କଲେଜରେ ହେବ ଏକ୍ସଟ୍ରା କ୍ଲାସ

ଭୁବନେଶ୍ୱର: ଏଥର କଲେଜରେ ହେବ ଏକ୍ସଟ୍ରା କ୍ଲାସ । ଉଚ୍ଚଶିକ୍ଷା କ୍ଷେତ୍ରରେ ବ୍ୟାପକ ସଂସ୍କାର ଆଣିବା ପାଇଁ ଏଭଳି ପଦକ୍ଷେପ ନେଇଛନ୍ତି ରାଜ୍ୟ ଉଚ୍ଚଶିକ୍ଷା ବିଭାଗ । କଲେଜରେ ଯେଉଁମାନଙ୍କର ଉପସ୍ଥାନ କମ୍ ରହିଛି, ସେମାନଙ୍କ…
Read More...

ଚର୍ଚ୍ଚାରେ ସୁନ୍ଦରଗଡ ବିଧାୟିକା କୁସୁମ ଟେଟେ

ସୁନ୍ଦରଗଡ: ଚର୍ଚ୍ଚାରେ ସୁଡରଗଡଳ ବିଧାୟିକା କୁସୁମ ଟେଟେ । କଥାଟା ହେଉଛି, ଲୁପ୍ତ ହୋଇଯାଉଥିବା ଆମ ସଂସ୍କୃତି, ପରମ୍ପରା ଏବଂ ଚାଲିଚଳଣକୁ ନେଇ ସୁନ୍ଦରଗଡ ସରକାରୀ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଏକ ନୂଆ ପ୍ରୟାସ ଆରମ୍ଭ…
Read More...

କମିଲା ପେଟ୍ରୋଲ ଓ ଡିଜେଲ ଦର

ନୂଆଦିଲ୍ଲୀ/ଭୁବନେଶ୍ୱର: ଗତକାଲି ଅପେକ୍ଷା ଆଜି ପେଟ୍ରୋଲ ଓ ଡିଜେଲ ଦର ହ୍ରାସ ପାଇଛି । ଶନିବାର ଅପେକ୍ଷା ଆଜି ପେଟ୍ରୋଲ ଓ ଡିଜେଲ ଲିଟର ପିଛା ୧୧ ପଇସା କମ୍ ଦେବାକୁ ପଡିଛି ।ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୧୧ ପଇସା…
Read More...

ଏସଇବିସି ଓ ଓବିସିଙ୍କୁ ପ୍ରଥମେ ସାମ୍ବିଧାନିକ ଅଧିକାର ପ୍ରଦାନ କରନ୍ତୁ ରାଜ୍ୟ ସରକାର: ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ଏସଇବିସି ଓ ଓବିସିଙ୍କ ଜନଗଣନା ପାଇଁ କେନ୍ଦ୍ର ପାଖରେ ଦାବି ପ୍ରସଙ୍ଗରେ ରାଜ୍ୟ କ୍ୟବିନେଟ୍ ନିଷ୍ପତି ପରିପ୍ରେକ୍ଷୀରେ ଗଣମାଧ୍ୟମର ପ୍ରଶ୍ନର ଉତରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ଗତ…
Read More...

ଏଥର ଏହି ଅଭିନେତ୍ରୀଙ୍କ ସହ ରୋମାନ୍ସ କରିବେ ସଲମାନ୍

ମୁମ୍ବାଇ: ସଲମାନ୍ ଖାନ୍ ନିଜ ସୋସିଆଲ ସାଇଟ୍ ରେ ନିଜର ଆଗାମୀ ଫିଲ୍ମର ଖୁଲାସା କରିଛନ୍ତି । ଯାହା ୨୦୨୧ରେ ଇଦରେ ରିଲିଜ୍ ହେବ ବୋଲି ମଧ୍ୟ କହିଦେଇଛନ୍ତି । ଏହି ଫିଲ୍ମରେ ସଲମାନଙ୍କ ବନ୍ଧୁ ସାଜିଦ୍ ନାଦିୟାୱାଲା ଏହାର…
Read More...

କୋଲକାତା ପୋର୍ଟ ଟ୍ରଷ୍ଟକୁ ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ନାମରେ ନାମିତ କଲେ ମୋଦି

କୋଲକାତା: କୋଲକାତା ପୋର୍ଟ ଟ୍ରଷ୍ଟର ୧୫୦ତମ ବାର୍ଷିକୀ ପାଳନରେ ଭାଗ ନେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହାସହ ଏହି ବନ୍ଦରର ନାମ ପରିବର୍ତନ କରି ‘ଜନସଂଘର ସଂସ୍ଥାପକ ଡା. ଶ୍ୟାମାପ୍ରସାଦ ମୁଖାର୍ଜୀ’ଙ୍କ ନାମରେ…
Read More...

ଜେଲରୁ ଗୋଟିଏ ଦିନ ପାଇଁ ବାହାରିଲେ ପୁଞ୍ଜିଲାଲ

ପାଟଣାଗଡ: ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣର ଅଭିଯୁକ୍ତ ପୁଞ୍ଜିଲାଲ ମେହେର ଗୋଟିଏ ଦିନ ପାଇଁ ବଲାଙ୍ଗୀର ଜେଲରୁ ବାହାରିଛନ୍ତି । ମା’ ଇନ୍ଦୁମତୀ ମେହେରଙ୍କ ମୃତ୍ୟୁ ପରେ ଶବ ସତ୍କାର ପାଇଁ ପୁଞ୍ଜିଲାଲଙ୍କ ଓକିଲ…
Read More...

ସିଏଏ ନାଗରିକତା ଦେବା ଆଇନ, ନେବା ପାଇଁ ନୁହେଁ: ମୋଦି

କୋଲକାତା: ଦୁଇ ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ରହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସ୍ବାମୀ ବିବେକାନନ୍ଦଙ୍କ ୧୫୭ ତମ ଜନ୍ମ ଜୟନ୍ତୀ ଓ ରାଷ୍ଟ୍ରୀୟ ଯୁବ ଦିବସ ଅବସରରେ ବେଲୁର ମଠ ଠାରେ ଆୟୋଜିତ ଏକ କାର‌୍ୟ୍ୟକ୍ରମରେ…
Read More...

ଓମାନ୍ ସୁଲତାନଙ୍କ ପରଲୋକ ଯୋଗୁଁ ସୋମବାର ହେବ ରାଷ୍ଟ୍ରୀୟ ଶୋକ

ନୂଆଦିଲ୍ଲୀ: ଓମାନ୍ ସୁଲତାନଙ୍କ ପରଲୋକ ଯୋଗୁଁ ସୋମବାର ଦିନ ଗୋଟିଏ ଦିନ ପାଇଁ ରାଷ୍ଟ୍ରୀୟ ଶୋକ ପାଳନ କରାଯି । ଏ ନେଇ ଆଜି କେନ୍ଦ୍ର ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି । ଯାହା ଗୃହମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିିଛି ।…
Read More...

କଟକରେ ମାଞ୍ଜା ସୂତା ଗୁଡି ଉପରେ କଟକଣା

କଟକ: ଜିଲ୍ଲାରେ ଗୁଡି ଉଡାକୁ ବନ୍ଦ ନକରି ଗୁଡି ଉଡା ସମୟରେ ସାବଧାନତା ଅବଲମ୍ବନ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କୁ ପରାମର୍ଶ ଦିଆଯାଇଛି । ମାଞ୍ଜା ସୂତା ବ୍ୟବହାର ନକରି କଟନ ସୂତାରେ ଗୁଡି ଉଡାଇବାକୁ…
Read More...