Browsing Category

ଲଟେଷ୍ଟ

ଐତିହାସିକ ଆନନ୍ଦ ଭବନ ସଂଗ୍ରହାଳୟକୁ ଦେଶବାସୀଙ୍କ ଉଦେଶ୍ୟରେ ଉତ୍ସର୍ଗ କଲେ ରାଷ୍ଟ୍ରପତି

କଟକ: ଐତିହାସିକ ଆନନ୍ଦ ଭବନ ସଂଗ୍ରହାଳୟ ଓ ଅଧ୍ୟୟନ କେନ୍ଦ୍ରକୁ ଦେଶବାସୀଙ୍କ ଉଦେଶ୍ୟରେ ଉତ୍ସର୍ଗ କଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଭାରତୀୟ ସ୍ବାଧୀନତା ସଂଗ୍ରାମ ସମୟରେ ଦେଶରେ ଦୁଇଟି ଆନନ୍ଦ ଭବନ ଥିଲା । ଗୋଟିଏ…
Read More...

ଗୁମୁଡୁମାହା ଗୁଳିକାଣ୍ଡ ଘଟଣା: ରିପୋର୍ଟ ଦାଖଲ କଲେ  ତଦନ୍ତ କମିଶନ

ଭୁବନେଶ୍ବର : ବହୁଚର୍ଚ୍ଚିତ ଫୁଲବାଣୀ ଗୁମୁଡୁମାହା ଗୁଳିକାଣ୍ଡ ଘଟଣାରେ ତଦନ୍ତ କମିଶନ ଶନିବାର ରାଜ୍ୟ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତି । ରାଜ୍ୟ ଗୃହ ବିଭାଗକୁ ଜନାବ ମହମ୍ମଦ ଅଜମଲଙ୍କ ତଦନ୍ତ କମିଶନ ରିପୋର୍ଟ…
Read More...

କୁନ୍ଦୁଲି ପ୍ରସଂଗ : ପୁଣି ଆନ୍ଦୋଳନକୁ ଓହ୍ଲାଇବ କଂଗ୍ରେସର

ଭୁବନେଶ୍ୱର : କୁନ୍ଦୁଲି ଗଣଦୁଷ୍କର୍ମ ମାମଲାରେ ଆସନ୍ତାକାଲି ଭୁନେଶ୍ବରରେ ଆନ୍ଦୋଳନ କରିବ କଂଗ୍ରେସ । ଏହା ପରେ ପର୍ଯ୍ୟାୟକ୍ରମେ କଟକ, ରାଉରକେଲା, ସମ୍ବଲପୁର, ବ୍ରହ୍ମପୁର ଓ ବାଲେଶ୍ବର ଆଦି ସ୍ଥାନରେ ଆନ୍ଦୋଳନ କରିବାକୁ…
Read More...

ଜାଗରରେ ଶୈବପୀଠରେ ଭକ୍ତଙ୍କ ଗହଳି

ଭୁବନେଶ୍ବର :  ମହାଶିବରାତ୍ରି ପାଇଁ ଚଳଚଞ୍ଚଳ ରାଜ୍ୟର ସମସ୍ତ ଶୈବପୀଠ । ସ୍ବତନ୍ତ୍ର ରୀତିନୀତିରେ ଚାଲିଛି ପୂଜାର୍ଚ୍ଚନା । ଜାଗର ଜାଳିବା ପାଇଁ ଶିବ ମନ୍ଦିରରେ ଶ୍ରଦ୍ଧାଳୁମାନଙ୍କର ହୋଇଛି ବିପୁଳ ସମାଗମ । ବିଶେଷ କରି ପୁରୀର…
Read More...

ଭାଲେଣ୍ଟାଇନ ଡେ ରେ ପ୍ରେମୀ ଯୁଗଙ୍କ ନୂଆ ଫର୍ମୁଲା,ପାର୍କ ନୁହେଁ ଶିବ ମନ୍ଦିରରେ ପ୍ରେମ ସଫଳ ପାଇଁ ମାଗିଲେ ବର

ଭୁବନେଶ୍ବର : ଗୋଟିଏ ଦିନରେ ଭାଲେଣ୍ଟାଇନ ଡେ  ଓ ଜାଗର । ଏହାକୁ ନେଇ ବେଶ କିଛି ଦିନ ଚର୍ଚ୍ଚା ଚାଲିଥିଲା  । ଶିବଙ୍କ ପ୍ରିୟ ଦୁଦୁରା ଫୁଲ , ଆଉ ପ୍ରେମର ପ୍ରଦୀକ ଗୋଲାପ ଫୁଲ ଭିତରେ କାହାର ଭାଉ ଅଧିକ ରହିବ ତାକୁ ଥିଲା…
Read More...

ଦୁଲୁକୁଛି ବିଜେପୁର : ତିନି ଦଳର ପ୍ରଚାର ଯୋରଦାର

ବରଗଡ : ଦୁଲୁକୁଛି ବିଜେପୁର । ଜୋରଦାର୍ ପ୍ରଚାର ଚଳାଇଛନ୍ତି ୩ ପ୍ରମୁଖ ରାଜନୈତିକ ଦଳ । ବରପାଲି ସମଲେଇ ମନ୍ଦିରରେ ପୂଜାର୍ଚ୍ଚନା କରି ଆଜି ଡୋର୍ ଟୁ ଡୋର୍ କ୍ୟାମ୍ପେନ୍ କରିଛନ୍ତି କଂଗ୍ରେସର ପ୍ରଣୟ ସାହୁ । ଗାଇସିଲେଟ…
Read More...

ପାଣ୍ଡିଆନଙ୍କ ଘରକୁ ଆକ୍ରମଣ ଘଟଣା: ଯୋର ଧରିଲା ରାଜନୀତି

ଭୁବନେଶ୍ୱର, : ବିଜେପି ଯୁବ ମୋର୍ଚ୍ଚାର ଏଭଳି କାର୍ଯ୍ୟକୁ ତୀବ୍ର ନିନ୍ଦା କରିଛି ଶାସକ ଦଳ । ବିଜେପି ହତାଶ ହୋଇ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କ ଘରେ ଉପରେ ଆକ୍ରମଣ କରିଛନ୍ତି । ଏହା ଦୁର୍ଭାଗ୍ୟ ଜନକ।…
Read More...

ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ପାଣ୍ଡିଆନଙ୍କ ଘର ଉପରକୁ ବିଜେପି ଯୁବମୋର୍ଚ୍ଚା କର୍ମୀଙ୍କ ଗୋବର ମାଡ଼

ଭୁବନେଶ୍ବର : ବିଭିନ୍ନ ପ୍ରସଙ୍ଗ ନେଇ ବାରମ୍ବାର ନବୀନ ନିବାସ ଘେରିବାକୁ ଉଦ୍ୟମ କରୁଥିବା ବିଜେପି କର୍ମୀ ଆଜି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତଗତ ସଚିବଙ୍କ ଘରେ ଧସେଇ ପଶିବାକୁ ଉଦ୍ୟମ କରିଥିଲେ । କିଛି ସମୟ ପାଇଁ ସେଠାରେ…
Read More...

କୁନ୍ଦୁଲି ମାମଲା : ଜଜଙ୍କ ତତ୍ତ୍ବାବଧାନରେ ଏସ୍ଆଇଟି ଗଠନ ପାଇଁ ପଦକ୍ଷେପ ହାଇକୋର୍ଟଙ୍କୁ ସରକାରଙ୍କ ଚିଠ, ଏନ୍ଏଚ୍-…

ଭବୁନେଶ୍ବର : କୁନ୍ଦୁଲି ନାବାଳିକା ଗଣଦୁଷ୍କର୍ମ ଓ ଆମôହତ୍ୟା ମାମଲାରେ ଏସ୍ଆଇଟି (ସ୍ପେଶାଲ୍ ଇନ୍ଭେଷ୍ଟିଗେସନ୍ ଟିମ୍)ତଦନ୍ତ କରିବ ବୋଲି ଗତକାଲି ମୁଖ୍ୟମନ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣା ପରେ ଜଣେ ହାଇକୋର୍ଟ ବିଚାରପତିଙ୍କ…
Read More...

ବିଜେପୁରରେ ପ୍ରଚାର କରିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ

ଭୁବନେଶ୍ବର : ବିଜେପୁର ଉପ ନିର୍ବାଚନରେ ପ୍ରଚାର କରିବାକୁ ଆସିବେ ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ଅମିତ ଶାହ । ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ବିଜେପି ଦାଖଲ କରିଥିବା ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକାରେ ଅମିତ ଶାହଙ୍କ…
Read More...

ଝୁଲଣ ୨୦୦ ଦିନିକିଆ ଓ୍ଵିକେଟ୍‌ ନେବାରେ ପ୍ରଥମ ମହିଳା

କିମ୍ବର୍ଲି: ବୁଧବାର ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଦିନିକିଆ ମ୍ୟାଚ୍‌ ଅବସରରେ ଭାରତୀୟ ଦ୍ରୁତ ବୋଲର ଝୁଲଣ ଗୋସ୍ମାମୀ ବିଶ୍ୱ କୀର୍ତିମାନ ପ୍ରତିଷ୍ଠା କରିଛନ୍ତି। ଏହି ମ୍ୟାଚ୍‌ରେ ୭-୦-୨୯-୧ ବୋଲିଂ ଚିତ୍ର ପାଇଥିବା…
Read More...

ଅଳିଆଗଦାରେ ଡେଉଁଛି ନିଆଁ,ଲୋକେ ଅଣନିଶ୍ବାସୀ

ଭୁବନେଶ୍ବର : ବିଏମସି ପାଇଁ ଅସୁବିଧାରେ ଦାରୁଠେଙ୍ଗ ଗ୍ରାମବାସୀ । ଭୁବନେଶ୍ବର ଉପକଣ୍ଠ ଦାରୁଠେଙ୍ଗ ଭୂଆଷୁଣୀ ପାହାଡରେ ଆବର୍ଜନା ପକାଇ ଆସୁଛି ବିଏମସି । ଦୀର୍ଘ ୧୦ ବର୍ଷ ଧରି ବିଏମସି ଏହାକୁ ଡମ୍ପିଂ ୟାର୍ଡ ଭାବେ ବ୍ୟବହାର…
Read More...

ବିଜେପୁର ଉପନିର୍ବାଚନ: ପ୍ରଣୟ ସାହୁ କଂଗ୍ରେସରୁ ବିଧାୟକ ପ୍ରାର୍ଥୀ, ୬ରେ କରିବେ ନାମାଙ୍କନ ପତ୍ର ଦାଖଲ

ଭୁବନେଶ୍ବର: ବିଜେପୁର ବିଧାନସଭା ଉପନିର୍ବାଚନ ଲାଗି ପ୍ରଣୟ ସାହୁଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ । ପ୍ରଣୟଙ୍କ ନାଁରେ ଏଆଇସିସି ମୋହର ମାରିଛି । କୃଷି ଓ କୃଷକଙ୍କ ସମସ୍ୟା ନେଇ ନିର୍ବାଚନ ଲଢିବେ ବୋଲି ନିଜ ପତିକ୍ରିୟାରେ…
Read More...

କୁନ୍ଦୁଲି ପ୍ରସଙ୍ଗ: ଧର୍ମେନ୍ଦ୍ରଙ୍କ ଆରୋପରେ ବିଜେଡିର ଜବାବ, କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ କହି ତଦନ୍ତ କରାଅ-ପ୍ରତାପ…

ଭୁବନେଶ୍ବର: କୁନ୍ଦୁଲି ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀଙ୍କ ଆରୋପର ଜବାବ ରଖିଲା ବିଜେଡି ।  ପ୍ରେସମିଟ୍‌ରେ ବିଜେଡି ମୁଖପାତ୍ର ପ୍ରତାପ ଦେବଙ୍କ ପ୍ରତିକ୍ରିୟା ଆମେ କେନ୍ଦ୍ରମନ୍ତ୍ରୀଙ୍କ ଆରୋପକୁ କଡା ଭାଷାରେ ନିନ୍ଦା କରୁଛୁ ।…
Read More...