Bignews ନୂତନ ସ୍ଥଳ ସେନା ମୁଖ୍ୟ ହେଲେ ଲେଫ୍ଟନେଣ୍ଟ ଜେନେରାଲ ମନୋଜ ପାଣ୍ଡେ OPA Apr 18, 2022 0 ନୂଆ ସ୍ଥଳ ସେନା ମୁଖ୍ୟ ନିଯୁକ୍ତ କଲେ କେନ୍ଦ୍ର ସରକାର । ଲେଫ୍ଟନେଣ୍ଟ ଜେନେରାଲ ମନୋଜ ପାଣ୍ଡେ ହେବେ ପରବର୍ତ୍ତୀ ସ୍ଥଳ ସେନା ମୁଖ୍ୟ । ପ୍ରଥମ ଇଞ୍ଜିନିୟର ଭାବେ ସ୍ଥଳସେନା ମୁଖ୍ୟ ହେବେ ମନୋଜ ପାଣ୍ଡେ ଦାୟିତ୍ୱ ଗ୍ରହଣ କରିବେ… Read More...
National ମତ୍ସ୍ୟ ଫ୍ୟାକ୍ଟ୍ରିରେ ବିଷାକ୍ତ ଗ୍ୟାସ୍ ଲିକ୍; ୫ ଶ୍ରମିକ ମୃତ OPA Apr 18, 2022 0 କର୍ଣ୍ଣାଟକ ମାଙ୍ଗାଲୁରୁ ସ୍ଥିତ ଏକ ମତ୍ସ୍ୟ ଫ୍ୟାକ୍ଟ୍ରିରେ ଦୁର୍ଘଟଣା । ବିଷାକ୍ତ ଗ୍ୟାସ୍ ଲିକ୍ ହୋଇ ୫ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ମାଙ୍ଗାଲୁରୁ ସ୍ଥିତ ବାଜପେ ଅଞ୍ଚଳରେ ଥିବା ଏକ ମତ୍ସ୍ୟ ପ୍ରକ୍ରିୟାକରଣ ୟୁନିଟ୍ରେ ଏହି… Read More...
National ଋଷ-ୟୁକ୍ରେନ ଯୁଦ୍ଧକୁ ନେଇ ଏଭଳି ମତ ରଖିଲେ ଜାତିସଂଘ ମୁଖ୍ୟ OPA Apr 18, 2022 0 ଋଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ଏବେ ସାରା ବିଶ୍ୱ ଚିନ୍ତାରେ ରହିଛି । ଏହା ମଧ୍ୟରେ ଜାତିସଂଘ ମୁଖ୍ୟ ଆଣ୍ଟୋନିଓ ଗୁଟେରେସ ଯେଉଁ ସତର୍କ ବାଣୀ ଶୁଣାଇଛନ୍ତି ତାହା ଏବେ ଚିନ୍ତା ବଢାଇଛି । ଗୁଟେରେସଙ୍କ ସୂଚନା… Read More...
Bignews ବଦଳିଲା ବ୍ୟାଙ୍କ ଖୋଲିବାର ସମୟ OPA Apr 18, 2022 0 ବ୍ୟାଙ୍କ ଗ୍ରାହକମାନଙ୍କ ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ତରଫରୁ ଏକ ଖୁସି ଖବର ଆସିଛି । ଏବେ ବ୍ୟାଙ୍କ ଗ୍ରାହକମାନେ ନିଜର ବ୍ୟାଙ୍କ କାମ ତୁଟାଇବାକୁ ଆହୁରି ଅଧିକ ୧ ଘଂଟା ସମୟ ପାଇବେ । ଭାରତୀୟ ରିଜର୍ଭ ବ୍ୟାଙ୍କ ତରଫରୁ… Read More...
National ପୁଣି ଧରାପଡିଲା ଚୀନ୍ର ଚାଲାକି; ଏଲଏସିରେ ନିକଟରେ ସ୍ଥାପନ କଲା ୩ଟି ମୋବାଇଲ ଟାୱାର OPA Apr 17, 2022 0 ଚୀନ୍ ଏବେ ବାସ୍ତବିକ ନିୟନ୍ତ୍ରଣ ରେଖା ନିକଟସ୍ଥ ହଟସ୍ପ୍ରିଂ ପାଖ ଆଖରେ ୩ଟି ମୋବାଇଲ ଟାୱାର ସ୍ଥାପନା କରିଛି। ରବିବାର ଏହି ସୂଚନା ଦେଇଛନ୍ତି ଚୁସୁଲର ସ୍ଥାନୀୟ କର୍ପୋରେଟର କୋଞ୍ଚୋକ ସ୍ତାନଜିନ୍। ଏ ନେଇ ସେ ଏକ ଟ୍ୱିଟ୍… Read More...
National ଭାରତରେ କମିଛି ଦାରିଦ୍ର୍ୟତା ହ୍ରାସ OPA Apr 17, 2022 0 ଭାରତରେ ଧିରେ ଧିରେ କମୁଛି ଦାରିଦ୍ର୍ୟତା । ବିଶ୍ୱ ବ୍ୟାଙ୍କ ପଲିସି ରିସର୍ଚ୍ଚରୁ ଏକ ଆଶ୍ୱସ୍ତିକର ତଥ୍ୟ ସାମ୍ନାକୁ ଆସିଛି । ୨୦୧୧ ତୁଳନାରେ ୨୦୧୯ରେ ଭାରତରେ ଦାରିଦ୍ର୍ୟ ୧୨.୩ ପ୍ରତିଶତ ହ୍ରାସ ପାଇଛି।ଦାରିଦ୍ର୍ୟ… Read More...
National ୨୧ରେ ଦୁଇ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି ବୋରିସ୍ ଜନସନ OPA Apr 17, 2022 0 ଚଳିତ ମାସ୨୧ ତାରିଖରେ ଦୁଇ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ।ଏହି ଦୁଇ ଦିନିଆ ଗସ୍ତରେ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ଦ୍ବିପାକ୍ଷିକ ଚୁକ୍ତି… Read More...
National ଦିଲ୍ଲୀରେ ମରିସସ୍ ପ୍ରଧାନମନ୍ତ୍ରୀ OPA Apr 17, 2022 0 ମରିସସ୍ ପ୍ରଧାନମନ୍ତ୍ରୀ ପ୍ରବୀନ୍ଦ କୁମାର ଜଗନ୍ନାଥ ୮ଦିନିଆ ଭାରତ ଗସ୍ତରେ ଆସି ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିମନ୍ତ୍ରଣ କ୍ରମେ ଭାରତ ଆସିଥିବା ଶ୍ରୀ ଜଗନ୍ନାଥଙ୍କ ସହ ତାଙ୍କ ପତ୍ନୀ… Read More...
National ପୁଣିଥରେ ଆମେରିକାରେ ବଡ଼ ଧରଣର ଗୁଳିକାଣ୍ଡ; ୧୨ରୁ ଅଧିକ ଲୋକ ଆହତ OPA Apr 17, 2022 0 ଆମେରିକା ସାଉଥ କାରୋଲିନାରେ ପୁଣି ବଡ଼ ଧରଣର ଗୁଳିକାଣ୍ଡ । ଏହି ଗୁଳିକାଣ୍ଡରେ ୧୨ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଜନଗହଳି ପୂର୍ଣ୍ଣ କଲମ୍ବିଆନ ସେଣ୍ଟରର ଏକ ମଲରେ ଅକସ୍ମାତ ଗୁଳିମାଡ଼ ଯୋଗୁ ଆତଙ୍କ ପ୍ରକାଶ ପାଇଛି ।… Read More...
National ତାଲିବାନଙ୍କ ନୂଆ ଅଜବ ନିୟମ; ଏଣିକି ନେକ୍ ଟାଇ ପିନ୍ଧି ସ୍କୁଲକୁ ଆସିବା ମନା OPA Apr 16, 2022 0 ଗତ ବର୍ଷ ଆଫଗାନିସ୍ତାନରେ ତାଲିବାନର ଶାସନ ଆରମ୍ଭ ହେବାପରେ ପ୍ରାୟ ପ୍ରତି ମାସରେ ନୂଆ ନୂଆ ଅଜବ ନିୟମ ଜାରି କରାଯାଉଛି । ତାଲିବାନ ପକ୍ଷରୁ ଜାରି ନୂଆ ନିୟମ ଅନୁସାରେ ଏଣିକି ନେକ୍ ଟାଇ ପିନ୍ଧି ସ୍କୁଲକୁ ଆସିବା ମନା । କେବଳ… Read More...
National ଆଫଗାନିସ୍ତାନ ଉପରେ ପାକିସ୍ତାନର ଏୟାର୍ଷ୍ଟ୍ରାଇକ୍: ୩୦ ମୃତ OPA Apr 16, 2022 0 ଗୋଟିଏ ପଟେ ଋଷ-ୟୁକ୍ରେନ୍ ଯୁଦ୍ଧ ସାରା ବିଶ୍ୱକୁ ଦୋହଲାଇ ଦେଇଥିବା ବେଳେ ଏପଟେ ପାକିସ୍ତାନ ଆଫଗାନିସ୍ତାନ ଉପରେ ଏୟାର୍ ଷ୍ଟ୍ରାଇକ୍ କରିଛି। ଏପ୍ରିଲ ୧୫ ତାରିଖ ରାତିରେ ପାକିସ୍ତାନ ଆଫଗାନିସ୍ତାନର ଖୋଷ୍ଟ ଅଞ୍ଚଳରେ ଏୟାର୍… Read More...
National ପଞ୍ଜାବ ସରକାରଙ୍କ ବଡ ଘୋଷଣା; ପ୍ରତ୍ୟେକ ଘରକୁ ମାଗଣା ମିଳିବ ୩୦୦ ୟୁନିଟ୍ ବିଦ୍ୟୁତ୍ OPA Apr 16, 2022 0 ପଞ୍ଜାବର ଆମ୍ ଆଦମୀ ପାର୍ଟିର ଭଗବନ୍ତ ମନ୍ ସରକାର ବିଦ୍ୟୁତ୍ ପ୍ରତିଶୃତି ସମ୍ପର୍କରେ ଏକ ବଡ଼ ଘୋଷଣା କରିଛି। ପଞ୍ଜାବର ପ୍ରତ୍ୟେକ ପରିବାରକୁ ୩୦୦ ୟୁନିଟ୍ ବିଦ୍ୟୁତ୍ ମାଗଣାରେ ଦିଆଯିବ ବୋଲି ଆଜି ପଞ୍ଜାବ ସରକାରଙ୍କ ତରଫରୁ ଏକ… Read More...
National ଉପ ବାଚସ୍ପତିଙ୍କୁ ଚାପୁଡ଼ା ମାରିଲେ ଇମ୍ରାନଙ୍କ ଦଳର ବିଧାୟକ OPA Apr 16, 2022 0 ବିଧାନସଭାରେ ଶନିବାର ଜୋରଦାର ହଙ୍ଗାମା ଦେଖିବାକୁ ମିଳିଛି । ରିପୋର୍ଟ ଅନୁଯାୟୀ ଇମରାନ ଖାନଙ୍କ ପାର୍ଟୀ ପାକିସ୍ତାନ ତହରିକ-ଏ-ଇନ୍ସାଫ୍(ପିଟିଆଇ) ସଦସ୍ୟ ପଞ୍ଜାବ ବିଧାନସଭାର ଉପ ବାଚସ୍ପତି ଦୋସ୍ତ ମୋହମ୍ମଦ ମଜାରୀଙ୍କ ସହ… Read More...
National ୟୁକେ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କୁ ରୁଷରେ ପ୍ରବେଶ ଉପରେ ଲାଗିଲା କଟକଣା OPA Apr 16, 2022 0 ୟୁକ୍ରେନ ଉପରେ ଆକ୍ରମଣ ପରଠୁ ରୁଷ ବିରୋଧରେ ସମଗ୍ର ବିଶ୍ଵରେ ଅନେକ କଟକଣା ଲାଗି ସାରିଛି। ଆଉ ଏବେ ରୁଷ ଏହାର ପାଲଟା ଜବାବ ମଧ୍ୟ ଦେଉଛି। ଏହି କ୍ରମରେ ପୁଟିନ ସରକାର ୟୁକେ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ରୁଷରେ ପ୍ରବେଶ… Read More...