ବର୍ଷ ଶେଷ ଯାଏଁ ଥରାଇବ, ନୂଆବର୍ଷରେ ଭିଜାଇବ

ଭୁବନେଶ୍ୱର: ଚଳିତ ବର୍ଷ ଶେଷ ଯାଏଁ ଶୀତ ପରିମାଣ ଓଡ଼ିଶାରେ ଶୀତ ଲହରି ଦେଖିବାକୁ ମିଳିବ । ଏଥିସହ ନୂଆବର୍ଷରେ ବର୍ଷାରେ ହେବ ବୋଲି ଜଣାପଡିଛି । ନୂଆବର୍ଷର ସକାଳେ ପାଗ କୋହଲା ରହିବ ଏବଂ ଅପରାହ୍ନରେ ମଧ୍ୟମ ଧରଣର ବର୍ଷା ହେବ ।…
Read More...

ଆଜି ଓଡ଼ିଶା ଆସୁଛନ୍ତି ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ

ବଲାଙ୍ଗିର: ଆଜି ଓଡିଶା ଗସ୍ତରେ ଆସୁଛନ୍ତି ଉପରାଷ୍ଟ୍ରପତି ଏମ୍. ଭେଙ୍କୟା ନାଇଡୁ । ସକାଳ ୯ଟା ୧୫ରେ ଉପରାଷ୍ଟ୍ରପତି ସ୍ୱତନ୍ତ୍ର ହେଲିକ୍ୟାପଟର ଯୋଗେ ବଲାଙ୍ଗିରରେ ପହଂଚିବେ ।ସେଠାରୁ ବାଇ ରୋଡ ବଲାଙ୍ଗିର ଉପକଣ୍ଠ ବରକାନୀ…
Read More...

ରାଜ୍ୟରେ ନାଗରିକତା ସଂଶୋଧନ ଆଇନ ନେଇ ବ୍ୟାପକ ଜନଜାଗରଣ କରାଯିବ: ବିଜେପି

ଭୁବନେଶ୍ୱର: କେନ୍ଦ୍ର ସରକାର ଆଣିଥିବା ନାଗରିକତା ସଂଶୋଧନ ଦ୍ୱାରା ଭାରତର ପଡୋଶୀ ଦେଶ ପାକିସ୍ତାନ, ଆଫଗାନିସ୍ତାନ ଏବଂ ବାଂଲାଦେଶରୁ ଧାର୍ମିକ ରୂପେ ନିର୍ଯ୍ୟାତନାର ଶିକାର ହୋଇ ଭାରତକୁ ଆସିଥିବା ସଂଖ୍ୟାଲଘୁ ବର୍ଗର ଶରଣାର୍ଥୀ…
Read More...

ବିଜେଡି ଏକ ଦଳ ନୁହେଁ, ଏକ ଆନ୍ଦୋଳନ- ନବୀନ ପଟ୍ଟନାୟକ

ଭୁବନେଶ୍ବର : ବିଜେଡି ଏକ ଦଳ ନୁହେଁ, ଏକ ଆନ୍ଦୋଳନ । ବିଜେଡି କାହା ଉପରେ ନିର୍ଭରଶୀଳ ନୁହେଁ  । ଅର୍ଥାତ ଦଳର ନେତା ନୁହଁନ୍ତି କର୍ମିହିଁ ଦଳର ମେରୁ ଦଣ୍ଡ ଏକଥା ସ୍ପଷ୍ଟ କହିଛନ୍ତି ନବୀନ । ତାଙ୍କ ବିନା ଦଳ ଚାଲିପାରିବ…
Read More...

ଉତମ ପ୍ରଶାସନ ସୂଚକାଙ୍କ ତାଲିକା: ପ୍ରଥମରେ ତାମିଲନାଡୁ, ୧୪ତମ ସ୍ଥାନରେ ଓଡ଼ିଶା

ଭୁବନେଶ୍ୱର/ନୂଆଦିଲ୍ଲୀ: ଉତମ ପ୍ରଶାସନ ସୂଚକାଙ୍କ ତାଲିକା ପ୍ରକାଶ ପାଇଛି । ଏହି ତାଲିକାରେ ପ୍ରଥମ ସ୍ଥାନରେ ତାମିଲନାଡୁ ଥିବାବେଳେ ୧୪ତମ ସ୍ଥାନରେ ରହିଛି ଓଡ଼ିଶା ।କେନ୍ଦ୍ର କାର୍ମିକ,ସାଧାରଣ ଅଭିଯୋଗ ଓ ପେନସନ…
Read More...

ଖଣ୍ଡପଡାରେ ବିଜେଡି ପ୍ରତିଷ୍ଠା ଦିବସ: ଯୋଗଦେଲେ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ

ନୟାଗଡ: ନୟାଗଡ ଜିଲ୍ଲାର ଖଣ୍ଡପଡା ନିର୍ବାଚନମଣ୍ଡଳୀ ବନମାଳିପୁରଠାରେ ବିଜୁ ଜନତା ଦଳ ପକ୍ଷରୁ ୨୩ତମ  ପ୍ରତିଷ୍ଠା ଦିବସ ପାଳନ କରାଯାଇଛି । ସ୍ଥାନୀୟ ପଂଚୁଦୋଳ ପଡିଆରେ ଆୟୋଜିତ ଏହି ଉତ୍ସବରେ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ…
Read More...

ନୟାଗଡରୁ ମହୀପୁରକୁ ଗଡିଲା ଟ୍ରେନ: ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ

ନୟାଗଡ :  ନୟାଗଡ ରେଳ ଷ୍ଟେସନ ଠାରେ ଗୁରୁବାର ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ପ୍ରକଳ୍ପର ନୟାଗଡ ଓ ମହିପୁର ନୂତନ ରେଳ ଲାଇନର ଲୋକାର୍ପଣ ଏବଂ ମହିପୁର ପର୍ଯ୍ୟନ୍ତ ଖୋର୍ଦ୍ଧା ରୋଡ୍-ନୟାଗଡ ଟାଉନ- ଖୋର୍ଦ୍ଧାରୋଡ ପାସେଞ୍ଜର…
Read More...

ସ୍ୱାମୀଙ୍କ ସହ ମିଶି କୁକିଜ ତିଆରି କଲେ ଦେଶୀଗାର୍ଲ; ଭିଡିଓ ଭାଇରାଲ

ମୁମ୍ବାଇ:  ବିଶ୍ୱରେ ସବୁଆଡେ ଧୁମଧାମରେ ଖ୍ରୀଷ୍ଟମାସ ପାଳନ ହୋଇଯାଇଛି । ଏହି ଖାସ୍ ଅବସରରେ ସମସ୍ତେ ସମସ୍ତଙ୍କୁ ଉପହାର ଦେବାରେ ଲାଗିଛନ୍ତି । ଏହାବ୍ୟତୀତ ଖ୍ରୀଷ୍ଟମାସ ଇଭରେ ଜନସାଧାରଣ ଘରେ ସ୍ୱାଦିଷ୍ଟ କେକ, କୁକିଜ ମଧ୍ୟ…
Read More...

ବଡ଼ବୋହୂଙ୍କୁ ହତ୍ୟା କଲେ ଦେଢ଼ଶୁର

ନୂଆପଡା: ବଡବୋହୂଙ୍କୁ ହତ୍ୟା କରିଛନ୍ତି ଦେଢ଼ଶୁର । ଏଭଳି ଘଟଣା ଘଟିଛି ନୂଆପଡା ଜିଲ୍ଲାର ବେଲୁଟୁକୁରି ଥାନା ଅନ୍ତର୍ଗତ ଧନୋରା ଗ୍ରାମରେ । ଜମି ବିବାଦକୁ କେନ୍ଦ୍ର କରି ଏହି ଘଟଣା ଘଟିଛି । ଏହି ଘଟଣାର ଅଭିଯୁକ୍ତ ଦେଢ଼ଶୁର…
Read More...

ପେଟ୍ରୋଲ, ଡିଜେଲ ପ୍ରସ୍ତୁତ ରଖ, ନିର୍ଦ୍ଦେଶ ହେଲେ ଲଗାଇଦେବ ନିଆଁ

ନବରଙ୍ଗପୁର: ପେଟ୍ରୋଲ, ଡିଜେଲ ପ୍ରସ୍ତୁତ ରଖ । ନିର୍ଦ୍ଦେଶ ହେବା ମାତ୍ରେ ନିଆଁ ଲଗାଇ ଦେବ । ପରେ ଯାହା ହେବ ଦେଖାଯିବ । ଏଭଳି ବିବାଦୀୟ ମନ୍ତବ୍ୟ ଦେଇଛନ୍ତି ପୂର୍ବତନ କଂଗ୍ରେସ ସାଂସଦ ପ୍ରଦୀପ ମାଝୀ ।ଆଜି ନବରଙ୍ଗପୁର…
Read More...