Odisha ଆସନ୍ତା ୩୧ରେ ପୂର୍ବାଂଚଳ ପରିଷଦ ବୈଠକ, ଯୋଗଦେବେ ୫ ରାଜ୍ୟର ମୁଖ୍ୟମନ୍ତ୍ରୀ OPA Jan 19, 2020 0 ଭୁବନେଶ୍ବର: ଆସନ୍ତା ୩୧ରେ ପୂର୍ବାଂଚଳ ପରିଷଦ ବୈଠକ। ଲୋକସେବା ଭବନର ନୂଆ କନଫରେନ୍ସ ହଲରେ ହେବ ଏହି ସମ୍ମିଳନୀ। ଏଥର ସମ୍ମିଳନୀକୁ ଆୟୋଜନ କରୁଛି ଓଡିଶା । ରାଜ୍ୟ ରାଜ୍ୟ ମଧ୍ୟରେ ସମନ୍ବୟ ରକ୍ଷା କରିବା ଓ ତଥ୍ୟ ଆଦାନ… Read More...
Odisha ସମୁଦ୍ରରେ ଦୁଇ ବୋଟ ଧକ୍କା, ଅଳ୍ପକେ ବର୍ତିଲେ ମତ୍ସ୍ୟଜୀବୀ OPA Jan 19, 2020 0 ବ୍ରହ୍ମପୁର: ବଙ୍ଗୋପସାଗରକୁ ମାଛ ଧରିବାକୁ ଯାଇଥିବା ଦୁଇ ମୋଟର ବୋଟ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ସମୁଦ୍ର ମଧ୍ୟରେ ପ୍ରବଳ କୁହୁଡି ଯୋଗୁଁ ଗୋପାଳପୁରର ହରିପୁର ମୁହାଣ ନିକଟରେ ଏହି ଦୁର୍ଘଟଣା ଘଟିଛି।… Read More...
Odisha ପ୍ରଖ୍ୟାତ ସଙ୍ଗୀତଜ୍ଞ ସୁନନ୍ଦା ପଟ୍ଟନାୟକଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ OPA Jan 19, 2020 0 ଭୁବନେଶ୍ୱର: ପ୍ରଖ୍ୟାତ ସଙ୍ଗୀତଜ୍ଞ ଡଃ ସୁନନ୍ଦା ପଟ୍ଟନାୟକ ଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ଏକ ଶୋକ ବାର୍ତ୍ତା ରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସ୍ବର୍ଗତା ସୁନନ୍ଦା… Read More...
Odisha ପ୍ରଖ୍ୟାତ ସଙ୍ଗୀତଜ୍ଞ ସୁନନ୍ଦା ପଟ୍ଟନାୟକଙ୍କ ପରଲୋକ OPA Jan 19, 2020 0 ଭୁବନେଶ୍ୱର: ପ୍ରଖ୍ୟାତ ଓ ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତ ଜଗତର ପ୍ରଖ୍ୟାତ କଣ୍ଠଶିଳ୍ପୀ ସନନ୍ଦା ପଟ୍ଟନାୟକଙ୍କ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୫ ବୟସ ହୋଇଥିଲା । କୋଲକତାର ଏକ ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ… Read More...
National “ପରୀକ୍ଷା ପେ’ ଚର୍ଚ୍ଚା” କାର୍ଯ୍ୟକ୍ରମ: ଭାଗ ନେବେ ଓଡ଼ିଶା ଛାତ୍ରଛାତ୍ରୀ OPA Jan 19, 2020 0 ଭୁବନେଶ୍ୱର: ସୋମବାର ଦିଲ୍ଲୀର ତାଲକୋତରା ଷ୍ଟାଡିୟମରେ “ପରୀକ୍ଷା ପେ’ ଚର୍ଚ୍ଚା” କାର୍ଯ୍ୟକ୍ରମରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଥିରେ ପ୍ରଧାନମନ୍ତ୍ରୀ ମୋଦି ଛାତ୍ରଛାତ୍ରୀ, ଶିକ୍ଷକ ଓ ଶିକ୍ଷୟିତ୍ରୀ ଏବଂ… Read More...
National ଆଜିଠାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଶିରିଡି ବନ୍ଦ; ସାଇବାବା ମନ୍ଦିର ଖୋଲା OPA Jan 19, 2020 0 ଶିରିଡି: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଦେଇଥିବା ବିବାଦୀୟ ବୟାନକୁ ନେଇ ଆଜିଠାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଶିରିଡି ବନ୍ଦ କରାଯାଇଛି । ମାତ୍ର ସାଇବାବାଙ୍କ ମନ୍ଦିର ଭକ୍ତଙ୍କ ପାଇଁ ପୂର୍ବଭଳି ଖୋଲା ରହିଛି ବୋଲି… Read More...
Sports ଟସ୍ ଜିତି ବ୍ୟାଟିଂ ନିଷ୍ପତି ନେଲା ଅଷ୍ଟ୍ରେଲିଆ OPA Jan 19, 2020 0 ବେଙ୍ଗାଲୁରୁ: ଆଜି ଅନ୍ତିମ ଦିନିକିଆ ମ୍ୟାଚ୍ ରେ ଅଷ୍ଟ୍ରେଲିଆ ଟସ୍ ଜିତି ବ୍ୟାଟିଂ କରିବାର ନିଷ୍ପତି ନେଇଛି ।ରାତିରେ ଏଠାରେ କାକର ପଡ଼ିବାର ଆଶଙ୍କା କମ୍ ଥିବାରୁ ଅଷ୍ଟ୍ରେଲିଆ ଆରମ୍ଭରୁ ଚାପ ସୃଷ୍ଟି କରିବା ପାଇଁ ଏଭଳି… Read More...
Odisha “ମୋ ବିଚ୍” ଅଭିଯାନରେ ମୁଖ୍ୟ ଶାସନ ସଚିବ OPA Jan 19, 2020 0 କୋଣାର୍କ: ଆଜି ସକାଳେ ଚନ୍ଦ୍ରଭାଗାଠାରେ “ମୋ ବିଚ୍” ଅଭିଯାନ ହୋଇଥିଲା । ଏହି ଅଭିଯାନ ଜରିଆରେ ବେଳାଭୂମି ସଫେଇ କାର୍ଯ୍ୟ କରାଯାଇଥିଲା । ଏଥିରେ ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, ଉନ୍ନୟନ କମିସନର୍ ସୁରେଶ… Read More...
Odisha ଚିଲିକାରେ ଆଜିଠୁ ଡଲଫିନ ଗଣନା ଆରମ୍ଭ OPA Jan 19, 2020 0 ବ୍ରହ୍ମଗିରି: ଚିଲିକାରେ ଡଲଫିନ ଗଣନା ଆରମ୍ଭ। ରବିବାର ସକାଳୁ ଚିଲିକାରେ ଡଲଫିନ ଗଣନା କାର୍ଯ୍ୟ ଆରମ୍ଭ ହୋଇଛି। ଏଥିରେ ଚିଲିକା ଉନ୍ନୟନ ବିଭାଗ, ସାତପଡା ବନବିଭାଗ, ବନ୍ୟଜନ୍ତୁ ବିଭାଗ, ପରିବେଶବିତ୍, ସମାଜସେବୀ ଓ ସାତପଡା… Read More...
Politics ନାଗରିକତା ସଂଶୋଧନ ଆଇନ ଦ୍ୱାରା କୌଣସି ଭାରତୀୟଙ୍କର ଅଧିକାର କ୍ଷୁଣ୍ଣ ହେବନି-ରାଜ୍ୟ ସଭାପତି ସମୀର ମହାନ୍ତି OPA Jan 18, 2020 0 ଜଗତସିଂହପୁର : ନାଗରିକତା ସଂଶୋଧନ ଆଇନକୁ ନେଇ ବିରୋଧୀ କଂଗ୍ରେସ ସମେତ କିଛି ଆଂଚଳିକ ଦଳ ଦେଶର ଜନତାଙ୍କୁ ବିଭ୍ରାନ୍ତ କରି ହିଂସା ସୃଷ୍ଟି କରୁଛନ୍ତି । ଭାରତର ପଡୋଶୀ ଦେଶ ପାକିସ୍ତାନ, ଆଫଗାନିସ୍ତାନ ଏବଂ ବାଂଲାଦେଶରୁ… Read More...