Sports ଭାରତ ଜିତିଲା ଟି-୨୦ ସିରିଜ୍ OPA Jan 11, 2020 0 ପୁଣେ: ପୁଣେ ହୋଇଥିବା ତୃତୀୟ ଟି-୨୦ ମ୍ୟାଚରେ ଭାରତ ଶ୍ରୀଲଙ୍କାକୁ ୭୮ରନ୍ ରେ ପରାସ୍ତ କରି ସିରିଜ୍ ହାତେଇଛି । ଗୌହାଟୀରେ ସିରିଜର ପ୍ରଥମ ମ୍ୟାଚ୍ ବର୍ଷା ଯୋଗୁ ବାତିଲ ହୋଇଥିବା ବେଳେ ଦ୍ୱିତୀୟ ଟି-୨୦ରେ ଭାରତ ୬ ୱିକେଟରେ… Read More...
National କୌନଜରେ ଟ୍ରକ୍ ସହ ଧକ୍କା ହୋଇ ଜଳିଗଲା ବସ୍; ୨୦ଯାତ୍ରୀ ମୃତ OPA Jan 11, 2020 0 କନୌଜ: ଉତରପ୍ରଦେଶ କନୌଜରେ ଗତକାଲି ରାତିରେ ଏକ ଟ୍ରକ୍ ସହ ଧକ୍କା ହେବା ଫଳରେ ବସ୍ ଟି ଜଳିଗଲା । ଫଳରେ ବସ୍ ରେ ଥିବା ଯାତ୍ରୀଙ୍କ ମଧ୍ୟରୁ ୨୦ଜଣ ଜୀବନ୍ତ ଦଗ୍ଧ ହୋଇଛନ୍ତି । ବସ୍ ରେ ମୋଟ ୭୦ଜଣ ଯାତ୍ରୀ ଥିଲେ । ଅନ୍ୟମାନେ… Read More...
Odisha ମନ୍ତ୍ରୀ ପ୍ରତାପ ଜେନାଙ୍କ କଳାହାଣ୍ଡି ଜିଲ୍ଲା ଗସ୍ତ: ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ OPA Jan 10, 2020 0 ଭୁବନେଶ୍ୱର: ପଚାଂୟତିରାଜ , ପାନୀୟଜଳ,ଆଇନ,ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଗତକାଲି କଳାହାଣ୍ଡି ଜିଲ୍ଲା ଗସ୍ତରେ ଯାଇ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ମନ୍ତ୍ରୀ ଶ୍ରୀ ଜେନା ଏହି ଗସ୍ତ କାଳରେ ଏକାଧିକ… Read More...
Corporate ମନି ଲଣ୍ଡ୍ରିଂ ମାମଲା: ଚନ୍ଦା କୋଚରଙ୍କ ସମ୍ପତି ଜବତ OPA Jan 10, 2020 0 ନୂଆଦିଲ୍ଲୀ: ବଢିଲା ଚନ୍ଦା କୋଚରଙ୍କ ଅଡୁଆ। ଭିଡିଓକନ ଋଣ ଜାଲିଆତି ମାମଲାରେ ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ସିଏମଡି ଚନ୍ଦା କୋଚର ଓ ତାଙ୍କ ପରିବାରର ପ୍ରାୟ ୭୮ କୋଟି ଟଙ୍କାର ସମ୍ପତି ଜବତ କରିଛି ପ୍ରବର୍ତନ… Read More...
Sports ତୃତୀୟ ଟି-୨୦: ଟସ୍ ଜିତି ବୋଲିଂ ନିଷ୍ପତି ନେଲା ଶ୍ରୀଲଙ୍କା OPA Jan 10, 2020 0 ପୁଣେ: ଆଜି ଶ୍ରୀଲଙ୍କା ବିପକ୍ଷ ଘରୋଇ ଟି-୨୦ ସିରିଜରେ ଅନ୍ତିମ ମ୍ୟାଚ । ଡିସାଇଡର ମ୍ୟାଚରେ ଟସ ଜିତି ବୋଲିଂ ନିଷ୍ପତି ନେଇଛି ଭ୍ରମଣକାରୀ ଶ୍ରୀଲଙ୍କା। ଏହି ନିର୍ଣ୍ଣାୟକ ମ୍ୟାଚ ଭ୍ରମଣକାରୀ ଶ୍ରୀଲଙ୍କା ପାଇଁ କର ବା ମର… Read More...
Odisha ୬ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ OPA Jan 10, 2020 0 ଭୁବନେଶ୍ବର: ଦୁର୍ନୀତି ଓ ଅନିୟମିତତାରେ ସମ୍ପୃକ୍ତି ଥିବା ଅଫିସରଙ୍କ ବିରୋଧରେ ପୁଣି କଠୋର ହେଲେ ସରକାର । ଶୁକ୍ରବାର ୨ ଜଣଙ୍କୁ ବାଧ୍ୟତାମୂଳକ ଅବସର ଦେବା ସହ ୪ ଜଣଙ୍କୁ ଚାକିରିରୁ ବରଖାସ୍ତ କଲେ ରାଜ୍ୟ ସରକାର।… Read More...
Odisha ପାରଳାଖେମୁଣ୍ଡି ମହାରାଜଙ୍କ ବିୟୋଗରେ ରାଜ୍ୟ ବିଜେପିର ଗଭୀର ଶୋକ OPA Jan 10, 2020 0 ଭୁବନେଶ୍ୱର: ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ମହାରାଜ ଗୋପୀନାଥ ଗଜପତି ନାରାୟଣ ଦେଓଙ୍କ ବିୟୋଗରେ ରାଜ୍ୟ ସଭାପତି ତଥା ସାଂସଦ ବସନ୍ତ ପଣ୍ଡା, ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ, ପୂର୍ବତନ ବିଧାୟକ ଦଳ ନେତା କନକ ବର୍ଦ୍ଧନ… Read More...
National ରାମ ମନ୍ଦିର ଟ୍ରଷ୍ଟ ଗଠନ ପୂର୍ବରୁ ବଢ଼ିଲା ମହନ୍ତଙ୍କ ସୁରକ୍ଷା ବ୍ୟବସ୍ଥା OPA Jan 10, 2020 0 ନୂଆଦିଲ୍ଲୀ: ରାମ ମନ୍ଦିର ଟ୍ରଷ୍ଟ ଗଠନ ପୂର୍ବରୁ ରାମଜନ୍ମଭୂମି ନ୍ୟାସର ଅଧ୍ୟକ୍ଷ ମହନ୍ତ ନୃତ୍ୟଗୋପାଳ ଦାସଙ୍କ ସୁରକ୍ଷାକୁ ବୃଦ୍ଧି କଲେ ସରକାର । ମହନ୍ତ ନୃତ୍ୟଗୋପାଳ ଦାସଙ୍କୁ ଏଣିକି ଜେଡ ପ୍ଲସ ସିକ୍ୟୁରିଟି ଦ୍ୱାରା… Read More...
National ୭ ଦିନରେ କଶ୍ମୀରରୁ ହଟିବ ଇଂଟରନେଟ୍ ବ୍ୟାନ୍! OPA Jan 10, 2020 0 ନୂଆଦିଲ୍ଲୀ: ୭ ଦିନ ମଧ୍ୟରେ ଜମ୍ମୁ କଶ୍ମୀରରେ ସ୍ଥିତି ସମୀକ୍ଷା କରି ଇଂଟରନେଟ୍ ସେବାକୁ ସକ୍ରିୟ କରିବା ପାଇଁ ଜମ୍ମୁ କଶ୍ମୀର ପ୍ରଶାସନକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।ଜଷ୍ଟିସ ଏନବି ରମନ୍ନାଙ୍କ ଅଧ୍ୟକ୍ଷତାରେ ଗଠିତ… Read More...
Odisha ସେସୁ କୁ ସୁର ରାଉତରାୟଙ୍କ ଚେତାବନୀ: ବିଦ୍ୟୁତ୍ କାଟ ହେଲେ ହେବ ଆନ୍ଦୋଳନ OPA Jan 10, 2020 0 ଭୁବନେଶ୍ୱର: ବକେୟା ବିଦ୍ୟୁତ୍ ବିଲ ପୈଠ ନ କଲେ ସେସୁ ପକ୍ଷରୁ କରାଯାଇଥିବା ବିଦ୍ୟୁତ୍ କାଟ ନିଷ୍ପତିକୁ ନେଇ ପୁନର୍ବିଚାର କରିବାକୁ କଂଗ୍ରେସ ବିଧାୟକ ସୁର ରାଉତରାୟ ଚେତାବନୀ ଦେଇଥିଲେ ।ସେ କହିଛନ୍ତି, ମୁଣ୍ଡ ଉପରେ… Read More...