ଦେଶର ପ୍ରଥମ ସିଡିଏସ୍ ର ଦାୟିତ୍ୱ ନେଲେ ଜେନେରାଲ ବିପିନ୍ ରାୱତ୍

ନୂଆଦିଲ୍ଲୀ: ଦେଶର ପ୍ରଥମ ଚିଫ୍ ଅଫ୍ ଡିଫେନ୍ସଷ୍ଟାଫ୍ (ସିଡିଏସ୍) ର ଦାୟିତ୍ୱ ନେଲେ ଜେନେରାଲ ବିପିନ ରାୱତ୍ । ଆଗାମୀ ୩ବର୍ଷ ପାଇଁ ସେ ଏହି ପଦବୀରେ ରହି ନିଜର ଦାୟିତ୍ୱ ସଂପାଦନ କରିବେ ।ନୂତନ ଭାବେ ଗଠିତ ଏହି ସାମରିକ…
Read More...

ଭାରତୀୟ ଅର୍ଥନୀତିର ସୁଧାର ଆଣିବା ମୋଦି ସରକାରଙ୍କ ପ୍ୟାକେଜ ଘୋଷଣା

ନୂଆଦିଲ୍ଲୀ: ଭାରତୀୟ ଅର୍ଥନୀତିରେ ସୁଧାର ଆଣିବା ପାଇଁ ମୋଦି ସରକାର ଏକ ପ୍ୟାକେଜ୍ ଘୋଷଣା କରିଛି । ଭିତିଭୂମି କ୍ଷେତ୍ରର ବିକାଶ ପାଇଁ ସରକାର ଆଗାମୀ ୫ ବର୍ଷରେ ପ୍ରାୟ ୧୦୨ ଲକ୍ଷ କୋଟି ଟଙ୍କା ମୂଲ୍ୟର ପ୍ରକଳ୍ପ ‘ଜାତୀୟ…
Read More...

ରିଲାଏନ୍ସ ଲଂଚ କଲା ଜିଓମାର୍ଟ; ଆମାଜନ ଓ ଫ୍ଲିପକାର୍ଟକୁ ଦେବ ଟକ୍କର

ନୂଆଦିଲ୍ଲୀ: ରିଲାଏନ୍ସ ଇଣ୍ଡଷ୍ଟ୍ରୀର ମୁଖ୍ୟ ମୁକେଶ ଅମ୍ବାନି ଏବେ ଇ-କମର୍ସରେ ପାଦ ରଖିଛନ୍ତି । ଇ-କମର୍ସରେ ରାଜ୍ କରୁଥିବା ଆମାଜନ ଓ ଫ୍ଲିପକାର୍ଟକୁ ଟକ୍କର ଦେବା ପାଇଁ ମୁକେଶ ଅମ୍ବାନୀ ଲଂଚ କରିଛନ୍ତି ଜିଓମାର୍ଟ ।…
Read More...

ରାଜ୍ୟ ବିଜେପିର କିଏ ଧରିବ ପରବର୍ତୀ ସଭାପତି ମଙ୍ଗ; ଚାଲିଛି କସରତ

ଭୁବନେଶ୍ୱର: ରାଜ୍ୟ ବିଜେପିରେ ପରବର୍ତୀ ସଭାପତି କିଏ ହେବ? ତାକୁ ନେଇ ଚାଲିଛି କସରତ । ଏ ନେଇ ଆଜି ଦଳୀୟ କାର୍ଯ୍ୟାଳୟରେ ପହଂଚିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବିନୟ ସହସ୍ରବୁଦ୍ଧେ ଓ ରାଷ୍ଟ୍ରୀୟ ସମ୍ପାଦକ ଆର.ପି ସିଂ…
Read More...

କେନ୍ଦୁଝର ଗସ୍ତରେ ଛତିଶଗଡ ମୁଖ୍ୟମନ୍ତ୍ରୀ; ମା’ ତାରିଣୀଙ୍କୁ କଲେ ଦର୍ଶନ

କେନ୍ଦୁଝର: ଘଟଗାଁ ମା’ ତାରିଣୀଙ୍କୁ ଦର୍ଶନ କରିବା ପାଇଁ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲା ଆଜି କେନ୍ଦୁଝର ଗସ୍ତରେ ଆସିଛନ୍ତି ।ସେ ହେଲିପ୍ୟାଡରୁ ମନ୍ଦିର ଯାଇ ମା ତାରିଣୀଙ୍କୁ ଦର୍ଶନ କରିଛନ୍ତି। ତାଙ୍କୁ ସ୍ଵାଗତ…
Read More...

ରାତି ୧ଟାରୁ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ ଭକ୍ତ; ସୁରକ୍ଷା ବ୍ୟବସ୍ଥା କଡାକଡି

ପୁରୀ: ରାତି ୧ଟାରୁ ମହାପ୍ରଭୁଙ୍କୁ ଭକ୍ତମାନେ ଦର୍ଶନ କରିପାରିବେ । କାରଣ ରାତି ୧ଟାରୁ ନୂଆବର୍ଷ ଉପଲକ୍ଷେ ପୁରୀ ଶ୍ରୀମନ୍ଦିର ଖୋଲାରହିବ । ନୂଆବର୍ଷ ପାଇଁ ଶ୍ରୀମନ୍ଦିରର ସାଜସଜ୍ଜା ହୋଇଥିବାବେଳେ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ…
Read More...

ପୂର୍ବତନ ରାଜ୍ୟସଭା ସାଂସଦ ଏ.ଭି ସ୍ୱାମୀଙ୍କ ପରଲୋକ

ଭୁବନେଶ୍ୱର: ପୂର୍ବତନ ରାଜ୍ୟସଭା ସାଂସଦ ଏ.ଭି ସ୍ୱାମୀଙ୍କର ଆଜି ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କ ବୟସ ୯୧ ବର୍ଷ ହୋଇଥିଲା । ନୂଆପଡା ଜିଲ୍ଲାର ଖରିଆ ରୋଡସ୍ଥିତ ବାସଭବନରେ ତାଙ୍କର ଦେହାନ୍ତ ହୋଇଛି ।ସୂଚନାଯୋଗ୍ୟ,…
Read More...

ନବୀନ ପାଳିବେନି ନୂଆବର୍ଷ; ଶୁଭେଚ୍ଛୁଙ୍କୁ ନବୀନ ନିବାସ ନ ଆସିବା ପାଇଁ ଅନୁରୋଧ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥର ନୂଆବର୍ଷ ପାଳିବେ ନାହିଁ । ଭିଣୋଇ ବିଖ୍ୟାତ ପ୍ରକାଶକ ତଥା ସମ୍ପାଦକ ସୋନି ମେହେଟାଙ୍କ ପରଲୋକ କାରଣରୁ ମୁଖ୍ୟମନ୍ତ୍ରୀ ଶୋକ ପାଳନ କରୁଛନ୍ତି । ଏହି କାରଣରୁ ଆସନ୍ତାକାଲି…
Read More...

ମନୋଜ ମୁକୁନ୍ଦ ନରଭାଣେ ହେଲେ ଦେଶର ନୂତନ ସେନାଧ୍ୟକ୍ଷ

ନୂଆଦିଲ୍ଲୀ: ଦେଶର ୨୮ତମ ସେନାଧ୍ୟକ୍ଷ ଭାବେ ଆଜି ମନୋଜ ମୁକୁନ୍ଦ ନରଭାଣେ ଦାୟିତ୍ୱ ଗ୍ରହଣ କରିଛନ୍ତି । ୩ବର୍ଷ ଧରି କାର୍ଯ୍ୟ କରୁଥିବା ଜେନେରାଲ ବିପିନ ରାୱତ୍ ଆଜି ଅବସର ନେବା ପରେ ତାଙ୍କୁ ଏହି ସ୍ଥାନରେ ନିଯୁକ୍ତ କରାଯାଇଛି…
Read More...

ଅନ୍ତର୍ଜାତୀୟ ପ୍ରକାଶକ ତଥା ସମ୍ପାଦକ ସୋନି ମେହେଟାଙ୍କ ପରଲୋକ

ଭୁବନେଶ୍ୱର: ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ପ୍ରକାଶକ ତଥା ସମ୍ପାଦକ ସୋନି ମେହେଟାଙ୍କ ପରଲୋକ ଘଟିଛି । ଅନ୍ତର୍ଜାତୀୟସ୍ତରେ ଖ୍ୟାତିଅର୍ଜନ କରିଥିବା ପ୍ରକାଶନ ସଂସ୍ଥା ଆଲଫ୍ରେଡ୍ ଏ ନଫ୍ ଡବଲଡେ ପବ୍ଲିସିଂ ଗ୍ରୁପର ଅଧ୍ୟକ୍ଷ…
Read More...