Browsing Category

Bignews

ନାଗରିକତା ସଂଶୋଧନ ବିଲକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ

ନୂଆଦିଲ୍ଲୀ: ଆଜି ନାଗରିକତା ସଂଶୋଧନ ବିଲକୁ ରାଷ୍ଟ୍ରପତି ମଞ୍ଜୁରୀ ମିଳିଛି । ରାଷ୍ଟ୍ରପତିଙ୍କ ମଞ୍ଜୁରୀ ପରେ ଏନେଇ ଗେଜେଟ୍‌ ବିଜ୍ଞପ୍ତି ପ୍ରକାଶ ପାଇଛି।ସୋମବାର ଏହି ବିଲ୍‌ ଲୋକସଭାରେ ଗୃହୀତ ହୋଇଥିବା ବେଳେ ଗତକାଲି…
Read More...

ଫୋବର୍ସ ତାଲିକାରେ କେନ୍ଦ୍ର ଅର୍ଥମନ୍ତ୍ରୀ ସୀତାରମଣ

ନୂଆଦିଲ୍ଲୀ: ଭାରତର କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫୋବର୍ସ ତାଲିକାରେ ସାମିଲ ହୋଇଛନ୍ତି । ୨୦୧୯ ଫୋବର୍ସ ତାଲିକାରେ ବିଶ୍ୱର ସବୁଠାରୁ କ୍ଷମତାଶାଳୀ ଶହେ ଜଣ ମହିଳାଙ୍କ ମଧ୍ୟରେ ସାମିଲ ହୋଇଛନ୍ତି ସୀତାରମଣ ।…
Read More...

ହରିଦ୍ୱାର-ଋଷିକେଶକୁ ବରିଷ୍ଠ ନାଗରିକ ତୀର୍ଥଯାତ୍ରା କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଲୋକସେବା ଭବନରୁ ଭିଡିଓ କନଫରେନସିଂ ଯୋଗେ ବାଲେଶ୍ୱର ଷ୍ଟେସନରୁ ହରିଦ୍ୱାର-ଋଷିକେଶକୁ ବରିଷ୍ଠ ନାଗରିକ ତୀର୍ଥଯାତ୍ରା କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ରାଜ୍ୟ…
Read More...

ସଂସଦରେ ରାହୁଲଙ୍କ “ରେପ୍ ଇନ୍ ଇଣ୍ଡିଆ” ମନ୍ତବ୍ୟକୁ ନେଇ ଝଡ଼

ନୂଆଦିଲ୍ଲୀ: କଂଗ୍ରେସ ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ “ରେପ୍ ଇନ୍ ଇଣ୍ଡିଆ” ମନ୍ତବ୍ୟକୁ ନେଇ ସଂସଦରେ ଝଡ ସୃଷ୍ଟି ହୋଇଛି । ସଂସଦରେ ସ୍ଥିତି ଅସମ୍ଭାଳ ହେବାରୁ ବାଚସ୍ପତି ଓମ୍ ବିର୍ଲା ୧୨ଟା ଯାଏଁ ମୁଲତବୀ ରଖିଥିଲେ ।…
Read More...

ପ୍ରତ୍ୟେକ ଶୁକ୍ରବାର ସାଇକେଲରେ ଅଫିସ ଯିବେ ସରକାରୀ କର୍ମଚାରୀ

ଭୁବନେଶ୍ୱର: ବାୟୁ ପ୍ରଦୂଷଣକୁ ରୋକିବା ପାଇଁ ଏକ ନୂଆ ପ୍ରୟାସ ଆରମ୍ଭ ହୋଇଛି । ଭୁବନେଶ୍ୱରର ୩ଟି ସରକାରୀ ଅନୁଷ୍ଠାନ ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ୍(ବିଏମଏସିଏଲ), ଭୁବନେଶ୍ୱର ଉନ୍ନୟନ କର୍ତୃପକ୍ଷ(ବିଡିଏ) ଏବଂ…
Read More...

୧୫ରୁ ଚତୁର୍ଦଶ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା ଆରମ୍ଭ

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଦ୍ୱାରା ଚଳିତ ବର୍ଷ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା-୨୦୧୯ ଅନୁଷ୍ଠିତ ହେବାକୁ ଯାଉଛି । ଏହି ମେଳା ଭୁବନେଶ୍ୱରସ୍ଥିତ ଜନତା ମଇଦାନରେ ଚଳିତ ମାସ ୧୫…
Read More...

ଲିଙ୍ଗରାଜ ମନ୍ଦିରର ପାରିପାଶ୍ୱିର୍କ ଅଂଚଳର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ୟାକେଜ ଘୋଷଣା

ଭୁବନେଶ୍ୱର: ୬୬ ଏକର ପରିବ୍ୟାପ୍ତ ଲିଙ୍ଗରାଜ ମନ୍ଦିରର ବିକାଶ ପାଇଁ ରାଜ୍ୟ ସରକାର ଆଜି ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି । ତେବେ ଏହି ପ୍ୟାଜେକ୍ ଜରିଆରେ ଲିଙ୍ଗରାଜ ମନ୍ଦିରର ପ୍ରବେଶ ପଥ, ବିନ୍ଦୁସାଗର ପୁନରୁଦ୍ଧାର,…
Read More...

ରାଜ୍ୟର ୧୦ ଶିଳ୍ପାନୁଷ୍ଠାନକୁ ୫ ଷ୍ଟାର

ଭୁବନେଶ୍ୱର: ରାଜ୍ୟର ୧୦ଟି ଶିଳ୍ପାନୁଷ୍ଠାନକୁ ୫ ଷ୍ଟାର ଯୁକ୍ତ ରେଟିଂ ମିଳିଛି । କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଦ୍ୱାରା ହୋଇଥିବା ୧୭ ପ୍ରକାରର ଅତ୍ୟଧିକ ପ୍ରଦୂଷଣ ପ୍ରବଣ ଶିଳ୍ପାନୁଷ୍ଠାନ ମଧ୍ୟରୁ ରାଜ୍ୟରେ ଥିବା…
Read More...

ଅଯୋଧ୍ୟା ମାମଲା: ସମସ୍ତ ରିଭ୍ୟୁ ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଅଯୋଧ୍ୟା ମାମଲାର ଶୁଣାଣି ପରେ ପୁନର୍ବାର ରିଭ୍ୟୁ ନେଇ କିଛି ଆବେଦନ କରାଯାଇଥିଲା । ଯାହାର ଶୁଣାଣିରେ ଆଜି ସୁପ୍ରିମକୋର୍ଟ ସମସ୍ତ ଆବେଦନକୁ ଖାରଜ କରିଛନ୍ତି।ଆଜି ପ୍ରଧାନବିଚାରପତି ଜଷ୍ଟିସ୍‌ ଏସ୍‌ଏ…
Read More...

୫ଟିରେ ସାମିଲ ହେଲା ଆଉ ୨ ବିଭାଗ

ଭୁବନେଶ୍ୱର: ୫ଟିରେ ସାମିଲ ହେଲା ଆଉ ୨ ବିଭାଗ । ସେଗୁଡିକ ହେଲା: କୃଷି ଓ ଉଚ୍ଚଶିକ୍ଷା ବିଭାଗ ।ରାଜ୍ୟ ସରକାରଙ୍କ ୫ଟି ରେ ଉଚ୍ଚଶିକ୍ଷା ବିଭାଗ ଆସିବା ପରେ ୧୭ ସୂତ୍ର ଯୁକ୍ତ ଆକ୍ସନ ପ୍ଲାନ ତିଆରି ହେବା ସହ ନୋଡାଲ ଅଫିସର…
Read More...

ରାଜ୍ୟସଭାରେ ନାଗରିକତା ସଂଶୋଧନ ବିଲକୁ ସବୁଜ ସଙ୍କେତ

ନୂଆଦିଲ୍ଲୀ: ବହୁ ବିବାଦୀୟ ନାଗରିକତା ସଂଶୋଧନ ବିଲକୁ ରାଜ୍ୟସଭାରେ ସବୁଜ ସଙ୍କେତ ମିଳିଯାଇଛି । ତେବେ ୬ଘଂଟାର ବିତର୍କ ପରେ ୧୨୫ଜଣଙ୍କ ସମର୍ଥନରେ ଏହି ବିଲ ରାଜ୍ୟସଭାରେ ଗୃହୀତ ହୋଇଛି । ଏହାପରେ ରାଷ୍ଟ୍ରପତିଙ୍କ ଦସ୍ତଖତରେ…
Read More...

ମେଳା ବୁଲିଲେ, ଜିନିଷ କିଣିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଭୁବନେଶ୍ୱର ପ୍ରଦର୍ଶନୀ ପଡିଆରେ ଚାଲିଥିବା ମିଶନ ଶକ୍ତି ମେଳାକୁ ଯାଇ ବୁଲିଲେ । ଏଥିସହ ସେଠାରେ ଗହଣା ବାକ୍ସ ଏବଂ ସବାଇ ଘାସରେ ତିଆରି ବ୍ୟାଗ କିଣି ପଇସା ମଧ୍ୟ ଦେଇଛନ୍ତି ।ପରିଦର୍ଶନ ବେଳେ ମହିଳାମାନଙ୍କ…
Read More...

ଭାରତର ଦ୍ୱିତୀୟ ଗୁଇନ୍ଦା ଉପଗ୍ରହ “ଆର୍‌ଆଇ-ସାଟ୍‌- ୨ବିଆର୍‌୧”ର ସଫଳ ଉତପେକ୍ଷଣ

ଅମରାବତୀ:  ଆଜି  ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଦ୍ୱିତୀୟ ଗୁଇନ୍ଦା ଉପଗ୍ରହ କୁ ମହାକାଶକୁ ଉତ୍‌କ୍ଷେପଣ କରିଛି। ନିର୍ଦ୍ଧାରିତ ସମୟ ଅପରାହ୍ନ ୩ଟା ୨୫ ମିନିଟରେ ଏହି ଉପଗ୍ରହକୁ ମହାକାଶକୁ ଛାଡ଼ିଛି ଇସ୍ରୋ।…
Read More...

ଭାରତୀୟ ପୋଷାକ ପରିଧାନ କରି ନବୋଲ ପୁରସ୍କାର ଗ୍ରହଣ କଲେ ଅଭିଜିତ୍ ବାନାର୍ଜୀ

ନୂଆଦିଲ୍ଲୀ: ଭାରତୀୟ-ଆମେରିକୀୟ ଅର୍ଥଶାସ୍ତ୍ରୀ ଅଭିଜିତ ବାନାର୍ଜୀ ପୁଣିଥରେ ଚର୍ଚ୍ଚାରେ । ସେ ନୋବାଲ ପୁରସ୍କାର ଉତ୍ସବରେ ଭାରତୀୟ ପୋଷାକ ପରିଧାନ କରି ଯୋଗ ଦେବା ସହ ପୁରସ୍କାର ଗ୍ରହଣ କରିଥିଲେ । ତେବେ ତାଙ୍କର ଏଭଳି ଲୁକ୍…
Read More...