Odisha ସରିଲା ବିଧାନସଭା ବଜେଟ ଅଧିବେଶନ; ୬ଟି କାର୍ଯ୍ୟ ଦିବସରେ ପାଞ୍ଚଟି ସରକାରୀ ବିଲ ପାରିତ OPA Mar 31, 2022 0 ଶେଷ ହେଲା ବିଧାନସଭା ବଜେଟ ଅଧିବେଶନ। ଏହି ଅଧିବୋନରେ ମୋଟ ୬ଟି କାର୍ଯ୍ୟ ଦିବସ ଥିଲା। ଦୁଇଟି ମୂଲତବୀ ପ୍ରସ୍ତାବ ଆଲୋଚନା ହୋଇଥିଲା। ୩୫୨ଟି ତାରକା ପ୍ରଶ୍ନ, ୫୪୨ଟି ଅଣତାରକା ପ୍ରଶ୍ନ ଗ୍ରହଣ କରାଯାଇଥିଲା।ପାଞ୍ଚଟି ସରକାରୀ… Read More...
Bignews ବଦଳିଲା ସକାଳୁଆ ସ୍କୁଲ୍ ଖୋଲିବା ସମୟ OPA Mar 31, 2022 0 ପୁଣି ବଦଳିଲା ନିଷ୍ପତି । ରାଜ୍ୟରେ ଆସନ୍ତା ଏପ୍ରିଲ ୨ ତାରିଖରୁ ସ୍କୁଲ ଗୁଡିକରେ ସକାଳୁଆ ସ୍କୁଲ୍ ଆରମ୍ଭ ହେବାକୁ ଥିବା ବେଳେ ପୁଣି ସମୟରେ ସାମାନ୍ୟ ପରିବର୍ତ୍ତନ କରିଛି ଗଣଶିକ୍ଷା ବିଭାଗ।ପୂର୍ବରୁ ସକାଳ ସାଢେ ୬ଟାରୁ… Read More...
Odisha ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଜାମିନ ଆବେଦନ ଖାରଜ OPA Mar 31, 2022 0 ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଜାମିନ ଆବେଦନ ଖାରଜ ହୋଇଛି । ଜାମିନ ଆବେଦନ ଖାରଜ କଲେ ବାଣପୁର ଆସିଷ୍ଟାଣ୍ଡ ସେସନ ଜଜ୍ । ଲୋକ ଓ ପୋଲିସଙ୍କ ଉପରେ ଗାଡି ମଡାଇବା ମାମଲାରେ ଜାମିନ ଆବେଦନ ଖାରଜ ହୋଇଛି । ତେବେ ଲୋକ ଓ… Read More...
Bignews ବଢ଼ିଲା ବସ୍ ଭଡ଼ା OPA Mar 31, 2022 0 ପୁଣି ବଢ଼ିଲା ବସ୍ ଭଡ଼ା । ତୈଳ ଦର ବୃଦ୍ଧି ଯୋଗୁ ପୁଣି ବଢ଼ିଲା ବସ ଭଡ଼ା । ସାଧାରଣ ଓ ଏକ୍ସପ୍ରେସରେ ୩ ପଇସା ବଢ଼ିଛି । ସାଧାରଣ ବସ ଭଡ଼ା ୮୭ ପଇସାରୁ ୯୦ ପଇସା, ଏକ୍ସପ୍ରେସ ବସ ୯୧ ପଇସାରୁ ୯୪ ପଇସା ବୃଦ୍ଧି ପାଇଛି । ସେହିପରି… Read More...
Odisha ବିଧାୟକମାନେ ବୁଲିବେ ଚିଲିକା OPA Mar 31, 2022 0 ଚିଲିକା ବୁଲିବାକୁ ଯିବେ । ଆଇଏନଏସ ଜାହାଜରେ ସେମାନେ ଚିଲିକାର ଦୃଶ୍ୟରାଜି ଦେଖିବେ । ଏନେଇ ଆଇଏନଏସ ଚିଲିକା ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ଆସନ୍ତା ଅପ୍ରେଲ ୧୫ରେ ବିଧାୟକମାନେ ଚିଲିକା ବୁଲିବାକୁ ଯିବେ ବୋଲି… Read More...
Odisha ବିଧାନସଭାରେ କାମଚଳା ବଜେଟ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ OPA Mar 30, 2022 0 ବିଧାନସଭାରେ ରାଜ୍ୟର କାମଚଳା ବଜେଟ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ। ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ରାଜ୍ୟର ଅଭିବୃଦ୍ଧି ହାର ବୃଦ୍ଧି ସମ୍ଭାବନା ରହିଥିବା ସେ ଗୃହରେ ପ୍ରକାଶ କରିଛନ୍ତି । ୭.୮% ଦେଶର… Read More...
Odisha ଏପ୍ରିଲ ୨ରୁ ସକାଳୁଆ ସ୍କୁଲ OPA Mar 30, 2022 0 ଏପ୍ରିଲ ୨ରୁ ସକାଳୁଆ ସ୍କୁଲ । ଏପ୍ରିଲ ୨ରୁ ସବୁ ସ୍କୁଲ ସକାଳୁଆ ଚାଲିବ । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଛି।ସକାଳ ୬ଟା ୩୦ରୁ ୧୦ଟା ପର୍ଯ୍ୟନ୍ତ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା ହେବ ।… Read More...
Odisha ୨୦୭୧ କୋଟି ଟଙ୍କାର ୧୨ ପ୍ରକଳ୍ପରେ ପୁଞ୍ଜି ନିବେଶକୁ ମଞ୍ଜୁରୀ OPA Mar 29, 2022 0 ନୂତନ କର୍ମନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଦିଗରେ ରାଜ୍ୟ ସରକାର ଆଉ ଏକପାଦ ଆଗକୁ ଯାଇ ୨୦୭୧ କୋଟି ଟଙ୍କାର ପୁଞ୍ଜି ବିନିଯୋଗ ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏହା ଦ୍ୱାରା ୩୫୩୫ରୁ ଅଧିକ ଲୋକଙ୍କୁ ରୋଜଗାର ମିଳିବ।… Read More...
Odisha ବିଜେଡି ସଂସଦୀୟ ଦଳ ବୈଠକରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ; ରାଜ୍ୟ ସ୍ୱାର୍ଥ ରକ୍ଷା ପାଇଁ ଦାବି ଉଠାଇବାକୁ ଦେଲେ… OPA Mar 29, 2022 0 ରାଜ୍ୟ ସ୍ବାର୍ଥକୁ ସର୍ବାଧିକ ଗୁରୁତ୍ବ ଦିଅ । ସଂସଦରେ ଓଡ଼ିଶା ସ୍ବାର୍ଥ ସମ୍ବଳିତ ପ୍ରସଙ୍ଗକୁ ଶାଣିତ ସ୍ୱରରେ ଉଠାଅ । ବିଜୁ ଜନତା ଦଳର ସାଂସଦମାନଙ୍କୁ ଏ ମନ୍ତ୍ର ଫୁଙ୍କିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୩ ଦିନିଆ… Read More...
Odisha ଜାତୀୟ ପାରା ଆଥଲେଟିକରେ ସ୍ୱର୍ଣ୍ଣ ପଦକ ହାସଲ କଲେ ଓଡିଆ ଝିଅ ଜୟନ୍ତୀ OPA Mar 29, 2022 0 ଜାତୀୟ ପାରା ଆଥଲେଟିକରେ ଓଡିଆ ଝିଅ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ଟି-୪୭ ବର୍ଗର ଶହେ ମିଟର ଦୌଡରେ ସ୍ୱର୍ଣ୍ଣ ପଦକ ବିଜୟୀ ହୋଇଛନ୍ତି ଓଡିଆ ଆଥଲେଟ ଜୟନ୍ତୀ ବେହେରା । ଏହି ପଦକ ସହିତ ସେ ରାଜ୍ୟ ପାଇଁ ଆଣିଛନ୍ତି ଅପୂର୍ବ… Read More...
Odisha ପୁରୀରେ ଦୁଇଟି ନୂଆ ରୁଟରେ ଗଡିବ ମୋ ବସ୍ OPA Mar 29, 2022 0 ପୁରୀରେ ଦୁଇଟି ନୂଆ ରୁଟରେ ଗଡିବ ମୋ ବସ୍ । ପୂର୍ବରୁ ପୁରୀ ଜିଲ୍ଲାରେ ଦୁଇଟି ରୁଟରେ ବସ ସେବା ଜାରି ରହିଥିଲା । କିନ୍ତୁ ଏଥର ପୁରୀ ସହର ମଧ୍ୟରେ ମୋ ବସ ଚଳାଚଳ ଆରମ୍ଭ ହେବ । ରୁଟ ନଂ ୫୨ ପୁରୀ ବସ ଷ୍ଟାଣ୍ଡରୁ ରେଳ ଷ୍ଟେସନ ,… Read More...
Odisha ବିଧାନସଭାରେ ଉପସ୍ଥାପନ ହେଲା ୨୦୨୧-୨୨ ବର୍ଷ ପାଇଁ ଅର୍ଥନୈତିକ ସର୍ଭେ ରିପୋର୍ଟ OPA Mar 29, 2022 0 ୨୦୨୧-୨୨ ବର୍ଷ ପାଇଁ ବିଧାନସଭାରେ ଉପସ୍ଥାପନ ହେଲା ଅର୍ଥନୈତିକ ସର୍ଭେ ରିପୋର୍ଟ । ଏହି ବର୍ଷରେ ରାଜ୍ୟରେ ଅଭିବୃଦ୍ଧି ହାର ୧୦.୧ ରହିବା ଆକଳନ କରାଯାଇଛି । ଗତ ବର୍ଷ ଅର୍ଥାତ ୨୦୨୦-୨୧ ବର୍ଷରେ ଆର୍ଥିକ ଅଭିବୃଦ୍ଧି ହାର ୫.୩… Read More...
Odisha ପରିବର୍ତ୍ତନ ହୋଇପାରେ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାର ସୂଚୀ OPA Mar 29, 2022 0 ପରିବର୍ତ୍ତନ ହୋଇପାରେ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାର ସୂଚୀ । କେବଳ ଗଣିତ ପରୀକ୍ଷା ପରେ ହେବାକୁ ଥିବା ପରୀକ୍ଷା ପାଇଁ ଏହି ପରିବର୍ତ୍ତନ ହୋଇପାରେ । ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ପାଇଁ ଗଣଶିକ୍ଷା ମନ୍ତ୍ରୀଙ୍କ… Read More...
Odisha ପ୍ରଧାନମନ୍ତ୍ରୀ ନୁହେଁ ଅମିତ ଶାହାଙ୍କ ସହ ମଧ୍ୟ କୌଣସି ବୈଠକ ହେବନି OPA Mar 29, 2022 0 ୩ ଦିନିଆ ଦିଲ୍ଲୀ ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ଏଥର ଏହି ଗସ୍ତ ସମୟରେ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ କୌଣସି ବୈଠକ ହେବନି । ଏନେଇ ନିଜେ ମୁଖ୍ୟମନ୍ତ୍ରୀ ଦିଲ୍ଲୀରେ ଗଣମାଧ୍ୟମକୁ ନିଜେ ସୂଚନା… Read More...