Bignews “ମିସ୍ ୱାର୍ଲ୍ଡ-୨୦୧୯” କ୍ରାଉନ୍ ଜିତିଲେ ଜାମାଇକାର ଟୋନି-ଆନ୍ ସିଂହ OPA Dec 15, 2019 0 ନୂଆଦିଲ୍ଲୀ: ଚଳିତ ବର୍ଷର ମିସ୍ ୱାର୍ଲ୍ଡ କ୍ରାଉନ୍ ହାସଲ କରିଛନ୍ତି ଜାମାଇକାର ଟୋନି-ଆନ୍ ସିଂହ । ଲଣ୍ଡନର ଏକ୍ସସେଲଠାରେ ଅନୁଷ୍ଠିତ ହୋଇଥିବା ବିଶ୍ୱ ସୁନ୍ଦରୀ ପ୍ରତିଯୋଗିତାରେ ଟୋନି ବିଜୟିନୀ ହୋଇଛନ୍ତି । ସେହିଭଳି ଏହି… Read More...
Corporate ଦୁଗ୍ଧଜାତ କମ୍ପାନି ଅମୂଲ ଓ ମଦର ଡେରୀ ବଢ଼ାଇଲେ ଦର OPA Dec 14, 2019 0 ନୂଆଦିଲ୍ଲୀ: ଦେଶର ସବୁଠାରୁ ପ୍ରମୁଖ ଦୁଗ୍ଧ ଓ ଦୁଗ୍ଧଜାତ ପଦାର୍ଥ ଉତ୍ପାଦନ କମ୍ପାନି ଅମୂଲ ଓ ମଦର ଡେରୀ ଦର ବଢାଇଛନ୍ତି । ଅମୂଲ ଦୁଗ୍ଧ ମୂଲ୍ୟ ଲିଟର ପିଛା ୨ଟାଙ୍କା ବୃଦ୍ଧି କରାଇଥିବାବେଳେ ମଦର ଡେରୀ ୩ ଟଙ୍କା କରିଛି ।… Read More...
National ଦେଶ ନିର୍ମାଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ ପେଟ୍ରୋଲିୟମ ମନ୍ତ୍ରାଳୟ ଦ୍ୱାରା ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ:… OPA Dec 14, 2019 0 ନୂଆଦିଲ୍ଲୀ/ଭୁବନେଶ୍ୱର, ଡିସେମ୍ବର ୧୪ - ରାଷ୍ଟ୍ରପତି ଭବନର ଭିଜିଟର୍ କନଫରେନ୍ସରେ ଶନିବାର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନେତୃତ୍ୱରେ ଦେଶର ବିଭିନ୍ନ ପ୍ରମୁଖ ଶିକ୍ଷାନୁଷ୍ଠାନର ମୁଖ୍ୟ ଏବଂ କୁଳପତିଙ୍କୁ ନେଇ ଏକ… Read More...
Odisha ଆରମ୍ଭ ହେଲା “ମେରାଇନ୍ ଡ୍ରାଇଭ୍ ଇକୋ ରିଟ୍ରିଟ୍”; ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ OPA Dec 14, 2019 0 କୋଣାର୍କ: ପୁରୀ-କୋଣାର୍କ ବେଳାମାର୍ଗରେ ଆଜିଠାରୁ ଆରମ୍ଭ ହୋଇଛି “ମେରାଇନ୍ ଡ୍ରାଇଭ୍ ଇକୋ ରିଟ୍ରିଟ୍” । ଏହାର ଶୁଭ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦେଢ଼ ମାସ ଧରି ଚାଲିବାକୁ ଥିବା ଏହି ଉତ୍ସବକୁ ରିବନ୍… Read More...
Odisha ପ୍ଲାଷ୍ଟିକ୍ ଦେଲେ ମିଳିବ ଆହାର କେନ୍ଦ୍ରର ଖାଦ୍ୟ OPA Dec 14, 2019 0 ଭୁବନେଶ୍ୱର: ପ୍ରଦୂଷଣ ରୋକିବା ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ନୂଆ ପ୍ରୟାସ ଆରମ୍ଭ ହୋଇଛି । ପ୍ରଥମେ ପ୍ରତି ଶୁକ୍ରବାର ଅଫିସକୁ ସାଇକେଲରେ ଯାତ୍ରା କରିବାର ପ୍ରୟାସ ପରେ ଏବେ ଆଉ ଏକ ନୂଆ ପଦକ୍ଷେପ ନେଇଛି… Read More...
National ବାପା-ମା’ ହେଲେ ଶ୍ରମିକ, ପୁଅ ହେଲେ ଦେଶର ପ୍ରଥମ ସର୍ବକନିଷ୍ଠ ଆଇପିଏସ୍ ଅଫିସର OPA Dec 14, 2019 0 ରାଜକୋଟ: ଇଚ୍ଛାଶକ୍ତି ଥିଲେ ସବୁ କିଛି ସମ୍ଭବ । ଯାହାର ପ୍ରମାଣ ଦେଇଛନ୍ତି ଗୁଜରାଟ ବାସିନ୍ଦା ହାସନ୍ ସଫିନ୍ । ୨୨ ବର୍ଷୀୟ ହାସନ୍ ଯେ କି ନିଜ ଇଚ୍ଛାଶକ୍ତି ବଳରେ ସମସ୍ତ କଷ୍ଟକୁ ପଛରେ ପକାଇ ପାଲଟିଛନ୍ତି ଦେଶର ସର୍ବକନିଷ୍ଠ… Read More...
Odisha ଖଣି ଟଙ୍କାରେ ହେବ ପୁରୀର ବିକାଶ OPA Dec 14, 2019 0 ଭୁବନେଶ୍ୱର: ଖଣି ଟଙ୍କାରେ ହେବ ପୁରୀର ବିକାଶ । ଏଭଳି ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । ଶ୍ରୀମନ୍ଦିରର ଅବଢ଼ା ଯୋଜନା ଲାଗି ଅର୍ଥ ଯୋଗାଣ ପାଇଁ ଏହି ପ୍ରୟାସ କରାଯାଇଛି । ଏଥିଲାଗି ୩ଟି ଜିଲ୍ଲାରେ ଥିବା ୬ଟି ଖାଣ୍ଡେଲାଇଟ୍… Read More...
National ଆଉ ୩ ମାସ ବଢ଼ିଲା ଫାରୁକ ଅବଦୁଲ୍ଲାଙ୍କ ଗୃହବନ୍ଦୀ ସମୟ OPA Dec 14, 2019 0 ଶ୍ରୀନଗର: ଜମ୍ମୁ ଓ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲାଙ୍କ ଗୃହବନ୍ଦୀ ସମୟ ଆଉ ୩ମାସ ବୃଦ୍ଧି ପାଇଛି । କେନ୍ଦ୍ର ଗୃହମନ୍ତ୍ରାଳୟର ନିର୍ଦ୍ଦେଶକ୍ରମେ ଜମ୍ମୁ ଓ କଶ୍ମୀର ପ୍ରଶାସନ ଏହି ନିଷ୍ପତି ନେଇଛି ।… Read More...
National ପ୍ରସିଦ୍ଧ ଭାରତ ନାଟ୍ୟମ୍ ନୃତ୍ୟଶିଳ୍ପୀ ଲୀଲା ସାମସନଙ୍କ ନାମରେ ମାମଲା ରୁଜୁ OPA Dec 14, 2019 0 ନୂଆଦିଲ୍ଲୀ: ପ୍ରସିଦ୍ଧ ଭାରତ ନାଟ୍ୟମ୍ ନୃତ୍ୟଶିଳ୍ପୀ ତଥା ପୂର୍ବତନ ସଙ୍ଗୀତ ନାଟକ ଏକାଡେମୀ ଅଧ୍ୟକ୍ଷ ଲୀଲା ସାମସନଙ୍କ ନାମରେ ମାମଲା ରୁଜୁ ହୋଇଛି । ଏହି ମାମଲା ସିବିଆଇ ରୁଜୁ କରିଛି । ଚେନ୍ନାଇଠାରେ କଳାକ୍ଷେତ୍ର… Read More...
Odisha ଏଜି ଛକରୁ ଆଚାର୍ଯ୍ୟ ବିହାର ଛକର ନୂଆ ନାମ ହେଲା “ଲୋକସେବା ମାର୍ଗ” OPA Dec 14, 2019 0 ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ପ୍ରମୁଖ ରାସ୍ତାର ନାମ ଆଜି ରାଜ୍ୟ ସରକାର ପରିବର୍ତନ କରି ନୂତନ ନାମ ରଖିଛନ୍ତି । ଏଜି ଛକରୁ ଆଚାର୍ଯ୍ୟ ବିହାର ଛକ ପର୍ଯ୍ୟନ୍ତ ରାସ୍ତାର ନାମ “ଲୋକସେବା ମାର୍ଗ” ନାମରେ ନାମିତ କରାଗଲା ।… Read More...