Browsing Category

Bignews

ମହାରାଷ୍ଟ୍ର ଓ ହରିୟାଣା ବିଧାନସଭା ନିର୍ବାଚନ: ମତଦାନ ଜାରି

ନୂଆଦିଲ୍ଲୀ: ସୋମବାର ସକାଳ ୭ଟାରୁ ମହାରାଷ୍ଟ୍ରର ୨୮୮ଟି ଓ ହରିୟାଣାର ୯୦ଟି ବିଧାନସଭା ଆସନ ନିମନ୍ତେ ଭୋଟ୍‌ ଗ୍ରହଣ ଆରମ୍ଭ ହୋଇଛି।ମତଦାତାଙ୍କ ମଧ୍ୟରେ ଅଛନ୍ତି ବହୁ ପ୍ରମୁଖ ବ୍ୟକ୍ତି। ନାଗପୁର ସେଣ୍ଟ୍ରାଲ୍‌ ନିର୍ବାଚନ…
Read More...

ବିଜେପୁର ଉପନିର୍ବାଚନ: ସକାଳ ୯ଟା ସୁଦ୍ଧା ୧୧% ମତଦାନ

ବରଗଡ଼ : ବିଜେପୁର ବିଧାନସଭା ଉପନିର୍ବାଚନ ଲାଗି ମତଦାନ ଚାଲିଛି। ପ୍ରତି ବୁଥରେ ମକ୍ ପୋଲିଂ ପରେ ପରେ ସକାଳ ୭ଟାରେ ଭୋଟ ଗ୍ରହଣ ଆରମ୍ଭ ହୋଇଥିଲା। ମତଦାତାମାନେ ଲମ୍ବା ଲାଇନ୍‌ରେ ଛିଡ଼ା ହୋଇ ମତାଧିକାର ସାବ୍ୟସ୍ତ…
Read More...

ମହାରାଷ୍ଟ୍ର ବିଧାନସଭା ନିର୍ବାଚନ : ୯ଟା ସୁଦ୍ଧା ୫ପ୍ରତିଶତ ମତଦାନ

ମୁମ୍ବାଇ :ଆଜି ମହାରାଷ୍ଟ୍ରରେ ୨୮୮ ବିଧାନସଭା ଆସନରେ ମତଦାନ ଜାରୀ ରହିଛି। ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଗୋଟିଏ ପଟେ ବିଜେପି ଓ ଶିବସେନା ସରକାରର ମହାମେଣ୍ଟ ଥିବା ବେଳେ ଅନ୍ୟ ପଟେ କଂଗ୍ରେସ-ଏନସିପିର ମହାମେଣ୍ଟ…
Read More...

ଜଷ୍ଟିସ ଶରଦ ଅରବିନ୍ଦ ବବ୍‌ଡେ ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି

ନୂଆଦିଲ୍ଲୀ : ଦେଶର ପରବର୍ତ୍ତି ପ୍ରଧାନ ବିଚାରପତି ଭାବେ ଦାୟିତ୍ୱ ତୁଲାଇବାକୁ ଯାଉଛନ୍ତି ଜଷ୍ଟିସ ଶରଦ ଅରବିନ୍ଦ ବବ୍‌ଡେ । ବର୍ତ୍ତମାନ ସୁପ୍ରିମକୋର୍ଟରେ ମୁଖ୍ୟ ବିଚାରପତି ଭାବେ ଦାୟିତ୍ୱ ତୁଲାଉଥିବା ରଞ୍ଜନ ଗୋଗଇ…
Read More...

ବିବିସିର ଶ୍ରେଷ୍ଠ ୧୦୦ ପ୍ରଭାବଶାଳୀ ମହିଳାଙ୍କ ତାଲିକାରେ ଓଡ଼ିଶା ଝିଅ ସୁସ୍ମିତା

ଭୁବନେଶ୍ୱର : ବିଶ୍ୱର ଶ୍ରେଷ୍ଠ ୧୦୦ ପ୍ରଭାବଶାଳୀ ମହିଳାଙ୍କ ତାଲିକାରେ ସ୍ଥାନ ପାଇଲା ଓଡ଼ିଆ ଝିଅ ସୁସ୍ମିତା ମହାନ୍ତିଙ୍କ ନାଁ । ଅନ୍ତର୍ଜାତୀୟ ଗଣମାଧ୍ୟମ ବିବିସି ପକ୍ଷରୁ ପ୍ରସ୍ତୁତ ହୋଇଥିବା ଏହି ତାଲିକାରେ ୭…
Read More...

ଜନ୍ମଦିନରେ କନ୍ଧମାଳକୁ ନବୀନଙ୍କ ଭେଟି, ନିର୍ମାଣ ହେବ ମେଡ଼ିକାଲ କଲେଜ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ ଘୋଷଣା । ଫୁଲବାଣୀରେ ୫୦୦ଶଯ୍ୟା ବିଶିଷ୍ଟ ମେଡ଼ିକାଲ କଲେଜ ଓ ହସ୍ପିଟାଲ ନିର୍ମାଣ କରିବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିସହିତ ପାଞ୍ଚଟି ଜିଲ୍ଲାରେ ରହିଥିବା…
Read More...

ପି. ଚିଦମ୍ବରମଙ୍କୁ ଗିରଫ କରିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ

ନୂଆଦିଲ୍ଲୀ: ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ( ଇଡି ) ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି. ଚିଦମ୍ବରମଙ୍କୁ ଗିରଫ କରିଥିବା ଜଣାଯାଇଛି। ଆଜି ସକାଳେ ତିହାଡ…
Read More...

ବିଜେପିରୁ ଇସ୍ତଫା ଦେଲେ ଦାମ

ଭୁବନେଶ୍ୱର: ଗତ କିଛି ଦିନ ଧରି ଯାହା ଆଶଙ୍କା କରାଯାଉଥିଲା, ତାହା ହୋଇଛି। ବରିଷ୍ଠ ରାଜନେତା ତଥା ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତ ବିଜେପିରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫାପତ୍ର ଦଳର ରାଜ୍ୟ ସଭାପତି ତଥା ସାଂସଦ…
Read More...

ପ୍ରଥମ ଥର ବୁକର୍‌ ପୁରସ୍କାର ଜିତିଲେ ଦୁଇ ମହିଳା

ଲଣ୍ଡନ: ସାହିତ୍ୟ କ୍ଷେତ୍ରର ସବୁଠାରୁ ସମ୍ମାନଜନକ ବୁକର ପୁରସ୍କାର ଏଥର ଦୁଇ ଜଣ ମହିଳା ପାଇବେ। ସବୁବର୍ଷ ଜଣଙ୍କୁ ହିଁ ବୁକର ପୁରସ୍କାର ମିଳୁଥିବା ବେଳେ ୨୦୧୯ ବର୍ଷ ପାଇଁ ଜୁରି ସଦସ୍ୟ ପ୍ରଚଳିତ ନିୟମକୁ ଭାଙ୍ଗି ଦେଇଛନ୍ତି।…
Read More...

ଆଜିଠୁ ନୟାଗଡକୁ ଗଡିବ ସେବା ଏକ୍ସପ୍ରେସ

ଭୁବନେଶ୍ୱର:ଆଜିଠୁ ଭୁବନେଶ୍ୱର ଓ ନୟାଗଡ ମଧ୍ୟରେ ଟ୍ରେନ ଚଲାଚଳ ଆରମ୍ଭ ହେବ । ଏହାସହ ପୂର୍ବରୁ ଏହି ରୁଟଦେଇ ଯାଉଥିବା ପାସେଞ୍ଜର ଟ୍ରେନର ସମୟରେ ପରିବର୍ତନ କରାଯାଇଛି । ଏହି ଟ୍ରେନ ଭୁବନେଶ୍ୱରରୁ ସଂଧ୍ୟା ୬ଟା ୪୦ ମିନିଟରେ…
Read More...

ଅର୍ଥନୀତିରେ ୩ଙ୍କୁ ନୋବେଲ: ତାଲିକାରେ ଜଣେ ଭାରତୀୟ

ଓସ୍ଲୋ:ଭାରତରେ ଜନ୍ମିତ ଅଭିଜିତ ବାନାର୍ଜୀ ଓ ତାଙ୍କ ପତ୍ନୀ ଏସ୍ତର ଡଫ୍ଲୋଙ୍କୁ ଅର୍ଥଶାସ୍ତ୍ରରେ ନୋବେଲ ପୁରସ୍କାରରେ ସମ୍ମାନିତ କରାଯାଇଛି। ଏହା ବ୍ୟତୀତ ଏହି ବର୍ଗରେ ମାଇକେଲ କ୍ରେମରଙ୍କୁ ମଧ୍ୟ ସମ୍ମାନିତ କରାଯାଇଛି।…
Read More...

ମୋ ସରକାର କାର୍ଯ୍ୟକ୍ରମ: ୪ ଜିଲ୍ଲା ହସ୍ପିଟାଲରେ ବେଡ୍ ବଢ଼ାଇଲେ ନବୀନ

ଭୁବନେଶ୍ୱର: ଗାନ୍ଧୀ ଜୟନ୍ତୀରୁ ରାଜ୍ୟରେ ‘ମୋ ସରକାର’ କାର୍ଯ୍ୟକ୍ରମ ଆରମ୍ଭ ହେବାପରଠୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୨୦ ଜଣ ଲୋକଙ୍କ ସହ ଫୋନ୍ ମାଧ୍ୟମରେ କଥା ହୋଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ‘ମୋ ସରକାର…
Read More...

ଗ୍ୟାସ୍ ସିଲିଣ୍ଡ ଫାଟି ଭୁଶୁଡି ପଡ଼ିଲା ଦୁଇ ମହଲା କୋଠା; ୧୦ ମୃତ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ମହମ୍ମଦାବାଦର ବଲିଦପୁର ଗାଁରେ ଆଜି ସକାଳେ ଗ୍ୟାସ୍‌ ସିଲିଣ୍ଡର ଫାଟି ଏକ ଦୁଇ ମହଲା କୋଠା ଭୁଶୁଡ଼ି ପଡ଼ିବାରୁ ୧୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୫ରୁ ଅଧିକ ଆହତ ହୋଇଛନ୍ତି। ଆହତମାନଙ୍କୁ…
Read More...

ନୋବେଲ ଶାନ୍ତି ପୁରସ୍କାର ପାଇବେ ଇଥିଓପିଆ ପ୍ରଧାନମନ୍ତ୍ରୀ

ଷ୍ଟକହୋମ : ଆଜି ବର୍ଷ ୨୦୧୯ ପାଇଁ ବିଶ୍ୱର ସମ୍ମାନଜନକ ନୋବେଲ ଶାନ୍ତି ପୁରସ୍କାର ଘୋଷଣା କରାଯାଇଛି । ଇଥିଓପିଆର ପ୍ରଧାନମନ୍ତ୍ରୀ ଆବି ଅହମଦ ଏହି ପୁରସ୍କାର ପାଇବେ । ଇଥିଓପିଆର ପଡୋଶୀ ଦେଶ ଏରିଟ୍ରି ସହିତ ଶାନ୍ତି…
Read More...