Browsing Category

Bignews

୧୦ ଓଡିଆଙ୍କୁ “ପଦ୍ମଶ୍ରୀ’ ସମ୍ମାନ, ସାହିତ୍ୟିକ ମନୋଜ ଦାସଙ୍କୁ ‘ପଦ୍ମ ଭୂଷଣ’

ନୂଆଦିଲ୍ଲୀ:   ଗଣତନ୍ତ୍ର ଦିବସ ଅବ୍ୟବହିତ ପୂର୍ବରୁ କେନ୍ଦ୍ର ସରକାର ଦେଶର ଚତୁର୍ଥ ଶ୍ରେଷ୍ଠ ବେସାମରିକ ସମ୍ମାନ ପଦ୍ମଶ୍ରୀ ଉପାଧି  ଲାଗି ବିଶିଷ୍ଠ ବ୍ୟକ୍ତି ମାନଙ୍କ ତାଲିକା ଘୋଷଣା କରିଛନ୍ତି। ଏହି ସମ୍ମାନ ପାଇଁ ଘୋଷଣା…
Read More...

ଜନସାଧାରଣ ହିଁ ଗଣତନ୍ତ୍ରର ବାସ୍ତବ ଶକ୍ତି -ରାଷ୍ଟ୍ରପତି ଶ୍ରୀ ରାମ ନାଥ କୋବିନ୍ଦ

ନୂଆଦିଲ୍ଲୀ : ଜନସାଧାରଣ ହିଁ ଗଣତନ୍ତ୍ରର ବାସ୍ତବ ଶକ୍ତି । ଲୋକମାନେ ଆମ ଗଣତନ୍ତ୍ରର ମୁଖ୍ୟ ମୂଲ୍ୟବୋଧ ବିବିଧତା ଓ ସମାନତାକୁ ରକ୍ଷା କରିବା ଆବଶ୍ୟକ ବୋଲି ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି । ୭୧ ଗଣତନ୍ତ୍ର ଦିବସର…
Read More...

କରୋନା ଭାଇରସ ଭୟ : ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆଡଭାଇଜରି ଜାରି

ଭୁବନେଶ୍ବର :  ଘାତକ କରୋନା ଭାଇରସ ବ୍ୟାପୁଥିବାବେଳେ ଏହାକୁ ମୁକାବିଲା କରିବା ଲାଗି ରାଜ୍ୟ ସରକାର ନିର୍ଦେଶାବଳୀ ଜାରି କରିଛନ୍ତି । ଏନେଇ ସ୍ବାଶ୍ଥ୍ୟ ବିଭାଗ ପକ୍ଷରୁ ୯ଟି ବିଷୟରେ ଆଡଭାଇଜରି ଜାରି କରିଛି ସ୍ବାସ୍ଥ୍ୟ ବିଭାଗ…
Read More...

SCB ମେଡିକାଲ କଲେଜ ଓ ହସପିଟାଲ୍ ପୁନର୍ବିନ୍ୟାସ୍ ଥଇଥାନ ଓ ସହାୟତା ପ୍ୟାକେଜକୁ ମୁଖ୍ୟ ମନ୍ତ୍ରୀଙ୍କ ଅନୁମୋଦନ

ଭୁବନେଶ୍ବର : କଟକ ଏସ୍ ସିବି ମେଡିକାଲ୍ ପାଇଁ ରାଜ୍ୟ ସରକାରଙ୍କ ବଡ ଘୋଷଣା । ଏସସିବିର ପୁନର୍ବିନ୍ୟାସ୍ ଥଇଥାନ ଓ ସହାୟତା ପ୍ୟାକେଜକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ୟାକେଜ୍ ଅନୁଯାୟୀ …
Read More...

ତୁର୍କୀରେ ଭୂମିକମ୍ପ: ୧୮ ମୃତ, ୫୫୦ ଆହତ

ଆଙ୍କରା: ପୂର୍ବ ତୁର୍କୀରେ ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହି ଭୂମିକମ୍ପର ସର୍ବାଧିକ ତୀବ୍ରତା ୬.୮ ରହିଥିବା ସୂଚନା ମିଳିଛି । ବିଭିନ୍ନ ସ୍ଥାନରେ କୋଠା ଭୁଷୁଡି ପଡିବାରୁ ୧୮ ଜଣ ଲୋକ…
Read More...

ଭୁଶୁଡିଲା ଭୁବନେଶ୍ବର ବିମାନବନ୍ଦର ଛାତ; ଜଣେ ମୃତ, ଜଣେ ଗୁରୁତର

ଭୁବନେଶ୍ୱର: ଭୁଶୁଡିଲା ବିମାନବନ୍ଦର ଛାତ । ଭୁବନେଶ୍ବର ବିମାନ ବନ୍ଦରର ଛାତ ଅଧ ରାତିରେ ଭୁଶୁଡି ପଡିଲା । ନିର୍ମାଣ କାର୍ଯ୍ୟ ଚାଲିଥିବା ସମୟରେ ଭୁବନେଶ୍ବର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରେ ନବନିର୍ମିତି…
Read More...

ବିଜେବି କଲେଜରେ ୬୦୦ ଓ ୫୮୫ ଶଯ୍ୟା ବିଶିଷ୍ଟ ଛାତ୍ରାବାସ-ଛାତ୍ରୀ ନିବାସ ଭିତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେବି କଲେଜର ନବୀକରଣ ପାଇଁ ଭିତିପ୍ରସ୍ତର ସ୍ଥାପନ କରିବା ସହ ନୂତନ କ୍ୟାଂଟିନର ଉଦଘାଟନ କରିଛନ୍ତି। ଏହି ଅବସରରେ ଉଚ୍ଚଶିକ୍ଷା ମନ୍ତ୍ରି ଅରୁଣ ସାହୁ ଓ ଭିନ୍ନକ୍ଷମ…
Read More...

କଲେଜ କମିଟିରେ ବିଧାୟକ ସଦସ୍ୟ ମନା; ସରକାରୀ ଅଧ୍ୟାପକ କରିବେନି ଟ୍ୟୁସନ

ଭୁବନେଶ୍ୱର: ଏଥର କଲେଜ କମିଟିରେ ସ୍ଥାନୀୟ ବିଧାୟକ ସଦସ୍ୟ ଭାବେ ରହିପାରିବେନି । ଏଥିସହ ସରକାରୀ ଅଧ୍ୟାପକ ମାନେ ଟ୍ୟୁସନ କରିପାରିବେ ନାହିଁ ବୋଲି ଆଜି ଗଣଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଘୋଷଣା କରିଛନ୍ତି ।ଆଜି…
Read More...

ରିଙ୍ଗ ରୋଡ ହେବ ୬ ଥାକିଆ: ମୁଖ୍ୟମନ୍ତ୍ରୀ

କଟକ: ହଜାର ବର୍ଷର ସହର ଆମ କଟକ ସହର । ଅନେ ଐତିହାସିକ ସ୍ମୃତି ବହନ କରୁଛି ଆମର ପ୍ରିୟ କଟକ ସହର । ତେଣୁ ଏହାର ସମୁଚିତ ବିକାଶ ଆମ ସମସ୍ତଙ୍କର ମିଳିତ ଦାୟିତ୍ୱ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକ ସହରର…
Read More...

ସବିତା ଓ ପୂର୍ଣ୍ଣିମାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅଭିନନ୍ଦନ

ଭୁବନେଶ୍ୱର : କେନ୍ଦ୍ରାପଡା ଜିଲ୍ଲାର ସବିତା ଗିରି ଓ ପୂର୍ଣ୍ଣିମା ଗିରି ୨୦୨୦ ସାଧାରଣତନ୍ତ୍ର ଦିବସ ଅବସରରେ ରାଷ୍ଟ୍ରପତିଙ୍କ ଠାରୁ ଜାତୀୟ ସାହସୀକତା ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ଶ୍ରୀ…
Read More...

ପୁଞ୍ଜିଲାଲ ମେହେରଙ୍କୁ ସର୍ତମୂଳକ ଜାମିନ

କଟକ: ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ମାମଲାର ମାଷ୍ଟରମାଇଣ୍ଡ ପୁଞ୍ଜିଲାଲ ମେହେରକୁ ମିଳିଲା ଅନ୍ତରୀଣ ଜାମିନ । ମା’ଙ୍କ ଶୁଦ୍ଧକ୍ରିୟାରେ ଯୋଗ ଦେବା ପାଇଁ ହାଇକୋର୍ଟ ସର୍ତମୂଳକ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି ।…
Read More...

ପ୍ରକ୍ରିୟା ଆରମ୍ଭ କଲେ ୫ ଟି ସଚିବ: ଏସସିବି ମେଡିକାଲ ହେବ ବିଶ୍ୱ ସ୍ତରୀୟ

ଭୁବନେଶ୍ୱର: କଟକ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲକୁ ବିଶ୍ୱସ୍ତରୀୟ କରାଯିବା ପାଇଁ ମୁଖ୍ୟମନ୍ତ୍ରୀ ଯୋଜନା ଚଳାଇଛନ୍ତି । ଆଜି ଏସସିବିର ପ୍ରସ୍ତାବିତ ଦ୍ୱିତୀୟ କ୍ୟାମ୍ପସ୍ ଅଞ୍ଚଳ ୫ଟି ସଚିବ ଭି.କେ ପାଣ୍ଡିଆନ୍ ପରିଦର୍ଶନ…
Read More...

ବିମାନ କମ୍ପାନୀ ଅଧିକାରୀଙ୍କ ସହ କଲେ ଆଲୋଚନା ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟରେ ବିମାନ ସେବାକୁ ତ୍ବରାନ୍ବିତ କରିବା ପାଇଁ ବିଭିନ୍ନ ବିମାନ କମ୍ପାନୀ ଅଧିକାରୀଙ୍କ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୨୧ଟି ବିମାନ କମ୍ପାନୀର ପ୍ରତିନିଧି ଓ ୫ ଟି ବିମାନ କମ୍ପାନୀର…
Read More...

ଜେଲରେ ଅର୍ଥତତ୍ୱ ଚିଟଫଣ୍ଡର ମୁଖ୍ୟ ପ୍ରଦୀପ ସେଠୀଙ୍କ ଆତ୍ମହତ୍ୟା ଉଦ୍ୟମ

ଭୁବନେଶ୍ବର: ଚିଟଫଣ୍ଡ ଅର୍ଥତତ୍ୱ ଗ୍ରୁପ ମୁଖ୍ୟ ପ୍ରଦୀପ ସେଠୀ ଝାରପଡା ଜେଲରେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଜେଲରେ ଥିବା ଇନଭର୍ଟର ତାରରେ ସେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ କଟକ ବଡ ମେଡିକାଲର…
Read More...