ଶେଷ ହେଲା ଚଳିତ ବର୍ଷ ସୂର୍ଯ୍ୟୋପରାଗ

ଭୁବନେଶ୍ୱର: ଆଜି ଚଳିତବର୍ଷର ସୂର୍ଯ୍ୟୋପରାଗ ଶେଷ ହୋଇଛି । ସମଗ୍ର ଓଡ଼ିଶାରେ ଏହା ଆଂଶିକ ଭାବେ ଦେଖାଯାଇଛି । ଓଡ଼ିଶାରେ ସକାଳ ୮ଟା ୧୯ ମିନିଟରୁ ଆରମ୍ଭ ହୋଇ ପୂର୍ବାହ୍ନ ୧୧ଟା ୨୮ ମିନିଟରେ ଶେଷ ହୋଇଛି । ସକାଳ ୯ଟା ୪୬…
Read More...

ଯାଜପୁରକୁ ସ୍ୱଚ୍ଛ ସହର କରିବା ପାଇଁ ସଂକଳ୍ପ କରାଇଲେ ପ୍ରଣବ

ଯାଜପୁର: ଯାଜପୁର ଜିଲ୍ଲାକୁ ଏକ ସ୍ୱଚ୍ଛ ସହର ଭାବେ ପରିଣତ କରାଇବାର ସ୍ୱପ୍ନ ଦେଖିଛନ୍ତି ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ(ବିବି) । ତେବେ ଏହି ସ୍ୱପ୍ନକୁ ପୂରଣ କରିବା ପାଇଁ ସେ ନିଜ ପକ୍ଷରୁ ମଧ୍ୟ ଚେଷ୍ଟା ଜାରି…
Read More...

ସୂର୍ଯ୍ୟୋପରାଗ ଦେଖିବା ସମୟରେ ଫଟୋ ପୋଷ୍ଟ କରି ଏଭଳି ଲେଖିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ଚଳିତବର୍ଷର ଶେଷ ସୂର୍ଯ୍ୟୋପରାଗ ହୋଇଛି । ଯାହା ସକାଳ ୮ଟା ୧୯ ରୁ ଆରମ୍ଭ ହୋଇ ୧୧ଟା ୨୮ରେ ଶେଷ ହୋଇଛି । ତେବେ ଚଳିତବର୍ଷର ଶେଷ ସୂର୍ଯ୍ୟୋପରାଗ ଦେଖିବା ପାଇଁ ସମସ୍ତଙ୍କ ମନରେ ଖୁବ୍ ଆଗ୍ରହ କରିଥିଲା ।…
Read More...

୧୨ ଘଂଟିଆ ନବରଙ୍ଗପୁର ବନ୍ଦ

ନବରଙ୍ଗପୁର: ଡିସେମ୍ବର ୧୪ରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଏବଂ ପରେ ହତ୍ୟା ଘଟଣାରେ ପୋଲିସ ଏଯାଏଁ ଅଭିଯୁକ୍ତକୁ ଗିରଫ କରିବାରେ ଅସଫଳ ରହିଛି । ତେବେ ଖୁବ୍ ଶୀଘ୍ର ଅଭିଯୁକ୍ତଙ୍କୁ ଧରିବା ପାଇଁ ଆଜି କଂଗ୍ରେସ ପକ୍ଷରୁ ୧୨…
Read More...

ଓଡିଶାର ସଂସ୍କୃତି ଓ ପର୍ଯ୍ୟଟନ ସର୍ବଭାରତୀୟ ସ୍ତରକୁ ଯିବ: ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ରେଳ ବିଭାଗ ପକ୍ଷରୁ ନାଲକୋ ସହଯୋଗରେ ଓଡିଶାର କଳା ସଂସ୍କୃତିକୁ ପ୍ରଦର୍ଶିତ କରିବା ପାଇଁ ଆଜି ଯେଉଁ ପଦକ୍ଷେପ ନିଆଯାଇଛି ତଦ୍ୱାରା ଓଡିଶାର ସଂସ୍କୃତି ଓ ପର୍ଯ୍ୟଟନ ସର୍ବଭାରତୀୟ ସ୍ତରକୁ ଯିବ ବୋଲି ଗୁରୁବାର…
Read More...

ଫେବୃୟାରୀ ପ୍ରଥମ ସପ୍ତାହରେ ବିଧାନସଭା ଅଧିବେଶନ

ଭୁବନେଶ୍ୱର: ଆଗାମୀ ବର୍ଷର ପ୍ରଥମ ବିଧାସଭା ଅଧିବେଶନ ଫେବୃୟାରୀ ପ୍ରଥମ ସପ୍ତାହରେ ହେବା ନେଇ ସୂଚନା ମିଳିଛି । ଏହା ବର୍ଷର ପ୍ରଥମ ଅଧିବେଶନ ହୋଇ ଥିବାରୁ ଭାରତୀୟ ସମ୍ବିଧାନର ଧାରା ୧୭୬ ଅନ୍ତର୍ଗତ ଉପଧାରା (୧) ଅନୁଯାୟୀ…
Read More...

ପାକିସ୍ତାନକୁ କଡା ଜବାବ ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେଡି ସାଂସଦ ସସ୍ମିତ ପାତ୍ର

ଭୁବନେଶ୍ୱର: ଆସନ୍ତାକାଲି ବଡ଼ଦିନ ଲାଗି ପାକିସ୍ତାନ ସେବା ମୁଖପାତ୍ର ଓଡ଼ିଶାକୁ ଜଣାଇଥିବା ଶୁଭେଚ୍ଛାକୁ ନେଇ ଚର୍ଚ୍ଚା ଲାଗି ରହିଛି । ଏହି ମଧ୍ୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ବିଜେଡି ସାଂସଦ ସସ୍ମିତ ପାତ୍ର…
Read More...

ରାତିସାରା ଉଜାଗର ରହିଲେ ମହାପ୍ରଭୁ

ପୁରୀ: ଆଜି ସୂର୍ଯ୍ୟୋପରାଗ ଯୋଗୁଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି କରାଯାଉଛି । ତେବେ ଏନେଇ ରାତିସାରା ମହାପ୍ରଭୁ ଉଜାଗର ରହିଛନ୍ତି । ରାତିସାରା ଶ୍ରୀମନ୍ଦିର ଖୋଲା ହୋଇଥିବା କାରଣରୁ ରାଜ୍ୟ କିମ୍ବା ରାଜ୍ୟ ବାହାରୁ…
Read More...

ଦୁର୍ଘଟଣାରେ ହିନ୍ଦୀ ସାହିତ୍ୟିକ ଗଙ୍ଗା ପ୍ରସାଦ ବିମଳଙ୍କ ପରଲୋକ

ନୂଆଦିଲ୍ଲୀ: ହିନ୍ଦୀ ସାହିତ୍ୟ ଜଗତର ପ୍ରସିଦ୍ଧ ସାହିତ୍ୟିକ ଗଙ୍ଗା ପ୍ରସାଦ ବିମଳଙ୍କ ସଡକ ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ତେବେ ଶ୍ରୀଲଙ୍କାରେ ତାଙ୍କର ସଡକ ଦୁର୍ଘଟଣାରେ ମୃତ୍ୟୁ ହୋଇଛି ।ରିପୋର୍ଟ ଅନୁଯାୟୀ, ସୋମବାର…
Read More...

ଆଜି ବିଜେଡିର ପ୍ରତିଷ୍ଠା ଦିବସ

ଭୁବନେଶ୍ୱର: ଆଜି ବିଜେଡି ତାର ୨୩ତମ ପ୍ରତିଷ୍ଠା ଦିବସ ପାଳନ କରିବାକୁ ଯାଉଛି । ସୂର୍ଯ୍ୟୋପରାଗ କାରଣରୁ ପ୍ରତିଷ୍ଠା ଦିବସ ପାଳନ କରିବାର ସମୟ ପରିବର୍ତନ କରାଯାଇଛି । ଏଥର ଅପରାହ୍ନ ୪ଟାରେ ଦଳୀୟ କାର୍ଯ୍ୟାଳୟରେ ପ୍ରତିଷ୍ଠା…
Read More...