ଉର୍ଜାର ଆମଦାନୀ ଏବଂ ମୂଲ୍ୟ ସ୍ଥିର ରଖିବାର ଚ୍ୟାଲେଞ୍ଜକୁ ସାମ୍ନା କରିବାକୁ ଭାରତ ପ୍ରସ୍ତୁତ: ଧର୍ମେନ୍ଦ୍ର ପ୍ରଧାନ

ମୁମ୍ବାଇ/ଭୁବନେଶ୍ୱର: ଉର୍ଜାର ଆମଦାନୀ ଏବଂ ମୂଲ୍ୟ ସି୍ଥର ରଖିବା ଭାରତୀୟ ବଜାରରେ ସଂପ୍ରତି ଚ୍ୟାଲେଞ୍ଜ ସଦୃଶ ହୋଇଥିବା ବେଳେ ଏହି ଦୁଇଟି ଚ୍ୟାଲେଞ୍ଜକୁ ସାମ୍ନା କରିବାକୁ ଭାରତ ପ୍ରସ୍ତୁତ ବୋଲି ମଙ୍ଗଳବାର ମୁମ୍ବାଇ ଠାରେ…
Read More...

ଜାତୀୟ ବ୍ରଡ଼ବ୍ୟାଣ୍ଡ ମିଶନର ଶୁଭାରମ୍ଭ

ନୂଆଦିଲ୍ଲୀ:  କେନ୍ଦ୍ର ସଂଚାର, ଆଇନ ଓ ନ୍ୟାୟ ଏବଂ ସୂଚନା ଓ ପ୍ରଯୁକ୍ତି ମନ୍ତ୍ରୀ ଶ୍ରୀ ରବି ଶଙ୍କର ପ୍ରସାଦଙ୍କ ଦ୍ୱାରା ଆଜି ଜାତୀୟ ବ୍ରଡବ୍ୟାଣ୍ଡ ମିଶନ (ଏନବିଏମ)ର ଶୁଭାରମ୍ଭ ହୋଇଛି । ଏହି ଅବସରରେ ଆୟୋଜିତ ଏକ…
Read More...

ଏମ୍‌ଡିଆର୍‌ଏଏଫ୍‌ଏମ୍‌ଠାରେ ୱେବସାଇଟ୍ , ଜିମ୍‌ ଓ ବ୍ୟାଡ୍‌ମିଣ୍ଟନ୍‌ କୋର୍ଟ ଲୋକର୍ପିତ

ଭୁବନେଶ୍ୱର:  ଓଡ଼ିଶା ସରକାରଙ୍କ ୫ ‘ଟି’ ଯୋଜନାର ସଫଳ ରୂପାୟନ ପାଇଁ ଆଜି ମଧୁସୂଦନ ଦାସ ଆଞ୍ଚଳିକ ବିତ୍ତୀୟ ପରିଚାଳନା ଏକାଡେମୀର ୱେବସାଇଟ୍ କୁ ଅର୍ଥ, ଅବକାରୀ ମନ୍ତ୍ରୀ ଶ୍ରୀ ନିରଞ୍ଜନ ପୂଜାରୀ ଉନ୍ମୋଚନ କରିଛନ୍ତି । ଏହି…
Read More...

ପରବର୍ତୀ ସ୍ଥଳସେନା ମୁଖ୍ୟ ଭାବେ ଲେଫ୍ଟନାଂଟ ଜେନେରାଲ ଏମଏମ ନରୱାନେଙ୍କୁ ନିଯୁକ୍ତି

ନୂଆଦିଲ୍ଲୀ: ସ୍ଥଳସେନା ଉପମୁଖ୍ୟ ଲେଫ୍ଟନାଂଟ ଜେନେରାଲ ମନୋଜ ମୁକୁନ୍ଦ ନରୱାନେଙ୍କୁ ପରବର୍ତୀ ସ୍ଥଳସେନା ମୁଖ୍ୟ ଭାବେ ନିଯୁକ୍ତି ଦେବା ଲାଗି ସରକାର ନିଷ୍ପତି ନେଇଛନ୍ତି । ସେ ବର୍ତମାନର ସ୍ଥଳସେନା ପ୍ରମୁଖ ବିପିନ ରାୱତଙ୍କ…
Read More...

ଜାମିଆ ବିଶ୍ୱବିଦ୍ୟାଳୟ ମାମଲା: ସୁପ୍ରିମକୋର୍ଟ ହସ୍ତକ୍ଷେପ କରିବାକୁ ମନା କଲେ

ନୂଆଦିଲ୍ଲୀ: ଜାମିଆ ମିଲିଆ ଇସଲାମିଆ ଏବଂ ଅଲିଗଡ ମୁସଲିମ୍ ବିଶ୍ୱବିଦ୍ୟାଳୟରେ ଲାଗିଥିବା ହିଂସା ମାମଲାକୁ ନେଇ ହସ୍ତକ୍ଷେପ କରିବାକୁ ମନା କଲେ ସୁପ୍ରିମକୋର୍ଟ । ତେବେ ଆବେଦନକାରୀଙ୍କୁ ହାଇକୋର୍ଟ ଯିବାକୁ କୋର୍ଟ ନିର୍ଦ୍ଦେଶ…
Read More...

ଜେଏନୟୁ ପ୍ରଶାସନର ନିଷ୍ପତି; ହ୍ୱାଟ୍ସଆପ୍ ରେ ହେବ ପରୀକ୍ଷା

ନୂଆଦିଲ୍ଲୀ: ଜବାହାରଲାଲ ନେହେରା ବିଶ୍ୱବିଦ୍ୟାଳୟ(ଜେଏନୟୁ) ପ୍ରଶାସନ ଏକ ବଡ଼ ନିଷ୍ପତି ନେଇଛନ୍ତି । ବିଶ୍ୱବିଦ୍ୟାଳୟ ପ୍ରଶାସନ ଛାତ୍ରଙ୍କ ବିରୋଧକୁ ନଜରରେ ରକବ ଚଳିତବର୍ଷ ହ୍ୱାଟ୍ସଆପ୍ ଏବଂ ମେଲ୍ ରେ ମାଧ୍ୟମରେ ପରୀକ୍ଷା କରିବ…
Read More...

ଉନ୍ନାଓ ଗଣଦୁଷ୍କର୍ମ ମାମଲା: ୨୦ରେ ଅଭିଯୁକ୍ତ କୁଳଦୀପ ସେଙ୍ଗର ଦଣ୍ଡ ଶୁଣାଣି

ନୂଆଦିଲ୍ଲୀ: ଉନ୍ନାଓ ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଅଭିଯୁକ୍ତ କୁଳଦୀପ ସିଂହ ସେଙ୍ଗରଙ୍କ ଦଣ୍ଡ ବିଧାନ ଶୁଣାଣି ୨୦କୁ ହୋଇଛି । ତେବେ ପୂର୍ବରୁ ୧୯ ତାରିଖ ଥିବାବେଳେ ଏବେ ତାହା ଘୁଂଚାଇ ଦିଆଯାଇଛି ।ସିବିଆଇ କହିଛି ଯେ…
Read More...

ଖୋର୍ଦ୍ଧା କ୍ଲିନିକ୍ ରେ ଡାକ୍ତର ଓ ତାଙ୍କ ସହଯୋଗୀଙ୍କୁ ଗୁଳିମାଡ ଘଟଣା: ପୋଲିସକୁ ମିଳିଲା ଅପରାଧୀଙ୍କ ସୁରାକ

ଭୁବନେଶ୍ୱର: ଖୋର୍ଦ୍ଧାର ଏକ କ୍ଲିନିକ୍ ରେ ପଶି ଡାକ୍ତର ଏବଂ ତାଙ୍କ ସହଯୋଗୀଙ୍କୁ ଗୁଳିମାଡ କରିବା ଘଟଣାରେ ଅପରାଧୀଙ୍କ ସମ୍ପର୍କରେ ସୂଚନା ମିଳିଥିବା ନେଇ ସୂଚନା ଦେଇଛନ୍ତି ଖୋର୍ଦ୍ଧା ପୋଲିସ ଅଧୀକ୍ଷକ । ସେ କହିଛନ୍ତି ଯେ,…
Read More...

ଟୋକନ୍ ବ୍ୟବସ୍ଥାକୁ ନେଇ ରାସ୍ତାକୁ ରାଜରାସ୍ତାକୁ ଓହ୍ଲାଇଲେ ଚାଷୀ

ସମ୍ବଲପୁର: ପୁଣିଥରେ ଟୋକନ୍ ବ୍ୟବସ୍ଥାକୁ ନେଇ ରାଜରାସ୍ତାକୁ ଓହ୍ଲାଇଲେ ଚାଷୀ । ଟୋକନ ନ ଆସିବାରୁ ସମ୍ବଲପୁର ଜିଲ୍ଲାର ଚାଷୀ ଏଭଳି ନିଷ୍ପତି ନେଇଛନ୍ତି । ଧାନ ବିକ୍ରି ନେଇ ଚାଷୀଙ୍କ ପାଖକୁ ଆଦୌ ଟୋକନ୍ ଆସି ନ ଥିବା ନେଇ…
Read More...

ନିର୍ଭୟା କେସ୍: ଫାଶୀଦଣ୍ଡ ପୁନର୍ବିଚାରରୁ ଓହରିଲେ ସିଜେଆଇ, ଆସନ୍ତାକାଲି ଶୁଣାଣି

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ଆସିଛି ନୂଆ ମୋଡ । କାରଣ ଅଭିଯୁକ୍ତ ଅକ୍ଷୟ କୁମାର ସିଂହ ଠାକୁରଙ୍କ ରିଭ୍ୟୁ ପିଟିସନର ଶୁଣାଣିରୁ ହଠାତ୍ ପ୍ରଧାନ ବିଚାରପତି ଜଷ୍ଟିସ୍ ଏସଏ ବୋବଡେ ଓହରି…
Read More...