ଜିରୋ ନାଇଟ ପାଇଁ ରାତି ୧ଟା ଯାଏଁ ଖୋଲାରହିବ ବାର୍

ଭୁବନେଶ୍ୱର: ଆଜି ରାତିରେ ସବୁଆଡେ ହିରୋ ନାଇଟ୍ ସେଲିବ୍ରେସନ କରିବେ । ତେବେ ଏଥିପାଇଁ ସମସ୍ତ ବାର ଓ ଠିପି ଖୋଲା ମଦ ଦୋକାନ ରାତି ୧ଟା ଯାଏଁ ଖୋଲା ରହିବ । ଏହି ନିୟମ ଭୁବନେଶ୍ୱର, କଟକ ଓ ପୁରୀରେ କାର୍ଯ୍ୟକାରୀ ହେବ ।…
Read More...

ଅବସର ନେଲେ ସେନାମୁଖ୍ୟ ବିପିନ ରାୱତ

ନୂଆଦିଲ୍ଲୀ: ଆଜି ଭାରତୀୟ ସେନାର ମୁଖ୍ୟ ଜେନେରାଲ ବିପିନ ରାୱତ ଅବସର ନେଇଛନ୍ତି । ଏହାପରେ ସେ ଦେଶର ପ୍ରଥମ ସିଡିଏସ ଭାବେ ନିଯୁକ୍ତି ଗ୍ରହଣ କରିବେ ।ବିଦାୟ କାଳୀନ ଅବସରରେ ଜେନେରାଲ ରାଓ୍ୱତଙ୍କୁ ଦକ୍ଷିଣ ବ୍ଲକ ସ୍ଥିତ…
Read More...

ବଲାଙ୍ଗିର ପ୍ରସିଦ୍ଧ ଶୁଲିଆ ଯାତ୍ରାରେ ପୁଣି ବଳି ପଡିଲେ ପଶୁପକ୍ଷୀ

ବଲାଙ୍ଗିର: ବଲାଙ୍ଗିର ଦେଓଗାଁ ଖଇରଗୁଡାଠାରେ ଥିବା ଆଦିବାସୀଙ୍କ ପ୍ରସିଦ୍ଧ ଶୁଲିଆ ଯାତ୍ରା ଆରମ୍ଭ ହୋଇଛି । ଏହି ଯାତ୍ରା ଅବସରରେ ପୁଣିଥରେ ରକ୍ତ ରଞ୍ଜିତ ହୋଇଛି ବଡ଼ଖଳା ଓ ସାନଖଳା । ପ୍ରଶାସନର କଟକଣା ସତ୍ୱେ ମାନସିକଧାରୀ…
Read More...

ଓଡ଼ିଶାକୁ ଛାଡୁନି ଜାଡ: ଆଜି ସବୁଠାରୁ ଥଣ୍ଡା ସହର ଅନୁଗୁଳ

ଭୁବନେଶ୍ୱର: ଓଡ଼ିଶାରେ ଶୀତର ମାତ୍ରା ବଢ଼ିବାରେ ଲାଗିଛି । ଆଜି ରାଜ୍ୟର ୧୪ଟି ଜିଲ୍ଲାରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀରୁ ତଳେ ରହିଥିଲା । ଆଜି ସବୁଠାରୁ ଥଣ୍ଡା ସହର ପାଲଟିଛି ଅନୁଗୁଳ । ଯାହାର ତାପମାତ୍ରା ୫ ଡିଗ୍ରୀ…
Read More...

ଓଡିଶାର ପର୍ଯ୍ୟଟନ କ୍ଷେତ୍ର ବିକାଶ ହିଁ ଦ୍ରୁତ ପ୍ରଗତି ଆଣିବ -ଧର୍ମେନ୍ଦ୍ର ପ୍ରଧାନ

କୋଣାର୍କ : ଓଡିଶାରେ ପର୍ଯ୍ୟଟନ ବଢାଇବା ସମସ୍ତଙ୍କ ଦାୟିତ୍ୱ । ପୁରୀ, କୋଣାର୍କ, ଚିଲିକା ସବୁ ଅଂଚଳକୁ ମିଶାଇ ପର୍ଯ୍ୟଟକମାନଙ୍କ ପାଇଁ ଏକ ଉଚ୍ଚସ୍ତରର ପର୍ଯ୍ୟଟନ ସ୍ଥଳ ବନାଇବା ପାଇଁ ସମସ୍ତଙ୍କର ଦାୟିତ୍ୱ ରହିଛି । ଏହି…
Read More...

ଶ୍ରୀଜଗନ୍ନାଥ ହେରିଟେଜ କରିଡର ଆରକିଟେକଚର ପ୍ଲାନ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ

ଭୁବନେଶ୍ୱର: ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଶ୍ରୀ ଜଗନ୍ନାଥ ହେରିଟେଜ କରିଡରର ଚିଠା ସ୍ଥାପତ୍ୟ ଯୋଜନା(ଆରକିଟେକଚର ପ୍ଲାନ) ଲୋକାର୍ପିତ କରିଛନ୍ତି । ଏହା ଓଡ଼ିଶାର ଜନସାଧାରଣଙ୍କ ଉଦ୍ଦେଶ୍ୟରେ କରାଯାଇଛି…
Read More...

ଦେଖନ୍ତୁ ଭିଡିଓ ସୌନ୍ଦର୍ଯ୍ୟ କରଣ ପରେ କିପରି ହେବ ପୁରୀ ଓ ଶ୍ରୀମନ୍ଦିର ବିକାଶର ଚିତ୍ର

ଭୁବନେଶ୍ୱର : ଶ୍ରୀମନ୍ଦିରର ସ୍ଥାପତ୍ୟ ଯୋଜନା କିପରି ହେବ, ସେନେଇ ଲୋକଙ୍କ ମତ ଲୋଡ଼ିଛନ୍ତି ରାଜ୍ୟ ସରକାର । ଜନସାଧାରଣ ସେମାନଙ୍କ ମତାମତ ୨୦୨୦ ଜାନୁୟାରୀ ୧୫ ସୁଦ୍ଧା ଶ୍ରୀମନ୍ଦିର ପ୍ରଶାସନକୁ ପଠାଇପାରିବେ । ଜନସାଧାରଣଙ୍କ…
Read More...

ମୁଖ୍ୟମନ୍ତ୍ରୀଙ୍କ ଜଗନ୍ନାଥ ଭକ୍ତି ଓ ପୁରୀ ବିକାଶ ପରିକଳ୍ପନା ନେଇ ୫-ଟି ସଚିବ ଭିକେ ପାଣ୍ଡିଆନଙ୍କ ବଡ ଖୁଲାସା

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀ ଜଗନ୍ନାଥଙ୍କ ଜଣେ ବଡ ଭକ୍ତ । ମୁଖ୍ୟମନ୍ତ୍ରୀ ଜଗନ୍ନାଥଙ୍କ ପାଖକୁ ଯେତେବେଳେ ଯାଆନ୍ତି ସେତେବେଳେ ସେ ଭିନ୍ନ ମଣିଷ ପାଲଟି ଯାଆନ୍ତି । ଆଉ ପୁରୀ ଯିବା ରାସ୍ତାରେ ଯେଉଁଠି…
Read More...

ଭାରତୀୟ ଇସ୍ପାତ୍ ଏବଂ ଖଣିଜ ଶିଳ୍ପ ବିକାଶରେ ନୂଆ ଅଧ୍ୟାୟ ଯୋଡିବ ଓଡିଶା: ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ଭାରତୀୟ ଇସ୍ପାତ୍ ଏବଂ ଖଣିଜ ଶିଳ୍ପ ବିକାଶର ଆଗାମୀ ପ୍ରବାହରେ ଓଡିଶା ଏକ ନୂଆ ଅଧ୍ୟାୟ ଲେଖିପାରିବ ବୋଲି ସୋମବାର ଭୁବନେଶ୍ୱର ସ୍ଥିତ ସିଏସ୍ଆଇଆର୍-ଖଣିଜ ଏବଂ ପଦାର୍ଥ ପ୍ରାଧ୍ୟୋଗିକ ସଂସ୍ଥା (ଆଇଏମଏମଟି) ଠାରେ…
Read More...

ନୂଆବର୍ଷରେ ବଢ଼ିବ ସୁନାଦର!

ନୂଆଦିଲ୍ଲୀ: ସୁନା କିଣୁଥିବା ଗ୍ରାହକଙ୍କ ପାଇଁ ଖରାପ ଖବର । କାରଣ ନୂଆବର୍ଷରେ ସୁନାର ମୂଲ୍ୟ ବୃଦ୍ଧି ପାଇବାର ସମ୍ଭାବନା ରହିଛି । ତେବେ ନୂଆବର୍ଷରେ ସୁନାର ଦର ବୃଦ୍ଧି ପାଇ ୪୫ ହଜାର ଟଙ୍କା ହେବାର ସମ୍ଭାବନା ରହିଛି ବୋଲି…
Read More...