ଟିସାର୍ଟ ଖୋଲିଦେଲେ ଏମିତି କାହିଁକି କେଲେ ପୁନମ, ଦେଖନ୍ତୁ ଭିଡିଓ

ମୁମ୍ବାଇ : ଟି ସାର୍ଟ ଖୋଲିଦେଲେ । କେବଳ ଟି ସାର୍ଟ ଖୋଲିଲେନି, ନିଜର ସମ୍ବେଦନଶୀଳ ଅଙ୍ଗ ଦେଖାଇ ଏମିତି ଅଶୀଳ କାମ କଲେ ଯେ, ଯେ କେହି ଦେଖିବ ଉଦ୍ଦେଜିତ ହେବ । ହଁ ଆପଣ ଠିକ ବୁଝିଲେଣି ଆମେ କହୁଛି  ଇନଷ୍ଟ୍ରାଗ୍ରାମ କୁଇନ…
Read More...

କମଲେଶ ତିୱାରୀଙ୍କ ହତ୍ୟା ମାମଲା: ୧୩ ଅଭିଯୁକ୍ତଙ୍କ ନାଁରେ ପୋଲିସ ଦାଖଳ କଲା ଚାର୍ଜସିଟ୍

ଲକ୍ଷେ୍ନø: ହିନ୍ଦୁ ସମାଜବାଦୀ ପାର୍ଟି ନେତା କମଲେଶ ତିୱାରୀଙ୍କ ହତ୍ୟା ମାମଲାକୁ ନେଇ ଉତରପ୍ରଦେଶ ପୋଲିସ ୧୩ଜଣ ଅଭିଯୁକ୍ତଙ୍କ ନାଁରେ ଚାର୍ଜସିଟ୍ ଦାଖଲ କରିଛି । ଅକ୍ଟୋବର ୧୮ ତାରିଖରେ କମଲେଶଙ୍କୁ ଲକ୍ଷେ୍ନøର ନାକା ଅଂଚଳରେ…
Read More...

ବଡ଼ଦିନ ଓ ନୂଆବର୍ଷ ପାଇଁ ବିଏସଏନଏଲ ପକ୍ଷରୁ ଗ୍ରାହକଙ୍କ ପାଇଁ ସ୍ୱତନ୍ତ୍ର ପ୍ଲାନ୍

ନୂଆଦିଲ୍ଲୀ: ସରକାରୀ ଟେଲିକମ୍ କମ୍ପାନି ବିଏସଏନଏଲ ବଡ଼ଦିନ ଏବଂ ନୂଆବର୍ଷ ଉପଲକ୍ଷେ ଗ୍ରାହକଙ୍କ ପାଇଁ ସ୍ୱତନ୍ତ୍ର ପ୍ଲାନ ଲାଗୁ ହୋଇଛି । ଏହି ପ୍ଲାନ ଆଜି ବଡ଼ଦିନ ଠାରୁ ୩୧ ଡିସେମ୍ବର ପର୍ଯ୍ୟନ୍ତ ରହିବ । ଟେଲିକମ କମ୍ପାନି…
Read More...

ଅଯୋଧ୍ୟାରେ ଆକ୍ରମଣ କରିବାର ଯୋଜନା କରୁଛି ଜୈଶ୍-ଏ-ମହମ୍ମଦ; ନିରାପତା ବ୍ୟବସ୍ଥା କଡ଼ାକଡ଼ି

ନୂଆଦିଲ୍ଲୀ: ଉତରପ୍ରଦେଶର ଅଯୋଧ୍ୟାରେ ଆତଙ୍କବାଦୀ ଆକ୍ରମଣ କରିବାର ଯୋଜନା କରୁଛି ଜୈଶ୍-ଏ-ମହମ୍ମଦ । ଏ ନେଇ ଗୁଇନ୍ଦା ଏଜେନ୍ସି ପକ୍ଷରୁ ସୂଚନା ମିିଳିଛି । ଏଜେନ୍ସି ପକ୍ଷରୁ ସୂଚନା ମିଳିବା ପରେ ଚାରିଆଡେ ନିରାପତା…
Read More...

ସୂର୍ଯ୍ୟୋପରାଗ ଯୋଗୁଁ ବିଜେଡି ପ୍ରତିଷ୍ଠା ଦିବସର କାର୍ଯ୍ୟସୂଚୀରେ ପରିବର୍ତନ

ଭୁବନେଶ୍ୱର: ଆସନ୍ତାକାଲି ସୂର୍ଯ୍ୟୋପରାଗ ଯୋଗୁଁ ବିଜେଡିର ପ୍ରତିଷ୍ଠା ଦିବସ କାର୍ଯ୍ୟସୂଚୀରେ କିଛିଟା ପରିବର୍ତନ କରାଯାଇଛି । ଏ ନେଇ ଦଳର ମୁଖପାତ୍ର ତଥା ବିଧାୟକ ପ୍ରତାପ କେଶରୀ ଦେବ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।…
Read More...

ସ୍କୁଲକୁ ଗାଡି ନେଇ ଆସିପାରିବେନି ଛାତ୍ରଛାତ୍ରୀ

ଭୁବନେଶ୍ୱର: ଏଣିକି ଛାତ୍ରଛାତ୍ରୀମାନେ ସ୍କୁଲକୁ ଗାଡି ନେଇ ଆସିପାରିବେ ନାହିଁ । ଏଥିସହ ୧୮ ବର୍ଷରୁ କମ୍ ବୟସର ଛାତ୍ରଛାତ୍ରୀମାନେ ମୋଟରଚାଳିତ ଗାଡି ନ ଚଳାଇବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ନିର୍ଦ୍ଦେଶାନାମା…
Read More...

ରାଜଧାନୀ ରାସ୍ତା ଉପରେ ଜଳିଗଲା ବସ୍

ଭୁବନେଶ୍ୱର: ରାଜଧାନୀ ରାସ୍ତା ଉପରେ ଜଳିଗଲା ବସ୍ । ଭୁବନେଶ୍ୱର ଶହୀଦ ନଗର ରାସ୍ତା ଉପରେ ଠିଆ ହୋଇଥିବା ବସ୍ ରେ ହଠାତ୍ ନିଆଁ ଲାଗିଗଲା । ଖବର ପାଇଁ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗର କର୍ମଚାରୀ ପହଁଚି ନିଆଁକୁ ଆୟତ କରିଥିଲେ ।…
Read More...

ଅଟଳ ଭୂଜଳ ଯୋଜନାର ଶୁଭାରମ୍ଭ କଲେ ମୋଦି

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ୯୫ତମ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୂଜଳ ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହି ଯୋଜନା ଦ୍ୱାରା ୬ଟି ରାଜ୍ୟର ୮,୩୫୦ ଗାଁର ଲୋକ…
Read More...

ସଚିନଙ୍କ ସୁରକ୍ଷା ପ୍ରତ୍ୟାହାର କଲେ ଉଦ୍ଧବ ସରକାର

ମୁମ୍ବାଇ: ଭାରତ ରତ୍ନ ସଚିନ ତେନ୍ଦୁଲକରଙ୍କ ଏକ୍ସ କ୍ୟାଟାଗୋରୀ ସୁରକ୍ଷା ପ୍ରତ୍ୟାହାର କରିଛନ୍ତି ମହାରାଷ୍ଟ୍ର ସରକାର । ତେବେ ସଚିନଙ୍କ ସୁରକ୍ଷା ପ୍ରତ୍ୟାହାର କରିଥିବାବେଳେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ପୁଅ ଆଦିତ୍ୟ…
Read More...

ପ୍ରଥମେ ବସ୍ ହେଲା ଦୁର୍ଘଟଣା, ପରେ ଗଲା ୫୦୦ଫୁଟ ତଳକୁ ଥିବା ନଦୀକୁ ; ୨୬ ମୃତ, ୧୩ ଆହତ

ପାଲେମ୍ବାଙ୍ଗ: ପ୍ରଥମେ ଏକ ବସ୍ ରାସ୍ତାରେ ଥିବା କଂକ୍ରିଟ୍ ସହ ପିଟି ହୋଇ ପରେ ୫୦୦ଫୁଟ ତଳକୁ ପ୍ରବାହିତ ହେଉଥିବା ନବୀରେ ଖସି ପଡିଲା । ଫଳରେ ଏହି ଦୁର୍ଘଟଣାରେ ୨୬ଜଣ ପ୍ରାଣ ହରାଇଥିବାବେଳେ ୧୩ ଜଣ ଗୁରୁତର ଆହତ ହୋଇଛନ୍ତି ।…
Read More...