ଯାଜପୁର :ହାଇୱା ଧକ୍କାରେ ଆର୍ଟିଓଙ୍କ ମୃତ୍ୟୁ ।ଯାଜପୁର ଟାଉନ ଆର୍ଟିଓ ମନୋଜ ବେହେରା । ପାଣିକୋଇଲି-ଯାଜପୁର ରୋଡ ଏନ୍ଏଚ୍- ୨୧୫ ନଂରେ ଦୁର୍ଘଟଣା ।ନୂଆପଦା ଛକରେ ଗାଡି ଚେକିଂ କରୁଥିବା ବେଳେ ଧକ୍କା ଦେଲା ହାଇୱା । ବିଳମ୍ବିତ ରାତିରେ ଦୁର୍ଘଟଣା, ଏସ୍ପିଙ୍କ ଦ୍ବାରା ତଦନ୍ତା ଜାରି ରହିଛି ।