Browsing Category

Bignews

ସରିଲା ମିଶନ ଶକ୍ତି ମେଳା, ଛଅ କୋଟିରୁ ଅଧିକ ବେପାର

ଭୁବନେଶ୍ୱର: ମିଶନ ଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦ୍ୱାରା ପ୍ରସ୍ତୁତ ଦ୍ରବ୍ୟର ବିକ୍ରୟ ନିମନ୍ତେ, ମିଶନ ଶକ୍ତି ନିର୍ଦ୍ଦେଶାଳୟ, ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ରାଜ୍ୟରେ ପ୍ରଥମ ଥର ପାଇଁ ୫ ଡିସେମ୍ବରରୁ…
Read More...

ଆଜିଠୁ ଆରମ୍ଭ ହେଲା ପ୍ଲାଷ୍ଟିକ୍ ବଦଳରେ ଆହାର ଖାଦ୍ୟ

ଭୁବନେଶ୍ୱର: ପ୍ଲାଷ୍ଟିକ୍ ଦେଲେ ଆହାର କେନ୍ଦ୍ରରୁ ଖାଦ୍ୟ ଖାଇ ପାରିବେ ଲୋକେ । ତେବେବାୟୁ ପ୍ରଦୂଷଣକୁ ରୋକିବା ପାଇଁ ଆରମ୍ଭ ହୋଇଥିବା ଏହି ନୂଆ ପ୍ରୟାସ ଆଜିଠାରୁ ଆରମ୍ଭ ହୋଇଛି । ଏହି ନିୟମ ଅନୁସାରେ ଅଧ କେଜି ପ୍ଲାଷ୍ଟିକ…
Read More...

ଉନ୍ନାଓ ଦୁଷ୍କର୍ମ ମାମଲା: ଦୋଷୀ ସାବ୍ୟସ୍ତ ହେଲେ ପୂର୍ବତନ ବିଜେପି ବିଧାୟକ କୁଳଦୀପ ସେଙ୍ଗର

ଲକ୍ଷେ୍ନø: ଉନ୍ନାଓ ଦୁଷ୍କର୍ମ ମାମଲାରେ ଆଜି ଦିଲ୍ଲୀର ତିସ୍ ହଜାରୀ କୋର୍ଟ ପୂର୍ବତନ ବିଜେପି ବିଧାୟକ କୁଳଦୀପ ସେଙ୍ଗରଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ତେବେ ଏହି ମାମଲାର ଦଣ୍ଡ ଶୁଣାଣି ୧୯ରେ କରାଯିବ ବୋଲି ସୂଚନା ମିଳିଛି…
Read More...

ଆଂଚଳିକ ପରିବହନ କାର୍ଯ୍ୟାଳୟ: ଅନଲାଇନ୍ ରେ ଫି’ ଦାଖଲ କରିବେ ଚାଳକ

ଭୁବନେଶ୍ୱର: ଆଂଚଳିକ ପରିବହନ କାର୍ଯ୍ୟାଳୟରେ ଫି’ ଦେବାକୁ ହେଲେ ଚାଳକଙ୍କୁ ଏଥର ଘଂଟା ଘଂଟା ଧରି ଲାଇନ୍ ଲଗାଇବାକୁ ପଡିବ ନାହିଁ । କାରଣ ଏଥର ଚାଳକ ମାନେ ଅନଲାଇନ୍ ରେ ଫି’ ଦାଖଲ କରିପାରିବେ । ଏଭଳି ରସିଦ୍ ବ୍ୟବସ୍ଥା ୧୭ରୁ…
Read More...

ଝାଡଖଣ୍ଡ ବିଧାନସଭା ୪ର୍ଥ ପର୍ଯ୍ୟାୟ ନିର୍ବାଚନ: ୧୫ ଆସନ ପାଇଁ ମତଦାନ ଜାରି

ରାଂଚି: ଆଜି ଝାଡଖଣ୍ଡ ବିଧାନସଭା ପାଇଁ ୪ର୍ଥ ପର୍ଯ୍ୟାୟ ନିର୍ବାଚନ । ୪ର୍ଥ ପର୍ଯ୍ୟାୟ ନିର୍ବାଚନରେ ୧୫ଟି ଆସନ ପାଇଁ ମତଦାନ ଜାରି ରହିଛି । ସକାଳ ୭ଟାରୁ ଏହି ମତଦାନ ଆରମ୍ଭ ହୋଇ ସନ୍ଧ୍ୟା ୫ଟା ଯାଏଁ ଜାରି ରହିବା ନେଇ ସୂଚନା…
Read More...

ବଢ଼ିଲା ଫାସଟ୍ୟାଗ୍ ନିୟମର ସମୟସୀମା

ନୂଆଦିଲ୍ଲୀ: ଆଜିଠାରୁ ଦେଶବ୍ୟାପୀ ଫାସଟ୍ୟାଗ୍ ନିୟମ ଲାଗୁ ହେବାର ଥିଲା । ମାତ୍ର କେନ୍ଦ୍ର ସରକାର ଆଜି ପୁଣିଥରେ ଏହି ନିୟମ ଲାଗୁ କରିବାର ସମୟ ସୀମାକୁ ବୃଦ୍ଧି କରାଇଛନ୍ତି । ଦେଶରେ ଫାସଟ୍ୟାଗ୍ ଷ୍ଟିକର ଅଭାବ ଥିବାରୁ ଏହି…
Read More...

“ମିସ୍ ୱାର୍ଲ୍ଡ-୨୦୧୯” କ୍ରାଉନ୍ ଜିତିଲେ ଜାମାଇକାର ଟୋନି-ଆନ୍ ସିଂହ

ନୂଆଦିଲ୍ଲୀ: ଚଳିତ ବର୍ଷର ମିସ୍ ୱାର୍ଲ୍ଡ କ୍ରାଉନ୍ ହାସଲ କରିଛନ୍ତି ଜାମାଇକାର ଟୋନି-ଆନ୍ ସିଂହ । ଲଣ୍ଡନର ଏକ୍ସସେଲଠାରେ ଅନୁଷ୍ଠିତ ହୋଇଥିବା ବିଶ୍ୱ ସୁନ୍ଦରୀ ପ୍ରତିଯୋଗିତାରେ ଟୋନି ବିଜୟିନୀ ହୋଇଛନ୍ତି । ସେହିଭଳି ଏହି…
Read More...

ଦୁଗ୍ଧଜାତ କମ୍ପାନି ଅମୂଲ ଓ ମଦର ଡେରୀ ବଢ଼ାଇଲେ ଦର

ନୂଆଦିଲ୍ଲୀ: ଦେଶର ସବୁଠାରୁ ପ୍ରମୁଖ ଦୁଗ୍ଧ ଓ ଦୁଗ୍ଧଜାତ ପଦାର୍ଥ ଉତ୍ପାଦନ କମ୍ପାନି ଅମୂଲ ଓ ମଦର ଡେରୀ ଦର ବଢାଇଛନ୍ତି । ଅମୂଲ ଦୁଗ୍ଧ ମୂଲ୍ୟ ଲିଟର ପିଛା ୨ଟାଙ୍କା ବୃଦ୍ଧି କରାଇଥିବାବେଳେ ମଦର ଡେରୀ ୩ ଟଙ୍କା କରିଛି ।…
Read More...

ଆରମ୍ଭ ହେଲା “ମେରାଇନ୍ ଡ୍ରାଇଭ୍ ଇକୋ ରିଟ୍ରିଟ୍”; ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

କୋଣାର୍କ: ପୁରୀ-କୋଣାର୍କ ବେଳାମାର୍ଗରେ ଆଜିଠାରୁ ଆରମ୍ଭ ହୋଇଛି “ମେରାଇନ୍ ଡ୍ରାଇଭ୍ ଇକୋ ରିଟ୍ରିଟ୍” । ଏହାର ଶୁଭ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦେଢ଼ ମାସ ଧରି ଚାଲିବାକୁ ଥିବା ଏହି ଉତ୍ସବକୁ ରିବନ୍…
Read More...

ପ୍ଲାଷ୍ଟିକ୍ ଦେଲେ ମିଳିବ ଆହାର କେନ୍ଦ୍ରର ଖାଦ୍ୟ

ଭୁବନେଶ୍ୱର: ପ୍ରଦୂଷଣ ରୋକିବା ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ନୂଆ ପ୍ରୟାସ ଆରମ୍ଭ ହୋଇଛି । ପ୍ରଥମେ ପ୍ରତି ଶୁକ୍ରବାର ଅଫିସକୁ ସାଇକେଲରେ ଯାତ୍ରା କରିବାର ପ୍ରୟାସ ପରେ ଏବେ ଆଉ ଏକ ନୂଆ ପଦକ୍ଷେପ ନେଇଛି…
Read More...

ଖଣି ଟଙ୍କାରେ ହେବ ପୁରୀର ବିକାଶ

ଭୁବନେଶ୍ୱର: ଖଣି ଟଙ୍କାରେ ହେବ ପୁରୀର ବିକାଶ । ଏଭଳି ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । ଶ୍ରୀମନ୍ଦିରର ଅବଢ଼ା ଯୋଜନା ଲାଗି ଅର୍ଥ ଯୋଗାଣ ପାଇଁ ଏହି ପ୍ରୟାସ କରାଯାଇଛି । ଏଥିଲାଗି ୩ଟି ଜିଲ୍ଲାରେ ଥିବା ୬ଟି ଖାଣ୍ଡେଲାଇଟ୍…
Read More...

ଏଜି ଛକରୁ ଆଚାର୍ଯ୍ୟ ବିହାର ଛକର ନୂଆ ନାମ ହେଲା “ଲୋକସେବା ମାର୍ଗ”

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ପ୍ରମୁଖ ରାସ୍ତାର ନାମ ଆଜି ରାଜ୍ୟ ସରକାର ପରିବର୍ତନ କରି ନୂତନ ନାମ ରଖିଛନ୍ତି । ଏଜି ଛକରୁ ଆଚାର୍ଯ୍ୟ ବିହାର ଛକ ପର୍ଯ୍ୟନ୍ତ ରାସ୍ତାର ନାମ “ଲୋକସେବା ମାର୍ଗ” ନାମରେ ନାମିତ କରାଗଲା ।…
Read More...

ମହାନଦୀ ଜଳ ବିବାଦ ମାମଲା: ଜାନୁୟାରୀରେ ୨ୟ ପର୍ଯ୍ୟାୟ କ୍ଷେତ୍ର ପରିଦର୍ଶନ ପାଇଁ ଟ୍ରିବ୍ୟୁନାଲଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ/ଭୁବନେଶ୍ୱର: ମହାନଦୀ ଜଳ ବିବାଦ ମାମଲାରେ ଆଜି ଟ୍ରିବ୍ୟୁନାଲଙ୍କ ଶେଷ ଶୁଣାଣି ହୋଇଛି । ତେବେ ଏହି ଶୁଣାଣିରେ ଜାନୁୟାରୀରେ ୨ୟ ପର୍ଯ୍ୟାୟ କ୍ଷେତ୍ର ପରିଦର୍ଶନ ପାଇଁ ଟ୍ରିବ୍ୟୁନାଲ ନିର୍ଦ୍ଦେଶ ଦେଇଛନ୍ତି ।…
Read More...

ଓଡ଼ିଶାରେ ଲାଗୁ ହେବନି ଏନଆରସି

ଭୁବନେଶ୍ୱର: ଓଡ଼ିଶାରେ ଲାଗୁ ହେବନି  ଜାତୀୟ ନାଗରିକତା ରେଜିଷ୍ଟ୍ରାର (ଏନଆରସି) । ମୁସଲିମ୍ ସଂପ୍ରଦାୟଙ୍କ ପାଇଁ ଏପରି ନିଷ୍ପତି ନେଇଛନ୍ତି ମୁଖ୍ୟମନ୍ତ୍ରୀ । ସିଏବିକୁ ସମର୍ଥନ କରି ବିଜେଡ଼ି ସ୍ପଷ୍ଟ କରିଥିଲା ଯେ ନାଗରିକତା…
Read More...