Odisha ବିଷ୍ଣୁ ପେଣ୍ଠିଆଙ୍କୁ ସହାୟତାର ହାତ ବଢ଼ାଇଲେ ମୁଖ୍ୟମନ୍ତ୍ରୀ OPA Dec 16, 2019 0 କୋରାପୁଟ: କୋରାପୁଟ ଜିଲ୍ଲା ଜୟପୁରସ୍ଥିତ ଲାଠିଗୁଡା ଗ୍ରାମରେ ରୁହନ୍ତି ନକୁଳ ପେଣ୍ଠିଆଙ୍କ ପରିବାର । ନିଜର ତିନି ଛୋଟ ଛୁଆ (ଦୁଇ ପୁଅ ଓ ଗୋଟିଏ ଝିଅ) ଓ ପତ୍ନୀ ସହ ପାଞ୍ଚ ପ୍ରାଣୀ କୁଟୁମ୍ବ । ଆର୍ôଥକ ଦୂରାବସ୍ଥାରେ ରହୁଥିବା… Read More...
National ନାଗରିକତା ସଂଶୋଧନ ବିଧେୟକ ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବାର୍ତା OPA Dec 16, 2019 0 ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ବିଧେୟକ କୌଣସି ସମ୍ପ୍ରଦାୟର ବ୍ୟକ୍ତିବିଶେଷଙ୍କୁ ହାନି ପହଂଚାଇବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଶ୍ୱାସନା ଦେଇଛନ୍ତି । ପ୍ରଧାନମନ୍ତ୍ରୀ ଟ୍ୱିଟ ଜରିଆରେ କହିଛନ୍ତି,… Read More...
Odisha ଆଜିଠୁ ଆରମ୍ଭ ହେଲା ପ୍ଲାଷ୍ଟିକ୍ ବଦଳରେ ଆହାର ଖାଦ୍ୟ OPA Dec 16, 2019 0 ଭୁବନେଶ୍ୱର: ପ୍ଲାଷ୍ଟିକ୍ ଦେଲେ ଆହାର କେନ୍ଦ୍ରରୁ ଖାଦ୍ୟ ଖାଇ ପାରିବେ ଲୋକେ । ତେବେବାୟୁ ପ୍ରଦୂଷଣକୁ ରୋକିବା ପାଇଁ ଆରମ୍ଭ ହୋଇଥିବା ଏହି ନୂଆ ପ୍ରୟାସ ଆଜିଠାରୁ ଆରମ୍ଭ ହୋଇଛି । ଏହି ନିୟମ ଅନୁସାରେ ଅଧ କେଜି ପ୍ଲାଷ୍ଟିକ… Read More...
National ଆଜମ ଖାନଙ୍କ ପୁଅ ଅବଦୁଲ୍ଲାଙ୍କର ବିଧାନସଭା ନିର୍ବାଚନ ରଦ୍ଦ OPA Dec 16, 2019 0 ଲକ୍ଷେ୍ନø: ଉତରପ୍ରଦେଶ ରାମପୁର ଲୋକସଭା ସାଂସଦ ତଥା ସମାଜବାଦୀ ପାର୍ଟିର ବରିଷ୍ଠ ନେତା ଆଜମ ଖାନଙ୍କ ପୁଅ ଅବଦୁଲ୍ଲା ଆଜମ ଖାନଙ୍କର ବୁଧାନସଭା ନିର୍ବାଚନ ରଦ୍ଦ ହୋଇଛି । ଜାଲ ପ୍ରମାଣପତ୍ର ଦାଖଲ କରି ନିର୍ବାଚନ ଲଢ଼ି ଜିତିଥିବା… Read More...
Crime ଜୁଆ ଆଡ୍ଡାରେ ଚଢ଼ାଉ କଲା ପୋଲିସ; ୧୧ ଗିରଫ OPA Dec 16, 2019 0 ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲାର ବିନିକା ଥାନା ଅଂଚଳରେ ଥିବା ଏକ ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ାଉ କରି ୧୧ଜଣ ଯୁବକଙ୍କୁ ଗିରଫ କରିଛି । ଏଥିସହ ୪ଟି କାର ସହ ୨୨ଟି ବାଇକ୍ କୁ ଜବତ ମଧ୍ୟ କରିଛି ।ପ୍ରକାଶ ଯେ,… Read More...
National ଉନ୍ନାଓ ଦୁଷ୍କର୍ମ ମାମଲା: ଦୋଷୀ ସାବ୍ୟସ୍ତ ହେଲେ ପୂର୍ବତନ ବିଜେପି ବିଧାୟକ କୁଳଦୀପ ସେଙ୍ଗର OPA Dec 16, 2019 0 ଲକ୍ଷେ୍ନø: ଉନ୍ନାଓ ଦୁଷ୍କର୍ମ ମାମଲାରେ ଆଜି ଦିଲ୍ଲୀର ତିସ୍ ହଜାରୀ କୋର୍ଟ ପୂର୍ବତନ ବିଜେପି ବିଧାୟକ କୁଳଦୀପ ସେଙ୍ଗରଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ତେବେ ଏହି ମାମଲାର ଦଣ୍ଡ ଶୁଣାଣି ୧୯ରେ କରାଯିବ ବୋଲି ସୂଚନା ମିଳିଛି… Read More...
Entertainment ଫଟୋ ଭାଇରାଲ ପରେ ଏଭଳି ମତ ରଖିଲେ ଅଭିନେତ୍ରୀ ଏଲିନା OPA Dec 16, 2019 0 ଭୁବନେଶ୍ୱର: ହୀରାକୁଦ ନିଷିଦ୍ଧାଂଚଳରେ ଫଟୋ ଉଠାଇବା ସହ ଭିଡିଓ କରିବା ନେଇ ୩ ଅଭିନେତ୍ରୀ ଫସିଛନ୍ତି । ତେବେ ସେମାନଙ୍କ ମଧ୍ୟରୁ ଏଲିନା ସାମନ୍ତରାୟ ଜଣେ । ଏହାକୁ ନେଇ ଏଲିନା କହିଛନ୍ତି ଯେ, “ଭୁଲ୍ ହୋଇଛି, କିନ୍ତୁ ମୁଁ… Read More...
Odisha କୁନ୍ଦୁଲି ମାମଲା: ହାଇକୋର୍ଟରେ ଦାଖଲ ହେଲା ଏସଆଇଟି ରିପୋର୍ଟ OPA Dec 16, 2019 0 କଟକ: କୁନ୍ଦୁଲି ନାବାଳିକା ଗଣଦୁଷ୍କର୍ମ ମାମଲାରେ ଆଜି ହାଇକୋର୍ଟରେ ଏସଆଇଟି ରିପୋର୍ଟ ଦାଖଲ ହୋଇଛି । ତେବେ ଚୂଡାନ୍ତ ରିପୋର୍ଟ ପାଇଁ ଏସଆଇଟି ଟିମ୍ ଆଉ ସପ୍ତାହେ ସମୟ ମାଗିଛି । ଏଥିପାଇଁ ଡିସେମ୍ବର ୨୩ ପର୍ଯ୍ୟନ୍ତ… Read More...
Odisha ହୀରାକୁଦ ଡ୍ୟାମର ନିଷିଦ୍ଧାଂଳରେ ଫଟୋ ଉଠାଇ ଫସିଲେ ଓଲିଉଡ ଅଭିନେତ୍ରୀ OPA Dec 16, 2019 0 ସମ୍ବଲପୁର: ହୀରାକୁଦ ଡ୍ୟାମର ନିଷିଦ୍ଧାଂଚଳରେ ଫଟୋ ଉଠାଇ ଓଲିଉଡର ୩ ଅଭିନେତ୍ରୀ ଫସିଛନ୍ତି । କଥାଟା ହେଉଛି ଓଲିଉଡର ୩ ଅଭିନେତ୍ରୀ ଏଲିନା ସାମନ୍ତରାୟ, ପ୍ରକୃତି ମିଶ୍ର ଏବଂ ଲୋଭିନା ନାଏକଙ୍କର ଏକ ଫଟୋ ସୋସିଆଲ ମିଡିଆରେ… Read More...
Odisha ଆଂଚଳିକ ପରିବହନ କାର୍ଯ୍ୟାଳୟ: ଅନଲାଇନ୍ ରେ ଫି’ ଦାଖଲ କରିବେ ଚାଳକ OPA Dec 16, 2019 0 ଭୁବନେଶ୍ୱର: ଆଂଚଳିକ ପରିବହନ କାର୍ଯ୍ୟାଳୟରେ ଫି’ ଦେବାକୁ ହେଲେ ଚାଳକଙ୍କୁ ଏଥର ଘଂଟା ଘଂଟା ଧରି ଲାଇନ୍ ଲଗାଇବାକୁ ପଡିବ ନାହିଁ । କାରଣ ଏଥର ଚାଳକ ମାନେ ଅନଲାଇନ୍ ରେ ଫି’ ଦାଖଲ କରିପାରିବେ । ଏଭଳି ରସିଦ୍ ବ୍ୟବସ୍ଥା ୧୭ରୁ… Read More...