Odisha ଭାରତ ବନ୍ଦ ଯୋଗୁଁ ରାଜ୍ୟ ପ୍ରଭାବିତ; ଲୋକେ ହନ୍ତସନ୍ତ OPA Jan 8, 2020 0 ଭୁବନେଶ୍ୱର: ଦେଶରେ ଦରଦାମ ବୃଦ୍ଧି, ବେକାରୀ ସମସ୍ୟା ଦୂର କରିବା, ସର୍ବନିମ୍ନ ବେତନ ବୃଦ୍ଧି କରିବା ସହ ୧୨ ଦଫା ଦାବିରେ ଆଜି ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ୨୪ ଘଂଟିଆ ଭାରତ ବନ୍ଦ ଡାକରା ଦିଆଯାଇଛି । ଫଳରେ ଓଡ଼ିଶାର… Read More...
National ଆଜି ଭାରତ ବନ୍ଦ OPA Jan 8, 2020 0 ନୂଆଦିଲ୍ଲୀ: ଆଜି ଦେଶର ୧୦ଟି ଶ୍ରମିକ ସଂଗଠନ ପକ୍ଷରୁ ଭାରତ ବନ୍ଦ ପାଇଁ ଆହ୍ୱାନ ଦିଆଯାଇଛି । ଏହି ବନ୍ଦ ଯୋଗୁଁ କୋଟି କୋଟି ପ୍ରଭାବିତ ହେବ । ବ୍ୟାଙ୍କଗୁଡ଼ିକ ବନ୍ଦ ହେବା ଦ୍ୱାରା ଆର୍ଥିକ କାରବାର ବ୍ୟାପକ ଭାବେ ପ୍ରଭାବିତ… Read More...
Entertainment କାଶ୍ମୀର ପଣ୍ଡିତଙ୍କ ଦୁଃଖ କହିବ “ଶିକାରା”; ଟ୍ରେଲର ଆଉଟ୍ OPA Jan 7, 2020 0 ମୁମ୍ବାଇ: ନିର୍ଦ୍ଦେଶକ ବିଧୁ ବିନୋଦ ଚୋପ୍ରା ନିଜର ଆଗାମୀ ପ୍ରୋଜେକ୍ଟ ‘ଶିକାରା: ଏ ଲଭ ଲେଟର ଫର୍ମ କଶ୍ମୀର ପଣ୍ଡିତ’କୁ ନେଇ ଚର୍ଚ୍ଚାରେ । ଇତିମଧ୍ୟରେ ରିଲିଜ ହୋଇଯାଇଛି ଫିଲ୍ମର ଜବରଦସ୍ତ ଟ୍ରେଲର । ଫିଲ୍ମର ଟ୍ରେଲର ସଙ୍ଗୀତ… Read More...
Sports ଆଇପିଏଲ ୨୦୨୦: ମାର୍ଚ୍ଚ ୨୯ ରୁ ମେ’ ୨୪ ମ୍ୟାଚ୍ OPA Jan 7, 2020 0 ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟମ୍ ଲିଗ୍ ୨୦୨୦ର ଉଦଘାଟନୀ ମ୍ୟାଚ୍ ମାର୍ଚ୍ଚ ୨୯ରୁ ଆରମ୍ଭ ହେବାକୁ ଯାଉଛି । ଏହି ଉଦଘାଟନୀ ମ୍ୟାଚ୍ ମୁମ୍ବାଇର ୱାଙ୍ଖେଡା ଷ୍ଟାଡିୟମରେ ଖେଳାଯିବ । ମାର୍ଚ୍ଚ ୨୯ ରୁ ମ୍ୟାଚ୍ ଆରମ୍ଭ ହୋଇ ମେ’ ୨୪… Read More...
Odisha ୭ବର୍ଷରେ ବିଜୟ କେତନଙ୍କ ଖାତାରେ ଜମା ହୋଇଥିଲା ୭୦ଲକ୍ଷ ଟଙ୍କା OPA Jan 7, 2020 0 ଭୁବନେଶ୍ୱର: ଲାଂଚ ନେବା ଅଭିଯୋଗରେ ଭିଜିଲାନ୍ସ ହାତରେ ଧରାପଡି ଜେଲ ଯାଇଥିବା ଉଦ୍ୟାନ କୃଷି ବିଭାଗର ନିର୍ଦ୍ଦେଶକ ଆଇଏଏସ୍ ଅଧିକାରୀ ବିଜୟ କେତନ ଉପାଧ୍ୟାୟଙ୍କ ବିରୋଧରେ ପ୍ରମାଣ ଯୋଗାଡୁଛି ଭିଜିଲାନ୍ସ । ଭିଜିଲାନ୍ସ ହାତରେ… Read More...
Entertainment ଜେଏନୟୁ ବିବାଦ: ଧାରଣାରେ ବସିଲେ ବଲିଉଡ ସେଲିବ୍ରିଟି OPA Jan 7, 2020 0 ମୁମ୍ବାଇ: ଜେଏନୟୁ ସପକ୍ଷରେ ବଲିଉଡ ସେଲିବ୍ରିଟିଙ୍କ ଧାରଣା । ମୁମ୍ବାଇ କାର୍ଟର ରୋଡରେ ବସିଲେ ନାମୀଦାମୀ କଳାକାର । ତ୍ରିରଙ୍ଗା ଉଡାଇଲେ ଓ ସରକାର ବିରୋଧୀ ନାରାବାଜି ବି ଦେଲେ । ଏପରି ଘଟଣା ସୋମବାର ରାତିରେ ଦେଖିବାକୁ… Read More...
Sports ଭାରତ-ଶ୍ରୀଲଙ୍କା ୨ୟ ଟି-୨୦: ଟସ୍ ଜିତି ଭାରତର ବୋଲିଂ ନିଷ୍ପତି OPA Jan 7, 2020 0 ଇନ୍ଦୋର: ଆଜି ଭାରତ-ଶ୍ରୀଲଙ୍କା ମଧ୍ୟରେ ଟି୨୦ ସିରିଜର ୨ୟ ମ୍ୟାଚ । ଇନ୍ଦୋର ସ୍ଥିତ ହୋଲକର ଷ୍ଟାଡିୟମରେ ଭାରତ ଟସ୍ ଜିତି ବୋଲିଂ ନିଷ୍ପତି ନେଇଛି । ପ୍ରଥମ ମ୍ୟାଚ ବର୍ଷା ଯୋଗୁଁ ବାତିଲ ହେବା ପରେ ଉଭୟ ଟିମ ୨ୟ ମ୍ୟାଚରେ… Read More...
Odisha କଂଗ୍ରେସ ଓ କମ୍ୟୁନିଷ୍ଟର ବନ୍ଦ ପାଳନ ଦେଶରେ ହିଂସା ଓ ଭୟର ବାତାବରଣ କରିବା ପାଇଁ ଉଦ୍ଦିଷ୍ଟ : ବିଜେପି OPA Jan 7, 2020 0 ଭୁବନେଶ୍ୱର: ଆସନ୍ତା କାଲି କଂଗ୍ରେସ ଓ କମ୍ୟୁନିଷ୍ଟ ଭାରତ ବନ୍ଦ ପାଳନ କରିବା ପାଇଁ ଘୋଷଣା କରିଛନ୍ତି । ସାରା ଦେଶର ଜନତା ଏବେ ନାଗରିକ ସଂଶୋଧନ ଆଇନକୁ ଆକୁଣ୍ଠ ସମର୍ଥନ କରିସାରିଛନ୍ତି । ଏହି ଆଇନ ସଂସଦରେ ପାରିତ ହେବାବେଳେ… Read More...
National ନିର୍ଭୟା ମାମଲା: ୨୨ ତାରିଖ ସକାଳ ୭ଟାରେ ୪ ଅଭିଯୁକ୍ତ ପାଇବେ ଫାଶୀ OPA Jan 7, 2020 0 ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ୪ ଅଭିଯୁକ୍ତ କେବେ ଫାଶୀ ପାଇବେ ତାହା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ଯାହାର ଆଜି ଅନ୍ତ ଘଟିଛି । ତେବେ ଏହି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ୪ ଅଭିଯୁକ୍ତ… Read More...
National ସୁଲେମାନିଙ୍କ ଶବ ଶୋଭାଯାତ୍ରାରେ ଦଳାଚକଟା: ୩୫ ମୃତ OPA Jan 7, 2020 0 ତେହେରାନ: ଇରାନର ଜେନେରାଲ କାଶିମ୍ ସୁଲେମାନିଙ୍କ ଶବ ଶୋଭାଯାତ୍ରାରେ ଲକ୍ଷାଧିକ ଲୋକଙ୍କ ସମାଗମ ହୋଇଥିଲା । ତେବେ ଏତେ ମାତ୍ରାରେ ଲୋକଙ୍କ ସମାଗମ ଫଳରେ ଦଳାଚକଟା ହୋଇଥିଲା । ଏହି ଦଳାଚକଟାରେ ୩୫ଜଣଙ୍କର ମୃତ୍ୟୁ ହୋଇଥିବା… Read More...