Browsing Category

Bignews

ନର୍ସ ନୀହାରିକା ହତ୍ୟାକାଣ୍ଡ : ହତ୍ୟା କରିଥିବା ସ୍ୱୀକାର କଲା ପ୍ରେମିକ

କଟକ :  ବହୁଚର୍ଚ୍ଚିତ ନର୍ସ ନୀହାରିକା ପାତ୍ର ହତ୍ୟା ଘଟଣାରେ ପୁଲିସକୁ ମିଳିଛି ସଫଳତା।  ପୁଲିସ ମହାନିର୍ଦେଶକଙ୍କ ସୂଚନା ଅନୁଯାୟୀ, ନିଜ ପ୍ରେମିକା ନୀହାରିକାକୁ ତଣ୍ଟିଚିପି ହତ୍ୟା କରିଛି ପ୍ରେମିକ ରାଜା। ନିଜ ସାଙ୍ଗର…
Read More...

୨୧ରେ ବିଜେପୁର ଉପ ନିର୍ବାଚନ, ୨୪ରେ ଗଣତି

ଭୁବନେଶ୍ୱର: ବହୁ ପ୍ରତୀକ୍ଷିତ ବିଜେପୁର ଉପ ନିର୍ବାଚନମଣ୍ଡଳୀ ପାଇଁ ଆସନ୍ତା ୨୧ ତାରିଖରେ ମତଦାନ ହେବ । ଏଥିପାଇଁ ସେପ୍ଟେମ୍ବର ୨୩ ତାରିଖରେ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇବ । ସେହିପରି ୨୪ ତାରିଖରେ ଭୋଟ ଗଣତି…
Read More...

ଦୁଇ ରାଜ୍ୟ ପାଇଁ ନିର୍ବାଚନ ତାରିଖ ଘୋଷଣା କଲେ ମୁଖ୍ୟ ନିର୍ବାଚନ କମିଶନର

ନୂଆଦିଲ୍ଲୀ: ଆଜି ମଧ୍ୟାହ୍ନରେ ଭାରତର ନିର୍ବାଚନ କମିଶନ ବହୁପ୍ରତୀକ୍ଷିତ ମହାରାଷ୍ଟ୍ର ଓ ହରିୟାଣାର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି । ଏଥିରେ ମହାରାଷ୍ଟ୍ର ଓ ହରିୟାଣାରେ ବିଧାନସଭା ନିର୍ବାଚନ ସଂପର୍କୀତ…
Read More...

ଶସ୍ତା ହେଲା ସୁନା ଦର

ନୂଆଦିଲ୍ଲୀ:ସୁନା କ୍ରେତାଙ୍କ ପାଇଁ ଖୁସିଖବର । ଲଗାତାର ୪ଦିନ ହ୍ରାସ ପାଇଲା ସୁନାରୂପା ଦର । ଦିଲ୍ଲୀ ସରଫା ବାଜାରରେ ସୁନା ମୂଲ୍ୟରେ ୧୭୦ଟଙ୍କା କମ ହୋଇ ୧୦ଗ୍ରାମକୁ ୩୮,୩୯୦ ଟଙ୍କାରେ ପହଂଚିଛି । ସେହିପରି ରୂପା ମୂଲ୍ୟ…
Read More...

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଘୋଷଣା: ହ୍ରାସ ହେଲା କରପୋରେଟ ଟ୍ୟାକ୍ସ

ନୂଆଦିଲ୍ଲୀ :ଗୋଆରେ ଜିଏସଟି କାଉନସିଲ ବୈଠକ ହେବା ପୂର୍ବରୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗଣମାଧ୍ୟମ ସମ୍ମିଳନୀ କରିଛନ୍ତି। ଏହି ସମୟରେ ସେ କମ୍ପାନୀ ଏବଂ ବ୍ୟବସାୟୀମାନଙ୍କୁ ଆଶ୍ଵସ୍ତୀ ଦେଇଛନ୍ତି। ସୀତାରମଣ କରପୋରେଟ୍…
Read More...

ଯୌନ ଶୋଷଣ ମାମଲାରେ ସ୍ୱାମୀ ଚିନ୍ମୟାନନ୍ଦ ଗିରଫ

ଲକ୍ଷ୍ନୌ: ଶାହଜାହାନପୁର ଯୌନ ଶୋଷଣ ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବିଜେପି ନେତା ସ୍ୱାମୀ ଚିନ୍ମୟାନନ୍ଦଙ୍କୁ ଆଜି ଗିରଫ କରାଯାଇଛି। ଉତ୍ତର ପ୍ରଦେଶର ସ୍ପେଶାଲ୍ ଇନ୍‌ଭେଷ୍ଟିଗେସନ୍ ଟିମ୍ (ଏସ୍‌ଆଇଟି) ତାଙ୍କୁ…
Read More...

ଜାମିନ ଆବେଦନ ଖାରଜ, ଜେଲ୍ ଗଲେ ଆଶୀର୍ବାଦ ବେହେରା

ଭୁବନେଶ୍ଵର:ଅର୍ଥ ତତ୍ଵ ଚିଟଫଣ୍ଡ ମାମଲାରେ ଗିରଫ ହୋଇଥିବା ଓଡ଼ିଶା କ୍ରିକେଟ୍‌ ଆସୋସିଏସନ୍‌(ଓସିଏ)ର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରାଙ୍କ ଜାମିନ ଆବେଦନ ଖାରଜ ହୋଇଛି। ସ୍ଵାସ୍ଥ୍ୟଗତ କାରଣ ଦର୍ଶାଇ ଜାମିନ ଦେବାକୁ…
Read More...

ବାୟୁସେନାର ମୁଖ୍ୟ ହେବେ ରାକେଶ କୁମାର ସିଂହ ଭଦୌରିଆ

ନୂଆଦିଲ୍ଲୀ: ଏୟାର ମାର୍ଶଲ ରାକେଶ କୁମାର ସିଂହ ଭଦୌରିଆ ହେବେ ଭାରତୀୟ ବାୟୁ ସେନାର ଆଗାମୀ ମୁଖ୍ୟ। ଏଥିପାଇଁ କେନ୍ଦ୍ର ସରକାର ମୋହର ମାରି ସାରିଛନ୍ତି ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟର ମୁଖପାତ୍ର ଆଜି କହିଛନ୍ତି। ଚଳିତ ମାସ…
Read More...

ନାବାଳିକା ଦୁଷ୍କର୍ମ ମାମଲା:ଅଭିଯୁକ୍ତ ମୁସ୍ତାକକୁ ଫାଶୀ ଦଣ୍ଡ

କଟକ:କଟକ ଜିଲ୍ଲା ସାଲେପୁର ବହୁଚର୍ଚ୍ଚିତ ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଅଭିଯୁକ୍ତ ମହମ୍ମଦ ମୁସ୍ତାକକୁ ଫାଶୀ ଦଣ୍ଡାଦେଶ ହୋଇଛି। କଟକ ସ୍ପେଶାଲ ପୋକ୍ସୋ କୋର୍ଟ ଆଜି ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି।…
Read More...

‘ବିକ୍ରମ’କୁ ଠାବ କରିପାରିଲାନି ନାସା

ନୂଆଦିଲ୍ଲୀ :ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଙ୍ଗଠନ ଇସ୍ରୋର ଲ୍ୟାଣ୍ଡର ବିକ୍ରମ ସହ ସମ୍ପର୍କ କରିବା ପାଇଁ ପ୍ରଚେଷ୍ଟା ଜାରୀ ରଖିଛି। କିନ୍ତୁ ଏଯାଏଁ ତାହା ସହ କୌଣସୀ ସମ୍ପର୍କ ସ୍ଥାପନ କରି ହେଉ ନାହିଁ। ଚନ୍ଦ୍ରରେ ଏବେ…
Read More...

ଗିରଫ ହେଲେ ଓସିଏର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରା

କଟକ:ଗିରଫ ହେଲେ ଓସିଏର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରା। ଆଜି ତାଙ୍କୁ ସିବିଆଇ ଗିରଫ କରିଛି। ଅର୍ଥତତ୍ତ୍ୱ ଚିଟଫଣ୍ଡ ମାମଲାରେ ତାଙ୍କୁ ଗିରଫ କରାଯାଇଛି। ଏଥିସହ ହୋଟେଲ ମାଲିକ କମଳାକାନ୍ତ ଦାସଙ୍କୁ  ମଧ୍ୟ ସିବିଆଇ…
Read More...

ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ହେଲେ ସୁବାସ ଚୌହ୍ଵାନ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେଡି ନେତା ସୁବାସ ଚୌହ୍ଵାନଙ୍କୁ ପଶ୍ଚିମ ଓଡ଼ିଶାର ବିକାଶ ପରିଷଦର ଅଧ୍ୟକ୍ଷ ରୂପେ ନିଯୁକ୍ତି ଦେଇଛନ୍ତି।ଶ୍ରୀ ଚୌହ୍ଵାନ ନିକଟରେ ଅନୁଷ୍ଠିତ ବିଧାନସଭା ଓ ସଂସଦ…
Read More...

ହ୍ରାସ ପାଇଲା ସୁନାଦର

ନୂଆଦିଲ୍ଲୀ : ଆଜି ସୁନାଦର ୨୧୫ ଟଙ୍କା ହ୍ରାସ ପାଇଛି । ଦିଲ୍ଲୀର ବୁଲିୟନ ମାର୍କେଟରେ ସୁନାଦର ୧୦ ଗ୍ରାମ ପିଛା ୨୧୫ ଟଙ୍କା ହ୍ରାସ ପାଇ ୩୮,୬୭୬ ଟଙ୍କାରେ ପହଞ୍ଚିଛି । ଗତ କିଛି ମାସଧରି ସୁନା କ୍ରମାଗତଭାବେ ବଢିଚାଲିଥିଲା ।…
Read More...

ଆକ୍ସନ ମୁଡରେ ଗଣଶିକ୍ଷାମନ୍ତ୍ରୀ: ଅନୁପସ୍ଥିତ ଶିକ୍ଷକଙ୍କ ଗୋଟିଏ ଦିନର ଦରମା ବନ୍ଦ

ଭୁବନେଶ୍ଵର :ପଦାରେ ପଡିଛି ସରକାରୀ ବିଦ୍ୟାଳୟର ବାସ୍ତବ ଚିତ୍ର। ଆକ୍ସନ ମୁଡରେ ଗଣଶିକ୍ଷାମନ୍ତ୍ରୀ ସମୀର ଦାସ। ଆଜି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ରାଜଧାନୀ ଭୁବନେଶ୍ଵର ଉପକଣ୍ଠ ୬ଟି ସ୍କୁଲ ଅଚାନକ ପରିଦର୍ଶନରେ ଯାଇଥିଲେ।…
Read More...