Browsing Tag

national news

ଇତିହାସ ରଚିଲେ ଛତିଶଗଡ଼ର ଝିଅ ଜ୍ଞାନେଶ୍ୱରୀ ଯାଦବ

ଇତିହାସ ରଚିଲେ ଛତିଶଗଡ଼ର ଝିଅ ଜ୍ଞାନେଶ୍ୱରୀ ଯାଦବ । ଗ୍ରୀସର ହେରାକ୍ଲିଓନ୍ ସହରରେ ଚାଲିଥିବା ଜୁନିଅର୍ ୱର୍ଲ୍ଡ ୱେଟ୍ ଲିଫ୍ଟିଙ୍ଗ୍ ଚ୍ୟାମ୍ପିୟନସିପରେ ରାଜନାନ୍ଦଗାଓଁର ଜ୍ଞାନେଶ୍ୱରୀ ଯାଦବ ରୌପ୍ୟ ପଦକ ଜିତି ସାରା ଦେଶ ପାଇଁ…
Read More...

ଅସଲ ରୂପ ଦେଖାଇଲା ତାଲିବାନ; ମହିଳାଙ୍କୁ ବୁର୍ଖା ପିନ୍ଧିବାକୁ ଦେଲା ନିର୍ଦ୍ଦେଶ

ଆଫଗାନିସ୍ତାନରେ କ୍ଷମତାକୁ ଅକ୍ତିଆର କରିବାର କିଛି ମାସରେ ନିଜର ଅସଲ ରୂପ ଦେଖାଇଛି ତାଲିବାନ । ପୂର୍ବ ଅପେକ୍ଷା ଏଥର ଉତ୍ତମ ଶାସନର ଦାବି କରୁଥିବା ତାଲିବାନ ଶନିବାର ନୂଆ ନିର୍ଦ୍ଦେଶନାମା ଜାରି କରିବା ସହ ନିଜର ଉଦ୍ଦେଶ୍ୟ…
Read More...

ଦିଦିଙ୍କ ଭଣଜା ବୋହୂଙ୍କ ନାଁରେ ଆରେଷ୍ଟ ୱାରେଣ୍ଟ ଜାରି କଲେ କୋର୍ଟ

କୋଇଲା ଘୋଟାଲାରେ ସମ୍ପୃକ୍ତ ମମତା ବନାର୍ଜୀଙ୍କ ଭଣଜା ତଥା ଟିଏମସି ସାଂସଦ ଅଭିଶେକ ବାନାର୍ଜିଙ୍କ ସ୍ତ୍ରୀ ରୁଜିରୋ ବାନାର୍ଜୀଙ୍କ ବିରୋଧରେ ଜାମିନଯୋଗ୍ୟ ଆରେଷ୍ଟ ୱାରେଣ୍ଟ ଜାରି କରିଛନ୍ତି ପଟିଆଲା ହାଉସ କୋର୍ଟ । କୋଇଲା…
Read More...

ହୋଟେଲରେ ଭୟଙ୍କର ବିସ୍ଫୋରଣ; ୨୨ ମୃତ, ୭୪ ଆହତ

ଏକ ହୋଟେଲରେ ଭୟଙ୍କର ବିସ୍ଫୋରଣ ଘଟି ୨୨ ଜଣ ଲୋକଙ୍କ ମୃତ୍ୟୁ ଘଟିଛି । ଏଥିସହିତ ୭୪ ଜଣ ଲୋକ ଆହତ ମଧ୍ୟ ହୋଇଛନ୍ତି । ତେବେ ଗ୍ୟାସ ଲିକ କାରଣରୁ ଏହି ଧମାକା ହୋଇଥିବା କୁହାଯାଉଛି । କ୍ୟୁବା ରାଜଧାନୀ ହବାନାର ଏକ ଲକଜୁରୀ…
Read More...

ଗାଙ୍ଗୁଲୀଙ୍କ ଘରେ ରାତ୍ରିଭୋଜନ କଲେ ଅମିତ ଶାହ

କୋଲ୍‌କାତା ଗସ୍ତରେ ଆସିଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଶୁକ୍ରବାର ରାତିରେ 'ବିସିସିଆଇ'ର ମୁଖ୍ୟ ତଥା ଭାରତୀୟ କ୍ରିକେଟ ଦଳର ପୂର୍ବତନ କ୍ୟାପଟେନ୍ ସୌରଭ ଗାଙ୍ଗୁଲୀଙ୍କ ଘରେ ରାତ୍ରିଭୋଜନ କରିଥିଲେ। କେନ୍ଦ୍ର…
Read More...

ହେଲିକପ୍ଟରରେ ପିଲାଙ୍କୁ ବୁଲାଇଲେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ

ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ଭୂପେଶ ବଘେଲାଙ୍କ ବଡ଼ ବଦାନ୍ୟତା। କୁନି ପିଲାଙ୍କ କଥା ରଖିବାକୁ ଯାଇ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ହେଲିକ୍ଟରରେ ବୁଲାଇଥିବା ଦେଖିବାକୁ ମିଳିଛି। ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ…
Read More...

ଜାତିସଂଘରେ ଭାରତର କଡା ବୟାନ

ମିଳିତ ଜାତିସଂଘରେ ଭାରତ ପକ୍ଷରୁ ଆଜି ନେଦରଲାଣ୍ଡ ରାଷ୍ଟ୍ରଦୂତଙ୍କ ଏକ ବୟାନ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ରୁଷ-ୟୁକ୍ରେନ ଯୁଦ୍ଧ ପ୍ରସଙ୍ଗରେ ଭାରତର ପ୍ରତିନିଧି ଟିଏସ ତିରୁମୂର୍ତି ସ୍ପଷ୍ଟ ଭାବେ କହିଛନ୍ତି ଆପଣ…
Read More...

ସୁରକ୍ଷାକର୍ମୀଙ୍କୁ ବଡ ସଫଳତା; ହିଜବୁଲ କମାଣ୍ଡରଙ୍କ ସମେତ ୩ ଆତଙ୍କବାଦୀ ନିହତ

ଦକ୍ଷିଣ କଶ୍ମୀରରେ ଏକ ଅପରେଶନରେ ହିଜବୁଲ ମୁଜାହିଦ୍ଦିନର କମାଣ୍ଡର ଅଶରଫ ମୌଲବି ନିହତ ହୋଇଥିବା ଜଣାପଡିଛି । ଏହି ଆତଙ୍କବାଦୀଙ୍କ ମୃତ୍ୟୁ ପରେ ଘାଟିରେ ସୁରକ୍ଷାକର୍ମୀଙ୍କୁ ଆତଙ୍କବାଦୀ ବିରୋଧି ଅଭିଯାନରେ ବଡ ସଫଳତା ମିଳିଛି…
Read More...

କ୍ଷମା ମାଗିଲେ ପୁଟିନ

ୟୁକ୍ରେନ ଉପରେ ଘନଘନ ଆକ୍ରମଣ କରୁଥିବା ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଇସ୍ରାଏଲକୁ କ୍ଷମା ମାଗିଛନ୍ତି। ରୁଷର ବୈଦେଶିକ ମନ୍ତ୍ରୀଙ୍କ ସର୍ଗେୟି ଲାଭରୋଭଙ୍କ ବିବାଦୀୟ ବୟାନ ପାଇଁ ପୁଟିନ ନିଃସର୍ତ୍ତ କ୍ଷମା ମାଗିଛନ୍ତି।…
Read More...

PhD ନାମ ଲେଖାଇବା ପାଇଁ NET-JRF ଉତ୍ତୀର୍ଣ୍ଣଙ୍କ ପାଇଁ ରହିବ ୬୦% ସଂରକ୍ଷଣ

PhD ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ UGC ପକ୍ଷରୁ ଏକ ବଡ ଘୋଷଣା କରାଯାଇଛି । ପିଏଚଡିରେ ୬୦ ପ୍ରତିଶତ ସ୍ଥାନରେ NET ଓ JRF ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ବିଦ୍ୟାର୍ଥୀମାନଙ୍କୁ ନାମ ଲେଖାଇବା ପାଇଁ ସୁଯୋଗ ଦିଆଯିବ।…
Read More...

ଥରିଲା ପାକିସ୍ତାନ

ଆଜି ସକାଳୁ ସକାଳୁ ପାକିସ୍ତାନରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି । ସକାଳ ୬ଟା ୧୮ମିନିଟ୍‌ରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିବା ସୂଚନା ମିଳିଛି | ତେବେ ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫.୧ ରହିଛି । ଭୂକମ୍ପ ଝଟ୍‌କା…
Read More...

୧୫ କ୍ୱିଣ୍ଟାଲ ଫୁଲରେ ସଜ୍ଜିତ ହୋଇଛି କେଦାରନାଥ ଧାମ

କେଦାର ବାବାଙ୍କର ଉତ୍ସବ ଡୋଲି ଗୁରୁବାର ସନ୍ଧ୍ୟାରେ ଗୌରୀକୁଣ୍ଡରୁ ବାହାରି କେଦାରନାଥରେ ପହଞ୍ଚିଛି । ଏବେ ଶୁକ୍ରବାର ଅର୍ଥାତ୍‌ ଆସନ୍ତା କାଲି ସକାଳ ୬.୨୫ଟାରେ ମନ୍ଦିରର କବାଟ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲି ଦିଆଯିବ। କବାଟ…
Read More...

ଜମ୍ମୁ କାଶ୍ମୀରରେ କାଶ୍ମୀର ପଣ୍ଡିତଙ୍କ ପାଇଁ ସ୍ଥାନ ସଂରକ୍ଷଣ

ଖୁବଶୀଘ୍ର ଜମ୍ମୁ କାଶ୍ମୀରରେ ବିଧାନସଭା ନିର୍ବାଚନ ହେବ ବୋଲି ଆଶା କରାଯାଉଛି । ଜମ୍ମୁ-କାଶ୍ମୀରର ସୀମା ନିର୍ଦ୍ଧାରଣ କରିବାକୁ ଯେଉଁ କମିଟି ଗଠନ କରାଯାଇଥିଲା ସେହି କମିଟି ଏବେ ଗୃହ ବିଭାଗକୁ ରିପୋର୍ଟ ପ୍ରଦାନ କରିଛି ।…
Read More...

ଅମରନାଥ ଯାତ୍ରାକୁ ସୁରକ୍ଷା ଦାୟିତ୍ୱ ନେବେ ଗୁଇନ୍ଦା ହେଲିକପ୍ଟର ଓ ଡ୍ରୋନ୍

ଦେଶରେ ଅମରନାଥ ଯାତ୍ରାକୁ ନେଇ ଯାତ୍ରୀଙ୍କ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଜୁନ୍ ମାସରେ ପ୍ରସ୍ତାବିତ ଅମରନାଥ ଯାତ୍ରାର ସୁରକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି ଯବାନ। ସିଆରପିଏଫ ଫୋର୍ସର ଅଧିକାରୀମାନେ…
Read More...