ଭାରତ ବନ୍ଦକୁ ନେଇ ରାଜଧାନୀରେ ୧୫ ପ୍ଲାଟୁନ ପୋଲିସ ମୁତୟନ

ଭୁବନେଶ୍ୱର: ଆସନ୍ତାକାଲି ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ଦିଆଯାଇଥିବା ଭାରତ ବନ୍ଦ ଡାକରାକୁ ଦୃଷ୍ଟିରେ ରଖି କମିଶନରେଟ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ବନ୍ଦ ସମୟରେ ରାଜଧାନୀର ବିଭିନ୍ନ…
Read More...

ପାକିସ୍ତାନ ବାୟୁସେନାର ବିମାନ ଦୁର୍ଘଟଣା; ୨ ପାଇଲଟ ମୃତ

ଇସଲାମାବାଦ: ପାକିସ୍ତାନର ମିଆନୱାଲିଠାରେ ପାକିସ୍ତାନର ଏକ ତାଲିମ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବାବେଳେ ସେଥିରେ ୨ଜଣ ପାଇଲଟ ମୃତ୍ୟୁବରଣ କରିଛନ୍ତି ।ସୂଚନାଯୋଗ୍ୟ, ମଙ୍ଗଳବାର  ମିଆନଓ୍ଵାଲି ସ୍ଥିତ ଏମ.ଏମ. ଆଲମ…
Read More...

ସୌନ୍ଦର୍ଯ୍ୟକରଣ ହେବ ବିଶ୍ୱପ୍ରସିଦ୍ଧ ସୂର୍ଯ୍ୟମନ୍ଦିର

କୋଣାର୍କ: ଶ୍ରୀମନ୍ଦିର, ଲିଙ୍ଗରାଜ ପରେ ଏବେ ବିଶ୍ୱପ୍ରସିଦ୍ଧ ସୂର୍ଯ୍ୟମନ୍ଦିରର ପାଳି । ବିଶ୍ୱ ଐତିହ୍ୟରେ ସାମିଲ ହେବାକୁ ଥିବା କୋଣାର୍କ ମନ୍ଦିରର ଚତୁଃପାର୍ଶ୍ଵ ଏବେ ସୌନ୍ଦର୍ଯ୍ୟକରଣ କରାଯିବାର ପଦକ୍ଷେପ ନିଆଯିବ ।…
Read More...

ପୁଲୱାମାରେ ଏନକାଉଂଟର: ଜଣେ ଆତଙ୍କବାଦୀ ନିହତ

ନୂଆଦିଲ୍ଲୀ: ପୁଲୱାମା ଅନ୍ତର୍ଗତ ଅବନ୍ତୀପୋରାରେ ସୁରକ୍ଷାବଳର ଏନକାଉଂଟରରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡିଛି ।ସୂଚନାଯୋଗ୍ୟ, ଆଜି ସକାଳେ ସୁରକ୍ଷାବାହିନୀ ଏବଂ ଆତଙ୍କବାଦୀମାନଙ୍କ ମଧ୍ୟରେ ଘମାଘୋଟ ଲଢ଼େଇ ଆରମ୍ଭ…
Read More...

ଇସ୍ରୋର ମିଶନ ଗଗନୟାନ: ଭାରତୀୟ ଅନ୍ତରୀକ୍ଷ ଯାତ୍ରୀ ପାଇଁ ସ୍ୱତନ୍ତ୍ର ଖାଦ୍ୟ ଓ କଂଟେନର ହେଲା ପ୍ରସ୍ତୁତ

ନୂଆଦିଲ୍ଲୀ: ଭାରତୀୟ ଅନ୍ତରୀକ୍ଷ ସଂଗଠନ(ଇସ୍ରୋ) ପକ୍ଷରୁ ଆସନ୍ତାବର୍ଷ ପାଇଁ ମାନବଯୁକ୍ତ ଅନ୍ତରୀକ୍ଷ ମିଶନ ଗଗନୟାନ ପଠାଇବା ପାଇଁ ପ୍ରସ୍ତୁତି ଚାଲିଛି । ଏଥିପାଇଁ ଇସ୍ରୋ ଦେଶରୁ ୪ଜଣଙ୍କୁ ମନୋନୀତ କରିଛି । ଏହି ମିଶନ ଜରିଆରେ…
Read More...

ଆସନ୍ତାକାଲି ଗଡିବନି ବସ୍

ଭୁବନେଶ୍ୱର: ଦରଦାମ ବୃଦ୍ଧି, ବେକାରୀ, ନିଯୁକ୍ତି ସମେତ ୧୨ ଦଫା ନେଇ ଶ୍ରମିକ ସଂଗଠନ ପକ୍ଷରୁ ଆସନ୍ତାକାଲି ଭାରତ ବନ୍ଦ ଡାକରା ଦିଆଯାଇଛି । ବନ୍ଦ ଡାକରା କାରଣରୁ ସନ୍ଧ୍ୟା ୬ଟା ଯାଏଁ ବସ୍ ଚଳାଚଳ ବନ୍ଦ ରହିବ । ସନ୍ଧ୍ୟା ୬ଟା…
Read More...

ଆସନ୍ତାକାଲି ଭାରତ ବନ୍ଦ ; ସମସ୍ତ ପରୀକ୍ଷା ଘୁଂଚାଇଲା ଉତ୍କଳ ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର: ଆସନ୍ତାକାଲି ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି । ଭାରତ ବନ୍ଦକୁ ନେଇ ଉତ୍କଳ ବିଶ୍ୱବିଦ୍ୟାଳୟ ସମସ୍ତ ପରୀକ୍ଷା ବାତିଲ କରାଯାଇଛି । ବାତିଲ ହୋଇଥିବା ପରୀକ୍ଷା ପୁଣି କେଉଁ ତାରିଖରେ…
Read More...

ଜେଏନୟୁ ଘଟଣା: ଆହତ ଛାତ୍ରସଂଘ ଅଧ୍ୟକ୍ଷ ଆଈଶୀ ଘୋଷଙ୍କ ବିରୋଧରେ ମାମଲା ରୁଜୁ

ନୂଆଦିଲ୍ଲୀ: ଜେଏନୟୁ ହୋଇଥିବା ଘଟଣା ଅଭିଯୋଗରେ ଆଜି ଛାତ୍ରସଂଘ ଅଧ୍ୟକ୍ଷ ଆଈଶୀ ଘୋଷଙ୍କ ବିରୋଧରେ ପୋଲିସ ମାମଲା ରୁଜୁ କରିଛି ।ଜାନୁଆରୀ ୫ରେ ଜେଏନୟୁରେ ଭଙ୍ଗାରୁଜା ଏବଂ ସିକ୍ୟୁରିଟି ଗାର୍ଡଙ୍କ ଉପରେ ଆକ୍ରମଣ କରିବା…
Read More...

“ଫ୍ରି କାଶ୍ମୀର” ପୋଷ୍ଟରକୁ ନେଇ ପୋଲିସର ତଦନ୍ତ ଆରମ୍ଭ

ମୁମ୍ବାଇ: ଜେଏନୟୁ ହିଂସାକାଣ୍ଡ ବିରୋଧରେ ଶତାଧିକ ଛାତ୍ରଛାତ୍ରୀ ଓ ସାଧାରଣ ଲୋକ ମୁମ୍ବାଇର ଗେଟୱେରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ଏହି ବିକ୍ଷୋଭ ରେ ସାମିଲ ହୋଇଥିବା ଜଣେ ମହିଳା “ଫ୍ରି କାଶ୍ମୀର” ଧରିଥିବା ଭିଡିଓ…
Read More...

ଆସନ୍ତାକାଲି ଭାରତ ବନ୍ଦ: ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି

ଭୁବନେଶ୍ୱର: ଆସନ୍ତାକାଲି ଭାରତ ବନ୍ଦ । ତେବେ ଭାରତ ବନ୍ଦ ପାଇଁ ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା କରିଛନ୍ତି ଶିକ୍ଷା ବିଭାଗର ଅତିରିକ୍ତ ସଚିବ ।ଏନ୍‌ଡିଏ ସରକାରଙ୍କ ‘ଦମନକାରୀ ନୀତି’ପ୍ରତିବାଦରେ ୧୦ଟି ଶ୍ରମିକ…
Read More...