Odisha ମିଡିଆରେ ରହିବାପାଇଁ ହୀନ ରାଜନୀତି କରୁଛନ୍ତି ଲେଖାଶ୍ରୀ: ବିଜେଡି OPA Dec 18, 2019 0 ଭୁବନେଶ୍ୱର: ମିଡିଆରେ ତିଷ୍ଠି ରହିବାପାଇଁ ବିଜେପି ମୁଖପାତ୍ର ଲେଖାଶ୍ରୀ ସାମନ୍ତସିଂହାର ବାରମ୍ବାର ମିଥ୍ୟା ଓ ମନଗଢା କାହାଣୀର ଆଶ୍ରୟ ନେଉଥିବାବେଳେ ଆଜି ସବୁ ସୀମା ଟପି ଯାଇଛନ୍ତି । ସ୍ମିତାରାଣୀ ମୃତ୍ୟୁ ଭଳି ଅତ୍ୟନ୍ତ… Read More...
Odisha ସ୍ଲୋଗାନରେ ସଡକ ସୁରକ୍ଷା : ଦୁର୍ଘଟଣାରେ ଦେଶରେ ଘଣ୍ଟାକରେ ଯାଉଛି ୧୭ ଜୀବନ OPA Dec 18, 2019 0 ଭୁବନେଶ୍ବର : ସଡକ ସୁରକ୍ଷା ଜୀବନ ରକ୍ଷା । ଏମିତି ନାରା ଦେଇ ସଡକ ସୁରକ୍ଷା ଅଭଯାନ ଆଗକୁ ବଡୁଛି । ହେଲେ ଦୁର୍ଘଟଣା ରୋକିବା ଏବେ ସବୁଠୁ ବଡ ଚ୍ୟାଲେଞ ହୋଇଛି । ସାରା ଦେଶରେ ପ୍ରତି ଘଣ୍ଟାରେ ୧୭ ଜଣଙ୍କ ଜୀବନ କେବଳ… Read More...
National ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷଣା: ଓଡ଼ିଶାର ପୂର୍ବତନ ଶାସନ ସଚିବ ତରୁଣକାନ୍ତି ହେବେ ସମ୍ମାନିତ OPA Dec 18, 2019 0 ନୂଆଦିଲ୍ଲୀ/ଭୁବନେଶ୍ୱର: ଚଳିତ ବର୍ଷ ପାଇଁ ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷଣା କରାଯାଇଛି । ଆଜି ୨୩ ଭାଷାରେ ନିଜର ବାର୍ଷିକ ଏକାଡେମୀ ପୁରସ୍କାର ଘୋଷଣା କରିଛି । ୭ଟି କବିତା ସଂଗ୍ରହ, ୪ଟି ଉପନ୍ୟାସ, ୬ଟି କାହାଣୀ ସଂଗ୍ରହ,… Read More...
Odisha ଏହି ଦିନ ରାତିସାରା ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ ଭକ୍ତ OPA Dec 18, 2019 0 ପୁରୀ: ଆସନ୍ତା ୨୫ ତାରିଖ ଦିନ ରାତିସାରା ମହାପ୍ରଭୁଙ୍କୁ ଭକ୍ତମାନେ ଦର୍ଶନ କରିପାରିବେ । କାରଣ ଏହିଦିନ ମନ୍ଦିର ସାରା ରାତି ଖୋଲା ରହିବ । ସେହିଦିନ ସୂର୍ଯ୍ୟପରାଗ ପଡୁଥିବା କାରଣରୁ ଆଜି ଶ୍ରୀ ମନ୍ଦିର ଛତିଶା ନିଯୋଗ ବୈଠକରେ… Read More...
National ୨୦୦୮ ଜୟପୁର ସିରିଏଲ ବିସ୍ଫୋରଣ ମାମଲା: ଦୋଷୀ ସାବ୍ୟସ୍ତ ହେଲେ ୪ଜଣ OPA Dec 18, 2019 0 ଜୟପୁର: ୨୦୦୮ ଜୟପୁର ସିରିଏଲ ବିସ୍ଫୋରଣ ମାମଲାରେ ଆଜି ୪ଜଣଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି । ସେମାନେ ହେଲେ ମହମ୍ମଦ ଶାହବାଜ୍ ହୁସେନ୍, ମହମ୍ମଦ ସୈଫ୍ ଓରଫ୍ କ୍ୟାରେଓନ୍, ମହମ୍ମଦ ସରଓ୍ଵାର୍ ଆଜ୍ମି, ମହମ୍ମଦ ସୈଫ୍… Read More...
National ନିର୍ଭୟା ଗଣଦୁଷ୍କର୍ମ ମାମଲାର ପୁନର୍ବିଚାର: ଅଭିଯୁକ୍ତ ଅକ୍ଷୟଙ୍କ ଯାଚିକା ଖାରଜ କଲେ ସୁପ୍ରିମକୋର୍ଟ OPA Dec 18, 2019 0 ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଅଭିଯୁକ୍ତ ଅକ୍ଷୟ ସିଂ ରିଭ୍ୟ ପିଟିସନକୁ ନେଇ ସୁପ୍ରିମକୋର୍ଟ ଆଜି ନିଜର ରାୟ ପ୍ରକାଶ କରିଛନ୍ତି । ସୁପ୍ରିମକୋର୍ଟ ନିଜ ରାୟରେ କହିଛନ୍ତି ଯେ, ଏହି ମାମଲାର ଓକିଲଙ୍କୁ… Read More...
Odisha ଜଳସାଥୀ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ OPA Dec 18, 2019 0 ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ୱର ରେଳବାଇ ଅଡିଟୋରିଅମରେ ଜଳସାଥୀ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ଉଦବୋଧନ ଦେଇ କହିଛନ୍ତି ଯେ, ପରିବାରର ସ୍ୱାସ୍ଥ୍ୟ ପ୍ରତି ମା’ମାନେ ଅଧିକ… Read More...
Odisha ଭାରତୀୟ ନାଗରିକଙ୍କ ଉପରେ ପଡିବନି ସିଏଏର ପ୍ରଭାବ, ଏନସିଆରକୁ ସମର୍ଥନ କରୁନି ବିଜେଡି: ମୁଖ୍ୟମନ୍ତ୍ରୀ OPA Dec 18, 2019 0 ଭୁବନେଶ୍ୱର: ଦେଶବ୍ୟାପୀ ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ନେଇ ହିଂସା ଲାଗି ରହିଥିବାବେଳେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନୟକ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।ସେ କହିଛନ୍ତି ଯେ, ସିଏଏର ପ୍ରଭାବ ଭାରତୀୟ… Read More...
National ନାଗରିକତା ସଂଶୋଧନ ଆଇନକୁ ନେଇ ଏଭଳି ମତ ଦେଇଛନ୍ତି ସୁପ୍ରିମକୋର୍ଟ OPA Dec 18, 2019 0 ନୂଆଦିଲ୍ଲୀ: ନାଗରିକତା ସଂଶୋଧନକୁ ନେଇ ଦେଶବ୍ୟାପି ହିଂସା ଲାଗି ରହିଥିବାବେଳେ ଆଜି ସୁପ୍ରିମକୋର୍ଟ ଏହା ଉପରେ ରିହାତିଦେଶ ଲାଗୁ କରିବାକୁ ମନା କରିଦେଇଛନ୍ତି । ଏହି ଆଇନକୁ ନେଇ ଦାଏର କରାଯାିଥିବା ୫୯ଟି ପିଟିସନ୍ ରେ ପ୍ରଥମ… Read More...
National ଫେବୃୟାରୀ ୧୫ରୁ ସିବିଏସଇ ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା OPA Dec 18, 2019 0 ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ(ସିବିଏଇ)ର ଦଶମ ଓ ଦ୍ୱାଦଶ ପରୀକ୍ଷା ଫେବୃୟାରୀ ୧୫ରୁ ଆରମ୍ଭ ହେବାକୁ ନେଇ ଘୋଷଣା ହୋଇଛି ।ଫେବୃଆରୀ ୧୫ ରୁ ମାର୍ଚ୍ଚ ୨୦ ପର୍ଯ୍ୟନ୍ତ ଦଶମ ଶ୍ରେଣୀ ପରୀକ୍ଷା ହେବାକୁ… Read More...