Browsing Tag

national news

ଭାରତରେ କରୋନାରେ ପ୍ରାୟ ୪୭ ଲକ୍ଷ ଲୋକ ପ୍ରାଣ ହରାଇଛନ୍ତି

ଭାରତରେ କରୋନା ମହାମାରୀରେ ପ୍ରାୟ ୪୭ ଲକ୍ଷ ଲୋକେ ପ୍ରାଣ ହରାଇଥିବା ଦାବି କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ହୁ) । ଯାହା ଭାରତ ସରକାରଙ୍କ ତଥ୍ୟଠାରୁ ପ୍ରାୟ ଦଶ ଗୁଣା ଅଧିକ । ହୁ ଜାରି କରିଥିବା ସୂଚନା ମୁତାବକ ୧ ଜାନୁଆରୀ…
Read More...

କଂଗ୍ରେସ ବିଧାୟକ ଜିଗ୍ନେଶ ମେୱାନୀଙ୍କୁ ୩ମାସ ଜେଲ

୨୦୧୭ରେ ଏକ ଅବୈଧ ରାଲିକୁ ନେଇ ଦୋଷୀ ସାବ୍ୟସ୍ତ ହୋଇଛନ୍ତି କଂଗ୍ରେସ ବିଧାୟକ ଜିଗ୍ନେଶ ମେୱାନୀ। ଗୁଜରାଟର ମହେସାଣା କୋର୍ଟ ତାଙ୍କୁ ୩ମାସ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ୧ ହଜାର ଟଙ୍କା ଜରିମାନା କରାଯାଇଛି।…
Read More...

କେଜ୍ରିୱାଲଙ୍କ ବଡ ଘୋଷଣା; ଦିଲ୍ଲୀରେ ଏହିମାନଙ୍କୁ ମାଗଣା ମିଳିବନି ବିଜୁଳି

ମାଗଣା ବିଜୁଳିକୁ ନେଇ ଦିଲ୍ଲୀ ସରକାର ଏକ ନିଷ୍ପତ୍ତି ନେଇଛନ୍ତି । ଏହି କ୍ରମରେ ଏବେ ଦିଲ୍ଲୀରେ ସମସ୍ତଙ୍କୁ ମାଗଣା ବିଜୁଳି ମିଳିବ ନାହିଁ । ଏନେଇ କ୍ରେଜିୱାଲ କହିଛନ୍ତି କି, ଏବେ ଦିଲ୍ଲୀରେ କେବଳ ଇଚ୍ଛୁକ ଲୋକଙ୍କୁ ମାଗଣା…
Read More...

ଜାମ୍ମୁ କାଶ୍ମୀରରେ ଖୁବ ଶୀଘ୍ର ବାଜିବ ନିର୍ବାଚନୀ ବିଗୁଲ; ଚୂଡ଼ାନ୍ତ ରିପୋର୍ଟ ପ୍ରକାଶ କଲେ ସୀମା ପୁନଃନିର୍ମାଣ…

କେନ୍ଦ୍ର ଶାସିତ ଅଞ୍ଚଳ ଜାମ୍ମୁ କାଶ୍ମୀରରେ ବାଜିବାକୁ ଯାଉଛି ନିର୍ବାଚନୀ ବିଗୁଲ । ଗୁରୁବାର ରାଜ୍ୟର ସୀମା ପୁନଃନିର୍ମାଣ କମିଶନ ଏହାର ଚୁଡ଼ାନ୍ତ ରିପୋର୍ଟ ପ୍ରକାଶ କରିଛନ୍ତି । ସୂଚନା ମୁତାବକ ୬ ମେ ପର୍ଯ୍ୟନ୍ତ ଏହି…
Read More...

ଶ୍ରୀଲଙ୍କାକୁ ସହାୟତାର ହାତ ବଢ଼ାଇଲା ତାମିଲନାଡୁ

ଶ୍ରୀଲଙ୍କା ଦୟନୀୟ ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ସ୍ଥିତି ଏତେ ଶୋଚନୀୟ ଯେ ଲୋକେ ଅତ୍ୟାବଶ୍ୟକ ସାମଗ୍ରୀ ମଧ୍ୟ କିଣି ପାରୁ ନାହାନ୍ତି। ଏହି ପରି ଘଡିସନ୍ଧି ମୁହୂର୍ତ୍ତରେ ଶ୍ରୀଲଙ୍କାର ସାହାଯ୍ୟ ପାଇଁ ଆଗକୁ ଆସିଛି…
Read More...

୨ରୁ ୧୮ ବର୍ଷର ପିଲାଙ୍କ ଶରୀରରେ କୋଭାକ୍ସିନର ବୁଷ୍ଟର ଡୋଜ୍ ପରୀକ୍ଷଣ ପାଇଁ ଅନୁମତି ମାଗିଲା ଭାରତ ବାୟୋଟେକ୍

୨ରୁ ୧୮ ବର୍ଷର ପିଲାଙ୍କ ଶରୀରରେ କୋଭାକ୍ସିନର ବୁଷ୍ଟର ଡୋଜ୍ ପରୀକ୍ଷଣ ପାଇଁ ଭାରତୀୟ ଔଷଧ ମହାନିୟନ୍ତ୍ରକ (ଡିସିଜିଆଇ)ଙ୍କ ଅନୁମତି ଲୋଡ଼ିଛି ଭାରତ ବାୟୋଟେକ୍ ।ଗତ ମାସରେ ୬ରୁ ୧୨ ମାସ ପିଲାଙ୍କ ପାଇଁ ଭାରତ ବାୟୋଟେକ…
Read More...

ହିନ୍ଦୀ ଜାଣିଥିବା ଯୁବକଙ୍କୁ ସେନାରେ ଭର୍ତ୍ତି କରାଉଛି ଡ୍ରାଗନ

ଭାରତ ବିପକ୍ଷରେ ଚୀନ କରୁଛି ନୂଆ ରଣନୀତି । ଭାରତୀୟ ସେନାଙ୍କୁ ଫସେଇବା ପାଇଁ ରଚୁଛି ଚକ୍ରବ୍ୟୁହ । ନିଜର ପିପୁଲ୍ସ ଲିବରେସନ ଆର୍ମିରେ ସାମିଲ କରୁଛି କିଛି ନୂଆ ଯବାନ । ଯେଉଁମାନେ ହିନ୍ଦୀ ଭାଷା ବୁଝିବା ସହ କହି ପାରୁଛନ୍ତି…
Read More...

କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପାଇଁ ହେବ ଏକକ ପ୍ରବେଶିକା ପରୀକ୍ଷା

କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପାଇଁ ସର୍ବଭାରତୀୟ ସ୍ତରରେ ହେବ ଏକକ ପ୍ରବେଶିକା ପରୀକ୍ଷା । ଓଡ଼ିଶା, କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ସର୍ବଭାରତୀୟ ପ୍ରବେଶିକା ପରୀକ୍ଷାରେ ଚଳିତ ବର୍ଷ ସାମିଲ ହୋଇଛି । "ଗୋଟିଏ ଦେଶ -ଏକ ପରୀକ୍ଷା"…
Read More...

ସାଂସଦ ନବନୀତ ରାଣା ଓ ବିଧାୟକ ସ୍ୱାମୀ ରବି ରାଣାଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ

ହନୁମାନ ଚାଳିଶା ପାଠ ବିବାଦରେ ସାଂସଦ ନବନୀତ ରାଣା ଓ ବିଧାୟକ ସ୍ୱାମୀ ରବି ରାଣାଙ୍କ ଗିରଫ ପରେ ଉଭୟଙ୍କୁ ମିଳିଛି ସର୍ତ୍ତମୂଳକ ଜାମିନ | ମୁମ୍ବାଇ ସେସନ କୋର୍ଟ ଉଭୟଙ୍କୁ ସର୍ତମୂଳକ ଜାମିନ ପ୍ରଦାନ କରିଛନ୍ତି |ଗିରଫ…
Read More...

ଡେନମାର୍କ ପ୍ରଧାନମନ୍ତ୍ରୀଙ୍କ ଘରେ ମୋଦି

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡ଼େନମାର୍କରେ ପହଞ୍ଚିଛନ୍ତି। ବିମାନ ବନ୍ଦରରେ ଡେନମାର୍କ ପ୍ରଧାନମନ୍ତ୍ରୀ ମେଟ୍ ଫ୍ରେଡିକ୍ସନ ତାଙ୍କୁ ସ୍ୱାଗତ କରିଥିଲେ। ସେଠାରୁ ମୋଦି ଡେନମାର୍କ ପ୍ରଧାନମନ୍ତ୍ରୀଙ୍କ ଘରକୁ ଯାଇଥିଲେ।…
Read More...

ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ କାରଣ ଦର୍ଶାଅ ନୋଟିସ

ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ କାରଣ ଦର୍ଶାଅ ନୋଟିସ ଜାରି | ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଜାରି ହୋଇଛି ଏହି ନୋଟିସ | ଫଳରେ ତାଂକ ପାଇଁ ଅଡୁଆ ବଢ଼ିଯାଇଛି | ବହୁ ଚର୍ଚ୍ଚିତ ଅଫିସ ଅଫ୍‌ ପ୍ରଫିଟ ମାମଲାରେ…
Read More...

ମୋଦି-ମାକ୍ରୋନଙ୍କ ସାକ୍ଷାତ ପୂର୍ବରୁ ଫ୍ରାନ୍ସର ଏଭଳି ବଡ ଘୋଷଣା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂପ୍ରତି ୟୁରୋପ ଗସ୍ତରେ ଅଛନ୍ତି। ଗତକାଲି ଜର୍ମାନୀ ଯାତ୍ରା ପରେ ମଙ୍ଗଳବାର ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ ମୋଦି। ନିକଟରେ ମାକ୍ରୋନ ନିର୍ବାଚନ…
Read More...

ଏଣିକି କରୋନା ଟିକା ନେବା ପାଇଁ କାହାକୁ ବାଧ୍ୟ କରାଯାଇପାରିବ ନାହିଁ

ଏଣିକି କରୋନା ଟିକା ନେବା ପାଇଁ କାହାକୁ ବାଧ୍ୟ କରାଯାଇ ପାରିବ ନାହିଁ । ଏକ ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟ କୋରୋନା ଟୀକାକରଣକୁ ନେଇ ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି ।ସୂଚନା ଅନୁସାରେ, ଟିକା ନେବାକୁ…
Read More...

ଯବାନଙ୍କ ପାଖରୁ ବାହାରିଲା ଗ୍ରେନେଡ

ଜମ୍ମୁକାଶ୍ମୀରର ଶ୍ରୀନଗର ବିମାନବନ୍ଦରରୁ ଗ୍ରେନେଡ ଉଦ୍ଧାର ହୋଇଛି । ଜଣେ ଯବାନଙ୍କ ପାଖରୁ ଏହି ଗ୍ରେନେଡ ଉଦ୍ଧାର ହୋଇଛି । ବ୍ୟାଗେଜ ସ୍କ୍ରିନିଂ ବେଳେ ଏହି ହ୍ୟାଣ୍ଡ ଗ୍ରେନେଡ ଉଦ୍ଧାର ହୋଇଛି । ଏହା ପରେ ତାଙ୍କୁ ହେପାଜତରେ…
Read More...