ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍

ନୂଆଦିଲ୍ଲୀ: ଆଜି ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦିଲ୍ଲୀରେ ତାଙ୍କ ବାସଭବନରେ ଭେଟିଛନ୍ତି । ଏହି ସମୟରେ ସୋରେନ୍ ରାଜ୍ୟରେ ଥିବା ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ ।…
Read More...

୧୪ରେ ଓଡ଼ିଶା ଆସୁଛନ୍ତି ଏଆଇସିସି ସାଧାରଣ ସମ୍ପାଦକ ପ୍ରଭାରୀ ଜିତେନ୍ଦ୍ର ସିଂହ

ଭୁବନେଶ୍ୱର: ଓଡ଼ିଶାରେ ସାଂଗଠନିକ ସ୍ଥିତି ସଜାଡିବା ପାଇଁ ୧୪ ତାରିଖରେ ଏଆଇସିସି ସାଧାରଣ ସମ୍ପାଦକ ତଥା ଓଡ଼ିଶା କଂଗ୍ରେସ ପ୍ରଭାରୀ ଜିତେନ୍ଦ୍ର ସିଂହ ଓଡ଼ିଶା ଗସ୍ତରେ ଆସୁଛନ୍ତି । ବିଭିନ୍ନ ଜିଲ୍ଲା ଗସ୍ତ କରି ସେଠାରେ ଥିବା…
Read More...

ସୁନ୍ଦରଗଡ: ବନ୍ଦଘରୁ ମିଳିଲା ଗୋଟିଏ ପରିବାରର ୪ ମୃତଦେହ

ସୁନ୍ଦରଗଡ: ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର ଥାନା ଅଂଚଳରେ ଚାଂଚଲ୍ୟ । ଆଇଟି କଲୋନୀର ଏକ ବନ୍ଦ ଘରୁ ୪ ମୃତଦେହ ଉଦ୍ଧାର । ଗୋଟିଏ ପରିବାରର ୪ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଉକ୍ତ ଘରଟି ପ୍ରମୋଦ ରାଉତଙ୍କ…
Read More...

ଆଜିଠାରୁ ପ୍ରଧାନମନ୍ତ୍ରୀଙ୍କ ଦୁଇଦିନିଆ କୋଲକାତା ଗସ୍ତ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଠାରୁ ଦୁଇ ଦିନିଆ କୋଲକାତା ଗସ୍ତ କରୁଛନ୍ତି । ଏହି ଗସ୍ତ ଅବସରରେ ସେ କୋଲକାତା ପୋର୍ଟ ଟ୍ରଷ୍ଟର ୧୫୦ ତମ ବାର୍ଷିକ ଉତ୍ସବରେ ଯୋଗ ଦେବେ । ଏହାସହ ବିଭିନ୍ନ…
Read More...

ଓଡ଼ିଶାର ଅଂଶୁମାନ ହେଲେ ଆଇଇଏସ୍ ଟପ୍ପର

ଭୁବନେଶ୍ୱର: ଓଡ଼ିଶାର ଅଂଶୁମାନ କାମିଲା ହେଲେ ଇଣ୍ଡିଆନ୍ ଇକୋନୋମିକ୍ ସର୍ଭିସ(ଆଇଇଏସ୍) ଟପ୍ପର । ଆଇଇଏସ୍ ପାଇଁ ଯୋଗ୍ୟ ବିବେଚିତ ୩୨ଜଣଙ୍କ ମଧ୍ୟରେ ସେ ଏକ ନମ୍ବର ସ୍ଥାନ ଅଧିକାର କରିଛନ୍ତି ।ଅଂଶୁମାନ ହେଉଛନ୍ତି ପୂର୍ବତନ…
Read More...

ପାରଳାଖେମୁଣ୍ଡିରେ ଆରମ୍ଭ ହେଲା ମହାଦେଈ କଲ୍ୟାଣୀ ଗଜପତିଙ୍କ ଶାସନ

ପାରଳାଖେମୁଣ୍ଡି: ପାରଳାଖେମୁଣ୍ଡିରେ ଆରମ୍ଭ ହେଲା ମହାଦେଈ କଲ୍ୟାଣୀ ଗଜପତିଙ୍କ ଶାସନ। ପାରଳା ମହାରାଜ ଗୋପୀନାଥ ଗଜପତି ନାରାୟଣ ଦେବଙ୍କ ପରଲୋକ ପରେ ରାଜ ପରିବାର ରୀତିନୀତି ଅନୁଯାୟୀ ସିଂହାସନ ଆରୋହଣ କରିଛନ୍ତି ତାଙ୍କ କନ୍ୟା…
Read More...

ଦେଶରେ ଲାଗୁ ହେଲା ସିଏଏ

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ(ସିଏଏ) ଗତକାଲିଠାରୁ ଦେଶରେ ଲାଗୁ କରାଯାଇଛି । ଏ ନେଇ କେନ୍ଦ୍ର ସରକାର ବିଜ୍ଞପ୍ତି ପ୍ରକାଶ କରିଛନ୍ତି ।ଦେଶର ବିଭିନ୍ନ ଅଂଚଳରେ ନାଗରିକତା ସଂଶୋଧନ ଆଇନକୁ ନେଇ ବିରୋଧ ପ୍ରଦର୍ଶନ…
Read More...

ପାରୋଲରେ ଆସିବେ ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ!

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାର ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ଘଟଣାର ଅଭିଯୁକ୍ତ ପୁଞ୍ଜିଲାଲ ମେହେର ପାରୋଲରେ ଆସିପାରନ୍ତି । କାରଣ ଗତକାଲି ପୁଞ୍ଜିଲାଲଙ୍କ ମା’ ଇନ୍ଦୁମତୀଙ୍କ ଦେହାନ୍ତ ହୋଇଛି । ତେବେ ସେ ବହୁଦିନ ହେବ…
Read More...

ନୟାଗଡରେ ସଡ଼କ ଦୁର୍ଘଟଣା: ୪ମୃତ

ନୟାଗଡ: ନୟାଗଡ ଜିଲ୍ଲାର ଶରଣକୁଳ ଥାନା ନନ୍ଦିଘର କରଡା ନିକଟରେ ଏକ ସଡ଼କ ଦୁର୍ଘଟଣା ଘଟିଛି । ଏହି ଘଟଣାରେ ୪ଜଣଙ୍କର ମୃ୍ତ୍ୟୁ ଘଟିଛି । ୪ଜଣଙ୍କ ମଧ୍ୟରୁ ୩ଜଣ ଗୋଟିଏ ପରିବାରର ସଦସ୍ୟ ଥିଲେ । ତେବେ ଘଟଣାସ୍ଥଳରେ ଡ୍ରାଇଭରଙ୍କର…
Read More...

କନୌଜ ଦୁର୍ଘଟଣା: ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ

ନୂଆଦିଲ୍ଲୀ: ଗତକାଲି ରାତିରେ କୌନଜରେ ହୋଇଥିବା ସଡ଼କ ଦୁର୍ଘଟଣାରେ ୨୦ଜଣ ମୃତ୍ୟୁବରଣ କରିଥିବାବେଳେ ୨୧ଜଣ ଗୁରୁତର ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଏହି ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ…
Read More...