Browsing Category

Bignews

“ସୂରଜ ଯୋଜନା” ରେ ପ୍ରିୟଙ୍କାଙ୍କ ପରିବାରକୁ କରାଯିବ ସମ୍ମାନିତ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୃତ୍ୟୁବରଣ କରିବା ପରେ ନିଜ କିଡନୀ ଦାନ କରି ୨ଜଣ ରୋଗୀଙ୍କୁ ନୂତନ ଜୀବନ ଦେଇଥିବା ଦିଂବଗତ ପ୍ରିୟଙ୍କାରାଣୀ ପାତ୍ରଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ଭୂୟସୀ ପ୍ରଂଶସା କରିଛନ୍ତି । ଏଥିସହ ତାଙ୍କ ପରିବାରକୁ “ସୂରଜ…
Read More...

ଏପ୍ରିଲ୍‌ ସୁଦ୍ଧା ଶ୍ରୀକ୍ଷେତ୍ର ଐତିହ୍ୟ କରିଡର ନକ୍ସା : ମହାପ୍ରସାଦ ସେବନ ଲାଗି ହେବ ସ୍ବତନ୍ତ୍ର ଆନନ୍ଦ ବଜାର

ଭୁବନେଶ୍ବର : ପୁରୀ ଐତିହ୍ୟ କରିଡର ରୂପ ରେଖ ପ୍ରସ୍ତୁତ ଆରମ୍ଭ ହୋଇଛି ପ୍ରସ୍ତୁତ । ଏନେଇ ଭୁବନେଶ୍ବରରେ ଆଜି ବସିଥିଲା ପ୍ରଥମ ବୈଠକ ଗଜପତି ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ବସିଥିବା ପ୍ରଥମ ବୈଠକରେ ରେ ଶ୍ରୀମନ୍ଦିର…
Read More...

ପିଲାଙ୍କୁ ଥଣ୍ଡା-କାଶ ହେଲେ ଚିକିତ୍ସା ବ୍ୟବସ୍ଥା କରିବେ ଶିକ୍ଷକ: ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ବର: ସାରା ବିଶ୍ବରେ କୋକୁଆ ଭୟ ସୃଷ୍ଟି କରି କାୟା ମେଲାଉଥିବା କୋରୋନା ଭାଇରସର ମୁକାବିଲା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତତ୍ପରତା ଦେଖାଇଛି । ଏଣିକି ସ୍କୁଲ ଗୁଡିକରେ ମଧ୍ୟ ଥଣ୍ଡା କାଶ, ଜ୍ଵର ହେଲେ…
Read More...

ଆଇଏଏସ୍ ବିଜୟ କେତନଙ୍କୁ ମିଳିଲା ଜାମିନ

ଭୁବନେଶ୍ୱର: ଲାଂଚ ନେଇଥିବା ଅଭିଯୋଗରେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିବା ଆଇଏଏସ୍ ବିଜୟ କେତନ ଉପାଧ୍ୟାୟଙ୍କୁ ମିଳିଲା ଜାମିନ । ତାଙ୍କୁ ଓଡ଼ିଶା ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି । କିନ୍ତୁ ନିମ୍ନ ଅଦାଲତ ଜାମିନର ସର୍ତ…
Read More...

ଓଏଏସ ସ୍ତରରେ ଅଦଳବଦଳ

ଭୁବନେଶ୍ବର: ଓଏଏସ ସ୍ତରରେ ଅଦଳବଦଳ । ରାଜ୍ୟ ସରକାର ବରିଷ୍ଠ ଓଏଏସ ସ୍ତରରେ ଅଦଳବଦଳ କରିଛନ୍ତି । ଏନେଇ ସାଧାରଣ ପ୍ରଶାସନ ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।ଅଭୟ କୁମାର ନାୟକଙ୍କୁ ଗୋପବନ୍ଧୁ ଏକାଡେମୀର…
Read More...

ଫେବୃୟାରୀ ୬ ରୁ ମିଳିବ ମାଟ୍ରିକ ଆଡମିଟ୍ କାର୍ଡ

କଟକ: ଫେବୃୟାରୀ ୬ ରୁ ଉପଲବ୍ଧ ହେବ ମାଟ୍ରିକ ପରୀକ୍ଷା ପାଇଁ ଆଡମିଟ୍ କାର୍ଡ। ବୋର୍ଡ ୱେବସାଇଟରେ ଉପଲବ୍ଧ ହେବ ଏହି ଆଡମିଟ୍ କାର୍ଡ www.bseodisha.ac.in ରେ ଉପଲବ୍ଧ ହେବ । ଏହି ୱେବସାଇଟରୁ ନିଜ ନିଜ ଲଗଇନ ଓ ପାସୱାର୍ଡ…
Read More...

ବିପ୍ଲବୀ କବି ରବି ସିଂଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ବର: ବିପ୍ଲବୀ କବି ରବି ସିଂଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି। ଏହା ସହିତ ରାଜ୍ୟ ସମ୍ମାନ ସହିତ ତାଙ୍କର ଶେଷକୃତ୍ୟ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ସେ ଜଣେ…
Read More...

ବିପ୍ଳବୀ କବି ରବି ସିଂଙ୍କ ପରଲୋକ

କଟକ: ବିପ୍ଳବୀ କବି ରବି ସିଂଙ୍କ ପରଲୋକ ଘଟିଛି । କଟକ ନୂଆପଡା ସ୍ଥିତ ବାସଭବନରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ମୃତ୍ୟୁବେଳକୁ ତାଙ୍କୁ ୮୯ ବର୍ଷ ବୟସ ହୋଇଥିଲା । ସେ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡିତ ଥିଲେ । ସେ…
Read More...

ବସ୍ ଭଡା କମିଲା

ଭୁବନେଶ୍ୱର: ବସ୍ ଭଡା କମିଲା । କିଲୋମିଟର ପିଛା ୧ ରୁ ୨ ପଇସା ହ୍ରାସ ପାଇଛି । ସାଧାରଣ ବସ୍ ଭଡ଼ା ୭୦ରୁ ୬୯ ପଇସାକୁ ହ୍ରାସ କରାଯାଇଛି।  ଏକ୍ସପ୍ରେସ ବସ୍ ଭଡ଼ା ୭୩ରୁ ୭୨ ପଇସା, ଡିଲକ୍ସ ବସ୍ ଭଡ଼ା ୧ ଟଙ୍କା ୧ ପଇସାରୁ ୯୯…
Read More...

ନିର୍ଭୟା ମାମଲା: ଆସନ୍ତାକାଲି ଫାଶୀ ପାଇବେନି ୪ ଦୋଷୀ

ନୂଆଦିଲ୍ଲୀ:  ଆସନ୍ତାକାଲି ନିର୍ଭୟା ମାମଲାର ୪ ଦୋଷୀ ପାଇବେନି ଫାଶୀ। ପରବର୍ତୀ ନିଷ୍ପତି ଆସିବା ଯାଏଁ ଶନିବାର ହେବାକୁ ଥିବା ଫାଶି ଉପରେ ରୋକ ଲଗାଇଛନ୍ତି ଦିଲ୍ଲୀ ପଟିଆଲା ହାଉସ କୋର୍ଟ । ଦୋଷୀ ବିନୟର ଦୟା ଯାଚିକାର…
Read More...

ନୀତି ଆୟୋଗ ଢ଼ାଂଚାରେ ଗଠନ ହେବ ରାଜ୍ୟ ଯୋଜନା ବୋର୍ଡ

ଭୁବନେଶ୍ୱର: ରାଜ୍ୟ ଯୋଜନା ବୋର୍ଡର ରୂପରେଖ ପରିବର୍ତନ କରାଯିବ । ନୀତି ଆୟୋଗ ଢ଼ାଂଚାରେ ଗଠନ ହେବ ରାଜ୍ୟ ଯୋଜନା ବୋର୍ଡ । ପୁନର୍ଗଠନ କାମ ଏକ ପ୍ରକାର ପୂର୍ଣ୍ଣାଙ୍ଗ ପର୍ଯ୍ୟାୟରେ ପହଂଚି ଯାଇଛି । ଖୁବ୍‌ଶୀଘ୍ର ଏ ନେଇ ଚୂଡ଼ାନ୍ତ…
Read More...

ସ୍କୁଲର ଛାତ୍ରଛାତ୍ରୀ ପଢ଼ିବେ ସମ୍ବିଧାନର ପାଠ

ଭୁବନେଶ୍ବର: ଏଣିକି ସ୍କୁଲର ଛାତ୍ରଛାତ୍ରୀଙ୍କୁ ସମ୍ବିଧାନର ପାଠ ପଢାଯିବାକୁ ନିଷ୍ପତି ହୋଇଛି । ବିଶେଷ କରି ଛାତ୍ରଛାତ୍ରୀଙ୍କୁ ମୌଳିକ କର୍ତବ୍ୟ ବିଷୟରେ ଅବଗତ କରାଯିବ ।ଏନେଇ ରାଜ୍ୟର ସବୁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ…
Read More...

ସ୍କୁଲ ପିଲାଙ୍କ ସହ ମଧ୍ୟାହ୍ନ ଭୋଜନ ଖାଇଲେ ୫-ଟି ସଚିବ ଭିକେ ପାଣ୍ଡିଆନ

ବ୍ରହ୍ମପୁର : ଦୁଇ ପଟେ କୁନି କୁନି ଛାତ୍ର ଛାତ୍ରୀ ତା ପାଖରେ ୫-ଟି ସଚିବ ଭିକେ ପାଣ୍ଡିଆନ ସ୍କେବଳ ସ୍କୁଲ ପିଲାଙ୍କ ପାଖରେ ବସି ନାହାନ୍ତି, ସ୍କୁଲ ପିଲାଙ୍କ ପରି ଷ୍ଟିଲ ଥାଳିରେ ସେମାନଙ୍କ ସହ ବସି ମଧ୍ୟାହ୍ନ ଭୋଜନ ଭାତ,…
Read More...

ଓଡ଼ିଶାରେ କୋରୋନା ଭାଇରସ୍‌!

ଫୁଲବାଣୀ: ଓଡ଼ିଶାରେ କୋରୋନା ଭାଇରସ୍ ସଂକ୍ରମଣର ସନ୍ଦେହ । ଫୁଲବାଣୀର ଜଣେ ଛାତ୍ର କୋରୋନା ଭାଇରସ୍ ରେ ଆକ୍ରାନ୍ତ ହୋଇଥିବା ସନ୍ଦେହ କରାଯାଉଛି । ଛାତ୍ର ଜଣଙ୍କ ୧୦ଦିନ ତଳେ ଚୀନରୁ ଘରକୁ ଫେରିଥିଲେ । ଏହାପରଠାରୁ ତାଙ୍କୁ…
Read More...