National ୬ ରୁ ୧୨ ବର୍ଷର ପିଲାଙ୍କୁ ଦିଆଯିବ କୋଭାକ୍ସିନ ଟିକା OPA Apr 26, 2022 0 ଗୋଟିଏ ପଟେ ପୁଣିଥରେ କରୋନା କାୟା ବିସ୍ତାର କରୁଥିବା ବେଳେ ବୁଷ୍ଟର ଡୋଜ ଦିଆଯିବା ଉପରେ ଗୁରୁତ୍ୱ ଦିଆଯାଉଛି । ଆଉ ଏସବୁ ଭିତରେ ଏବେ ୬ରୁ ୧୨ ବର୍ଷର ପିଲାଙ୍କୁ କରୋନା ଟିକା ଦିଆଯିବାକୁ ନିଷ୍ପତ୍ତି ନିଆଯାଇଛି । ୬ରୁ ୧୨… Read More...
National କରୋନାମୁକ୍ତ ହେଲା ନାଗାଲାଣ୍ଡ OPA Apr 25, 2022 0 ଉତ୍ତର-ପୂର୍ବ ରାଜ୍ୟ ନାଗାଲାଣ୍ଡରୁ ଖୁସି ଖବର ସାମ୍ନାକୁ ଆସିଛି । ଗତକାଲି ରାଜ୍ୟର ଏକ ମାତ୍ର କୋଭିଡ ସଂକ୍ରମିତ ସୁସ୍ଥ ହେବା ପରେ କୋଭିଡ ଶୂନ୍ୟ ହୋଇଛି ରାଜ୍ୟ । ସୁସ୍ଥ ହୋଇଥିବା ରୋଗୀ ଜଣଙ୍କ ଦିମାପୁର ଜିଲ୍ଲାର… Read More...
National ୧୬ଟି ୟୁଟ୍ୟୁବ୍ ଚ୍ୟାନେଲକୁ ବ୍ୟାନ୍ କଲେ ସରକାର OPA Apr 25, 2022 0 ସାମାଜିକ ଗଣମାଧ୍ୟମ ଉପରେ ଗୋଟିଏ ପରେ ଗୋଟିଏ ଆକ୍ସନ ନେଉଛନ୍ତି ଭାରତ ସରକାର । ଅନ୍ୟତମ ସୋସିଆଲ ମିଡିଆ ପ୍ଲାଟଫର୍ମ ୟୁଟ୍ୟୁବ୍ରେ ଆପତ୍ତିଜନକ ତଥା ଦେଶ ବିରୋଧୀ ମନ୍ତବ୍ୟ ପ୍ରସାରଣ କାରଣରୁ ୧୬ଟି ଚ୍ୟାନେଲକୁ ବ୍ୟାନ୍… Read More...
National ଆଫ୍ଗାନିସ୍ତାନରେ ଟିକ୍ ଟକ୍ ଆପ୍ ଓ ପବ୍ଜି ଅନ୍ଲାଇନ ଗେମକୁ ବାତିଲ OPA Apr 25, 2022 0 ଆଫ୍ଗାନିସ୍ତାନରେ କ୍ଷମତାସୀନ ତାଲିବାନ ସରକାର ଇତିମଧ୍ୟରେ ଟିକ୍ ଟକ୍ ଆପ୍ ଓ ପବ୍ଜି (ପିପୁଲ୍ସ ଅନ୍ନୋନ୍ ବ୍ୟାଟେଲ ଗ୍ରାଉଣ୍ଡସ) ଅନ୍ଲାଇନ ଗେମକୁ ବାତିଲ ଘୋଷଣା କରିଛନ୍ତି । ଟିକ୍ ଟକ୍ ଓ ପବ୍ଜି କବଳରେ ପଡି… Read More...
National ଜାମିନ ମିଳିବାର କିଛି ସମୟ ଭିତରେ ପୁଣିଥରେ ଗିରଫ ହେଲେ ଜିଗ୍ନେଶ ମେୱାନୀ OPA Apr 25, 2022 0 ଜାମିନ ମିଳିବାର କିଛି ସମୟ ଭିତରେ ଜିଗ୍ନେଶ ମେୱାନୀ ପୁଣି ଗିରଫ। ଆସମ ପୋଲିସ ପୁଣି ଥରେ ଗୁଜରାଟର ବିଧାୟକ ଜିଗ୍ନେସ ମେୱାନୀଙ୍କୁ ଗିରଫ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀକୁ ନେଇ କରିଥିବା ଟ୍ୱିଟ ସହ ଜଡିତ ମାମଲାରେ… Read More...
National ଦିଲ୍ଲୀରେ ଭୁଶୁଡିଲା ନିର୍ମାଣାଧୀନ କୋଠା ; ଉଦ୍ଧାର କାର୍ଯ୍ୟ ଜାରି OPA Apr 25, 2022 0 ଦିଲ୍ଲୀରେ ଭୁଶୁଡିଲା ନିର୍ମାଣାଧୀନ କୋଠା। ଦକ୍ଷିଣ ଦିଲ୍ଲୀର ସତ୍ୟ ନିକେତନ ଅଞ୍ଚଳରେ ଥିବା ଏକ କୋଠା ଭୁଶୁଡି ପଡିଥିବା ଜଣାପଡ଼ିଛି। ଏହି ଦୁର୍ଘଟଣାରେ ଶିକାର ହୋଇଛନ୍ତି ୭ଜଣ ଶ୍ରମିକ। କୋଠା ଭୁଶୁଡ଼ିବା ସମୟରେ ୭ଜଣ ଶ୍ରମିକ… Read More...
National ସ୍ୱାଧୀନତାର ଆଗାମୀ ୨୫ ବର୍ଷରେ ନୂତନ ଜାମ୍ମୁ କାଶ୍ମୀର ବିକାଶର ଏକ ନୂତନ କାହାଣୀ ଲେଖିବ OPA Apr 24, 2022 0 ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଦିନ ଜାମ୍ମୁ କାଶ୍ମୀରର ସାମ୍ବା ଜିଲ୍ଲାର ପଲ୍ଲୀ ଗ୍ରାମ ପଞ୍ଚାୟତରେ ଏକ ସାଧାରଣ ସଭାରେ ସମ୍ବୋଧିତ କରିଛନ୍ତି। ଜାତୀୟ ପଞ୍ଚାୟତ ଦିବସ ଅବସରରେ ସେ ସାରା ଦେଶରେ ପଞ୍ଚାୟତକୁ ସମ୍ବୋଧିତ… Read More...
National ପ୍ରଥମ ଦୀନାନାଥ ମଙ୍ଗେସକର ପୁରସ୍କାରରେ ସମ୍ମାନିତ ହେଲେ ମୋଦି OPA Apr 24, 2022 0 ମୁମ୍ୱାଇରେ ଆୟୋଜିତ ପ୍ରଥମ ଲତା ଦୀନାନାଥ ମଙ୍ଗେସକର ପୁରସ୍କାରରେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଠାରେ ପ୍ରଧାନମନ୍ତ୍ରୀଙ୍କୁ ପ୍ରଥମ ଦୀନାନାଥ ମଙ୍ଗେସକର ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ଏହି… Read More...
National ହନୁମାନ ଚାଳିଶା ପାଠକୁ ନେଇ ରାଜନୀତି; ୧୪ ଦିନ ଜେଲରେ କାଟିବେ ନବନୀତ ଓ ତାଙ୍କ ସ୍ୱାମୀ ରବି ରାଣା OPA Apr 24, 2022 0 ମୁମ୍ବାଇରେ ଏବେ ହନୁମାନ ଚାଳିଶା ପାଠକୁ ନେଇ ରାଜନୀତି ସରଗରମ ହୋଇଛି । ଏହି ବିବାଦ ଆରମ୍ଭ କରିଥିବା ମହାରାଷ୍ଟ୍ର ନବ ନିର୍ମାଣ ସେନାର ମୁଖ୍ୟ ରାଜ୍ ଠାକରେ ତ ବର୍ତ୍ତି ଯାଇଛନ୍ତି । ହେଲେ ସ୍ୱାଧୀନ ସାଂସଦ ନବନୀତ ରାଣା ଓ… Read More...
National ୨ ଆତଙ୍କବାଦୀ ନିହତ OPA Apr 24, 2022 0 ପୁଲୱାମାର ପାହୁ ଅଞ୍ଚଳରେ ରବିବାର ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଏଥିରେ ଦୁଇଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଅନ୍ୟ ଆତଙ୍କବାଦୀଙ୍କ ସନ୍ଧାନ ଚାଲିଛି। ସୁରକ୍ଷା ବାହିନୀ ସେମାନଙ୍କୁ… Read More...
National ଏଣିକି ଚାଇନା ନାଗରିକଙ୍କୁ ମିଳିବନି ଭାରତରେ ପର୍ଯ୍ୟଟନ ଭିଜା OPA Apr 24, 2022 0 ଏଣିକି ଚାଇନା ନାଗରିକଙ୍କୁ ମିଳିବନି ଭାରତରେ ପର୍ଯ୍ୟଟନ ଭିଜା । ତେବେ ଚାଇନାର ନାଗରିକମାନଙ୍କୁ ଦିଆଯାଇଥିବା ଭାରତର ପର୍ଯ୍ୟଟନ ଭିସା ଆଉ ବୈଧ ନୁହେଁ ବୋଲି ଅନ୍ତଜାତୀୟ ବିମାନ ପରିବହନ ସଂସ୍ଥା ସ୍ପଷ୍ଟ କରିଛି । ସରକାରୀ… Read More...
National ଆତ୍ମସମର୍ପଣ କଲେ ଆଶିଷ ମିଶ୍ର OPA Apr 24, 2022 0 ଉତ୍ତରପ୍ରଦେଶର ଲଖିମପୁର ଖେରୀରେ କୃଷକଙ୍କ ଉପରକୁ ଗାଡ଼ି ଚଢ଼ାଇବା ମାମଲାରେ ଆଶିଷ ମିଶ୍ର ଆତ୍ମସମର୍ପଣ କରିଛନ୍ତି । ଗତ ସପ୍ତାହରେ ସୁପ୍ରିମକୋର୍ଟ ତାଙ୍କୁ ଦେଇଥିବା ଜାମିନକୁ ବାତିଲ କରି ଏକ ସପ୍ତାହ ମଧ୍ୟରେ ଆତ୍ମସମର୍ପଣ… Read More...
National ମନ କୀ ବାତ୍; ଦେଶବାସୀଙ୍କୁ ଜଳ ସଂରକ୍ଷଣ ଓ ଡିଜିଟାଲ ପେମେଂଟ ଉପରେ ଗୁରୁତ୍ୱ ଦେବାକୁ କହିଲେ ମୋଦି OPA Apr 24, 2022 0 ଦେଶବାସୀଙ୍କୁ ମନ କୀ ବାତ୍ କାର୍ଯ୍ୟକ୍ରମ ଜରିଆରେ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ୮୮ତମ ମନ କୀ ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ଜଳ ସଂରକ୍ଷଣ ଦିଗରେ ସଚେତନ ହେବାକୁ… Read More...
National ପୁଣି ବଢିବ ରନ୍ଧନ ତୈଳ ଦାମ ! OPA Apr 23, 2022 0 ଭାରତରେ ଖାଇବା ତେଲର ମୂଲ୍ୟ ଏବେ କିଛି କମ୍ ନୁହେଁ । ଖାଉଟିଙ୍କୁ ଇନ୍ଧନ ଦର ଯେତିକି ବାଧୁଛି ତା'ଠାରୁ ଅଧିକ ବାଧୁଛି ରନ୍ଧନ ତୈଳ ଦର । ଦର ଏବେ ଆକାଶଛୁଆଁ । କିନ୍ତୁ ଏହା ମଧ୍ୟରେ ପୁଣିଥରେ ଖାଇବା ତେଲ ଦର ବଢ଼ିପାରେ ।… Read More...