ସ୍ୱଚ୍ଛ ଇନ୍ଧନ ଦିଗରେ ବଡ ପଦକ୍ଷେପ: ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର: ନୂଆଦିଲ୍ଲୀର ଜବାହାରଲାଲ ନେହେରୁ ଷ୍ଟାଡିୟମରେ ମଙ୍ଗଳବାର ଦେଶରେ ପ୍ରଥମ ଥର ପାଇଁ ଦୂରଗାମୀ ସିଏନ୍ଜି ବସର ଶୁଭାରମ୍ଭ କରିବା ପରେ ଏହା ସ୍ୱଚ୍ଛ ଇନ୍ଧନ ଦିଗରେ ବଡ ପଦକ୍ଷେପ ବୋଲି କହିଛନ୍ତି…
Read More...

୨୦୨୦ରେ ହଙ୍ଗାମା କରିବ ପରେଶ-ଶିଳ୍ପା ଯୋଡି

ମୁମ୍ବାଇ:ବଲିଉଡର ଜଣାଶୁଣା ଷ୍ଟାର ପରେଶ ରାୱଲ ଏବଂ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଯୋଡି ୨୦୨୦ରେ ହଙ୍ଗାମା କରିବାକୁ ଯାଉଛନ୍ତି । ଶୁଣି ଆଶ୍ଚର୍ଯ୍ୟ ଲାଗିଲା କି? ହେଲେ କଥାଟା ସତ । ପରେଶ ଏବଂ ଶିଳ୍ପା ଯୋଡି ଖୁବ୍ ଶୀଘ୍ର…
Read More...

ସୂର୍ଯ୍ୟୋପରାଗ ଯୋଗୁଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି

ପୁରୀ: ୨୬ ତାରିଖରେ ସୂର୍ଯ୍ୟୋପରାଗ ଯୋଗୁଁ ପୁରୀ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ନିର୍ଘଂଟ କରାଯାଇଛି । ୨୫ ତାରିଖରେ ସାରାରାତି ଶ୍ରୀମନ୍ଦିର ଖୋଲା ରହିବ । ଏହାସହ ୨୫ରୁ ନୀତିକାନ୍ତିରେ ପରିବର୍ତନ ହୋଇଥିବା ନେଇ…
Read More...

ପୁରୀ ଗଣଦୁଷ୍କର୍ମ ମାମଲା: ପୋଲିସ ଦାଖଲ କଲା ଚାର୍ଜସିଟ୍

ପୁରୀ: ପୁରୀ ଗଣଦୁଷ୍କର୍ମ ମାମଲାର ଚାର୍ଜସିଟ୍ ଦାଖଲ କରିଛି ପୋଲିସ । ଘଟଣାର ୨୦ଦିନ ମଧ୍ୟରେ ପୋଲିସ ଚାର୍ଜସିଟ୍ ଦାଖଲ କରିଛି । ଏହି ମାମଲାର ଶୁଣାଣି ଫାଷ୍ଟ ଟ୍ରାକ୍ କୋର୍ଟରେ ହେବା ନେଇ ନିବେଦନ କରାଯାଇଛି । ଘଟଣାର ମୁଖ୍ୟ…
Read More...

ଫେବୃୟାରୀ ୧୯ରୁ ମାଟ୍ରିକ୍ ପରୀକ୍ଷା ଆରମ୍ଭ

କଟକ: ଫେବୃୟାରୀ ୧୯ରୁ ମାଟ୍ରିକ୍ ପରୀକ୍ଷା ଆରମ୍ଭ ହେବ । ଯାହା ମାର୍ଚ୍ଚ ୨ ପର୍ଯ୍ୟନ୍ତ ଚାଲିବ ବୋଲି ବୋର୍ଡ କର୍ତୃପକ୍ଷଙ୍କ ପକ୍ଷରୁ ସୂଚନା ମିଳିଛି ।ଫେବୃୟାରୀ ୧୯ ତାରିଖରେ ପ୍ରଥମ ଭାଷା ଓଡ଼ିଆ ପରୀକ୍ଷା ଥିବା ବେଳେ,…
Read More...

୨୬ରେ ସୂର୍ଯ୍ୟୋପରାଗ ଯୋଗୁଁ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ରହିବ ବନ୍ଦ

ଭୁବନେଶ୍ୱର: ଆସନ୍ତା ୧୨ ତାରିଖରେ ସୂର୍ଯ୍ୟୋପରାଗ । ଏହି କାରଣରୁ ଆଜି ରାଜ୍ୟ ସରକାର ସେହିଦିନରେ ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା କରିଛନ୍ତି । ଏ ନେଇ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି ।…
Read More...

ଆସନ୍ତାକାଲିଠାରୁ ଝିପିଝିପି ବର୍ଷା

ଭୁବନେଶ୍ୱର: ଆସନ୍ତାକାଲି ଠାରୁ କିଛି ଜିଲ୍ଲାରେ ଝିପିଝିପି ବର୍ଷା ହେବା ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଡ୍ୟୁଟି ଅଫିସର ସୁଦର୍ଶନ ମିଶ୍ର ସୂଚନା ଦେଇଛନ୍ତି।  ଏଭଳି ପାଗ ୨୫ ଏବଂ ୨୬ ତାରିଖ ଅଥ;ାତ୍ ୨ଦିନ…
Read More...

ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା;ଦୋଷ ମାନିଲା ଅଭିଯୁକ୍ତ

ରାୟଗଡା: ଜଣେ ଆଦିବାସୀ ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରିଥିବା ଘଟଣାରେ ଅଭିଯୁକ୍ତ ନିଜର ଦୋଷ ସ୍ୱୀକାର କରିଥିବା ଜଣାପଡିଛି । ତେବେ ଏଭଳି ଅଭାବନୀୟ ଘଟଣା ଘଟିଛି ରାୟଗଡାର ବନ୍ଦରୀ ଗ୍ରାମରେ ।ପ୍ରକାଶ ଯେ, ତିନି…
Read More...

ଦିଲ୍ଲୀରେ ଅଗ୍ନିକାଣ୍ଡ;୩ ଅଗ୍ନିଶମ କର୍ମଚାରୀ ଆହତ

ନୂଆଦିଲ୍ଲୀ: ନୂଆଦିଲ୍ଲୀର ନରେଲା ଶିଳ୍ପାଂଚଳରେ ଥିବା ୨ଟି ଜୋତା କାରଖାନାରେ ଅଗ୍ନିକାଣ୍ଡ ଘଟିଛି । ଫଳରେ ଏଥିରେ ୩ଜଣ ଅଗ୍ନିଶମ କର୍ମଚାରୀ ଆହତ ହୋଇଛନ୍ତି ।ପ୍ରକାଶ ଯେ, ଆଜି ଭୋର ସମୟରେ ନରେଲା ଶିଳ୍ପାଂଚଳରେ ଥିବା ୨ଟି…
Read More...

୨୬ରୁ ଭିତରକନିକା ବନ୍ଦ

ପଟ୍ଟାମୁଣ୍ଡାଇ: ଆସନ୍ତା ୨୬ ରୁ ଆଉ ପର୍ଯ୍ୟଟକମାନେ ଭିତକନିକା ଯାଇପାରିବେ ନାହିଁ । କାରଣ ବଉଳା କୁମ୍ଭୀର ଗଣନା ପାଇଁ ଡିସେମ୍ବର ୨୬ ରୁ ଜାନୁୟାରୀ ୪ ଯାଏଁ ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ବନ୍ଦ ରହିବ ।ପ୍ରତିବର୍ଷ ଏହି…
Read More...