National ୟୁପି କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ନିଷ୍ପତି : ପୋଲିସ କମିଶନରେଟ ବ୍ୟବସ୍ଥା ଲାଗୁ OPA Jan 13, 2020 0 ଲକ୍ଷେ୍ନø: ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅଧ୍ୟକ୍ଷତାରେ ସୋମବାର ଉତରପ୍ରଦେଶ ସରକାରଙ୍କ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ରାଜ୍ୟରେ ପୋଲିସ କମିଶନରେଟ ବ୍ୟବସ୍ଥା ଲାଗୁ କରାଯିବା ଭଳି… Read More...
National ନିଆଁରେ ଭସ୍ମୀଭୂତ ବିଜେପି କାର୍ଯ୍ୟାଳୟ OPA Jan 13, 2020 0 ଆସନସୋଲ: ପଶ୍ଚିମବଙ୍ଗ ଆସନସୋଲର ବିଜେପି କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ । ରବିବାର ବିଳମ୍ବିତ ରାତିରେ ସାଲନପୁରସ୍ଥିତ ବିଜେପି କାର୍ଯ୍ୟାଳୟ ଜଳି ଯାଇଥିବା ଘଟଣା ଘଟିଛି । ଏହି ଅଗ୍ନିକାଣ୍ଡ ପଛରେ ଟିଏମସିର ହାତ ଥିବା ନେଇ… Read More...
Odisha ଫିଲ୍ମ ନିର୍ମାତା ତଥା ନିର୍ଦ୍ଦେଶକ ମନମୋହନ ମହାପାତ୍ରଙ୍କ ପରଲୋକ OPA Jan 13, 2020 0 ଭୁବନେଶ୍ୱର: ଓଡ଼ିଶାର ବିଶିଷ୍ଟ ଫିଲ୍ମ ନିର୍ମାତା, ଲେଖକ ତଥା ନିର୍ଦ୍ଦେଶକ ମନମୋହନ ମହାପାତ୍ରଙ୍କର ପରଲୋକ ଘଟିଛି । ଆଜି ଭୁବନେଶ୍ୱରରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଥିବା ଜଣାପଡିଛି ।… Read More...
Politics ବିଜେପି କେନ୍ଦ୍ର ସରକାରଙ୍କୁ SECC ଟାଡା ଦେବାକୁ କୁହୁ- ବିଜେଡି ଜାତୀୟ ମୁଖପାତ୍ର ସସ୍ମିତ ପାତ୍ର OPA Jan 13, 2020 0 ଭୁବନେଶ୍ବର : ରାଜ୍ୟ ସରକାର OBCଙ୍କ ସଂରକ୍ଷଣ ଚାହୁଁଛନ୍ତି । ହେଲେ ସୁପ୍ରିମକୋର୍ଟ 50 ପ୍ରତିଶତରୁ ଅଧିକ ସଂରକ୍ଷଣ କରି ପାରିବେନି ବୋଲି ନିଷ୍ପତ୍ତି ନେଇଛନ୍ତି । 2011 SECC ତଥ୍ୟ କେନ୍ଦ୍ର ସରକାର ଦେଉନାହାନ୍ତି । ଆଗ ତାହା… Read More...
Politics ଓବିସି କମିଶନ ନିଯୁକ୍ତି କେବେ ?, ସଂରକ୍ଷଣ ବ୍ୟବସ୍ଥା କାହିଁକି ଲାଗୁ କରୁନି ରାଜ୍ୟ- ବିଜେପି OPA Jan 13, 2020 0 ଭୁବନେଶ୍ବର : ରାଜ୍ୟ ସରକାର ତୁରନ୍ତ ଓବିସି କମିଶନ ନିଯୁକ୍ତି କରନ୍ତୁ । ଏହା ସହିତ ପଛୁଆ ବର୍ଗ ପାଇଁ ସରକାର ଭଭୟ ଚାକିରୀ ଓ ପାଠ ପଢାରେ କ୍ଷେତ୍ରରେ ଥିବା ୨୭ ଶତକଡା ସଂରକ୍ଷଣ ବ୍ୟବସ୍ଥା ଲାଗୁ କରନ୍ତୁ । ନଚେତ୍ ବିଧାନସଭା… Read More...
Odisha ନବୀନ ପଟ୍ଟନାୟକ ଗରିବଙ୍କ ପାଇଁ ଭଲ କାମ କରୁଛନ୍ତି : ସିରିଆ ରାଷ୍ଟ୍ରଦୂତ OPA Jan 13, 2020 0 ଭୁବନେଶ୍ବର : ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ପାଇଁ ଭଲ କାମ କରୁଛନ୍ତି । ଗରିବଙ୍କ ପାଇଁ ବି ସେ ଭଲ କାମ କାମ କରୁଛନ୍ତି । ତାଙ୍କୁ ଭେଟିବା ପରେ ବହୁତ ଭଲ ଲାଗିଲା । ମୁଁ ତାଙ୍କୁ ଭେଟିବା ପରେ ନିଜକୁ… Read More...
Crime ନିର୍ଦ୍ଦେଶକ ଅରିନ୍ଦମ ସିଲଙ୍କ ବିରୋଧରେ ଯୌନ ନିର୍ଯାତନାର ଅଭିଯୋଗ ଆଣିଲେ ବଙ୍ଗୀୟ ଅଭିନେତ୍ରୀ ରୂପଞ୍ଜନା OPA Jan 13, 2020 0 କୋଲକତା: ମି ଠୁ କୁ ନେଇ ବଲିଉଡ ପରେ ଏବେ ଚର୍ଚ୍ଚାରେ ଟଲିଉଡ୍ । ବଙ୍ଗୀୟ ଟେଲିଭିଜନ ତଥା ଫିଲ୍ମ ଅଭିନେତ୍ରୀ ରୂପଞ୍ଜନା ମିତ୍ର ଖ୍ୟାତନାମା ଫିଲ୍ମ ଅଭିନେତା, ନିର୍ଦ୍ଦେଶକ ତଥା ନିର୍ମାତା ଅରିନ୍ଦମ ସିଲଙ୍କ ନାମରେ ଆଣିଛନ୍ତି… Read More...
Entertainment ବକ୍ସର ଲୁକରେ ବରୁଣ OPA Jan 13, 2020 0 ମୁମ୍ବାଇ: ବରୁଣ ଓ ଶ୍ରଦ୍ଧାଙ୍କ ଆଗାମୀ ଫିଲ୍ମ “ଷ୍ଟ୍ରିଟ୍ ଡ୍ୟାନ୍ସର” କୁ ନେଇ ଚର୍ଚ୍ଚା ଶେଷ ହୋଇ ନ ଥିବାବେଳେ ବରୁଣଙ୍କ ଫ୍ୟାନ୍ସଙ୍କ ପାଇଁ ରହିଛି ଖୁସି ଖବର । ତେବେ ଏହି ଖୁସି ଖବର ନିଜେ ବରୁଣ ତାଙ୍କ ଫ୍ୟାନ୍ସଙ୍କୁ… Read More...
National ପୁଣି ଘୁଂଚିଲା ସାବରିମାଳା ରାୟ OPA Jan 13, 2020 0 ନୂଆଦିଲ୍ଲୀ: ପୁଣିଥରେ ଘୁଂଚିଲା ସାବରିମାଳା ରାୟ । ସାବରିମାଲା ଏବଂ ସେଥିସହ ଜଡ଼ିତ ଅନ୍ୟାନ୍ୟ ପ୍ରସଙ୍ଗରେ ଉପୁଜିଥିବା ସମସ୍ୟାଗୁଡ଼ିକୁ ଚୂଡ଼ାନ୍ତ କରିବାକୁ ସୋମବାର ଦିନ ସୁପ୍ରିମ୍ କୋର୍ଟର ୯ଜଣ ବିଚାରପତିବିଶିଷ୍ଟ ଖଣ୍ଡପୀଠ… Read More...
Odisha ଏଥର ଅନଲାଇନରେ ମିଳିବ କଣ୍ଡକ୍ଟରଙ୍କୁ ଲାଇସେନ୍ସ OPA Jan 13, 2020 0 ଭୁବନେଶ୍ୱର: ଏଥର ବସ୍ କଣ୍ଡକ୍ଟରଙ୍କୁ ଅନଲାଇନରେ ମିଳିବ ଲାଇସେନ୍ସ । ଫଳରେ କଣ୍ଡକ୍ଟର ହେବେ ସ୍ମାର୍ଟ ।କେବଳ ସେତିକି ନୁହେଁ ଲାଇସେନ୍ସ ପାଇଁ ସେମାନଙ୍କୁ ଆଚାର ବ୍ୟବହାର ସମ୍ପର୍କିତ ଏକ ଲିଖିତ ପରୀକ୍ଷା ମଧ୍ୟ ଦେବାକୁ ପଡିବ।… Read More...