ଧୁକୁରୁ ଧୁକୁରୁ ଗୀତରେ ରଶ୍ମୀ ଦେଶାଇଙ୍କ ଡ୍ୟାନ୍ସ ଭିଡିଓ ଭାଇରାଲ ୨୪ ଘଣ୍ଟାରେ ୪ ଲକ୍ଷ ଭିୟୁ

ମୁମ୍ବାଇ : କଳା ପ୍ୟାଣ୍ଟକୁ ଧଳାରଙ୍ଗର ଚିପା ସର୍ଟ କୁର୍ତୀ । ଧୁକୁରୁ ଧୁକୁର ଗୀତର ତାଳେ ତାଳେ ମତୁଆଲା ହୋଇ ନାଚୁଛନ୍ତି ଟେଲି ଅଭିନେତ୍ରୀ ରଶ୍ମୀ ଦେଶାଇ । ଗୀତର ଧୁନ ଯେଯତିକି ଦମଦାର ତା ଠୁ ଅଧିକ ଜବର ଦସ୍ତ ଲୁକରେ ଅଛନ୍ତି ରଶ୍ମୀ । ସୋସିଆଲ ମିଡିଆରେ ୟଙ୍ଗ ଜେନେରସନର ଏବେ ପସନ୍ଦ ପାଲଟିଛି ରଶ୍ମୀଙ୍କ ଏହି ଧୁକୁରୁ ଧୁକୁରୁ ଡ୍ୟାନ୍ସ ଭିଡିଓ । ଗୋଟିଏ ଦିନରେ ୪ ଲକ୍ଷ ଭିୟୁ ବି ହୋଇଛି ଏହି ନୃତ୍ୟ । ଏହିଗୀତକୁ ନେଇ ରଶ୍ମୀ ଦେଶାଇ ଏବେ ଚର୍ଚ୍ଚାରେ ।

Leave A Reply

Your email address will not be published.