Browsing Category
Bignews
୩ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ଅଭିଯୁକ୍ତଙ୍କୁ ଫାଶୀଦଣ୍ଡ
କେନ୍ଦୁଝର: କେନ୍ଦୁଝରର ଜଣେ ୩ ବର୍ଷୀୟ ଶିଶୁ କନ୍ୟାକୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ଅଭିଯୁକ୍ତଙ୍କୁ ଜିଲ୍ଲା ଏଡିଜେ କୋର୍ଟ ଆଜି ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି ।ପୋକ୍ସୋ ଆଇନ ଆଧାରରେ ଆଜି କେନ୍ଦୁଝର ଏଡିଜେ କୋର୍ଟ…
Read More...
Read More...
ଓଡ଼ିଶାର ୫-ଟି ଏବଂ ମୋ ସରକାରକୁ ୟୁଏନଡିପିର ପ୍ରଶଂସା
ଭୁବନେଶ୍ୱର : ସ୍ୱଚ୍ଛ ଓ ଦୁର୍ନୀତିମୁକ୍ତ ଏବଂ ଲୋକଙ୍କ ପାଖରେ ସୁବିଧାରେ ସେବା ପହଞ୍ଚାଇବା ଲକ୍ଷ୍ୟରେ ଆରମ୍ଭ ହୋଇଥିବା ୫-ଟି ଏବଂ ମୋ ସରକାର କାର୍ଯ୍ୟକ୍ରମକୁ ଜାତୀୟସ୍ତରର ସଂସ୍ଥାଙ୍କ ପରେ ଏବେ ଅନ୍ତର୍ଜାତୀୟ ସ୍ତରରୁ…
Read More...
Read More...
ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷଣା: ଓଡ଼ିଶାର ପୂର୍ବତନ ଶାସନ ସଚିବ ତରୁଣକାନ୍ତି ହେବେ ସମ୍ମାନିତ
ନୂଆଦିଲ୍ଲୀ/ଭୁବନେଶ୍ୱର: ଚଳିତ ବର୍ଷ ପାଇଁ ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷଣା କରାଯାଇଛି । ଆଜି ୨୩ ଭାଷାରେ ନିଜର ବାର୍ଷିକ ଏକାଡେମୀ ପୁରସ୍କାର ଘୋଷଣା କରିଛି । ୭ଟି କବିତା ସଂଗ୍ରହ, ୪ଟି ଉପନ୍ୟାସ, ୬ଟି କାହାଣୀ ସଂଗ୍ରହ,…
Read More...
Read More...
୨୦୦୮ ଜୟପୁର ସିରିଏଲ ବିସ୍ଫୋରଣ ମାମଲା: ଦୋଷୀ ସାବ୍ୟସ୍ତ ହେଲେ ୪ଜଣ
ଜୟପୁର: ୨୦୦୮ ଜୟପୁର ସିରିଏଲ ବିସ୍ଫୋରଣ ମାମଲାରେ ଆଜି ୪ଜଣଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି । ସେମାନେ ହେଲେ ମହମ୍ମଦ ଶାହବାଜ୍ ହୁସେନ୍, ମହମ୍ମଦ ସୈଫ୍ ଓରଫ୍ କ୍ୟାରେଓନ୍, ମହମ୍ମଦ ସରଓ୍ଵାର୍ ଆଜ୍ମି, ମହମ୍ମଦ ସୈଫ୍…
Read More...
Read More...
ନିର୍ଭୟା ଗଣଦୁଷ୍କର୍ମ ମାମଲାର ପୁନର୍ବିଚାର: ଅଭିଯୁକ୍ତ ଅକ୍ଷୟଙ୍କ ଯାଚିକା ଖାରଜ କଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଅଭିଯୁକ୍ତ ଅକ୍ଷୟ ସିଂ ରିଭ୍ୟ ପିଟିସନକୁ ନେଇ ସୁପ୍ରିମକୋର୍ଟ ଆଜି ନିଜର ରାୟ ପ୍ରକାଶ କରିଛନ୍ତି । ସୁପ୍ରିମକୋର୍ଟ ନିଜ ରାୟରେ କହିଛନ୍ତି ଯେ, ଏହି ମାମଲାର ଓକିଲଙ୍କୁ…
Read More...
Read More...
ଜଳସାଥୀ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ୱର ରେଳବାଇ ଅଡିଟୋରିଅମରେ ଜଳସାଥୀ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ଉଦବୋଧନ ଦେଇ କହିଛନ୍ତି ଯେ, ପରିବାରର ସ୍ୱାସ୍ଥ୍ୟ ପ୍ରତି ମା’ମାନେ ଅଧିକ…
Read More...
Read More...
ଭାରତୀୟ ନାଗରିକଙ୍କ ଉପରେ ପଡିବନି ସିଏଏର ପ୍ରଭାବ, ଏନସିଆରକୁ ସମର୍ଥନ କରୁନି ବିଜେଡି: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଦେଶବ୍ୟାପୀ ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ନେଇ ହିଂସା ଲାଗି ରହିଥିବାବେଳେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନୟକ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।ସେ କହିଛନ୍ତି ଯେ, ସିଏଏର ପ୍ରଭାବ ଭାରତୀୟ…
Read More...
Read More...
ପାକିସ୍ତାନ ପୂର୍ବତନ ରାଷ୍ଟ୍ରପତି ମୁସାରଫଙ୍କୁ ମୃତ୍ୟୁ ଦଣ୍ଡାଦେଶ
ଇସଲାମାବାଦ: ଦେଶଦ୍ରୋହ ମାମଲାରେ ପାକିସ୍ତାନ ପୂର୍ବତନ ରାଷ୍ଟ୍ରପତି ପରଭେଜ ମୁସାରଫଙ୍କୁ ମୃତ୍ୟୁ ଦଣ୍ଡାଦେଶ ମିଳିଛି । ଏହି ମୃତ୍ୟୁ ଦଣ୍ଡାଦେଶ ପାକିସ୍ତାନ ଲାହୋରସ୍ଥିତ ପେଶୱାର କୋର୍ଟ ଦେଇଥିବା ଜଣାପଡିଛି ।୫ ଜଣିଆ ପୀଠ…
Read More...
Read More...
୮ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ରେ ମଞ୍ଜୁରୀ
ଭୁବନେଶ୍ୱର: ଆଜି ରାଜ୍ୟ କ୍ୟାବିନେଟ୍ ର ବୈଠକରେ ୮ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ଲୋକସଭା ଭବନରେ ଆୟୋଜିତ ଏହି ବୈଠକକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିଲା ।କ୍ୟାବିନେଟ୍ ବୈଠକ ପରେ…
Read More...
Read More...
ପରବର୍ତୀ ସ୍ଥଳସେନା ମୁଖ୍ୟ ଭାବେ ଲେଫ୍ଟନାଂଟ ଜେନେରାଲ ଏମଏମ ନରୱାନେଙ୍କୁ ନିଯୁକ୍ତି
ନୂଆଦିଲ୍ଲୀ: ସ୍ଥଳସେନା ଉପମୁଖ୍ୟ ଲେଫ୍ଟନାଂଟ ଜେନେରାଲ ମନୋଜ ମୁକୁନ୍ଦ ନରୱାନେଙ୍କୁ ପରବର୍ତୀ ସ୍ଥଳସେନା ମୁଖ୍ୟ ଭାବେ ନିଯୁକ୍ତି ଦେବା ଲାଗି ସରକାର ନିଷ୍ପତି ନେଇଛନ୍ତି । ସେ ବର୍ତମାନର ସ୍ଥଳସେନା ପ୍ରମୁଖ ବିପିନ ରାୱତଙ୍କ…
Read More...
Read More...
ଜେଏନୟୁ ପ୍ରଶାସନର ନିଷ୍ପତି; ହ୍ୱାଟ୍ସଆପ୍ ରେ ହେବ ପରୀକ୍ଷା
ନୂଆଦିଲ୍ଲୀ: ଜବାହାରଲାଲ ନେହେରା ବିଶ୍ୱବିଦ୍ୟାଳୟ(ଜେଏନୟୁ) ପ୍ରଶାସନ ଏକ ବଡ଼ ନିଷ୍ପତି ନେଇଛନ୍ତି । ବିଶ୍ୱବିଦ୍ୟାଳୟ ପ୍ରଶାସନ ଛାତ୍ରଙ୍କ ବିରୋଧକୁ ନଜରରେ ରକବ ଚଳିତବର୍ଷ ହ୍ୱାଟ୍ସଆପ୍ ଏବଂ ମେଲ୍ ରେ ମାଧ୍ୟମରେ ପରୀକ୍ଷା କରିବ…
Read More...
Read More...
ନିର୍ଭୟା କେସ୍: ଫାଶୀଦଣ୍ଡ ପୁନର୍ବିଚାରରୁ ଓହରିଲେ ସିଜେଆଇ, ଆସନ୍ତାକାଲି ଶୁଣାଣି
ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ଆସିଛି ନୂଆ ମୋଡ । କାରଣ ଅଭିଯୁକ୍ତ ଅକ୍ଷୟ କୁମାର ସିଂହ ଠାକୁରଙ୍କ ରିଭ୍ୟୁ ପିଟିସନର ଶୁଣାଣିରୁ ହଠାତ୍ ପ୍ରଧାନ ବିଚାରପତି ଜଷ୍ଟିସ୍ ଏସଏ ବୋବଡେ ଓହରି…
Read More...
Read More...
ହିତାଧିକାରୀଙ୍କ ସନ୍ତୋଷ ଯୋଜନାର ସବୁଠାରୁ ବଡ ସଫଳତା: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର:ମୋ ସରକାର କାର୍ଯ୍ୟକ୍ରମରେ ସାମିଲ ହେଲା ମହିଳା, ଶିଶୁ ବିକାଶ ଓ ମିଶନ ବିଭାଗ । ଏହି ବିଭାଗ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନାର ହିତାଧିକାରୀ ମାନଙ୍କ ସହିତ ସିଧାସଳଖ କଥା ହେବେ ସରକାର । ଆଜି…
Read More...
Read More...
“ବ୍ରହ୍ମୋସ” ମିସାଇଲର ସଫଳ ପରୀକ୍ଷଣ
ଚାନ୍ଦିପୁର: ଆଜି “ବ୍ରହ୍ମୋସ” ମିସାଇଲର ସଫଳ ପରୀକ୍ଷଣ ହୋଇଛି । ଚାନ୍ଦିପୁରରେ ଥିବା କ୍ଷେପଣାସ୍ତ୍ର କେନ୍ଦ୍ରର ୩ ନମ୍ବର ଲଂଚପ୍ୟାଡରୁ ସକାଳ ୮.୪୫ରେ ସୁପରସୋସିକ କ୍ରୁଜ୍ ମିଜାଇଲ “ବ୍ରହ୍ମୋସ” ପରୀକ୍ଷା କରାଯାଇଛି । ଏହି…
Read More...
Read More...
