Odisha ୭ ଜିଲ୍ଲାରେ ଘଡଘଡି ସହ ବର୍ଷା ! OPA Apr 6, 2022 0 ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଛି । ଏହାରି ଭିତରେ ୭ ଜିଲ୍ଲାକୁ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି । ଏହି ଜିଲ୍ଲାଗୁଡିକ ହେଉଛି କେନ୍ଦୁଝର, ମୟୂରଭଞ୍ଜ, କନ୍ଧମାଳ, ଗଞ୍ଜାମ, ଗଜପତି, ରାୟଗଡା ଓ କୋରାପୁଟ । ଏହି… Read More...
Odisha ୯ରେ ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ରୁକୁଣା ରଥଯାତ୍ରା OPA Apr 5, 2022 0 ହଟିଲା କଟକଣା, ଏବେ ନିନ୍ଦ୍ୱର୍ନ୍ଦରେ ଗଡ଼ିବ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ । ଦୁଇ ବର୍ଷ ଧରି କରୋନା କଟକଣା ଯୋଗୁଁ ଭକ୍ତଶୂନ୍ୟ ଭାବରେ ପାଳିତ ହେଉଥିବା ରଥଯାତ୍ରାରେ ଯୋଗଦେବେ ସାଧାରଣ ଭକ୍ତ । ସୂଚନା ଅନୁଯାୟୀ,… Read More...
Odisha କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲା; ହତ୍ୟାକାଣ୍ଡରେ ବ୍ୟବହୃତ ଜିନିଷ ଜବତ କଲା କ୍ରାଇମବ୍ରାଞ୍ଚ OPA Apr 5, 2022 0 କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାରେ କ୍ରାଇମ୍ବ୍ରାଞ୍ଚକୁ ଆଜି ଆଉ କିଛି ନୂଆ ତଥ୍ୟ ମିଳିଛି। ହତ୍ୟାକାଣ୍ଡରେ ବ୍ୟବହୃତ ଜିନିଷ ଜବତ କରିଛି କ୍ରାଇମବ୍ରାଞ୍ଚ। ହତ୍ୟା ବେଳେ ବ୍ୟବହୃତ ୩ଟି ବାଉଁଶ ଫାଳିଆ ଓ ୧ କାଠ… Read More...
Odisha ଧାମନଗର ଏନଏସି ଅଞ୍ଚଳରେ ୧୪୪ ଧାରା ଜାରି OPA Apr 5, 2022 0 ଭୋଟ ଗଣତି ପାଇଁ ୧୪୪ ଧାରା ଜାରି । ଧାମନଗର ଏନଏସି ଅଞ୍ଚଳରେ ୧୪୪ ଧାରା ଜାରି କଲା ଜିଲ୍ଲା ପ୍ରଶାସନ । ୫ ତାରିଖ ରାତି ୯ ରୁ ୭ ତାରିଖ ସକାଳ ୬ ପର୍ଯ୍ୟନ୍ତ କଟକଣା ଲାଗୁ କରାଯାଇଛି । ୫ ରୁ ଅଧିକ ଲୋକଙ୍କ ସମାଗମ ଉପରେ କଟକଣା… Read More...
Odisha ଶ୍ରୀମନ୍ଦିର ହେରିଟେଜ କରିଡର ନିର୍ମାଣରେ କୌଣସି ପ୍ରଭାବ ମନ୍ଦିର ଉପରେ ପଡିବ ନାହିଁ OPA Apr 4, 2022 0 ଶ୍ରୀମନ୍ଦିର ହେରିଟେଜ କରିଡର ନିର୍ମାଣରେ କୌଣସି ପ୍ରଭାବ ମନ୍ଦିର ଉପରେ ପଡିବ ନାହିଁ ବୋଲି ମୁଖ୍ୟ ଶାସନ ସଚିବ ସୁରେନ୍ଦ୍ର ଚନ୍ଦ୍ର ମହାପାତ୍ର କହିଛନ୍ତି। ଏଏସଆଇ ସହିତ ସମନ୍ୱୟ ରକ୍ଷା କରି ସମସ୍ତ ନିର୍ମାଣ କାର୍ଯ୍ୟ… Read More...
Odisha ଶ୍ରୀମନ୍ଦିର ରୋଷଘର ଚୁଲି ଭଙ୍ଗା ଘଟଣା; ୩ ଜଣଙ୍କୁ ଚିହ୍ନଟ କଲା ପୋଲିସ OPA Apr 4, 2022 0 ପୁରୀ ଶ୍ରୀମନ୍ଦିର ରୋଷଘର ଚୁଲି ଭଙ୍ଗା ଘଟଣାରେ ପୋଲିସ ୩ ଜଣଙ୍କୁ ଚିହ୍ନଟ କରିଛି। ସିସିଟିଭି ଯାଞ୍ଚ ବେଳେ ଏହି ଘଟଣା ସମ୍ନାକୁ ଆସିଛି। ଅନ୍ୟପଟେ ଶ୍ରୀମନ୍ଦିର ରୋଷଘର ଭିତରେ ଚୁଲି ଭଙ୍ଗା ଘଟଣା ନେଇ ପୁରୀ ଏସ୍ପି କେ. ବିଶାଲ… Read More...
Bignews ଏଣିକି ପୋଲିସ ଅଧିକାରୀମାନେ ଡ୍ରେସ ଉପରେ କ୍ରସ୍ ବେଲ୍ଟ ଓ ଟ୍ୟୁନିକ ପରିଧାନ କରିବେ ନାହିଁ OPA Apr 4, 2022 0 ରାଜ୍ୟରେ ପୋଲିସ ଅଧିକାରୀଙ୍କ ପୋଷାକୁ ନେଇ ନୂଆ ନିୟମ ଲାଗୁ ହେବାକୁ ଯାଉଛି । ବ୍ରିଟିଶ ଅମଳରୁ ଚାଲିଆସିଥିବା ସର୍କୁଲାର ଏବେ ପରିବର୍ତ୍ତନ ହେବ । ଏଣିକି ପୋଲିସ ଅଧିକାରୀମାନେ ସେମାନଙ୍କର ଡ୍ରେସ ଉପରେ କ୍ରସ୍ ବେଲ୍ଟ ଓ… Read More...
Bignews ପୁଣି ଏକ ନୂଆ ରେକର୍ଡ କଲା ଓଡିଶା; ଜିଏସଟି ସଂଗ୍ରହରେ ଅନ୍ୟ ରାଜ୍ୟକୁ ପଛରେ ପକାଇଲା OPA Apr 3, 2022 0 ରାଜ୍ୟରେ ମୋଟ ଜିଏସଟି ସଂଗ୍ରହ ଗତ ମାର୍ଚ୍ଚ ମାସରେ ରେକର୍ଡ ସ୍ତରରେ ପହଞ୍ଚିଛି। ଓଡ଼ିଶା ଏକ୍ଷେତ୍ରରେ ୨୬ପ୍ରତିଶତ ରେକର୍ଡ ଅଭିବୃଦ୍ଧି ହାସଲ କରିଥିବାର ଜଣାପଡ଼ିଛି। ଗତବର୍ଷ ମାର୍ଚ୍ଚରେ ମୋଟ୩୨୮୫.୨୯କୋଟି ଟଙ୍କା ଆଦାୟ ହୋଇଥିଲା… Read More...
Odisha ଶ୍ରୀମନ୍ଦିର ରୋଷଘରେ ଚୁଲି ଭାଙ୍ଗିବା ଘଟଣା; ତଦନ୍ତ ପାଇଁ ୨ ଜଣିଆ କମିଟି ଗଠନ OPA Apr 3, 2022 0 ଶ୍ରୀମନ୍ଦିରର ରୋଷଘରେ ଚୁଲି ଭାଙ୍ଗିବା ଘଟଣାର ତଦନ୍ତ ପାଇଁ ୨ ଜଣିଆ କମିଟି ଗଠନ ହୋଇଛି। ସୁରକ୍ଷା ପ୍ରଶାସକ ଓ ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁଙ୍କୁ ନେଇ ଘଟଣାର ତଦନ୍ତ ଆରମ୍ଭ ହୋଇଛି। ପ୍ରାଥମିକ ପର୍ଯ୍ୟାୟରେ… Read More...
Odisha କେନ୍ଦ୍ରରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା; ପୁଣି ରାମ ନବମୀଠାରୁ ଗଡ଼ିବ ସମ୍ବଲପୁର-ପୁରୀ ଇଣ୍ଟରସିଟି… OPA Apr 3, 2022 0 କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା। କରୋନା ଯୋଗୁ ଦୀର୍ଘଦିନ ଧରି ବନ୍ଦ ଥିବା ସମ୍ବଲପୁର-ପୁରୀ ଇଣ୍ଟରସିଟି ଏକ୍ସପ୍ରେସ ରାମ ନବମୀଠାରୁ ପୁଣି ଗଡ଼ିବ।ଏହି ଟ୍ରେନ ଚଳାଚଳ କଲେ ଅନୁଗୁଳ, ତାଳଚେର ଓ… Read More...
Odisha କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲା; ଆଉ ୩ ଦିନ ବଢ଼ିଲା ଅଭିଯୁକ୍ତଙ୍କ ରିମାଣ୍ଡ ଅବଧି OPA Apr 3, 2022 0 କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲାରେ ଅଭିଯୁକ୍ତଙ୍କ ବଢ଼ିଲା ରିମାଣ୍ଡ ଅବଧି । ପୂର୍ବରୁ ଚାନ୍ଦବାଲି କୋର୍ଟରେ କ୍ରାଇମ୍ବ୍ରାଞ୍ଚ ୧୦ ରିମାଣ୍ଡ ମାଗିଥିବା ବେଳେ କୋର୍ଟ ୫ ଦିନର ଅନୁମତି ଦେଇଥିଲେ । ଗତକାଲି ପ୍ରଥମ… Read More...
Odisha ଶ୍ରୀମନ୍ଦିର ରୋଷଶାଳା ଭିତରେ ପ୍ରବେଶ କରି ୩୯ ଗୋଟି ଚୁଲି ଭାଙ୍ଗିଲେ ଦୁର୍ବୁତ୍ତ OPA Apr 3, 2022 0 ଗତକାଲି ବିଳମ୍ବିତ ରାତିରେ କୌଣସି ବ୍ୟକ୍ତି ଶ୍ରୀମନ୍ଦିର ରୋଷଶାଳା ଭିତରେ ପ୍ରବେଶ କରି ୩୯ ଗୋଟି ଚୁଲି ଭାଙ୍ଗି ଦେଇଥିବା ସୂଚନା ମିଳିଛି। ଏଥିଯୋଗୁଁ ସୁଆର ସେବକଙ୍କ ମଧ୍ୟରେ ଅସନ୍ତୋଷ ଏବଂ ଉତ୍ତେଜନା ପ୍ରକାଶ ପାଇଛି।… Read More...
Odisha ପୁଣି ରାଜସ୍ୱ ଆଦାୟରେ ନୂଆ ରେକର୍ଡ କଲା ବିଏମସି OPA Apr 2, 2022 0 ପୁଣି ରାଜସ୍ୱ ଆଦାୟରେ ନୂଆ ରେକର୍ଡ କଲା ବିଏମସି । ପୂର୍ବ ବର୍ଷ ଅପେକ୍ଷା ୨୦୨୧-୨୨ରେ ୧୫୦ କୋଟିରୁ ଉର୍ଦ୍ଧ୍ୱ ଟ୍ୟାକ୍ସ ଆଦାୟ କରିଛି ଭୁବନେଶ୍ୱର ମହାନଗର ନିଗମ ।ଗତବର୍ଷ ଭୁବନେଶ୍ୱରରେ ୧୧୮ କୋଟି ଟଙ୍କା ଟ୍ୟାକ୍ସ ଆଦାୟ… Read More...
Odisha ନିଲାମ ହେଲା ଓଡ଼ିଶାର ୨ କୋଇଲା ଖଣି OPA Apr 2, 2022 0 ଓଡ଼ିଶାର ୨ଟି କୋଇଲା ଖଣି ସମେତ ୪ଟି ରାଜ୍ୟର ମୋଟ ୫ଟି କୋଇଲା ଖଣିର ବାଣିଜ୍ୟିକ ନିଲାମ ସମ୍ପନ୍ନ ହୋଇଛି । ଓଡ଼ିଶାର ୨ଟି କୋଇଲା ଖଣି ଉତ୍କଳ ବି-୧ ଓ ବି-୨କୁ ଟେଣ୍ଡର ପ୍ରକ୍ରିୟାରେ ଜିନ୍ଦଲ ଷ୍ଟିଲ୍ ଆଣ୍ଡ ପାୱାର ଲିମିଟେଡ… Read More...