ପାରାଦୀପ : ପାରାଦୀପ ମହାନଦୀ ପୋଲରୁ ଖସିଲା ଟ୍ରକ । ଭୁତୁମୁଣ୍ଡାଇ ପୋଲରେ ଏହି ଦୁର୍ଘଟଣା ଘଟିଛି । ଭାରସ୍ୟାମ ହରାଇ ଟ୍ରକଟି ନଦୀ ଭିତରକୁ ଖସିପଟିଛି । ନଦୀରେ ବନ୍ୟାଜଳ ଥିବାରୁ ଟ୍ରକଟି ଏବେ ପାଣିରେ ବୁଡି ରହି ଦେଖାଯାଉନି । ପାରାଦୀପରୁ ଚଣ୍ଡିଖୋଲ ଯାଉଥିଲା ଟ୍ରକ । ଟ୍ରକର ଡାଇଭ୍ରର ଓ ହେଲପରଙ୍କ ପତ୍ତା ମିଳୁନି । ଘଟଣା ସ୍ଥଲରେ ଅଗ୍ନିଶ୍ରମ ବାହାନି ପହଁଚି ଖୋଜା ଖୋଜି ଆରମ୍ଭ କରିଛି ।
