Browsing Category
Bignews
ଦଶମ ରାଉଣ୍ଡ ଗଣତି ଶେଷ ; ଆଗରେ ରୀତା ସାହୁ
ବରଗଡ଼: ବିଜେପୁର ବିଧାନସଭା ଆସନ ପାଇଁ ଦଶମ ରାଉଣ୍ଡ ଗଣତି ଶେଷ ହୋଇଥିବା ବେଳେ ବିଜେଡି ନିଜ ୨ ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ ଢେର ଆଗରେ ରହିଥିବା ଜଣାଯାଇଛି।ଦଶମ ରାଉଣ୍ଡ ସୁଦ୍ଧା ବିଜେଡି ୫୨, ୧୪୨ ଭୋଟରେ ଆଗରେ!-->!-->!-->…
Read More...
Read More...
ବିଜେପୁର ଉପନିର୍ବାଚନ: ଅଷ୍ଟମ ରାଉଣ୍ଡ୍ ଶେଷ ସୁଦ୍ଧା ବିଜେଡିର ରୀତା ସାହୁ ଆଗୁଆ
ଭୁବନେଶ୍ୱର: ବିଜେପୁର ବିଧାନସଭା ଉପନିର୍ବାଚନର ଅଷ୍ଟମ ରାଉଣ୍ଡ୍ ଭୋଟ୍ ଗଣତି ଶେଷ ସୁଦ୍ଧା ବିଜେଡି ପ୍ରାର୍ଥିନୀ ରୀତା ସାହୁ ୫୮୨୭୭ ଭୋଟ୍ରେ ଆଗୁଆ ରହିଛନ୍ତି। ବିଜେପି ୧୬୧୨୯, କଂଗ୍ରେସ ୨୨୦୯ ପ୍ରାର୍ଥୀମାନେ ଖଣ୍ଡ ଭୋଟ୍!-->…
Read More...
Read More...
ବିଜେପୁର ଉପନିର୍ବାଚନ: ସପ୍ତମ ରାଉଣ୍ଡ୍ ଶେଷ ସୁଦ୍ଧା ବିଜେଡି ଆଗୁଆ
ଭୁବନେଶ୍ୱର: ବିଜେପୁର ବିଧାନସଭା ଉପନିର୍ବାଚନର ସପ୍ତମ ରାଉଣ୍ଡ୍ ଭୋଟ୍ ଗଣତି ଶେଷ ସୁଦ୍ଧା ବିଜେଡି ପ୍ରାର୍ଥିନୀ ରୀତା ସାହୁ ୫୨୩୧୭ ଖଣ୍ଡ ଭୋଟ୍ରେ ଆଗୁଆ ଅଛନ୍ତି।ସପ୍ତମ ରାଉଣ୍ଡ୍ ଶେଷ ସୁଦ୍ଧା ବିଜେପି ୧୩୬୨୩ ଖଣ୍ଡ!-->!-->!-->…
Read More...
Read More...
ଶ୍ରୀମନ୍ଦିରର ସୁରକ୍ଷା ପାଇଁ ସ୍ୱେଚ୍ଛାକୃତ ଭାବେ ଜାଗା ଦେଇଥିବା ୧୧ ପରିବାରଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଶ୍ରୀମନ୍ଦିରର ସୁରକ୍ଷା ଓ ଶ୍ରୀକ୍ଷେତ୍ରର ଐତିହ୍ୟ ଜୋନର ବିକାଶ ପାଇଁ ସେô୍ଚ୍ଛାକୃତ ଭାବେ ଜାଗା ଦେଇଥିବା ୧୧ଟି ପରିବାରର ସଦସ୍ୟମାନଙ୍କୁ ଲୋକସେବା ଭବନରେ!-->…
Read More...
Read More...
ଧୀରେନ୍ଦ୍ର ଏସ୍.କୁଟ୍ଟେ ହେଲେ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ
ଭୁୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ଓଏସଡ଼ି ତଥା ବରିଷ୍ଠ ଆଇପିଏସ୍ ଅଧିକାରୀ ଧୀରେନ୍ଦ୍ର ଏସ୍.କୁଟ୍ଟେଙ୍କୁ ମିଳିଲା ନୂଆ ନିଯୁକ୍ତି । ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ଶାସନ ସଚିବ ଭାବେ ତାଙ୍କୁ ଅବସ୍ଥାପିତ କରାଯାଇଛି । ଏ!-->…
Read More...
Read More...
ବିସିସିଆଇ ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେଲେ ସୌରଭ ଗାଙ୍ଗୁଲି
ମୁମ୍ବାଇ: ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ସୌରଭ ଗାଙ୍ଗୁଲି ନୂଆ ଇନିଂସ୍ ଆରମ୍ଭ କରିଛନ୍ତି। ସେ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ୩୯ତମ ଅଧ୍ୟକ୍ଷ ଭାବେ ପଦ ସମ୍ଭାଳିଛନ୍ତି। ମୁମ୍ବାଇସ୍ଥିତ ବିସିସିଆଇ!-->…
Read More...
Read More...
ନଭେମ୍ବର ୨୭ରେ ଜିଲ୍ଲା ପରିଷଦ ଓ ପଞ୍ଚାୟତ ଉପ ନିର୍ବାଚନ
ଭୁବନେଶ୍ୱର:ରାଜ୍ୟରେ ବିଭିନ୍ନ ଜନ ପ୍ରତିନିଧି ପଦବୀ ପୂରଣ ପାଇଁ ଆସନ୍ତା ନଭେମ୍ବର ୨୭ ତାରିଖରେ ଉପ ନିର୍ବାଚନ ଅନୁଷ୍ଠିତ ହେବ । ଏଥିପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜ୍ୟରେ ବିଭିନ୍ନ କାରଣରୁ ୪ ଜିଲ୍ଲା ପରିଷଦ, ସମେତ!-->…
Read More...
Read More...
ପି ଚିଦମ୍ବରମଙ୍କୁ ମିଳିଲା ଜାମିନ୍, ତଥାପି ରହିବେ ଜେଲରେ
ନୂଆଦିଲ୍ଲୀ: ଆଇଏନ୍ଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଆଜି ସୁପ୍ରିମ କୋର୍ଟ ପୂର୍ବତନ ଅର୍ଥମନ୍ତ୍ରୀ ଓ ଗୃହମନ୍ତ୍ରୀ ପି ଚିଦମ୍ବରମଙ୍କ ଜାମିନ୍ ମଞ୍ଜୁର କରିଥିବା ଜଣାଯାଇଛି। ସଂଯୋଗବଶତଃ ଆଜି ହେଉଛି କେନ୍ଦ୍ର ଗୃହମନ୍ତ୍ରୀ ତଥା!-->…
Read More...
Read More...
ଅସନ୍ତାକାଲି ବ୍ୟାଙ୍କ ଧର୍ମଘଟ; ମାତ୍ର ଖୋଲା ରହିବ ଏହି ବ୍ୟାଙ୍କ
ନୂଆଦିଲ୍ଲୀ:ଅକ୍ଟୋବର ୨୨ରେ ଦେଶର ଅଧିକାଂଶ ବ୍ୟାଙ୍କରେ ଦୁଇଟି ୟୁନିୟନ ସହ ଜଡିତ ଥିବା କର୍ମଚାରୀ ଧାରଣାରେ ରହିବେ । ଏହାଛଡା ଦୀପାବଳି ଛୁଟି ପାଇଁ ବ୍ୟାଙ୍କ ଲଗାତାର ଚାରି ବନ୍ଦ ରହିବ । ଏହି ଧର୍ମଘଟରେ ବ୍ୟାଙ୍କ ଉପରେ!-->…
Read More...
Read More...
ଏକଜିଟ୍ ପୋଲ୍: ମହାରାଷ୍ଟ୍ର ଓ ହରିୟାଣାରେ ସରକାର କରିବ ବିଜେପି
ନୂଆଦିଲ୍ଲୀ: ଦେଶର ଦୁଇ ପ୍ରମୁଖ ତଥା ଗୁରୁତ୍ୱପୂର୍ଣ୍ଣ ରାଜ୍ୟ ମହାରାଷ୍ଟ୍ର ଓ ହରିୟାଣା ବିଧାନସଭା ନିର୍ବାଚନ ପାଇଁ ଆଜି ଭୋଟ ଗ୍ରହଣ କାର୍ଯ୍ୟ ଶେଷ ହୋଇଯାଇଛି। ମହାରାଷ୍ଟ୍ରରେ ବିଜେପି- ଶିବସେନା ମେଣ୍ଟ ଶାସନ!-->…
Read More...
Read More...
ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି: ୧୦ଟି ପ୍ରସ୍ତାବକୁ ମଞ୍ଜୁରୀ
ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ ସୋମବାର ସନ୍ଧ୍ୟାରେ ଶେଷ ହୋଇଛି। ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ର ବୈଠକରେ ୧୦ଟି ପ୍ରସ୍ତାବକୁ!-->…
Read More...
Read More...
ନଭେମ୍ବର ୧୮ ରୁ ସଂସଦର ଶୀତକାଳିନ ଅଧିବେଶନ
ନୂଆଦିଲ୍ଲୀ :ନଭେମ୍ବର ୧୮ରୁ ଡିସେମ୍ବର ୧୩ ପର୍ଯ୍ୟନ୍ତ ସଂସଦର ଶୀତକାଳିନ ଅଧିବେଶନ ଚାଲିବ। ସଂସଦୀୟ ମନ୍ତ୍ରାଳୟ ପକ୍ଷରୁ ଉଭୟ ଗୃହର ସଚିବଙ୍କୁ ଅବଗତ କରାଯାଇଛି। ଏହି ଅଧିବେଶନରେ ସରକାର ବହୁ ଗୁରୁତ୍ଵପୂର୍ଣ୍ଣ ବିଧେୟକ!-->…
Read More...
Read More...
ବିଜେପୁର ଉପନିର୍ବାଚନ: ଦିନ ୩ଟା ସୁଦ୍ଧା ୫୬.୫% ମତଦାନ
ଭୁବନେଶ୍ବର: ବିଜେପୁରରେ ଜାରି ରହିଛି ଭୋଟଗ୍ରହଣ । ଦିନ ୩ଟା ସୁଦ୍ଧା ହୋଇଛି ୫୬.୫% ମତଦାନ । ସାଧାରଣ ନିର୍ବାଚନ ଯେଉଁଭଳି ମତଦାନ ହୋଇଥିଲା ଚଳିତ ଉପ-ନିର୍ବାଚନରେ ମଧ୍ୟ ସାମନ ଭାବରେ ମତଦାନ ହେବ ବୋଲି ସାମ୍ବାଦିକ!-->…
Read More...
Read More...
ହରିୟାଣା ବିଧାନସଭା ନିର୍ବାଚନ : ୧୦ଟା ସୁଦ୍ଧା ୮.୭୩ ପ୍ରତିଶତ ମତଦାନ
ଚଣ୍ଡୀଗଡ:ଆଜି ହରିୟାଣାର ୯୦ଟି ଆସନରେ ମତଗ୍ରହଣ ହେଉଛି। ରାଜ୍ୟରେ ମୁଖ୍ୟତଃ ବିଜେପି ଓ କଂଗ୍ରେସ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିବ। ସେହି ସମୟରେ କିଛି ଆସନରେ ଜେଜେପି, ବିଜେପି ଓ କଂଗ୍ରେସ ମଧ୍ୟରେ କଡା ମୁକାବିଲା!-->…
Read More...
Read More...
