Browsing Category
Bignews
ଓଡ଼ିଶାର ଅଂଶୁମାନ ହେଲେ ଆଇଇଏସ୍ ଟପ୍ପର
ଭୁବନେଶ୍ୱର: ଓଡ଼ିଶାର ଅଂଶୁମାନ କାମିଲା ହେଲେ ଇଣ୍ଡିଆନ୍ ଇକୋନୋମିକ୍ ସର୍ଭିସ(ଆଇଇଏସ୍) ଟପ୍ପର । ଆଇଇଏସ୍ ପାଇଁ ଯୋଗ୍ୟ ବିବେଚିତ ୩୨ଜଣଙ୍କ ମଧ୍ୟରେ ସେ ଏକ ନମ୍ବର ସ୍ଥାନ ଅଧିକାର କରିଛନ୍ତି ।ଅଂଶୁମାନ ହେଉଛନ୍ତି ପୂର୍ବତନ…
Read More...
Read More...
ଭାରତ ଜିତିଲା ଟି-୨୦ ସିରିଜ୍
ପୁଣେ: ପୁଣେ ହୋଇଥିବା ତୃତୀୟ ଟି-୨୦ ମ୍ୟାଚରେ ଭାରତ ଶ୍ରୀଲଙ୍କାକୁ ୭୮ରନ୍ ରେ ପରାସ୍ତ କରି ସିରିଜ୍ ହାତେଇଛି । ଗୌହାଟୀରେ ସିରିଜର ପ୍ରଥମ ମ୍ୟାଚ୍ ବର୍ଷା ଯୋଗୁ ବାତିଲ ହୋଇଥିବା ବେଳେ ଦ୍ୱିତୀୟ ଟି-୨୦ରେ ଭାରତ ୬ ୱିକେଟରେ…
Read More...
Read More...
୬ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ
ଭୁବନେଶ୍ବର: ଦୁର୍ନୀତି ଓ ଅନିୟମିତତାରେ ସମ୍ପୃକ୍ତି ଥିବା ଅଫିସରଙ୍କ ବିରୋଧରେ ପୁଣି କଠୋର ହେଲେ ସରକାର । ଶୁକ୍ରବାର ୨ ଜଣଙ୍କୁ ବାଧ୍ୟତାମୂଳକ ଅବସର ଦେବା ସହ ୪ ଜଣଙ୍କୁ ଚାକିରିରୁ ବରଖାସ୍ତ କଲେ ରାଜ୍ୟ ସରକାର।…
Read More...
Read More...
ହୋସଲା-୨୦୧୯ର କୃତୀ ପ୍ରତିଯୋଗୀ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସମ୍ବର୍ଦ୍ଧିତ
ଭୁବନେଶ୍ୱର: ଦେଶର ବିଭିନ୍ନ ଶିଶୁ ଯତ୍ନ ଗୃହ ମାନଙ୍କରେ ରହୁଥିବା ପିଲାମାନଙ୍କ ଜାତୀୟ ପ୍ରତିଯୋଗିତା ହୋସଲା-୨୦୧୯ ଓଡ଼ିଶା ପ୍ରତିଯୋଗୀମାନେ ସର୍ବମୋଟ ୩୦ଟି ପଦକ ଜିତି ଜାତୀୟ ଚମ୍ପିଆନ୍ ହୋଇଛନ୍ତି । ଗତ ଡିସେମ୍ବରରେ…
Read More...
Read More...
ସର୍ବସାଧାରଣଙ୍କ ନିମନ୍ତେ ଲୋକସେବା ଭବନ ଉଦ୍ୟାନ ଜାନୁଆରୀ ୧୧, ୧୨, ୧୯, ୨୫ ଓ ୨୬ ତାରିଖ ଖୋଲା ରହିବ
ଭୁବନେଶ୍ୱର: ଶୀତଦିନିଆ ବିଭିନ୍ନ କିସମର ଫୁଲର ସମ୍ଭାରରେ ଲୋକସେବା ଭବନର ଉଦ୍ୟାନ ଅତ୍ୟନ୍ତ ମନୋରମ ରୂପ ଧାରଣ କରିଛି । ତେଣୁ ଉଦ୍ୟାନର ଏହି ଶୋଭା ଯେପରି ସାଧାରଣ ଲୋକ ଉପଭୋଗ କରିପାରିବେ, ସେଥିପାଇଁ ଜାନୁଆରୀ ୧୧(୨ୟ…
Read More...
Read More...
ସାମ୍ବାଦିକ ଗୌରୀ ଲଙ୍କେଶଙ୍କ ହତ୍ୟା ମାମଲା: ମୁଖ୍ୟ ଅଭିଯୁକ୍ତ ଋଷିକେଶ ଦେୱଡିକର ଗିରଫ
ନୂଆଦିଲ୍ଲୀ: ସାମ୍ବାଦିକ ଗୌରୀ ଲଙ୍କେଶଙ୍କ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଋଷିକେଶ ଦେୱଡିକର ଗିରଫ ହୋଇଛନ୍ତି । ଅଭିଯୁକ୍ତ ଋଷିକେଶକୁ ବେଙ୍ଗାଲୁରୁ ଏସଆଇଟି ଝାଡ଼ଖଣ୍ଡର ଧାନବାଦ ଜିଲ୍ଲାର କତରାସରୁ ଗିରଫ କରିଥିବା ଜଣାପଡ଼ିଛି…
Read More...
Read More...
ପାରଳାଖେମୁଣ୍ଡି ମହାରାଜାଙ୍କ ପରଲୋକ
ପାରଳାଖେମୁଣ୍ଡି: ମହାରାଜା ଗୋପୀନାଥ ଗଜପତିଙ୍କ ପରଲୋକ ହୋଇଛି । ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲରେ ଆଜି ଭୋର ପ୍ରାୟ ୪ଟାବେଳେ ନିଃଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୭୭ବର୍ଷ ବୟସ ହୋଇଥିଲା । ଅସୁସ୍ଥତା ଯୋଗୁ…
Read More...
Read More...
ଏଥର ରାଜ୍ୟରେ ବସିବ “ପଦନ୍ନୋତି ଅଦାଲତ”
ଭୁବନେଶ୍ୱର: କର୍ମଚାରୀଙ୍କ ବିଭିନ୍ନ ସମସ୍ୟା ପାଇଁ କାର୍ଯ୍ୟ କରୁଥିବା ଓଡ଼ିଶା ପ୍ରଶାସନିକ ଟ୍ରିବ୍ୟୁନାଲ(ସ୍ୟାଟ)କୁ ଉଚ୍ଛେଦ କରିଥିବା ରାଜ୍ୟ ସରକାର ‘ପଦୋନ୍ନତି ଅଦାଲତ’ ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ପ୍ରତିବର୍ଷ…
Read More...
Read More...
ବକେୟା ବିଲ ନଦେଲେ ୧୬ରୁ କଟିବ ବିଜୁଳି ସଂଯୋଗ
-ବକେୟା ଥିବା ଗ୍ରାହକଙ୍କ ମଧ୍ୟରୁ ୧ ଲଷ ୧୦ ହଜାର ଗ୍ରାହକ ଟଙ୍କା ପଇଠ କରିଛନ୍ତି।
-୨୧କୋଟି ଟଙ୍କା ଗତ ଏକ ମାସ ମଧ୍ୟରେ ଆଦାୟ କରାଯାଇଛି।
-୧୯୭୧ କୋଟି ଟଙ୍କା ଆହୁରି ବଳକା ରହିଛି।
-୧୬ ତାରିଖରୁ ବିଜୁଳି କାଟିବା ଡ୍ରାଇଭ…
Read More...
Read More...
ଶିକ୍ଷକଙ୍କୁ ମିଳିନବି ଖରାଛୁଟି; ଗ୍ରୀଷ୍ମ ଅବକାଶରେ ନେବେ ସ୍ୱତନ୍ତ୍ର କ୍ଲାସ
ଭୁବନେଶ୍ୱର: ଏଣିକି ଶିକ୍ଷକଙ୍କୁ ମିଳିବନି ଗ୍ରୀଷ୍ମଛୁଟି । ଗ୍ରୀଷ୍ମ ଅବକାଶରେ ସେମାନେ ନେବେ ସ୍ୱତନ୍ତ୍ର କ୍ଲାସ । ଦୁର୍ବଳ ଛାତ୍ରଙ୍କୁ ସ୍ୱତନ୍ତ୍ର କ୍ଲାସ ନେଇ ପାଠପଢ଼ାଇବେ ଶିକ୍ଷକ ବୋଲି ଆଜି ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ…
Read More...
Read More...
ଫାଶୀ ପାଇବାକୁ ଆଉ କିଛି ଦିନ ବାକି: ନିର୍ଭୟା ଅଭିଯୁକ୍ତ ବିନୟ ଦାଖଲ କଲା କ୍ୟୁରେଟିଭ୍ ପିଟିସନ୍
ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ୪ ଅଭିଯୁକ୍ତଙ୍କୁ ୨୨ ତାରିଖରେ ଫାଶୀ ହେବାର ଘୋଷଣା ହୋଇଛି । ମାତ୍ର ଏହାପୂର୍ବରୁ ଶୁଣିବାକୁ ମିଳିଛି ନୂଆ ଖବର । ଫାଶୀ ଉପରେ ରୋକ ଲଗାଇବା ପାଇଁ ୪ ଅଭିଯୁକ୍ତଙ୍କ ମଧ୍ୟରୁ…
Read More...
Read More...
୩ଟି ନିବେଶ ପ୍ରସ୍ତାବକୁ ସ୍ୱୀକୃତି; ସୃଷ୍ଟି ହେବ ୬୫୩୯ ଜଣଙ୍କ ପାଇଁ ନିଯୁକ୍ତି
ଭୁବନେଶ୍ୱର: ଔଦ୍ୟୋଗୀକରଣ ଏବଂ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାର ନିରନ୍ତର ପ୍ରୟାସର ଅନ୍ୟ ଏକ ପରିଚ୍ଛେଦ ଭାବରେ ଓଡ଼ିଶା ସରକାର ୩ଟି ନିବେଶ ପ୍ରସ୍ତାବକୁ ସ୍ୱୀକୃତି ଦେଇଛନ୍ତି । ଏହାଦ୍ୱାରା ରାଜ୍ୟରେ ୧୭୮୩୩କୋଟି ଟଙ୍କାର…
Read More...
Read More...
୫ଟି ସଚିବ ଭି.କେ.ପାଣ୍ଡିଆନଙ୍କ କୋଣାର୍କ ଗ୍ରସ୍ତ; ପ୍ରସ୍ତୁତ ହେଲା କୋଣାର୍କ ମନ୍ଦିର ସୌନ୍ଦର୍ଯ୍ୟକରଣ ମ୍ୟାପ
ଭୁବନେଶ୍ୱର: ବିଶ୍ୱ ପ୍ରସିଦ୍ଧ କୋଣାର୍କ ମନ୍ଦିର ସୌନ୍ଦର୍ଯ୍ୟକରଣ ହେବ । ଏମିତି ଆଭାସ ମିଳିବା ଆରମ୍ଭ କରିଛି । ପୁରୀ ଶ୍ରୀମନ୍ଦିର, ଭୁବନେଶ୍ୱର ଶ୍ରୀଲିଙ୍ଗରାଜ ମନ୍ଦିରର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଆରମ୍ଭ ହେବା ପରେ ଏବେ…
Read More...
Read More...
୩୧ରୁ ସଂସଦ ଅଧିବେଶନ; ୧ରେ ବଜେଟ ଉପସ୍ଥାପନ
ନୂଆଦିଲ୍ଲୀ: ଚଳିତମାସ ୩୧ ତାରିଖରୁ ସଂସଦରେ ବଜେଟ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ଯାହା ଏପ୍ରିଲ ୩ ପର୍ଯ୍ୟନ୍ତ ୨ଟି ପର୍ଯ୍ୟାୟରେ ଚଲାଇବାକୁ ଅନୁମୋଦନ ମିଳିଛି । ଅନ୍ୟପଟେ ଫେବୃୟାରୀ ୧ରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା…
Read More...
Read More...
