Browsing Category

Bignews

ଫୋବର୍ସ ଧନୀ ତାଲିକା: ପ୍ରଥମ ସ୍ଥାନରେ ମୁକେଶ ଅମ୍ବାନୀ

ନୂଆଦିଲ୍ଲୀ:ଫୋବର୍ସ ଇଣ୍ଡିଆ ପକ୍ଷରୁ ଦେଶର ସବୁଠାରୁ ଧନୀଶାଳୀ ୧୦୦ଜଣ ବ୍ୟକ୍ତିଙ୍କ ତାଲିକା ପ୍ରକାଶ ପାଇଛି । ଏହି ତାଲିକାରେ ପୁଣି ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ମାଲିକ ମୁକେଶ ଅମ୍ବାନୀ ଶ୍ରେଷ୍ଠ ସ୍ଥାନରେ ରହିଛନ୍ତି । …
Read More...

ଇତିହାସ ରଚିଲେ ମ୍ୟାରୀ କମ୍‌

ଉଲାନ୍ ଉଦେ (ରୁଷ୍‌): ‘ମ୍ୟାଗ୍ନିଫିଶେଣ୍ଟ୍ ମ୍ୟାରୀ’ ନାମରେ ପରିଚିତ ୩୬ ବର୍ଷୀୟ ଭାରତୀୟ ମହିଳା ବକ୍ସର ଏମସି ମ୍ୟାରୀ କମ୍ (୫୧ କେଜି) ଗୁରୁବାର ଇତିହାସ ରଚିଛନ୍ତି। ସେ ରୁଷରେ ଚାଲିଥିବା ମହିଳା ବିଶ୍ୱ ବକ୍ସିଂ…
Read More...

ସାହିତ୍ୟ ନୋବେଲ ପୁରସ୍କାର: ୨୦୧୮ ପାଇଁ ପୋଲାଣ୍ଡର ଓଲଗା ଟୋକାରଜୁକ ଓ ୨୦୧୯ ପାଇଁ ଅଷ୍ଟ୍ରିଆର ପିଟର ହାଣ୍ଡକେ

ଷ୍ଟକହୋମ : ବର୍ଷ ୨୦୧୮ ଓ ବର୍ଷ ୨୦୧୯ ପାଇଁ ସାହିତ୍ୟରେ ନୋବେଲ ପୁରସ୍କାର ଘୋଷଣା ହୋଇଛି । ୨୦୧୮ ପାଇଁ ପୋଲାଣ୍ଡର ଲେଖିକା ଓଲଗା ଟୋକାରଜୁକ ଓ ୨୦୧୯ ପାଇଁ ଅଷ୍ଟ୍ରିଆର ଲେଖକ ପିଟର ହାଣ୍ଡକେଙ୍କୁ ନୋବେଲ ପୁରସ୍କାର ପ୍ରଦାନ…
Read More...

ନୂଆବର୍ଷରୁ ଭୁବନେଶ୍ୱରରୁ ସୁରତକୁ ଉଡିବ ବିମାନ

ଭୁବନେଶ୍ୱର: ସୁରତରେ ବସବାସ କରୁଥିବା ଓଡ଼ିଆଙ୍କ ପାଇଁ ଖୁସି ଖବର। କାରଣ ନୂଆବର୍ଷ ଅର୍ଥାତ ଜାନୁଆରୀ ୧ରୁ ଭୁବନେଶ୍ୱରରୁ ସୁରତକୁ ଚାଲିବ ବିମାନ। ସପ୍ତାହକୁ ୩ ଦିନ ଉଡିବ ଏୟାର ଇଣ୍ଡିଆ ବିମାନ। ଏନେଇ ଟ୍ୱିଟ୍‌ କରି ସୂଚନା…
Read More...

ରସାୟନ ବିଜ୍ଞାନ ପାଇଁ ୩ ଜଣଙ୍କୁ ନୋବେଲ ପୁରସ୍କାର

ଜେନେଭା: ରସାୟନ ବିଜ୍ଞାନ କ୍ଷେତ୍ରରେ ଚଳିତବର୍ଷ ୩ ଜଣ ପ୍ରସିଦ୍ଧ ବୈଜ୍ଞାନିକ ନୋବେଲ ପୁରସ୍କାର ପାଇବେ। ଜନ୍‌ ବି ଗୁଡ୍‌ଏନଫ୍‌, ଏମ୍‌ ଷ୍ଟେନଲି ହ୍ୱିଟନ୍‌ଗାମ୍‌ ଏବଂ ଆକିରା ୟୋଶିନୋଙ୍କୁ ଲିଥିୟମ୍‌ ଆୟନ୍‌ ବ୍ୟାଟେରି…
Read More...

ଦୀପାବଳି ଭେଟି; ୫ ପ୍ରତିଶତ ବଢିଲା ଡିଏ

ନୂଆଦିଲ୍ଲୀ : ନରେନ୍ଦ୍ର ମୋଦୀଙ୍କ ସରକାର ସରକାରୀ କର୍ମଚାରୀଙ୍କ ପାଇଁ ଦୀପାବଳି ଉପହାର ନେଇ ଆସିଛନ୍ତି। ବୁଧବାର ହୋଇଥିବା କେନ୍ଦ୍ର ମନ୍ତ୍ରୀମଣ୍ଡଳ ବୈଠକରେ ଡିଏ ୫ ପ୍ରତିଶତ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି।…
Read More...

୧୦ ବେସିସ୍‌ ପଏଣ୍ଟ୍‌ ସୁଧ ହାର ହ୍ରାସ କଲା ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ

ମୁମ୍ବାଇ: ଅକ୍ଟୋବର ୧୦ ତାରିଖରୁ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ୍‌ ତାହାର ମାର୍ଜିନାଲ୍‌ କଷ୍ଟ୍‍ ଅଫ୍‌ ଫଣ୍ଡ୍‌ସ୍‌ ଆଧାରିତ ଲେଣ୍ଡିଙ୍ଗ୍‌ ରେଟ୍‌ ୧୦ ବେସିସ୍‌ ପଏଣ୍ଟ୍‌ ହ୍ରାସ କରି ୮. ୦୫ କରୁଥିବା କଥା ଘୋଷଣା କରିଛି।…
Read More...

ପଦାର୍ଥ ବିଜ୍ଞାନରେ ୩ ବୈଜ୍ଞାନିକଙ୍କୁ ନୋବେଲ୍‌ ପୁରସ୍କାର

ଷ୍ଟକହୋମ:ନୋବେଲ ପୁରସ୍କାର ଦ୍ୱିତୀୟ ଦିନ ମଙ୍ଗଳବାରରେ ପଦାର୍ଥ ବିଜ୍ଞାନ କ୍ଷେତ୍ରରେ ବିଜେତାଙ୍କ ନାଁ ଘୋଷଣା କରାଯାଇଛି । ବ୍ରହ୍ମାଣ୍ଡର ରହସ୍ୟ ଉଜାଗର କରିବା ପାଇଁ ଜେମ୍ସ ପିବଲ୍ସ, ମାଇକେଲ୍‌ ମେୟର ଓ ଡିଡିଅର…
Read More...

ନୋବେଲ୍‌ ପୁରସ୍କାର : ମେଡିସିନ୍‌ ପାଇଁ ମିଳିତ ଭାବେ ୩ ବୈଜ୍ଞାନିକ ମନୋନୀତ

ନୂଆଦିଲ୍ଲୀ: ମେଡିସିନ୍‌ ପାଇଁ ନୋବେଲ୍‌ ପୁରସ୍କାର ଘୋଷଣା କରାଯାଇଛି। ୩ ଜଣ ବୈଜ୍ଞାନିକଙ୍କୁ ମିଳିତ ଭାବେ ଏହା ପ୍ରଦାନ କରାଯିବ। ଓ୍ଵିଲିୟମ୍‌ କେଲିନ୍‌ ଜୁନିୟର୍‌, ସାର୍ ପିଟର୍‌ ଜେ ରେକ୍ଟକ୍ଲିଫ୍‌ ଓ …
Read More...

୬.୧%କୁ ଖସିଲା ଜିଡିପି

ମୁମ୍ବାଇ: ଶୁକ୍ରବାର ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଚଳିତ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଅର୍ଥନୀତିକ ଅଭିବୃଦ୍ଧି ଆକଳନ ହ୍ରାସ କରିଛି। ଏହା ପୂର୍ବରୁ ୬.୯ ଥିଲା, କିନ୍ତୁ ବର୍ତ୍ତମାନ ଏହାକୁ ୬.୧କୁ ହ୍ରାସ କରିଛି ଆରବିଆଇ।…
Read More...

ରେପୋ ରେଟ୍ କମାଇଲା ଆରବିଆଇ

ମୁମ୍ୱାଇ: ଦଶହରା ବେଳେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଆଜି ଋଣହାର କମାଇଛନ୍ତି। ପଞ୍ଚମ ଥର ପାଇଁ ଆରବିଆଇ ରେପୋ ରେଟ୍ କମାଇଛି। ଏମପିସି (Monetary Policy Committee of India) ବୈଠକରେ ୦.୨୫ ପ୍ରତିଶତ ଋଣ ହାର…
Read More...

ମହାନନ୍ଦା ନଦୀରେ ଡଙ୍ଗା ବୁଡ଼ି ୭ ମୃତ; ୫୦ ନିଖୋଜ

ମାଲଦା: ବିହାରର କଟିହାର ଅଂଚଳରେ ଗୁରୁବାର ରାତି ମହାନନ୍ଦା ନଦୀରେ ଡଙ୍ଗା ବୁଡ଼ିବାରୁ ୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫୦ ଜଣ ଲୋକ ନିଖୋଜ ଅଛନ୍ତି । ଏହି ଦୁର୍ଘଟଣାରେ ୨୮ ଜଣଙ୍କୁ ଉଦ୍ଧାର କରାଯାଇଛି । ଡଙ୍ଗାରେ ୫୦ରୁ…
Read More...

ବିଜେପୁର ଉପନିର୍ବାଚନ: ପ୍ରକାଶ ପାଇଲା ୩ ଦଳର ଷ୍ଟାର ପ୍ରଚାରକ ତାଲିକା

ବିଜେପୁର : ପ୍ରସ୍ତୁତ ହୋଇ ସାରିଛି ବିଜେପୁର ନିର୍ବାଚନୀ ରଣକ୍ଷେତ୍ର। ଏଥିପାଇଁ ରାଜନୈତିକ ଦଳମାନେ ରଣନୀତି ପ୍ରସ୍ତୁତି କରି ସାରିଲେଣି। ନିର୍ବାଚନ ଜିତିବା ପାଇଁ ତିନି ପ୍ରମୁଖ ରାଜନୈତିକ ଦଳମାନେ ଷ୍ଟାର ପ୍ରଚାରକମାନଙ୍କୁ…
Read More...

ଶୁଭାରମ୍ଭ ହେଲା ବନ୍ଦେ ଭାରତ ଏକ୍ସପ୍ରେସ୍

ନୂଆଦିଲ୍ଲୀ: ବହୁ ପ୍ରତିକ୍ଷୀତ ବନ୍ଦେ ଭାରତ ଏକ୍ସପ୍ରେସକୁ ଆଜି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଲୋକାର୍ପିତ କରିଛନ୍ତି। ଏହି ସେମି ହାଇସ୍ପିଡ୍‌ ଟ୍ରେନ୍‌ଟି ଦିଲ୍ଲୀରୁ ଜମ୍ମୁ-କଶ୍ମୀର କଠରା ମଧ୍ୟରେ ଯାତାୟାତ କରିବ। ଆଜି…
Read More...