Browsing Category
Bignews
ଏଥର ବାଇକ୍ ପଛରେ ବସିଲେ ପିନ୍ଧିବାକୁ ପଡିବ ହେଲମେଟ୍
ଭୁବନେଶ୍ୱର: ଟ୍ରାଫିକ୍ ନିୟମ ଦିନକୁ ଦିନ କଡାକଡି ହେବାରେ ଲାଗିଛି । ମାର୍ଚ୍ଚମାସଠାରୁ ପୁଣିଥରେ ନିୟମ କଡାକଡି ହେବ । ଏଥର ବାଇକ୍ ପଛରେ ବସିବା ଲୋକ ମଧ୍ୟ ହେଲମେଟ୍ ପିନ୍ଧିବା ବାଧ୍ୟତାମୂଳକ ହେବ । ସେହିପରି କାରର ସବୁ…
Read More...
Read More...
ନିର୍ଭୟା ମାମଲା: ଫେବୃୟାରୀ ୧ରେ ଫାଶୀ ପାଇବେ ୪ ଦୋଷୀ
ନୂଆଦିଲ୍ଲୀ: ଦିଲ୍ଲୀ ନିର୍ଭୟା ଗଣଦୁଷ୍କର୍ମ ଘଟଣାର ଦୋଷୀଙ୍କ ଫାଶୀ ପାଇଁ ନୂଆ ଡେଥ ୱାରେଂଟ ଜାରି କରାଯାଇଛି । ଦୋଷୀଙ୍କୁ ୧ ଫେବୃୟାରୀ ଭୋର ୬ଟାରେ ଫାଶୀ ଦିଆଯିବ ବୋଲି ଦିଲ୍ଲୀ କୋର୍ଟ ଶୁଣାଣି କରିଛନ୍ତି । ରାଷ୍ଟ୍ରପତି…
Read More...
Read More...
ଦାୟିତ୍ୱ ନେଲେ ରାଜ୍ୟ ବିଜେପିର ନୂତନ ସଭାପତି ସମୀର ମହାନ୍ତି
ଭୁବନେଶ୍ୱର: ଆଜି ବିଜେପିର ନୂତନ ସଭାପତି ଭାବେ ସମୀର ମହାନ୍ତି ଦାୟିତ୍ୱ ଗ୍ରହଣ କରିଛନ୍ତି । ତେବେ ଏନେଇ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ ମଧ୍ୟ କରାଯାଇଛି । ଏହି ଉତ୍ସବରେ ସମୀର ନିଜର…
Read More...
Read More...
ସାଢ଼େ ଚାରି କୋଟି ଓଡ଼ିଶାବାସୀ ହେଉଛନ୍ତି ମୋର ପରିବାର, ସେମାନଙ୍କ ଜୀବନଧାରଣର ମାନରେ ପରିବର୍ତନ ପାଇଁ ଆପଣମାନେ କାମ…
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଲୋକସେବା ଭବନର ନୂତନ କନଭେନସନ୍ ହଲରେ ବରିଷ୍ଠ ଅଧିକାରୀଙ୍କ ସମ୍ମିଳନୀର ଉଦଘାଟନ କରିଛନ୍ତି । ଏଥିରେ ଯୋଗ ଦେଇଥିବା ବରିଷ୍ଠ ପ୍ରଶାସକ ଓ ଜିଲ୍ଲାପାଳମାନଙ୍କୁ ଉଦବୋଧନ ଦେଇ…
Read More...
Read More...
ରାଜ୍ୟ ସରକାରଙ୍କ ବଡ ନିଷ୍ପତ୍ତି : ଫେରିବ ବିଜୁ ଡାକୋଟା
ଭୁବନେଶ୍ବର : ଓଡିଶା ଫେରିବ ବିଜୁ ଡାକୋଟା । ଏନେଇ ବିଧି ବଦ୍ଧ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । କଲିକତା ବିମାନ ବନ୍ଦରରେ ଥିବା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ବ୍ୟବହାର କରୁଥିଲେ ଡାକୋଟା ବିମାନକୁ ଓଡିଶା ଆଣିବା…
Read More...
Read More...
୨୨ ରେ ଫାଶୀଖୁଂଟ ରେ ଝୁଲିବେନି ନିର୍ଭୟାଦୋଷୀ
ନୂଆଦିଲ୍ଲୀ: ଆସନ୍ତା ୨୨ ଜାନୁଆରୀରେ ହେବନି ନିର୍ଭୟା ଦୋଷୀଙ୍କୁ ଫାଶୀ । ଦୋଷୀ ମୁକେଶ ସିଂହର ଦୟା ଯାଚିକା ଉପରେ ଶୁଣାଣି କରି ଫାଶୀ ଉପରେ ବର୍ତମାନ ପାଇଁ ରୋକ ଲଗାଇଛନ୍ତି ଦିଲ୍ଲୀର ପଟିୟାଲା ହାଉସ କୋର୍ଟ । ଆସନ୍ତା ୨୨ରେ…
Read More...
Read More...
ରାଜ୍ୟ ବିଜେପି ମୁଖିଆ ହେଲେ ସମୀର ମହାନ୍ତି
ଭୁବନେଶ୍ବର: ସମୀର ମହାନ୍ତି ହେଲେ ବିଜେପି ରାଜ୍ୟ ସଭାପତି । ଏକମାତ୍ର ପ୍ରାର୍ଥୀ ହିସାବରେ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି ସମୀର । ଅଖୀଳ ଭାରତୀୟ ବିଦ୍ୟାର୍ଥୀ ପରିଷଦରୁ ସେ…
Read More...
Read More...
୩୧ ଓ ୧ ରେ ବ୍ୟାଙ୍କ ଧର୍ମଘଟ
ନୂଆଦିଲ୍ଲୀ: ଜାନୁଆରି ୩୧ ଓ ଫେବ୍ରୁଆରି ୧ ଅର୍ଥାତ୍ ଏହି ୨ଦିନ ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ । ତେବେ ଆଜି “ଇଣ୍ଡିଆନ୍ ବ୍ୟାଙ୍କସ୍ ଆସୋସିଏସନ୍” ସହ ପାରିଶ୍ରମିକ ସଂଶୋଧନ ଆଲୋଚନା ବିଫଳ ହେବାରୁ “ୟୁନାଇଟେଡ୍ ଫୋରମ୍ ଅଫ୍…
Read More...
Read More...
ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ୭ଟି ପ୍ରକଳ୍ପର ଭିତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ
ପୁରୀ: ଚମକିବ ପୁରୀ । ଜଗନ୍ନାଥଧାମ ପୁରୀ ହେବ ବିଶ୍ବ ଐତିହ୍ୟ ସହର । ରାଜ୍ୟ ସରକାର ପୁରୀ ବିକାଶ ପାଇଁ ମିଶନ ଭାବେ ଗ୍ରହଣ କରିଛନ୍ତି । ଏହି ଧାରାକୁ ଆଗକୁ ବଢାଇବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପୁରୀରେ ୭ ଟି…
Read More...
Read More...
ଲାଇନଚ୍ୟୁତ ହେଲା ମୁମ୍ବାଇ-ଭୁବନେଶ୍ୱର ଏଲଟିଟି ଏକ୍ସପ୍ରେସ୍ ; ୫ ଗୁରୁତର
କଟକ: ଆଜି ସକାଳେ କଟକ ନିର୍ଗୁଣ୍ଡି ରେଳ ଷ୍ଟେସନ୍ ଶାଳଗାଁ ନିକଟରେ ମୁମ୍ବାଇ-ଭୁବନେଶ୍ୱର ଏଲଟିଟି ଏକ୍ସପ୍ରେସ୍ ଲାଇନଚ୍ୟୁତ ହୋଇଛି । ଏହି ଦୁର୍ଘଟଣାରେ ପ୍ରାୟ ୪୦ ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ୫ଜଣଙ୍କ ଅବସ୍ଥା ଗୁରତର…
Read More...
Read More...
୨୮, ୨୯ ଓ ୩୧ରେ ବସିବ ପଦୋନ୍ନତି ଅଦାଲତ
ଭୁବନେଶ୍ବର: ଆସନ୍ତା ଜାନୁୟାରୀ ୨୮, ୨୯ ଓ ୩୧ରେ ବସିବ ପଦୋନ୍ନତି ଅଦାଲତ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଏହି ସମୟ ଧାର୍ଯ୍ୟ କରାଯାଇଛି।ତେବେ ଗତ ୨୦୧୯ ଡିସେମ୍ବର ୩୧ ସୁଦ୍ଧା ଯେଉଁ କର୍ମଚାରୀ…
Read More...
Read More...
ନିର୍ଭୟା ମାମଲା: ନିର୍ଦ୍ଧାରିତ ସମୟ ଦିନ ଫାଶୀ ପାଇବେନି ୪ ଦୋଷୀ!
ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଏବଂ ହତ୍ୟା ମାମଲାର ଦୋଷୀଙ୍କ ଫାଶୀରେ ହୋଇପାରେ ବିଳମ୍ବ । ନିମ୍ନ ଅଦାଲତ ପକ୍ଷରୁ ଜାରି ଡେଥ ୱାରେଂଟ ଉପରେ ସ୍ଥଗିତାଦେଶ ପାଇଁ ଦୋଷୀ ମୁକେଶ କୁମାର ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଥିଲା ।…
Read More...
Read More...
ମକର ସଂକ୍ରାନ୍ତି ଅବସରରେ ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜଣାଇଲେ…
ନୂଆଦିଲ୍ଲୀ/ଭୁବନେଶ୍ୱର: ଆଜି ପବିତ୍ର ମକର ସଂକ୍ରାନ୍ତି । ଏହି ଅବସରରେ ରାଜ୍ୟରେ ଚାରିଆଡେ ଖୁସିର ଲହରୀ ଦେଖିବାକୁ ମିଳିଛି । କିଏ ଠାକୁରଙ୍କୁ ଦର୍ଶନ କରି ସଂକ୍ରାନ୍ତ ପାଳନ କରୁଛି ତ ପୁଣି କିଏ ଗିଡି ଉଡାଇ କିମ୍ବା ମକର…
Read More...
Read More...
ପ୍ରବାସୀ ଶ୍ରମିକଙ୍କ ସୁରକ୍ଷା ଓ ସହାୟତା ନିମନ୍ତେ ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ପ୍ରବାସୀ ଶ୍ରମିକମାନଙ୍କୁ ଚିହ୍ନଟ କରାଯିବା ସହ ବିଭିନ୍ନ ପଦକ୍ଷେପ ମାଧ୍ୟମରେ ରାଜ୍ୟ ଭିତରେ ଶ୍ରମିକମାନଙ୍କ ନିୟୋଜନ ପାଇଁ କାମ କରିବାର ସୁଯୋଗ ସୃଷ୍ଟି କରିବା ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ…
Read More...
Read More...
