Browsing Tag

national news

୧୮୪ଜଣ ଭିଆଇପିଙ୍କ ସୁରକ୍ଷା ହଟାଇଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ

ପଞ୍ଜାବ ସରକାର ରାଜ୍ୟର ଅନେକ ନେତାଙ୍କ ସୁରକ୍ଷା ହଟାଇ ଦେଇଛନ୍ତି । ଏକ ବଡ ନିଷ୍ପତ୍ତି ନେଇ ଭଗବନ୍ତ ମାନ୍ ସରକାର ୧୮୪ଜଣ ଭିଆଇପିଙ୍କ ସୁରକ୍ଷା ହଟାଇ ଦେଇଛନ୍ତି । ଯେଉଁମାନଙ୍କ ପାଖରୁ ସୁରକ୍ଷାକର୍ମୀଙ୍କୁ ପ୍ରତ୍ୟାହାର…
Read More...

ସିବିଏସ୍ଇ ପାଠ୍ୟକ୍ରମରୁ ବାଦ୍ ପଡ଼ିଲା ଗଣତନ୍ତ୍ର ଓ ବିବିଧତା ବିଷୟ

ସିବିଏସ୍ଇ ପାଠ୍ୟକ୍ରମରୁ ବାଦ୍ ପଡ଼ିଲା ଗଣତନ୍ତ୍ର ଓ ବିବିଧତା ବିଷୟ। ମୋଗଲ କୋର୍ଟ ଓ ଫୈଜିଙ୍କ କବିତା ମଧ୍ୟ ପାଠ୍ୟକ୍ରମରୁ ବାଦ ପଡ଼ିଲା। ନ୍ୟାସନାଲ କାଉନସିଲ ଅଫ୍ ଏଜୁକେସନାଲ ରିସର୍ଚ ଆଣ୍ଡ ଟ୍ରେନିଂ(ଏନସିଇଆରଟି) ପକ୍ଷରୁ…
Read More...

ପୁଟିନଙ୍କୁ ଭେଟିବେ ଜାତିସଂଘ ମୁଖ୍ୟ

ସଂଯୁକ୍ତ ରାଷ୍ଟ୍ର ମହାସଚିବ ଏନ୍ତୋନିୟୋ ଗୁତାରେସ ଆସନ୍ତା ସପ୍ତାହରେ ଋଷ ରାଷ୍ଟ୍ରପତି ପୁଟିନଙ୍କୁ ଭେଟିବାକୁ ମସ୍କୋ ଯିବେ । ଏହି କ୍ରମରେ ସେ ଉଭୟ ଦେଶ ମଧ୍ୟରେ ଶାନ୍ତି ଫେରାଇ ଆଣିବାକୁ ପୁଟିନଙ୍କ ସହ ଆଲୋଚନା କରିବେ ।…
Read More...

ଖୁବଶୀଘ୍ର ଭାରତୀୟ ସେନାରେ ସାମିଲ ହେବ ‘ଫୁଫା’; ଶତ୍ରୁକୁ ମିଳିବନି ମୃତ୍ୟୁର ଖବର

ଆକାଶ ମାର୍ଗରୁ ଶତ୍ରୁ ଉପରେ ଆକ୍ରମଣ କରିବାର ରଣନୀତି ଲଗାତାର ବଦଳିବାରେ ଲାଗିଛି । ଏବେ ଏୟାରକ୍ରାପ୍ଟ ଜରିଆରେ ଯୁଦ୍ଧ କଳା ଧିରେ ଧିରେ କମିବାରେ ଲାଗିଛି । ନିଜ ଦେଶରେ ବସି ଶତ୍ରୁ ଉପରେ କିଭଳି ଆକ୍ରମଣ କରାଯାଇପାରିବ ସେନେଇ…
Read More...

ଟିଭି ଚ୍ୟାନେଲମାନଙ୍କ ଉପରେ ଅସନ୍ତୋଷ ଜାହିର କଲେ ସରକାର; ଜାରି କଲେ ନିର୍ଦ୍ଦେଶନାମା

ଟିଭି ଚ୍ୟାନେଲଗୁଡିକ ସେମାନଙ୍କର ସୀମା ଅତିକ୍ରମ କରୁଛନ୍ତି । ଋଷ-ୟୁକ୍ରେନ ଯୁଦ୍ଧ , ଜାହାଙ୍ଗୀରପୁରୀ ହିଂସା ମାମଲା ଓ ଲାଉଡସ୍ପିକର ବିବାଦ ସହ ଟିଭି ଡିବେଟ ସୋକୁ ନେଇ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଟିଭି…
Read More...

ଆଫଗାନିସ୍ତାନ ମସ୍‌ଜିଦ୍‌ରେ ବୋମା ବିସ୍ଫୋରଣ; ୩୩ ମୃତ, ୪୩ ଆହତ

ଉତ୍ତରାଞ୍ଚଳ ଆଫଗାନିସ୍ତାନର କୁନ୍ଦୁଜ୍‌ ପ୍ରଦେଶ ଅନ୍ତର୍ଗତ ଏକ ମସ୍‌ଜିଦ୍‌ରେ ଶୁକ୍ରବାର ନମାଜ ପାଠ ସମୟରେ ବୋମା ବିସ୍ଫୋରଣ ଘଟିବାରୁ ପିଲାଙ୍କ ସମେତ ୩୩ଜଣଙ୍କର ମୃତ୍ୟୁ ଘଟିଛି ଓ ୪୩ଜଣ ଆହତ ହୋଇଥିବା କଥା ଜଣେ ତାଲିବାନ…
Read More...

ପୁଣିଥରେ ଭାରତକୁ ପ୍ରଶଂସା କଲେ ଇମ୍ରାନ୍‌

ଭାରତର ବୈଦେଶିକ ନୀତିକୁ ପୁଣିଥରେ ପ୍ରଶଂସା କରି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ କହିଛନ୍ତିଯେ, ଭାରତର ବୈଦେଶିକ ନୀତି ପାକିସ୍ତାନଠାରୁ ଭିନ୍ନ । ଏହା ଭାରତର ଲୋକଙ୍କ ଉତ୍ତମ ସୁବିଧା ପାଇଁ ତିଆରି…
Read More...

ଆଇନ ଉଲ୍ଲଂଘନକାରୀଙ୍କୁ ବ୍ରିଟେନ ମନା

ଦୁଇ ଦିନିଆ ଭାରତ ଗସ୍ତରେ ଆସିଥିବା ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନ୍‌ସନ୍‌ଙ୍କ ଶୁକ୍ରବାର ଏକ ବଡ଼ ବୟାନ ସାମ୍ନାକୁ ଆସିଛି। ପଳାତକ ବ୍ୟବସାୟୀ ନୀରବ ମୋଦି ଓ ବିଜୟ ମାଲ୍ୟାଙ୍କ ଉପରେ ସେ ଏକ ବଡ଼ ବୟାନ ଦେଇଛନ୍ତି। ସେ…
Read More...

୫ ରୁ ୧୧ ବର୍ଷ ପିଲାଙ୍କ ଟିକାକରଣ ପାଇଁ କର୍ବେଭାକ୍ସକୁ କୁ ଜରୁରୀକାଳୀନ ଅନୁମତି

୫ରୁ ୧୧ ବର୍ଷର ପିଲାମାନଙ୍କ ନିମନ୍ତେ ବାୟୋଲୋଜିକାଲ-ଇ ପ୍ରସ୍ତୁତ କରୋନା ଟିକା କର୍ବେଭାକ୍ସକୁ ଜରୁରୀକାଳୀନ ବ୍ୟବହାର ଅନୁମତି ପାଇଁ ଡିସିଜିଆଇ ବିଶେଷଜ୍ଞ କମିଟିର (ସବଜେକ୍ଟ ଏକ୍ସପର୍ଟ କମିଟି) ସୁପାରିସ କରିଛି । କମିଟି…
Read More...

ଲାଲୁ ଯାଦବଙ୍କୁ ମିଳିଲା ଜାମିନ

ଡୋରଣ୍ଡା ଟ୍ରେଜରି ମାମଲାରେ ଆରଜେଡି ମୁଖ୍ୟ ଲାଲୁ ଯାଦବଙ୍କୁ ମିଳିଲା ଜାମିନ । ତେବେ ଗୋଖାଦ୍ୟ ଦୁର୍ନୀତି ସମ୍ବନ୍ଧୀୟ ୧୩୯.୩୫ କୋଟି ଟଙ୍କାର ଡୋରଣ୍ଡା ଦୁର୍ନୀତିରେ ‘ଆର୍‌ଜେଡି’ ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କୁ ଝାଡ଼ଖଣ୍ଡ…
Read More...

ଭାରତକୁ ଆସି ବୋରିସ୍ ଜନସନ ପ୍ରଥମେ ଚରଖା ପରେ ଚଲାଇଲେ ଜେସିବି

ଗତକିଛି ଦିନ ହେବ ଭାରତରେ 'ବୁଲଡୋଜର' ଖବରର ଶିରୋନାମା ପାଲଟିଛି। ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ବିହାର, ଉତ୍ତରପ୍ରଦେଶ ଏବଂ ଦିଲ୍ଲୀ ପରେ ‘ବୁଲଡୋଜର ଜ୍ୱର’ ମଧ୍ୟ ଗୁଜୁରାଟରେ ପହଞ୍ଚିଛି। ଆଉ ଏବେ ବୋଲଡୋଜର ପ୍ରେମରେ ବ୍ରିଟେନ…
Read More...

ଭାରତର ସୁରକ୍ଷାକର୍ମୀଙ୍କୁ ସଫଳତା; ଲସ୍କର-ଏ-ତୋଏବାର ଟପ କମାଣ୍ଡରକୁ ଏନକାଉଣ୍ଟର

ପୁଣି ଆତଙ୍କୀ ଆକ୍ରମଣରେ ଭାରତର ସୁରକ୍ଷାକର୍ମୀ ଆଣିଛନ୍ତି ଏକ ବଡ ସଫଳତା । ଏଥର ଲସ୍କର-ଏ-ତୋଏବାର ଟପ କମାଣ୍ଡରକୁ ମାରି ଦେଶର ଆଉ ଏକ ଶତ୍ରୁକୁ ବିନାଶ କରିଛନ୍ତି ଭାରତୀୟ ଯବାନ । ତେବେ ଦୀର୍ଘ ଦିନର ଲୁଚକାଳି ଖେଳ ପରେ…
Read More...

ଆଫ୍‌ଗାନିସ୍ତାନର ମସ୍‌ଜିଦ ସମେତ ୪ ସ୍ଥାନରେ ସିରିଜ୍‌ ବୋମା ବିସ୍ଫୋରଣ; ୧୮ ଜଣ ମୃତ

ଆଫ୍‌ଗାନିସ୍ତାନରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଏଠାରେ ମଜାର-ଏ-ସରିଫ୍‌ ମସ୍‌ଜିଦରେ ବଡ଼ ଧରଣର ବିସ୍ଫୋରଣ ଘଟିଛି। ଏଥି ସହିତ କାବୁଲ, ନଙ୍ଗରହାର ଓ କୁନ୍ଦୁଜରେ ବି ବୋମା ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି। ମଜାର-ଏ-ସରିଫ୍‌…
Read More...

ହଠାତ ବ୍ୟସ୍ତବହୁଳ ରାସ୍ତା ଉପରେ ଖସିଲା ବିମାନ; ଚାଲିଗଲେ ପାଇଲଟ୍‌ଙ୍କ ସମେତ ୬ ଜଣ

ହୈତିର ରାଜଧାନୀ ପୋର୍ଟ-ଅ-ପ୍ରିନ୍ସରେ ବୁଧବାର ଏକ ବିମାନ ଦୁର୍ଘଟଣା ଘଟି ପାଇଲଟ୍‌ଙ୍କ ସମେତ ୬ ଜଣଙ୍କ ମୃତ୍ୟୁ ଘଟିଛି। ବିମାନ ପୋର୍ଟ-ଅ-ପ୍ରିନ୍ସ ଏୟାରପୋର୍ଟରୁ ଦ୍ୱିପ୍ରହର ୩ଟା ୪୪ ମିନିଟ୍‌ରେ ଉଡ଼ାଣ ଭରିଥିଲା। ଜ୍ୟାକ୍‌ମେଲ…
Read More...