National ଏକା ସାଙ୍ଗରେ ଦୁଇଟି ପୂର୍ଣ୍ଣକାଳୀନ ଡିଗ୍ରୀ କରିପାରିବେ ଛାତ୍ରଛାତ୍ରୀ; ୟୁଜିସିର ଗାଇଡଲାଇନ୍ ଜାରି OPA Apr 13, 2022 0 ଏଣିକି ବିଦ୍ୟାର୍ଥୀ ଏକା ସାଙ୍ଗରେ ଦୁଇଟି ପୂର୍ଣ୍ଣକାଳୀନ ଡିଗ୍ରୀ ପାଇଁ ଅଧ୍ୟୟନ କରିପାରିବେ । ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ଅଧ୍ୟକ୍ଷ ଏମ ଜଗଦିଶ ସମସ୍ତ ବିଶ୍ୱବିଦ୍ୟାଳୟର କୁଳପତି ତଥା ମହାବିଦ୍ୟାଳୟ ଗୁଡ଼ିକର… Read More...
National ମୋଦିଙ୍କୁ ସହାୟତା ଲୋଡିଲେ ପାକିସ୍ତାନ ମହିଳା OPA Apr 13, 2022 0 ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାହାଯ୍ୟ ମାଗିଲେ ପାକିସ୍ତାନ ମହିଳା । ପାକିସ୍ତାନରେ ନ୍ୟାୟ ନପାଇବାରୁ ମୋଦୀଙ୍କୁ ନିବେଦନ କରିଛନ୍ତି ମହିଳା ଜଣଙ୍କ । ବାସ୍ତବରେ ପାକିସ୍ତାନ ଅଧିକୃତ କାଶ୍ମୀରରେ ପାକିସ୍ତାନର… Read More...
National ପୁଟିନଙ୍କ ସହଯୋଗୀଙ୍କୁ ଗିରଫ କଲା ୟୁକ୍ରେନ OPA Apr 13, 2022 0 ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଜଣେ ବଡ଼ ସହଯୋଗୀ ଭିକ୍ଟର ମେଦଭେଦଶ୍ଚୁଙ୍କୁ ଗିରଫ କରିଛି ୟୁକ୍ରେନ । ତାଙ୍କର ମୁକ୍ତି ପାଇଁ ଋଷ ଦ୍ୱାରା ବନ୍ଦୀ ହୋଇଥିବା ସବୁ ଯୁବକ ଯୁବତୀଙ୍କୁ ଛାଡ଼ିବାକୁ ଦାବି କରିଛନ୍ତି ୟୁକ୍ରେନ… Read More...
National ଉବେର ପରେ ଓଲା ବଢ଼ାଇଲା ଟ୍ୟାକ୍ସି ଭଡା OPA Apr 13, 2022 0 ପେଟ୍ରୋଲ , ଡିଜେଲ ଦରରେ ଲଗାଣ ବୃଦ୍ଧି ପରେ ଏବେ ଗାଡି ଭଡାରେ ବି ବୃଦ୍ଧି । ଆଗରୁ ଟ୍ୟାକ୍ସି ସେବା ଦେଉଥିବା କମ୍ପାନୀ ଉବେର ନିଜ ଭଡାରେ ବୃଦ୍ଧି କରିଥିବାବେଳେ ଏବେ ଓଲା କମ୍ପାନୀ ମଧ୍ୟ ଭଡା ବଢାଇଛି । ଆମେରିକା କମ୍ପାନୀ… Read More...
Bignews ଏଣିକି ଦୁଇଟି ରେଗୁଲାର ଡିଗ୍ରି କୋର୍ସ କରିପାରିବେ ଛାତ୍ରଛାତ୍ରୀ OPA Apr 12, 2022 0 ଏଣିକି ଦୁଇଟି ରେଗୁଲାର ଡିଗ୍ରି କୋର୍ସ କରିପାରିବେ ଛାତ୍ରଛାତ୍ରୀ । ଏଣିକି ଫିଜିକାଲ ମୋଡରେ ଛାତ୍ରଛାତ୍ରୀମାନଙ୍କୁ ଏକକାଳୀନ ଦୁଇଟି ପୂର୍ଣ୍ଣକାଳୀନ ଡିଗ୍ରି କୋର୍ସ କରିବାକୁ ଅନୁମତି ଦେବାକୁ ବିଶ୍ୱବିଦ୍ୟାଳୟ ଅନୁଦାନ… Read More...
National ଶ୍ରୀଲଙ୍କାକୁ ସାହାଯ୍ୟର ହାତ ବଢ଼ାଇଲା ଭାରତ; ଦେଲା ୧୧ ହଜାର ମେଟ୍ରିକ ଟନ୍ ଚାଉଳ OPA Apr 12, 2022 0 ଶ୍ରୀଲଙ୍କାର ଜଟିଳ ସ୍ଥିତିରେ ଦୃଢ଼ ଏବଂ ଅଟଳ ସାହାଯ୍ୟକାରୀ ପଡ଼ୋଶୀ ଭାବେ ଛିଡ଼ା ହୋଇଛି ଭାରତ । ଦୁଇ ଅତ୍ୟାବଶ୍ୟକୀୟ ସାମଗ୍ରୀର ଘୋର ଅଭାବ ଦେଇ ଗତି କରୁଛି ଏହି ଦ୍ୱୀପ ଦେଶ । ମଙ୍ଗଳବାର ଭାରତ ୧୧ ହଜାର ମେଟ୍ରିକ ଟନ୍ ଚାଉଳ… Read More...
National ନ୍ୟୁୟର୍କରେ ମେଟ୍ରୋ ଷ୍ଟେସନରେ ଆଖିବୁଜା ଗୁଳିମାଡ଼; ୫ ମୃତ OPA Apr 12, 2022 0 ଆମେରିକାର ନ୍ୟୁୟର୍କ ଅନ୍ତର୍ଗତ ବ୍ରୁକଲିନ୍ରେ ଥିବା ଗୋଟିଏ ମେଟ୍ରୋ ଷ୍ଟେସନରେ ଆଖିବୁଜା ଗୁଳିମାଡ଼ ହୋଇଛି। ଏଥିରେ ଏଯାଏ ୫ ଜଣଙ୍କ ଜୀବନ ଯାଇଥିବାର ଖବର ମିଳିଥିବା ବେଳେ ୧୩ରୁ ଅଧିକ ଆହତ ହୋଇଛନ୍ତି। ଆହତମାନଙ୍କୁ ସ୍ଥାନୀୟ… Read More...
National ଆକ୍ସନ ମୁଡରେ ଯୋଗୀ ଆଦିତ୍ୟନାଥ; ଏଥର ମଧ୍ୟାହ୍ନ ଭୋଜନ ପାଇଁ ମିଳିବ ଅଧଘଣ୍ଟା OPA Apr 12, 2022 0 ଉତ୍ତରପ୍ରଦେଶରେ ଯୋଗୀ ଆଦିତ୍ୟନାଥ ମୁଖ୍ୟମନ୍ତ୍ରୀ ହେବା ପରେ ଆକ୍ସନ ମୁଡରେ ଆସିଯାଇଛନ୍ତି। ମଙ୍ଗଳବାର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାରୀ କର୍ମଚାରୀଙ୍କୁ ନେଇ ଏକ ବଡ ନିର୍ଦ୍ଦେଶ ଜାରି କରିଛନ୍ତି। ବର୍ତ୍ତମାନ ସରକାରୀ… Read More...
National ନିଜକୁ ବୈଦେଶିକ ଋଣ ଖିଲାପି ଘୋଷଣା କଲା ଶ୍ରୀଲଙ୍କା OPA Apr 12, 2022 0 ଆର୍ଥିକ ସଙ୍କଟରେ ଜୁଝି ହେଉଥିବା ଶ୍ରୀଲଙ୍କା ମଙ୍ଗଳବାର ୫୧ ବିଲିୟନ ଡଲାରର ବୈଦେଶିକ ଋଣକୁ ଡିଫଲ୍ଟ ଘୋଷଣା କରିଛି ଏବଂ ଆବଶ୍ୟକ ସାମଗ୍ରୀ ଆମଦାନୀ କରିବା ପାଇଁ ବୈଦେଶିକ ମୁଦ୍ରା ଶେଷ ହେବା ପରେ ଏହି ପଦକ୍ଷେପ ଶେଷ ପଦକ୍ଷେପ… Read More...
National ଶ୍ରୀକାକୁଲମ୍ରେ ମର୍ମନ୍ତୁଦ ରେଳ ଦୁର୍ଘଟଣା; କୋଣାର୍କ ଏକ୍ସପ୍ରେସ ଧକ୍କାରେ ୫ ମୃତ OPA Apr 12, 2022 0 ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ୍ ଜିଲ୍ଲାରେ ମର୍ମନ୍ତୁଦ ରେଳ ଦୁର୍ଘଟଣା। କୋଣାର୍କ ଏକ୍ସପ୍ରେସ ଧକ୍କାରେ ୫ ଜଣଙ୍କ ମୃତ୍ୟୁ ହୋଇଛି। ଦୁର୍ଘଟଣାରେ ଅନ୍ୟ ଜଣେ ଗୁରୁତର ହୋଇଥିବା ଜଣାପଡିଛି। ଭୁବେନଶ୍ୱରରୁ ମୁମ୍ୱାଇ ଅଭିମୁଖେ… Read More...
National ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହେବା ପରେ ଶାହାବାଜଙ୍କ ବଡ ଘୋଷଣା OPA Apr 11, 2022 0 ନିର୍ଦ୍ବନ୍ଦ୍ବରେ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହେବା ପରେ ବଡ଼ ଘୋଷଣା କଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହାବାଜ ଶରିଫ। ସରକାରୀ କର୍ମଚାରୀଙ୍କ ବେତନ ଏବଂ ପେନ୍ସନ୍ରେ ୧୦ ପ୍ରତିଶତ ବୃଦ୍ଧି ସହ ଶ୍ରମିକମାନଙ୍କ ପାଇଁ… Read More...
National ମଝି ଆକାଶରେ ଛିଡ଼ିଲା ରୋପୱେ; ୫୦୦ ଫୁଟ୍ ଉପରେ ୩୦ ଘଣ୍ଟାରୁ ଅଧିକ ସମୟ ଫସିରହିଲେ ପର୍ଯ୍ୟଟକ OPA Apr 11, 2022 0 ମଝି ଆକାଶରେ ଛିଡ଼ିଲା ରୋପୱେ। ୫୦୦ ଫୁଟ୍ ଉପରେ ଫସିରହିଲେ ୪୮ ପର୍ଯ୍ୟଟକ। ଝାଡ଼ଖଣ୍ଡ ତ୍ରିକୂଟ ପର୍ବତରେ ରୋପୱେ ଯାତ୍ରା ସମୟରେ ପର୍ଯ୍ୟଟକଙ୍କ ସହ ଘଟିଲା ବଡ଼ ଦୁର୍ଘଟଣା । ମଝି ଆକାଶରେ ରୋପୱେ ଛିଡ଼ିବାରୁ ପ୍ରାୟ ୩୦ ଘଣ୍ଟାରୁ… Read More...
National ଧାରଣାରେ ବସିଲେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ OPA Apr 11, 2022 0 ତେଲେଙ୍ଗାନାର ଚାଷୀମାନଙ୍କ ଠାରୁ ଧାନ କିଣନ୍ତୁ କେନ୍ଦ୍ର ସରକାର । ରାଜଧାନୀ ଦିଲ୍ଲୀରେ ଚାଷୀଙ୍କ ଠାରୁ ଧାନ କିଣା ପ୍ରସଙ୍ଗକୁ ନେଇ ଧାରଣାରେ ବସିଲେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ର ଶେଖର ରାଓ । ଶ୍ରୀ ରାଓ କେନ୍ଦ୍ର… Read More...
Bignews ଶାହାବାଜ ସରିଫ ହେଲେ ପାକିସ୍ତାନର ନୂତନ ପ୍ରଧାନମନ୍ତ୍ରୀ OPA Apr 11, 2022 0 ପାକିସ୍ତାନ ପାଇଲା ନୂଆ ପ୍ରଧାନମନ୍ତ୍ରୀ। ପାଓ୍ୱାର୍ ଗେମ୍ରେ ଇମ୍ରାନ୍ ଆଉଟ୍ ପରେ ବିରୋଧୀ ଦଳର ଶାହାବାଜ ସରିଫ ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଛନ୍ତି। ସେ ଦେଶର ୨୩ତମ ପ୍ରଧାନମନ୍ତ୍ରୀ ହୋଇଛନ୍ତି।… Read More...