଥିବା ମୃତକଙ୍କ ସ୍ତ୍ରୀ ବିଧବା…
Read More...

ନିର୍ବାଚନ ଘୋଷଣାପତ୍ର ପୂର୍ବରୁ କେଜ୍ରିୱାଲଙ୍କ ଗ୍ୟାରେଂଟି କାର୍ଡ ଜାରି

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନକୁ ଆଉ ରହିଛି ଅଳ୍ପ ଦିନ ବାକି। ତୃତୀୟ ଥର ପାଇଁ ରାଜଧାନୀର ଶାସନ ଗାଦି ଦଖଲ କରିବାକୁ ପ୍ରଚାର ଅଭିଯାନ ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ନିର୍ବାଚନ ଘୋଷଣା…
Read More...

ଭୁଲି ଯାଇଥିଲେ ଟଙ୍କାବ୍ୟାଗ; ଆରପିଏଫ ପାଇଁ ଚଳନ୍ତା ଟ୍ରେନରୁ ମିଳିଲା ୪ ଲକ୍ଷ ୫୦ ହଜାର

ରାୟଗଡା: ସମତା ଏକ୍ସପ୍ରେସରୁ ୪ ଲକ୍ଷ ୫୦ ହଜାର ଟଙ୍କା ଉଦ୍ଧାର କଲା ଆରପିଏଫ । ଶନିବାର ଟ୍ରେନରୁ ଜଣେ ଯାତ୍ରୀଙ୍କ ୪ ଲକ୍ଷ ୫୦ ହଜାର ଟଙ୍କା ସୁରକ୍ଷିତ ଉଦ୍ଧାର କରିବା ପରେ ଉକ୍ତ ଯାତ୍ରୀଙ୍କୁ ଟଙ୍କା ବ୍ୟାଗ ହସ୍ତାନ୍ତର କରିଛି…
Read More...

ଭାରତକୁ ୨୮୭ ରନ୍ ର ଟାର୍ଗେଟ ଦେଲା ଅଷ୍ଟ୍ରେଲିଆ

ବେଙ୍ଗାଲୁରୁ: ଅଷ୍ଟ୍ରେଲିଆ ବିପକ୍ଷ ଘରୋଇ ଦିନିକିଆ ସିରିଜର ଆଜି ହେଉଛି ଅନ୍ତିମ ଲଢେଇ। ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଅତିଥି ଅଷ୍ଟ୍ରେଲିଆ ଦଳ ନିର୍ଦ୍ଧାରିତ ୫୦ ଓଭରରେ ୯ ୱିକେଟ ହରାଇ ୨୮୬ରନ କରିଛି। ୧-୧ରେ ବରାବର…
Read More...

ଗ୍ରାହକଙ୍କ ପାଇଁ ଏୟାରଟେଲ ଆଣିଲା ନୂଆ ପ୍ଲାନ୍‌; ଜାଣନ୍ତୁ ସେ ବିଷୟରେ…..

ନୂଆଦିଲ୍ଲୀ: ଏୟାରଟେଲ ଗ୍ରାହକଙ୍କ ପାଇଁ ଖୁସି ଖବର । ଏଥର ଏୟାରଟେଲ ଗ୍ରାହକଙ୍କ ପାଇଁ ଏକ ନୂଆ ପ୍ଲାନ୍ ଆଣିଛି । ଯଦ୍ୱାରା ୧୭୯ ପ୍ରିପେଡ୍ ପ୍ଲାନ୍ ଜରିଆରେ ଗ୍ରାହକ କୌଣସି ବି ନେଟୱର୍କରେ ଅସୀମିତ କଲ, ୨ ଜିବି ଡାଟା, ୩୦୦…
Read More...

ଦୁଷ୍କର୍ମକାରୀ ପାଲଟିଲା ବର

କରଞ୍ଜିଆ: ଦୁଷ୍କର୍ମକାରୀ ପାଲଟିଲା ବର । ହାଜତରେ ସାତଜନ୍ମକୁ ସାକ୍ଷୀ ରଖି ହାତଧରିଲା । ଏଭଳି ଘଟଣା ଘଟିଛି କରଞ୍ଜିଆ ଅଂଚଳରେ ।ଅଭିଯୋଗ ଆଣିଥିବା ଯୁବତୀଙ୍କ ସହ ଜେଲ ଭିତରେ ଯୁବକଙ୍କ ବାହାଘର ହୋଇଛି । ଦୁଷ୍କର୍ମ ଅଭିଯୋଗ…
Read More...

ସ୍ବର୍ଣ୍ଣ ଜିତିଲେ କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ

ହାଇଦ୍ରାବାଦ: ଦମ ଦେଖାଇଲେ ଭାରତୀୟ ଷ୍ଟାର କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ । ରୋମ ରାକିଂ ସିରିଜରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି ବଜରଙ୍ଗ । ରାକିଂ ସିରିଜ ଇଭେଂଟରେ ବଜରଙ୍ଗଙ୍କ ଏହା ୪ର୍ଥ ସ୍ବର୍ଣ୍ଣ ପଦକ ବିଜୟ । ଫାଇନାଲର…
Read More...