Odisha ୧୮ ରୁ ସର୍ବସାଧାରଣ ପାଇଁ ଖୋଲିବ ଲୋକସେବା ଭବନ, ଖାରବେଳ ଭବନ ଏବଂ ରାଜୀବ ଭବନ OPA Apr 12, 2022 0 ଲୋକସେବା ଭବନ, ଖାରବେଳ ଭବନ ଏବଂ ରାଜୀବ ଭବନରେ ଏପ୍ରିଲ ୧୮ ରୁ ସର୍ବସାଧାରଣଙ୍କ ପ୍ରବେଶ ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଦୁଇ ବର୍ଷର ବ୍ୟବଧାନ ପରେ ତିନୋଟି ରାଜ୍ୟ ମୁଖ୍ୟାଳୟ ଜନସାଧାରଣଙ୍କ ପାଇଁ ଖୋଲିବ ।… Read More...
Bignews ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି; ଏଥର ଅକ୍ଷୟ ତୃତୀୟା ଓ ଚନ୍ଦନ ଯାତ୍ରାରେ ସାମିଲ ହେବେ ଭକ୍ତ OPA Apr 12, 2022 0 ଜଗନ୍ନାଥ ପ୍ରେମୀ ଓ ଭକ୍ତଙ୍କ ପାଇଁ ଖୁସି ଖବର। ଆସନ୍ତା ମେ ମାସ ତିନି ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଅକ୍ଷୟ ତୃତୀୟା ଓ ଚନ୍ଦନ ଯାତ୍ରାରେ ସାମିଲ ହେବେ ଭକ୍ତ। ଗତ ଦୁଇବର୍ଷ ଧରି କୋଭିଡ କଟକଣା ଯୋଗୁ ଭକ୍ତ ମାନେ ଏହି… Read More...
Odisha ଆସନ୍ତାକାଲି ରାଜଧାନୀ ଭୁବନେଶ୍ବରର ୭୪ତମ ପ୍ରତିଷ୍ଠା ଦିବସ OPA Apr 12, 2022 0 ଆସନ୍ତାକାଲି ରାଜଧାନୀ ଭୁବନେଶ୍ବରର ୭୪ତମ ପ୍ରତିଷ୍ଠା ଦିବସ । ଏହି ଅବସରରେ ନିଜ ଘର ଓ ଅନୁଷ୍ଠାନକୁ ଆଲୋକ ଓ ଦୀପରେ ସଜାଇବା ସହ ରାଜଧାନୀ ପ୍ରତିଷ୍ଠା ଉତ୍ସବକୁ ଧୂମଧାମରେ ପାଳନ କରନ୍ତୁ ବୋଲି ଭୁବନେଶ୍ବର ମହାନଗର ନଗମ ପକ୍ଷରୁ… Read More...
Odisha ମା ତାରା ତାରିଣୀଙ୍କୁ ଦର୍ଶନ କଲେ ୫ଟି ସଚିବ ଓ ତାଙ୍କ ପତ୍ନୀ OPA Apr 12, 2022 0 ଗଞ୍ଜାମ ତଥା ଦକ୍ଷିଣ ଓଡ଼ିଶାର ଅଧିଷ୍ଠାତ୍ରୀ ଦେବୀ ହିଁ ମା ତାରା ତାରିଣୀଙ୍କ ଚତୁର୍ଥ ପାଳି ଚୈତ୍ର ମଙ୍ଗଳବାର ଯାତ୍ରା ଶେଷ ହୋଇଛି। ମା ଙ୍କ ଆଶୀର୍ବାଦରୁ ନିଜର ମାନସିକ ପୂରଣ ପାଇଁ ଲକ୍ଷ,ଲକ୍ଷ ଲୋକ ସେମାନଙ୍କ ପ୍ରଥମ ଶିଶୁର… Read More...
Odisha ଆସନ୍ତାକାଲିଠାରୁ ନବମ ଶ୍ରେଣୀ ସମେଟିଭ୍-୨ ପରୀକ୍ଷା, ନୋଡାଲ୍ ସେଣ୍ଟର୍ରେ ପହଞ୍ଚିଲା ପ୍ରଶ୍ନପତ୍ର OPA Apr 12, 2022 0 ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ମାଟ୍ରିକ୍ ପରୀକ୍ଷା ଢାଞ୍ଚାରେ ହେଉଥିବା ନବମ ଶ୍ରେଣୀ ସମେଟିଭ୍-୨ ଆସେସ୍ମେଣ୍ଟ(ଏସ୍.ଏ-୨) ପରୀକ୍ଷା ଆସନ୍ତା ୧୩ ତାରିଖରୁ ଆରମ୍ଭ ହେବ । ଏପ୍ରିଲ୍ ୨୧ ତାରିଖ ପର୍ଯ୍ୟନ୍ତ… Read More...
Odisha ଯୋଡ଼ାରେ ୧୪୪ ଧାରା ଜାରି OPA Apr 11, 2022 0 ଯୋଡ଼ାରେ ଦୁଇ ସମ୍ପ୍ରଦାୟ ମଧ୍ୟରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି । ହନୁମାନ ପତାକା ନେବା ବେଳେ ହିନ୍ଦୁ ଓ ମୁସଲମାନ ଦୁଇ ଗୋଷ୍ଠୀ ପରସ୍ପର ମୁହାଁ ମୁହିଁ ହୋଇଛନ୍ତି। ସ୍ଥିତି ନିୟନ୍ତ୍ରଣ ପାଇଁ ପୋଲିସ ଲାଠିଚାର୍ଜ କରିଛି।… Read More...
Bignews ଶ୍ରୀ ଜଗନ୍ନାଥ ମେଡିକାଲ କଲେଜ ଏବଂ ହସ୍ପିଟାଲ୍କୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ OPA Apr 11, 2022 0 ପୁରୀରେ ଉଦଘାଟିତ ହେଲା ବହୁ ପ୍ରତୀକ୍ଷିତ ଶ୍ରୀ ଜଗନ୍ନାଥ ମେଡିକାଲ କଲେଜ ଏବଂ ହସ୍ପିଟାଲ୍। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମେଡିକାଲ କଲେଜକୁ ଉଦଘାଟନ କରିଛନ୍ତି। ଏହି ଅବସରରେ… Read More...
Odisha ଶ୍ରୀମନ୍ଦିରର ଧୁକୁଡ଼ି ଦ୍ୱାର ନିକଟରେ ରକ୍ତଛିଟା; ମହାପ୍ରଭୁଙ୍କ ହେଲା ବଡ଼ ମହାସ୍ନାନ OPA Apr 11, 2022 0 ଶ୍ରୀମନ୍ଦିରର ଧୁକୁଡ଼ି ଦ୍ୱାର ନିକଟରେ ରକ୍ତଛିଟା । ଫଳରେ ପୁଣି ମହାପ୍ରଭୁଙ୍କ ବଡ଼ ମହାସ୍ନାନ କରାଯାଇଥିବାର ସୂଚନା ମିଳିଛି। ଯେଉଁଥିପାଇଁ ଆଜି ବି କିଛି ସମୟ ପାଇଁ ଦର୍ଶନ ବନ୍ଦ ରହିଥିବା ଜଣାଯାଇଛି। ମହାସ୍ନାନ ନୀତି ସରିବା… Read More...
Bignews ଆର୍. ପି. କୋଚେ ହେଲେ ନୂଆ ଗୁଇନ୍ଦା ବିଭାଗ ନିର୍ଦ୍ଦେଶକ OPA Apr 11, 2022 0 ବଦଳିଲେ ଗୁଇନ୍ଦା ବିଭାଗ ନିର୍ଦ୍ଦେଶକ । ପୂର୍ବରୁ ଗୁଇନ୍ଦା ନିର୍ଦ୍ଦେଶକ ଥିବା ଲଳିତ ଦାସଙ୍କୁ ବଦଳି କରାଯାଇଛି । ତାଙ୍କ ସ୍ଥାନରେ ଆର୍. ପି. କୋଚେଙ୍କୁ ଗୁଇନ୍ଦା ବିଭାଗ ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ବ ମିିଳିଛି ।… Read More...
Odisha ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ ପୁରୀ ଗସ୍ତ OPA Apr 10, 2022 0 ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ ପୁରୀ ଗସ୍ତ । ଶ୍ରୀଜଗନ୍ନାଥ ମେଡିକାଲ କଲେଜର କରିବେ ଉଦଘାଟନ । ଏହାପୂର୍ବରୁ ପୁରୀରେ ସ୍ଥିତି ସମୀକ୍ଷା କରିଛନ୍ତି ଜିଲ୍ଲାପାଳ ଓ ଏସପି । ପ୍ରଶାସନ ନେଇଥିବା ସମସ୍ତ ପଦକ୍ଷେପ ସମ୍ପର୍କରେ… Read More...
Odisha ବସ୍-ହାଇଓ୍ୱା ମୁହାଁମୁହିଁ; ୭ ଯାତ୍ରୀ ଗୁରୁତର OPA Apr 10, 2022 0 ବ୍ରହ୍ମପୁର ଅଧିଷ୍ଠାତ୍ରୀ ଦେବୀ ମା' ତାରାତାରିଣୀଙ୍କ ଦର୍ଶନ ସାରି ଫେରିବା ବେଳେ ଅଘଟଣ। ଦର୍ଶନ ସାରି ଫେରିଲା ବେଳେ ବସ୍-ହାଇଓ୍ୱା ମୁହାଁମୁହିଁ ଧକ୍କା ହେବା ଫଳରେ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୭ଜଣ ଆହତ ହୋଇଥିବା… Read More...
Odisha ମହାନଦୀରେ ବୁଡିଗଲେ ୩ ଯୁବକ OPA Apr 10, 2022 0 ମହାନଦୀରେ ବୁଡିଗଲେ ୩ ଯୁବକ । କଟକ ଜୋବ୍ରା ନିକଟ ମହାନଦୀରେ ବୁଡିଗଲେ ୩ ଜଣ । ଗାଧୋଇବାକୁ ଯାଇଥିବା ବେଳେ ଅଘଟଣ । ମହାନଦୀରେ ବୁଡି ୨ ଜଣ ନିଖୋଜ । ଗୁରୁତର ଅବସ୍ଥାରେ ଜଣଙ୍କୁ ଉଦ୍ଧାର କରିଛନ୍ତି ସ୍ଥାନୀୟ ଲୋକେ ।ତେବେ… Read More...
Odisha କରୋନାରେ ମୃତ୍ୟୁ ଲାଗି କ୍ଷତିପୂରଣ ପାଇଁ ମିଳିବ ୫୦ହଜାର ଟଙ୍କା; ଆବେଦନ ତାରିଖ ବଢ଼ାଇଲେ ରାଜ୍ୟ ସରକାର OPA Apr 8, 2022 0 ସରକାର କୋଭିଡ୍ ଯୋଗୁ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରକୁ ୫୦ହଜାର ଟଙ୍କା ଅନୁକମ୍ପାମୂଳକ ସହାୟତା ଯୋଗାଇ ଦେବେ। ନଭେମ୍ବର ୩ ତାରିଖରୁ ରାଜ୍ୟରେ ଏହି କ୍ଷତିପୂରଣ ପ୍ରଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। ରାଜ୍ୟ ସରକାର ଏହି… Read More...
Odisha ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ସର୍ତ୍ତମୂଳକ ଜାମିନ OPA Apr 8, 2022 0 ଜନସାଧାରଣ ଓ ପୋଲିସ କର୍ମଚାରୀଙ୍କ ଉପରେ ଗାଡି ଚଢାଇବା ଘଟଣା । ଏହି ଘଟଣାରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ସର୍ତ୍ତମୂଳକ ଜାମିନ ମିଳିଛି । ବିଧାୟକଙ୍କୁ ବାଣପୁର ସରକାରୀ ଦୌରାଜଜ ସର୍ତ୍ତମୂଳକ ଜାମିନ ପ୍ରଦାନ… Read More...